ବିବାହ ପରେ ନିଜ ସ୍ତ୍ରୀକୁ ମହାରାଣୀ ପରି ରଖନ୍ତି ଏହି ରାଶିର ସ୍ୱାମୀ ମାନେ , ଜାଣନ୍ତୁ କେଉଁ କେଉଁ ସେହି ରାଶିଗୁଡିକ..

ଯେପରି ଆପଣମାନେ ଜାଣିଛନ୍ତି କି ନିଜ ବିବାହକୁ ନେଇକରି ସବୁ ଝିଅଙ୍କ ମନରେ ବହୁତ୍ ସାରା କଥା ଉପୁଜେ , ତାଙ୍କୁ ଡର ବି ଲାଗେ, ସେମିତି କିଛି କଥାକୁ ସେ ମନକୁ ରୋମାଞ୍ଚିତ କରିଥାଏ , କିନ୍ତୁ ଏହି ସବୁ କଥାର ସହ ସବୁ ଝିଅର ମନରେ ବିବାହ ପୁର୍ବରୁ ନିଜ ଜୀବନସାଥୀଙ୍କ ବିଷୟରେ ଜାଣିବାକୁ ମନରେ ଉତ୍ସୁକତା ବଢିଯାଏ , ଯାହାର ସହ ତାଙ୍କ ବିବାହ ହେବାକୁ ଥାଏ ସେ ଭାବନ୍ତି କି ତାଙ୍କ ଜୀବନସାଥୀ କିପରି ହୋଇଥିବ , ଓ ସେ ତାଙ୍କୁ ଭଲ ପାଇବ କି ନାହିଁ  କାରଣ ସବୁ ଝିଅଙ୍କର ଗୋଟ ହିଁ ସ୍ୱପ୍ନ ହୋଇଥାଏ କି ତାହାର ଜୀବନସାଥି ଏକ ଏମିତି ମଣିଷ ହୋଇଥିବ ଯିଏ ତାକୁ ବହୁତ ସାରା ଭଲ ପାଇବା ଦେଉଥିବ ଓ ତାକୁ ସବୁବେଳେ ଖୁସିରେ ରଖୁଥିବ , ଓ ଜୀବନର ସବୁ ସମୟରେ ତା ସାଥିରେ ରହିବ ।

କାରଣ ଝିଅମାନଙ୍କର ବ୍ୟବହାଅ କିଛି ଅଲଗା ହୋଇଥାଏ ସେ ସବୁବେଳେ ନିଜ ଜୀବନସାଥୀଙ୍କୁ ବହୁତ ଚିନ୍ତା କରନ୍ତି , ବୋଧେ ଏହି କାରଣରୁ ସେ ନିଜ ଜୀବନସାଥୀଙ୍କ ଠାରୁ ତାହା ହିଁ ଆଶା କରନ୍ତି , ତାଙ୍କ ମନରେ ଏଇ କଥା ଆସେ କି ତାଙ୍କ ଜୀବନସାଥୀ ସବୁ ଛୋଟ ବଡ ଖୁସିର ଦେଖାଶୁଣା କରୁ ଓ ଜୀବନର ସବୁ ପରିସ୍ଥିତିରେ ସାଥିରେ ରହୁ , ଯେମିତି ଆମେ ଜାଣିଛେ କି ରାଶିଗୁଡିକ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ , ଯାହା ଆମର ଜ୍ୟୋତିଷ୍ୟଶାସ୍ତ୍ରରେ କୁହାଯାଈଛି କି ଯେଉଁ ପୁଅଙ୍କର ରାଶି ଏହି ରାଶିମଧ୍ୟରୁ ହୋଇଥାଏ ସେମାନେ ନିଜ ସ୍ତ୍ରୀକୁ ସବୁବେଳେ ମହାରାଣୀ ପରି ରଖନ୍ତି , ଓ ତାଙ୍କୁ ଜୀବନରେ କୌଣସି ସମସ୍ୟାର ସାମ୍ନା କରିବାକୁ ଦିଅନ୍ତି ନାହିଁ , ଆଜି ଆମେ ସେହି ରାଶିର ପୁଅଙ୍କ ବିଷୟରେ କହିବୁ ଯାହା କୁହାଯାଏ କି ସେମାନେ ନିଜ ସ୍ତ୍ରୀଙ୍କୁ ମହାରାଣୀଙ୍କ ପରି ରଖିଥାନ୍ତି ।

