ଏହି ଫଟୋରେ ନାଚୁଥିବାର ଦେଖାଯାଉଥିବା ଏହି ପିଲାଟି ଆଜି କୋଟି କୋଟି ଲୋକଙ୍କର ହୃଦୟରେ କରିଛି ରାଜ୍- IPL ରେ ସବୁଠୁ ଭଲ ଅଲରାଉଣ୍ଡର ଖେଳାଳି ଅଟନ୍ତି ସେ..

ଆଜିର ଏହି ଇଣ୍ଟରନେଟ୍ ଜମାନାରେ ସୋସିଆଲ୍ ମିଡିଆ ଏମିତି ଏକ ପ୍ଲାଟଫର୍ମ ହୋଇଯାଇଛି ଯାହାର ସାହାଯ୍ୟରେ ଲୋକେ ରାତାରାତି ଷ୍ଟାର୍ ହୋଇଯାଉଛନ୍ତି , ଆଜି ସୋସିଆଲ୍ ମିଡିଆରେ କେଉଁଠି ନା କେଉଁଠି ପୁରା ଦୁନିଆଁରେ ଜଣେ ଅନ୍ୟ ଜଣଙ୍କ ସହ ଯୋଡି ହୋଇଛି ଏହି କାରଣରୁ ଆଜିର ସମୟରେ ଲୋକ ଅଧିକାଂଶ ସୋସିଆଲ୍ ନେଟୱର୍କିଙ୍ଗ୍ ସାଇଟ୍ସ ରେ ଆକ୍ଟୀଭ୍ ରହୁଛନ୍ତି , ସାଧାରଣ ଲୋକଙ୍କର ସହ ଆମର ସେଲିବ୍ରେଟିଜ୍ ବି ନିଜ ସବୁ ଛୋଟ ବଡ ସୁଚନା ଏହି ମାଧ୍ୟମରେ ଜଣାଇଥାନ୍ତି । ଆଜି ଏମିତି ଏକ ଉଦାହରଣ ଆମ ସାମ୍ନାରେ ଦେଖାଯାଉଛି , ଏହି ପିଲାଟି ଆଜି ପର୍ଯ୍ୟନ୍ତ ଏକ ଜଣାଶୁଣା ଚେହେରା ହୋଇସାରିଛି, ଯାହାର ଅନ୍ଦାଜା ଆପଣ ଲଗାଇପାରିବେ ନାହିଁ , ବହୁତଥର ଦେଖିଥିବେ କି ସୋସିଆଲ୍ ମିଡିଆରେ ଆସିବା ଦିନରୁ କିଛି ନା କିଛି ଫଟୋ ଭାଇରାଲ୍ ହେବାରେ ଲାଗିଛି, ଯାହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି , ଓ ସେୟାର୍ ବି କରୁଛନ୍ତି

ଆଜି ଆମେ ଆପଣଙ୍କୁ ଏମିତି ଏକ ଫଟୋ ଦେଖାଇବାକୁ ଯାଉଛୁ , ଯେଉଁଠି ଏକ ପିଲା ହାତରେ ଗିଲାସ ନେଇ ଡ୍ୟାନ୍ସ୍ କରୁଛି, ଆଜି ଏହି ପିଲାଟି ବହୁତ ବଡ ସେଲିବ୍ରେଟି ହୋଇସାରିଛି । ଏହି ଫଟୋରେ ନଜର ଆସୁଥିବା ପୁଅ ଯିଏକି ହାତରେ କୋଲଡ୍ ଡ୍ରିଙ୍ଗ୍ସ ନେଇ ଡ୍ୟାନ୍ସ କରୁଥିବା ନଜର ଆସୁଛି ସେ ଦେଖିବାକୁ ସେମିତି ସାଧାରଣ ଲାଗୁଥିବ କିନ୍ତୁ ବୋଧେ ଜାଣିନଥିବେ ଏହି ପିଲାଟୀ କିଏ, ତେବେ ଆମେ ଆପଣଙ୍କୁ କହିଦେବୁ କି ଏହି ପୁଅ ଆଉ କେହି ନୁହେଁ ବରଂ ଭାରତୀୟ କ୍ରିକେଟ୍ ଟିମ୍ ର ଉଦୀୟମାନ ଖେଳାଳୀ ହାର୍ଦ୍ଧିକ୍ ପାଣ୍ତିଆ ଅଟନ୍ତି , ଆଜି ହାର୍ଦ୍ଧିକ ପାଣ୍ତିଆଙ୍କୁ କୌଣସି ଖାସ୍ ପରିଚୟର ଆବଶ୍ୟକତା ପଡେନି , ସେ ନିଜ ପ୍ରତିଭା ଦମରେ ବହୁତ କମ୍ ସମୟରେ ନାଁ କମାଇଛନ୍ତି ଯାହାକି ପ୍ରଶଂସନୀୟ ଅଟେ । କହିଦେବୁ କି କିଛି ବର୍ଷ ପୁର୍ବରୁ ଆଇପିଏଲ୍ ରୁ କ୍ୟାରିୟର ଆରମ୍ଭ କରିଥିବା ହାର୍ଦ୍ଧିକ୍ ପାଣ୍ତିଆ କେବେ ଅନ୍ଦାଜା ଲଗାଇନଥିବେ କି ସେ ଏତେ ଜଲଦି ସଫଳତା ପାଇଯିବେ

