ଏହି ରାଶିର ପୁଅ ହୋଇଥାନ୍ତି ବିଲକୁଲ୍ ବିନ୍ଦାସ୍ , ଝିଅମାନେ ଏମାନଙ୍କୁ ଦେଖିଲେ କରିବସନ୍ତି ପ୍ରେମ

ଆପଣ ସମସ୍ତେ ପ୍ରଥମ ନଜରରେ ପ୍ରେମ  କଥା ତ ଶୁଣିଥିବେ , ଆମ ସମସ୍ତଙ୍କ ଜୀବନରେ ଥରେ ନା ଥରେ ପ୍ରଥମ ନଜରରେ ପ୍ରେମ ନିଶ୍ଚିତ ହୋଇଥିବ , ଆମ ସମସ୍ତଙ୍କ ଜୀବନରେ କେଉଁ ନା କେଉଁ ଏମିତି ବ୍ୟକ୍ତି ନିଶ୍ଚିତ ଥିବେ ଯାହାଙ୍କୁ ଦେଖିବାପରେ ଆମ ହୃଦୟର ବେଗ ଅଧିକା ହୋଇଥିବ , ସବୁ ଲୋକଙ୍କର ଏମିତି ହୋଇନଥାଏ,  ଲୋକେ ଦେଖିକରି ବି ପ୍ରଥମ ନଜରରେ ହୃଦୟ ଦେଇବସନ୍ତି , କିଛି ଖାସ୍ ଲୋକ ଥାନ୍ତି ଯାହାଙ୍କ ମଧ୍ୟରେ ଜନ୍ମ ହେବା ପର ଠାରୁ ଏମିତି ଖାସିୟତ୍ ହୋଇଥାଏ ଯେଉଁ ଲୋକ ଜଲଦି ଇମ୍ପ୍ରେସ୍ କରିଦିଅନ୍ତି , ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ କିଛି ରାଶିର ବିଷୟରେ କହିବୁ ଯାହାଙ୍କ ଜାତକରେ ପୁଅଙ୍କ ମଧ୍ୟରେ କିଛି ଖାସ୍ କଥା ହୋଇଥାଏ , ସେମାନେ ପ୍ରଥମ ନଜରରେ ନିଜ ହୃଦୟ ଦେଇବସନ୍ତି , ତେବେ ଆସନ୍ତୁ ଜାଣିବା ସେହି ରାଶିଗୁଡିକ ବିଷୟରେ ।

୧) ବୃଷ ରାଶି : ଏହି ରାଶିର ପୁଅ ବହୁତ ସାହାସୀ ହୋଇଥାନ୍ତି , ଆତ୍ମବିଶ୍ୱାସରେ ଭରି ରହିଥାନ୍ତି , ଏମାନଙ୍କ ନେଚର୍ କଥାବାର୍ତ୍ତା କରିବାର ତରିକା ଅଲଗା ହୋଇଥାଏ,  ଏମିତିରେ ଯେବେ ଝିଅମାନେ ତାଙ୍କୁ ଦେଖନ୍ତି ତେବେ ତାଙ୍କ ଆଡକୁ ଟାଣି ହୋଇଆସନ୍ତି , ସେମାନେ ଯେବେ କେଉଁ ଗ୍ରୁପରେ ଯାଆନ୍ତି ତେବେ ଝିଅମାଙ୍କର ନଜର ତାଙ୍କ ଉପରେ ହିଁ ରହିଥାଏ , ଯଦି କେଉଁ ପୁଅଙ୍କ ସହ କଥା କରିନେବେ ତେବେ ସେ ଖୁସି ହୋଇଯାନ୍ତି , ଓ ତାଙ୍କର କଥା ଦିନସାରା ଭାବିଥାନ୍ତି ।

୨) ସିଂହ ରାଶି- ଏହି ରାଶିର ପୁଅଙ୍କ ଷ୍ଟାଇଲ୍ କେଉଁ ରାଜା ମହାରାଜାଙ୍କ ଠାରୁ କମ୍ ହୋଇନଥାଏ, ଏମାନଙ୍କ ଚାଳିଚଲଣୀ ଓ ରହିବା ଚଲିବାର ଷ୍ଟାଇଲ୍ ଅଲଗା ହୋଇଥାଏ , ଝିଅମାନେ ଏମାନଙ୍କୁ ଯେବେ ଦେଖନ୍ତି ତେବେ ତାଙ୍କୁ ପସନ୍ଦ କରିବସନ୍ତି, ଏମାନଙ୍କ କଥାବାର୍ତ୍ତା କରିବାର ତରିକା ଅନ୍ୟ ମାନଙ୍କ ଅପେକ୍ଷା ଅଲଗା ହୋଇଥାଏ,  ଏମାନଙ୍କ ଏହି ଖୁବିର କାରଣରୁ ଏମାନଙ୍କ ପାଇଁ ଝିଅମାନେ ଦ୍ୱିୱାନୀ ହୋଇଯାଆନ୍ତି , ସିଂହ ରାଶିରପୁଅଙ୍କ ପପୁଲାରିଟି ଏତେ ଥାଏ କି ସେମାନେ ଝିଅଙ୍କୁ ବୁଲାଇବାର ନଜର ଆସେ ,

୩) ବିଛା ରାଶି- ଏହି ରାଶିର ପୁଅ ବହୁତ ମିଳାମିଶାପ୍ରିୟ ହୋଇଥାନ୍ତି ଓ ବିନମ୍ର ସ୍ୱଭାବର ହୋଇଥାନ୍ତି , ଏମାନଙ୍କ କଥାବାର୍ତ୍ତା କରିବାର ତରିକା ଅନ୍ୟ ଲୋକଙ୍କ ପ୍ରତି ବ୍ୟବହାର ଭଲ ହୋଇଥାଏ , ଝିଅମାନେ ଏମାନଙ୍କ ଫ୍ୟାନ୍ ହୋଇଯାଆନ୍ତି , ଏହି ରାଶିର ପୁଅଙ୍କ ନିଜ ଲୁକ୍ ପରିବର୍ତ୍ତେ ନିଜ ସ୍ୱଭାବରୁ ହୃଦୟ ଜିତିପାରନ୍ତି ଝିଅଙ୍କର, ଏମାନେ ବହୁତ ଇମାନଦାର୍ ହୋଇଥାନ୍ତି , ଝିଅଙ୍କୁ ଏମାନଙ୍କ ଏହି ସ୍ୱଭାବ ବହୁତ ପସନ୍ଦ୍ ଆସେ ।

୪) କୁମ୍ଭ ରାଶି- ଏମାନେ ବହୁତ ମଜାକିଆ ମିଜାଜର ହୋଇଥାନ୍ତି , ଏମାନଙ୍କ ମଜାକ୍ ଓ ସେନ୍ସ ଅଫ୍ ହ୍ୟୁମର୍ କାରଣରୁ ଝିଅମାନେ ଅଧିକା ଆକର୍ଷିତ ହୋଇଥାନ୍ତି  ଏହି ପୁଅ ଯେଉଁ ଗ୍ରୁପରେ ଥାନ୍ତି ସେଠାରେ ଖୁସିର ମାହୋଲ୍ ଜମିଯାଏ , ଏହି କାରଣରୁ ଝିଅମାନେ ନିଜ ବୟଫ୍ରେଣ୍ତ ବନାଇବାପାଇଁ ଚାହଁନ୍ତି , କାରଣ ସେମାନେ କେବେ ଉଦାସ ରହିବେ ନାହିଁ ଓ ସବୁବେଳେ ହସୁଥିବେ ।

Leave a Reply

Your email address will not be published. Required fields are marked *