March 29, 2024

Odia Express

News For Public

ଏହି ୧୦ ଟି ସଙ୍କେତ କହିଥାଏ ଆପଣଙ୍କ ବନ୍ଧୁ ହୋଇଯାଇଛି ପ୍ରେମ – ଆଜି ହିଁ ଜାଣିନିଅନ୍ତୁ ଏହି ରହସ୍ୟ…

ଗୋଟେ କଥା ଆପଣ ଶୁଣିଥିବେ କି ଏକ ପୁଅ ଓ ଝିଅ କେବେ ପରସ୍ପର ବନ୍ଧୁ ହୋଇପାରିବେ ନାହିଁ । ଏହାର ଅର୍ଥ ଏହା କି ଯେବେ କେଉଁ ପୁଅ କେଉଁ ଝିଅ ସହ ବନ୍ଧୁତା କରେ ଓ କିଛି ସମୟ ପର୍ଯ୍ୟନ୍ତ ଏକାଠି ଚଳନ୍ତି ତେବେ ଦୁହେଁ କାହାକୁ ନା କାହାକୁ ପ୍ରେମ କରିବସନ୍ତି , ସେମିତି ଦେଖିବାକୁ ଗଲେ ପ୍ରେମର ଆରମ୍ଭ ବନ୍ଧୁତାରୁ ହିଁ ହୋଇଥାଏ , ଯେବେ ଆମେ କାହାକୁ ବନ୍ଧୁତା କରୁ ତାହା ସହ ଏକ ଘନିଷ୍ଠତା ବଢିଯାଏ , ଏହାପରେ ଆମେ ମୁହୁର୍ତ୍ତ ପାଇଁ ଭାବିବସୁ କି ଏହି ଲୋକ ଯାହା ସହ ଆମେ ପୁରା ଜୀବନ କଟାଇବାର ଅଛି ସେ ଆମ ପାଇଁ କିପରି , ବନ୍ଧୁତାପରେ ସେମାନେ ଦୁହେଁଙ୍କ ମଧ୍ୟରେ ଭଲ ଓ ମନ୍ଦଗୁଣ ବିଷୟରେ ଜ୍ଞାତ ହୋଇଥାନ୍ତି , ଆପଣ ତାଙ୍କର ଶକ୍ତି ଓ ଦୁର୍ବଳତା ଦୁହେଁଙ୍କରୁ ପତ୍ତା କରିପାରିବେ , ଏହି ପରି ନିଜ ଜୀବନରେ ଅଲଗା ଅଲଗା ପରିସ୍ଥିତିକୁ ଭଲସେ ହ୍ୟାଣ୍ତେଲ୍ କରିପାରନ୍ତି  ଏଥିପାଇଁ ଆପଣଙ୍କ ବନ୍ଧୁ ଆପଣଙ୍କ ଭଲ ଲାଇଫ୍ ପାର୍ଟନର କିମ୍ବା ଲଭ୍ ପାର୍ଟନର ହୋଇଯାଏ , ଆପଣଙ୍କ ମଧ୍ୟରୁ ବହୁତ ଲୋକ ଭାବୁଥିବେ କି ଆମେ ଏହି ବିଷୟରେ କେମିତି ଜାଣିଲୁ କି ଆମ ବନ୍ଧୁ କାହାକୁ ଭଲ ପାଇବସିଛି, ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ସଙ୍କେତ ବା ଇସାରା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ବନ୍ଧୁତା ପ୍ରେମରେ ବଦଳାଇଦେଇଥାଏ ।

୧) ଯେବେ ଆମେ କେଉଁ ପାର୍ଟି ,ଫଙ୍କସନ୍ ,ସ୍କୁଲ୍ ,କଲେଜ କିମ୍ବା କେଉଁ ଅନ୍ୟ କାର୍ଯ୍ୟକ୍ରମରେ ଯାଇଥାଉ , ତେବେ ନିଜ ବନ୍ଧୁଙ୍କ ଆସିବାକୁ ବହୁତ ଅପେକ୍ଷା କରିଥାଉ, ତେବେ ବୁଝିଯିବେ ଏହା ହିଁ ପ୍ରେମ ।

୨) ଯଦି ଆପଣଙ୍କ ବନ୍ଧୁଙ୍କ ନାଁ ଶୁଣିଲେ ଆପଣଙ୍କ ମନ ଖୁସ୍ ହୋଇଯାଏ , ତେବେ ସେ ଆସିଲେ ହୃଦୟ ଧକ୍ ଧକ୍ ହେବାକୁ ଲାଗେ ଏବେ ଏହା ଆପଣଙ୍କୁ ପ୍ରେମ ହୋଇଯାଇଛି ବୋଲି ଇସାରା କରିଥାଏ ।

୩) ଯଦି ଆପଣଙ୍କୁ ନିଜ ବନ୍ଧୁଙ୍କ ଛୋଟ ବଡ କଥା ଓ ହରକତ ଭଲ ଲାଗେ ତେବେ ଆପଣଙ୍କୁ ପ୍ରେମ ହୋଇଯାଇଛି ।

୪) ଯଦି ଆପଣଙ୍କ ମହିଳା ବନ୍ଧୁ ଆପଣଙ୍କ ସହ ସପିଂଙ୍ଗ୍ କରୁଥିବା ସମୟରେ ଆପଣଙ୍କ ଆଡଭାଇଜ୍ ନେଇଥାଏ , ତେବେ ବୁଝିଯିବେ କି ସେ ଆପଣଙ୍କୁ ପ୍ରେମ କରି ବସିଛି ।

୫) ଯଦି ଆପଣ ନିଜ ବନ୍ଧୁମାନେ ଆସିବାପୁର୍ବରୁ ନିଜ ଲୁକ୍ ପ୍ରତି ଅଧିକା ଧ୍ୟାନ ଦେଉଛନ୍ତି ତେବେ ବୁଝିଯିବେ କି ପ୍ରେମ ହୋଇଯାଇଛି ।

୬) ଯଦି ଆପଣଙ୍କୁ ନିଜ ବନ୍ଧୁଙ୍କ ହାତର ଖାଦ୍ୟ ଖାଇବା ଭଲ ଲାଗିଥାଏ , ସେ ଆଭେରେଜ୍ ହେଉ କି ଭଲ ହୋଇନଥାଉ ତେବେ ବୁଝିଯିବେ କି ପ୍ରେମ ହୋଇଯାଇଛି ।

୭) ଯଦି ଆପଣଙ୍କ ବନ୍ଧୁ ସବୁବେଳେ ସେ ଗୋଟିଏ ଜିନିଷ କରିଥାଏ , ଯାହା ଆପଣଙ୍କୁ ପସନ୍ଦ ଲାଗିଥାଏ,  ଓ ଯାହା ଦ୍ୱାରା ଆପଣଙ୍କୁ ଖୁସି ଲାଗେ , ତେବେ ବୁଝିଯିବେ କି ଆପଣଙ୍କ ପାଇଁ ତା ମନରେ କିଛି ଖାସ୍ ଅଛି ।

୮) ଯଦି ଆପଣଙ୍କ ବନ୍ଧୁ ଆପଣଙ୍କ କଲ୍ କିମ୍ବା ମେସେଜ୍ ର ଅପେକ୍ଷାରେ ରହିଥାଏ , ତେବେ ବୁଝିଯିବେ କି ଆପଣଙ୍କୁ ସେ ଭଲ ପାଇବସିଛି ।

୯) ଯଦି ଆପଣଙ୍କ ବନ୍ଧୁ ଆପଣଙ୍କ ସହ କଥାବାର୍ତ୍ତା ନ ହୋଇ ଦୁଇ ଘଣ୍ଟା କିମ୍ବା ଅଧିକା ସମୟ ରହିପାରୁନାହିଁ ତେବେ ବୁଝିଯିବେ କି ଆପଣଙ୍କ ବନ୍ଧୁଙ୍କୁ ଓ ଆପଣଙ୍କୁ ପ୍ରେମ ହୋଇଯାଇଛି ।

୧୦) ଯଦି ଆପଣଙ୍କ ବନ୍ଧୁ ଆପଣଙ୍କୁ କିଛି ସ୍ପେଶାଲ୍ ଫିଲ୍ କରିବାପାଇଁ ଆସିବାଦିନରୁ କିଛି ନା କିଛି ସରପ୍ରାଇଜ୍ ପ୍ଲାନ୍ କରିଥାଏ , ତେବେ ଜାଣିନିଅନ୍ତୁ କି ଆପଣ ପରସ୍ପର ଉଭୟ ବହୁତ ଭଲ ପାଉଛନ୍ତି

Leave a Reply

Your email address will not be published. Required fields are marked *