ଆପଣଙ୍କୁ କହିଦେବୁ କି ଆଇପିଏଲ୍ ରେ ହାର୍ଦ୍ଧିକ୍ ପାଣ୍ତିଆ ମୁମ୍ବାଇ ଇଣ୍ତିଆନ୍ସ ତରଫରୁ ଖେଳୁଛନ୍ତି, ଓ ଏକ ବିସ୍ପୋରକ ବ୍ୟାଟ୍ସମ୍ୟାନ୍ ବି ଅଟନ୍ତି ଓ ବୋଲିଙ୍ଗ୍ ବି ବହୁତ ଶାନଦାର୍ କରନ୍ତି । ହାର୍ଦ୍ଧିକ୍ ଙ୍କ ପୁରୁଣା ଫଟୋଗୁଡିକ ଦେଖିଲେ କେହି ବି କହିପାରିବେ ନାହିଁ କି ସେ ପ୍ରକୃତରେ ହାର୍ଦ୍ଧିକ ପାଣ୍ତିଆ ଅଟନ୍ତି ବୋଲି, ସେ ଏତେ ଲୋକପ୍ରିୟ ହୋଇସାରିଛନ୍ତି କି ଏବେ ତାଙ୍କ ଲାଇଫ୍ ଷ୍ଟାଇଲ୍ ପୁରା ବଦଳିଯାଇଛି, ଭାରତୀୟ କ୍ରିକେଟ୍ ଟିମର ଶାନଦାର୍ ବ୍ୟାଟ୍ସମ୍ୟାନ୍ ହାର୍ଦ୍ଧିକ୍ ପାଣ୍ତିଆ ଏବେ କେବଳ ନିଜ ଖେଳର କାରଣରୁ ନୁହେଁ ବରଂ ଷ୍ଟାଇଲ୍ ଓ ପର୍ସନାଲିଟି ପାଇଁ ବହୁତ ଚର୍ଚ୍ଚାରେ ଆସନ୍ତି , ଆଜି ପାଣ୍ତିଆ ଏତେ ବଡ୍ ସେଲିବ୍ରେଟି ହୋଇସାରିଛନ୍ତି କି ତାଙ୍କ ନାଁ ବଲିଉଡ୍ ଅଭିନେତ୍ରୀ ଏଲି ଅବରାମଙ୍କ ଯୋଡି ସହ ଜଣାଯାଉଛି ।ତେବେ କିଛି ଦିନ ତଳେ ବାପା ହେଇଛନ୍ତି ସେ ଓ ବର୍ତମାନ ସମୟରେ IPL ଖେଳୁଛନ୍ତି

ହାର୍ଦ୍ଧିକ୍ ପାଣ୍ତିଆଙ୍କ ଜନ୍ମ ୧୧ ଅକ୍ଟୋବର ୧୯୯୩ କୁ ସୁରତର ଗୁଜୁରାଟରେ ହୋଇଥିଲା,  ତାଙ୍କ ବାପାଙ୍କ ନାଁ ହିମାଂଶୁ ପାଣ୍ତିଆ ଓ ମାଙ୍କ ନାଁ ନଳିନୀ ପାଣ୍ତିଆ ଅଟେ , ତାଙ୍କ ବାପା ହିମାଂଶୁ କ୍ରିକେଟ୍ ପ୍ରେମୀ ଥିଲେ, ଏଥିପାଇଁ ହାର୍ଦ୍ଧିକଙ୍କ ବି କ୍ରିକେଟ୍ ଖେଳ ପ୍ରତି ରୁଚି ବଢିଲା , ହାର୍ଦ୍ଧିକଙ୍କ ବାପା ହାର୍ଦ୍ଧିକଙ୍କୁ ଅଧିକାଂଶ ସମୟରେ ମ୍ୟାଚ୍ ଦେଖାଇବାକୁ ଷ୍ଟାଡିୟମ୍ ନେଇଯାଉଥିଲେ,  କହିଦେବୁ କି ହାର୍ଦ୍ଧିକ୍ ନିଜ ପୁରା ନାଁ ବାପାଙ୍କ ନାଁରେ ସାମିଲ୍ କରନ୍ତି,  ଏଥିପାଇଁ ତାଙ୍କ ପୁରା ନାଁ ହାର୍ଦ୍ଧିକ୍ ହିମାଂଶୁ ପାଣ୍ତିଆ ଅଟେ । ହାର୍ଦ୍ଧିକ୍ ପାଣ୍ତିଆ ନିଜ ଆକ୍ରମତା ଓ ଆତ୍ମବିଶ୍ୱାସ ପାଇଁ ଜଣାଯାଆନ୍ତୁ, ସେ ବ୍ୟାଟିଙ୍ଗ୍ ହେଉ କିମ୍ବା ବୋଲିଙ୍ଗ୍ ହେଉ, ସେ ସିମିତ୍ ଓଭର କ୍ରିକେଟ୍ ରେ ଟିମ୍ ଇଣ୍ତିଆରଅ ଭବିଷ୍ୟତ ଅଲରାଉଣ୍ତର ଭାବେ ଜଣାଯାଆନ୍ତି , ଯେଉଁ ପ୍ରକାରର ଏହି ସଫଳତା ପାଇବାରେ ସେ ସମୟ ନେଲେ ଏହି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିବା ଉଚିତ୍

Leave a Reply

Your email address will not be published. Required fields are marked *