April 19, 2024

Odia Express

News For Public

ଧୋନୀ ନୁହେଁ ବିରାଟ ନୁହେଁ ବରଂ ଏହି ପ୍ଲେୟାର୍ ଙ୍କ ଉପରେ ଆସିଲା ଅଷ୍ଟ୍ରେଲିଆର ସବୁଠାରୁ ସୁନ୍ଦର ମହିଳା କ୍ରିକେଟିୟର୍ ଏଲିସ୍ ପେରିଙ୍କ ହୃଦୟ

ଆପଣ କ୍ରିକେଟ୍ ଜଗତ ଓ ବଲିଉଡ୍ ଦୁନିଆଁ ମଧ୍ୟରେ ଅନୋଖା ସଂମ୍ପର୍କ ବିଷୟରେ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କ୍ରିକେଟ୍ ପ୍ରତି ପାଗଳାମୀ ଯାହା ବଢିବାରେ ଲାଗିଛି । ଯାହା ଆଜିକାଲି ମହିଳା କ୍ରିକେଟ୍ ରେ ବଡ ବଡ ଖେଳାଳୀଙ୍କୁ ନିଜ ଫେବରାଇଟ୍ ଖେଳାଳୀ କହୁଛନ୍ତି , ଅଭିନେତ୍ରୀଙ୍କ ସହ ମହିଳା କ୍ରିକେଟିୟରଙ୍କର ବି କେହି ପସନ୍ଦର ଖେଳାଳୀ ହୋଇଥାନ୍ତି , ଯେମିତି ବିରାଟ କୋହଲି ଓ ଯୁବରାଜ ସିଂ ରୋହିତ୍ ଶର୍ମା ପରି ଖେଳାଳୀ ହଜାର ଝିଅମାନେ ଫିଦା ଅଛନ୍ତି, ଆସନ୍ତୁ ଜାଣିବା ଏହି ମହିଳା କ୍ରିକେଟିୟର ଖେଲାଳୀଙ୍କ ପସନ୍ଦର ଖେଳାଳୀ କିଏ ।କଥା ଯଦି କରିବା ସୁନ୍ଦରତାର ତେବେ ଏଲିସ୍ ପେରି ଦୁନିଆଁର ସବୁଠାରୁ ସୁନ୍ଦର ମହିଳା କ୍ରିକେଟିୟର୍ସ ରେ ଆସନ୍ତି, ସେମିତି ତାଙ୍କ ଫିଟନେସ୍ ବିଷୟରେ କହିବା ଦରକାର ପଡିବ ନାହିଁ , ଯେପରି ଆପଣ ଫଟୋରେ ଦେଖିପାରିବେ , ସେ ଏଶୋଜରେ ଦ୍ୱିଶତକ ବି ଲଗାଇଛନ୍ତି , ସେ ଅଷ୍ଟ୍ରେଲିଆର ଏମିତି ଏକ ମହିଳା ଖେଲାଳୀ ଅଛନ୍ତି, ଯିଏକି ଦୁଇଟି ସ୍ପୋର୍ଟ୍ସ ୱାର୍ଲଡ୍ କପ୍ ରେ ଭାଗ ନେଇଛନ୍ତି ।

ଏଲିସ୍ ପେରୀଙ୍କ ଜନ୍ମ ୩ ନଭେମ୍ବର ୧୯୯୦ କୁ ହୋଇଥିଲା,  ସେ ବହୁତ ଛୋଟ୍ ବୟସରୁ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ,  ଓ ତାହା ସହ ଫୁଟବଲରେ ଡେବ୍ୟୁ କରିଥିଲେ , ୨୦୧୫ ର ମହିଳା ଏଶୋଜ ରେ ଅଷ୍ଟ୍ରେଲିଆ କୁ ଜିତ୍ ଦେବାପାଇଁ ତାଙ୍କର୍ ମହତ୍ତ୍ୱପୁର୍ଣ୍ଣ ଭୁମିକା ରହିଛି , ପେରୀ ଏକ କ୍ରିକେଟିୟର୍ ଓ ଫୁଟବଲର ହେବା ସହ ଏକ ସଫଳ ମଡେଲର୍ ବି ଅଟନ୍ତି । ଏଲିସ୍ ପେରି ଅନ୍ତରାଷ୍ଟ୍ରିୟ ଟି ଟ୍ୱେଣ୍ଟି ମ୍ୟାଚରେ ସବୁଠାରୁ ଅଧିକା ୱିକେଟ୍ ନେଇଥିବା ମହିଳା କ୍ରିକେଟିୟର ଅଟନ୍ତି,  ସେ ୨୬ ଟି ମ୍ୟାଚରେ ୫,୮୬ ର ଇକୋନୋମି ସହ ୨୭ ଟି ୱିକେଟ୍ ନେଇଛନ୍ତି,