୧) ମେଷରାଶି- ଏହି ରାଶିର ପୁଅ ବହୁତ ଯତ୍ନବାନ ପ୍ରବୃତିର ହୋଇଥାନ୍ତି ,ସେମାନେ ନିଜ ସ୍ତ୍ରୀର ସବୁ ଛୋଟ ମୋଟ ଦରକାରିତାର ଯତ୍ନ ନିଅନ୍ତି , ଯଦି ସ୍ତ୍ରୀକୁ କିଛି ବି ଆଞ୍ଚ ଆସେ ତେବେ ତାଙ୍କ ମନ ବିଚଳିତ ହୋଇ ଉଠେ, ଏମାନଙ୍କର ନିଜ ସ୍ତ୍ରୀ ସହ ଏକ ବିଶେଷ କନେକ୍ସନ୍ ହୋଇଥାଏ , ଏମାନଙ୍କୁ ବିବାହ କରିଲେ ଝିଅଙ୍କର ଫାଇଦା ମିଳିଥାଏ , ଏମାନଙ୍କ ସଂମ୍ପର୍କ ଜୀବନର ଅନ୍ତିମ ସମୟ ଯାଏଁ ଚାଲିଥାଏ ।

୨) ମକର ରାଶି- ଏହି ରାଶିର ପୁଅ ନିଜ ସ୍ତ୍ରୀଙ୍କ ଉପରେ ବହୁତ ଭଲ ପାଇବା ଦିଅନ୍ତି , ଓ ନିଜ ସ୍ତ୍ରୀକୁ ରକ୍ଷା କରିବାକୁ ନିଜ ଜୀବନ ଉତ୍ସର୍ଗ ପାଇଁ ପ୍ରସ୍ତୁତ ରୁହନ୍ତି , ଏହି ରାଶିର ପୁଅ ନିଜ ସ୍ତ୍ରୀ ପ୍ରତି ବହୁତ ଇମାନଦାର୍ ରହିଥାନ୍ତି , ଏଇ ରାଶିର ପୁରୁଷ ନିଜ ସ୍ତ୍ରୀଙ୍କ ସବୁ ଦରକାରିତାକୁ ବୁଝନ୍ତି , ଓ ନିଜ ସ୍ତ୍ରୀଙ୍କ ମୁହଁରେ ହସ ଦେଖିବାପାଇଁ ଯେ କୌଣସି କାର୍ଯ୍ୟ କରିପାରନ୍ତି

୩) ଧନୁ ରାଶି –ଏଇ ରାଶିର ଜାତକରେ ନିଜ ସ୍ତ୍ରୀକୁ ବିଲକୁଲ୍ ରାଣି ପରି ରଖନ୍ତି , ଏଇ ରାଶିର ସ୍ତ୍ରୀମାନେ ନିଜ ସ୍ତ୍ରୀକୁ ସବୁବେଳେ ସନ୍ତୁଷ୍ଟ ରଖନ୍ତି , ଓ ଏହି ଖୁସିର ସବୁଠାରୁ ବଡ କାରଣ ଏମାନଙ୍କ ସ୍ୱଭାବ ସେମିତି ଏମାନଙ୍କ ଲୁକ୍ ବି ମହିଳାଙ୍କୁ ଅଧିକା ଆକର୍ଷିତ କରିଥାଏ ।

୪) କୁମ୍ଭ ରାଶି- ଏହି ରାଶିର ପୁଅ ନିଜ ଜୀବନସାଥିଙ୍କ ପାଇଁ ଭଲ ସ୍ୱାମୀ ପ୍ରମାଣିତ ହୋଇଥାନ୍ତି ,ନିଜ ଜୀବନସାଥୀଙ୍କ ସହ ଛୋଟ ବଡ କଥାକୁ ଦାୟିତ୍ୱ ନିଅନ୍ତି , ଏହି ରାଶିର ପୁଅ ନିଜ ସ୍ତ୍ରୀଙ୍କ ମନରେ ଟିକିଏ ବି ଦୂଃଖ ଦିଅନ୍ତି ନାହିଁ ।

Leave a Reply

Your email address will not be published. Required fields are marked *