୨୦ ବର୍ଷ ପୂର୍ବରୁ ଜୁଡୱା ଫିଲ୍ମରେ ଥିଲେ ସଲମାନଙ୍କ ହିରୋଇନ୍ ଆଜି ଏତେ ବଦଳି ସାରିଛନ୍ତି ଦେଖିଲେ ଚିହ୍ନିବା ହେବ ମୁସକିଲ୍

ବଲିଉଡ୍ ର ଚମକ ଧମକ ଦୁନିଆଁ ବିଷୟର୍ ସମସ୍ତେ ଜାଣିଛନ୍ତି , ଯେପରି ଆମେ ସମସ୍ତେ ଜାଣିଛେ କି ବଲିଉଡ୍ ରେ କେବଲ ତାଙ୍କର ରାଜୁତି ଚାଲେ ଯିଏ ଅଧିକା ସଫଳ ହୋଇଥାଏ , ଓ ସଫଳତା ପଛରେ ଭାଗ୍ୟର ଏକ ବଡ ଯୋଗଦାନ ହୋଇଥାଏ,  ଆମର ବଲିଉଡ୍ ରେ ଏମିତି କିଛି ଷ୍ଟାର୍ସ ଅଛନ୍ତି ଯିଏକି ବହୁତ ପରିଶ୍ରମ କରି ନିଜ ଜୀବନରେ ଓ ଫିଲ୍ମରେ ସଫଳତା ପାଇଛନ୍ତି , କିନ୍ତୁ ସେମିତି ଅନ୍ୟଅଟେ କିଛି ଷ୍ଟାର୍ ଏମିତି ଅଛନ୍ତି ଯିଏ ସଫଳ ତ ହେଲେ କିନ୍ତୁ ନିଜ ଗ୍ଲାମରକୁ ସେ ବଲିଉଡ୍ ରୁ ଅଲବିଦା କହିଦେଲେ ।ସେହି କିଛି ଷ୍ଟାରଙ୍କ ମଧ୍ୟରେ ଗୋଟେ ନାଁ ରମ୍ଭାଙ୍କର୍ ଆସେ , ଯିଏକି ୯୦ ଦଶକରେ ସୁନ୍ଦର ଅଭିନେତ୍ରୀ ହିସାବରେ ଜଣାଯାଉଥିଲେ,  ଏହି କାରଣରୁ ଗୋଟେ ସମୟରେ ସଲମାନଙ୍କ ପରି ସୁପରଷ୍ଟାର୍ ଙ୍କ ଅପଜିଟ୍ ରେ ଦେଖାଦେଇଥିଲେ,  ଏତିକି ନୁହେଁ କହିଦେବୁ କି ଗୋଟେ ସମୟ ଏପରି ଥିଲା ଯେବେ ରମ୍ଭା ଦିବ୍ୟା ଭାରତୀଙ୍କ ଜାଆଁଳା କୁହାଯାଉଥିଲାକିନ୍ତୁ ଆଜିର ସମୟରେ ସେ ଏତେ ବଦଳିଯାଈଛନ୍ତି କି ତାଙ୍କୁ ଚିହ୍ନିବା ମୁସକିଲ୍ ହୋଇଯାଇଛି

୧୭ ବଲିଉଡ୍ ଓ ୧୦୦ ରୁ ଅଧିକା ସାଉଥ୍ ଫିଲ୍ମରେ କାମ କରିସାରିଥିବା ରମ୍ଭା ଏବେ ଗ୍ଲାମର୍ ଦୁନିଆଁରୁ ଦୂରେଇଯାଇଛନ୍ତି , ଏବେ ସେ ନିଜ ଝିଅଙ୍କର ଯତ୍ନ ନେଉଛନ୍ତି , ରମ୍ଭାଙ୍କ ନାଁ ସେହି ଅନ୍ୟ ଷ୍ଟାରଙ୍କ ସହ ଆସେ ଯିଏକି କମ୍ ବୟସରେ ବଲିଉଡ୍ ରେ ନିଜ କ୍ୟାରିୟର୍ ଆରମ୍ଭ୍ କରିଥିଲେ,  ସେ ୧୬ ବର୍ଷ ବୟସରେ ଫିଲ୍ମ ଦୁନିଆଁରେ ନିଜ ପାଦ ଥାପିଥିଲେ,  ରମ୍ଭାଙ୍କ ପ୍ରଥମ ଫିଲ୍ମ ୧୯୯୫ ରେ ଆସିଥିଲା,  ଓ ଫିଲ୍ମର ନାଁ ଥିଲା ଜଲ୍ଲାଦ । ରମ୍ଭା ଦାନବୀର, ଜଙ୍ଗ୍, କହର୍ , ଜୁଡୱା, ବେଟି ନମ୍ବର ୱାନ୍ ଦିଲ୍ ହି ଦିଲ୍ ମେଁ ଓ ବହୁତ ଫିଲ୍ମରେ କାମ କରିଛନ୍ତି , ସଲମାନଙ୍କଛଡା ରଜନୀକାନ୍ତ, ଗୋବିନ୍ଦା ଅକ୍ଷୟ କୁମାର ଓ ଅଜୟ ଦେବଗନ ମିଥୁନଙ୍କ ସହ କାମ କରିସାରିଛନ୍ତି, ସେମିତି ରମ୍ଭା ବହୁତ ସମୟରୁ ଫିଲ୍ମରୁ ଗାୟବ ହୋଇଯାଇଛନ୍ତି,  ଶେଷଥର ସେ ୨୦୧୧ ରେ ମାଲୟଲମ୍ ଫିଲ୍ମ ଫିଲ୍ମଷ୍ଟାରରେ ନଜର ଆସିଥିଲେ ।

ଫିଲ୍ମରୁ ଦୁରେଇ ଯିବାପରେ ସେ ଇନ୍ଦ୍ରାଣ ପଦ୍ମନାଥନ ଙ୍କୁ ତିରୁମାଲାରେ ବିବାହ କରିଥିଲେ,  ଏବେ ସେ ନିଜ ସ୍ୱାମୀଙ୍କ ଠାରୁ ଦୁରରେ ରହୁଛନ୍ତି ଚେନ୍ନାଇରେ , ରମ୍ଭାଙ୍କ ଭାବନା ମୁତାବିକ ଗୃହସ୍ଥୀ ଚାଲିଲା ନାହିଁ ଓ ବିବାହର କିଛି ଦିନ ପରେ ତାଙ୍କର୍ ଓ ଇନ୍ଦ୍ରନଙ୍କ ମଧ୍ୟରେ ମତଭେଦ ହେଲା , କିନ୍ତୁ କିଛି ସମୟ ପରେ ଦୁହେଁ ଏକାଠି ହୋଇଗଲେ,  ରମ୍ଭାଙ୍କ ଦୁଇଟି ଝିଅ ଗୋଟିଏ ପୁଅ ଅଛି, ଦୁହେଁ ଝିଅଙ୍କ ନାଁ ଲାନ୍ୟା ଓ ସାଶା ଅଟେ , ଲ୍ୟାନା ତାଙ୍କର ବଡ ଝିଅ ଅଟେ,  ଯାହାଙ୍କର ଜନ୍ମ ୨୦୧୧ ରେ ହୋଇଥିଲା,  ଶାଶା ଛୋଟ୍ ଝିଅ ଅଟନ୍ତି ଯାହାଙ୍କ ଜନ୍ମ ୨୦୧୫ ରେ ହୋଇଥିଲା ।

ଏହା ସହ ବହୁତ ସୁନ୍ଦର ଅଭିନେତ୍ରୀ ରମ୍ଭାଙ୍କ କମ୍ ଫିଲ୍ମରେ ଭଲ ଫ୍ୟାନ୍ ଫଲୋଇଙ୍ଗ୍ ଥିଲା,  ସେ ଏବେ ଫିଲ୍ମରେ କାମ କରିବା ଛାଡିସାରିଛନ୍ତି , ଓ ବିବାହ କରି ନିଜ ପରିବାରରେ ସେଟେଲ୍ ହୋଇସାରିଛନ୍ତି , ରମ୍ଭା ବହୁତଥର୍ ସୋସିଲ୍ ମିଡିଆରେ ଆକ୍ଟୀଭ୍ ରୁହନ୍ତି , ଓ ନିଜ ଝିଅଙ୍କ ଓ ପୁଅର ଫଟୋ ସେୟାର୍ କରନ୍ତି , କହିଦେବୁ କି ତାଙ୍କର ସ୍ୱାମୀ ମ୍ୟାଜିକ୍ ବୁଡସ୍ ନାମକ କମ୍ପାନୀରେ ଚେୟାରମ୍ୟାନ୍ ଓ ସିଇଓ ଅଛନ୍ତି , କାନାଡା ବେସଡ୍ କମ୍ପାନୀ କିଚେନ୍ କ୍ୟାବିନେଟ୍ ଓ ବାଥରୁମ୍ ବେନିଟୀଜ୍ ବନାଇଥାଏ ।

Leave a Reply

Your email address will not be published. Required fields are marked *