ସେ ଫେହରିସ୍ତ ରେ ଦ୍ୱିତୀୟ ସ୍ଥାନରେ ଇଂଲଣ୍ତରେ ଅନ୍ୟା ଶୁବ୍ର ସୋଲେ ଅଛନ୍ତି , ଯିଏକି ୨୬ ଟି ୱିକେଟ୍ ନେଇଛନ୍ତି , ଏଲିସ୍ ପେରି କ୍ରିକେଟ୍ ଜଗତରେ ନିଜ ଅଲରାଉଣ୍ତର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ । କିନ୍ତୁ ଆପଣ ଏହା ଜାଣିନଥିବେ କି ଏଲିସ୍ ପେରି କ୍ରିକେଟ୍ ଜଗତରେ ଭାରତୀୟ ଟିମ୍ ର ଅଧିନାୟକ ବିରାଟ କୋହଲି ଓ ଭାରତୀୟ ଟିମ୍ ର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନୁହେଁ ବରଂ ଜଣେ ଭାରତୀୟ କ୍ରିକେଟିୟରଙ୍କୁ ପସନ୍ଦ କରନ୍ତି ଆସନ୍ତୁ ଜାଣିବା କିଏ ସେହି ଭାରତୀୟ କ୍ରିକେଟୀୟର ।

ତେବେ ଆପଣଙ୍କୁ କହିଦେବୁ କି ଏହି ଭାରତୀୟ ଖେଲାଳୀଙ୍କ ନାଁ ସଚିନ୍ ତେନ୍ଦୁଲକର୍ ଅଟେ , ଯିଏକି କ୍ରିକେଟ୍ ଜଗତରେ କ୍ରିକେଟ୍ ର ଭଗବାନ ବୋଲି ଜଣାଯାଆନ୍ତି , ଏଲିସ୍ ପେରି ଏକ ଇଣ୍ଟରଭ୍ୟୁ ସମୟରେ କହିଲେ କି ସଚିନ୍ ଙ୍କ ବ୍ୟାଟୀଙ୍ଗ୍ ତାଙ୍କୁ ବହୁତ ଭଲ ଲାଗେ,  ସେ ତାଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ସେ ନିଜର ଆଦର୍ଶ କ୍ରିକେଟିୟର ମାନନ୍ତି  ସେ ବହୁତ ଥର ତାଙ୍କ ଠୁ ଟିପ୍ସ ନେଇସାରିଛନ୍ତି , ଏହା ସହ ସେ କହିଲେ କି କୋହଲିଙ୍କ ଫିଟନେସ୍ ପାଇଁ ସେ ବହୁତ ବଡ ଫ୍ୟାନ୍ ଅଟନ୍ତି ।

ଏବେ କିଛି ଦିନ ହେବ ଏକ ମିଡିଆ ରିପୋର୍ଟ୍ ମୁତାବିକ ଆଇସିସି ଟ୍ୱିଟରରେ ଏକ ଫଟୋ ସେୟାର୍ କରିଥିଲେ, ଯେଉଁଥିରେ ଏଲିସ୍ ପେରି ମହାନ୍ କ୍ରିକେଟିୟରଙ୍କ ବିଷୟରେ କହୁଥିଲେ,  ତାହା ସହ ସେ ଏହି କଥାର ଖୁଲାସା କଲେ କି ସେ ସଚିନଙ୍କୁ ବହୁତ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *