April 21, 2024

Odia Express

News For Public

ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର – ଓଡିଶା ବିହାର ଠାରୁ କେବେ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶାର ମାନ୍ୟତା ପାଇ ଥିଲା ?ଉତର ବୁଦ୍ଧିମାନ ଲୋକ ଦେବେ

1 min read

ଆସନ୍ତୁ ଜାଣିବା କେତେକ ଜ୍ଞାନ ବର୍ଦ୍ଧକ ସାଧାରନଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ।ଆସନ୍ତୁ ଜାଣିବା ସେ ସବୁ ପ୍ରଶ୍ନ ଓ ଉତ୍ତର ବିଷୟରେ।ଏବେ ଚାଲନ୍ତୁ ଜାଣିବା ସେ ସଆଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ନିଶ୍ଚୟ ଏହି ପ୍ରଶ୍ନ ଗୁଡିକ ଆପଣଙ୍କୁ କେଉଁ ନ କେଉଁ ପରୀକ୍ଷାରେ କାମରେ ଆସିବା | ତେବେ ଚାଲନ୍ତୁ ଏଭଳି କିଛି ନୂଆ ନୂଆ ପ୍ରଶ୍ନ ଉତ୍ତର ଆଜି ଆରମ୍ଭ କରିବା ଓ ତାର ଉତ୍ତର ମଧ୍ୟ ଜାଣିବା | ତେବେ ଚାଲନ୍ତୁ ଓଡିଶା ବିଷୟରେ ଏହି କଥା ଆଜି ଜାଣିବା

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ଭୂଦାନ ଆନ୍ଦୋଳନ କାହା ଦ୍ୱାରା ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିନୋବା ଭାବେ।ଏହା ୧୯୫୧ ରେ ଆରମ୍ଭ ହୋଇଥିଲା।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-ତ୍ରିରଙ୍ଗା ପତକା କିଏ ତିଆରି କରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପିଙ୍ଗାଲି ଭେନ କାୟା।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-୨୭ ଡିସେମ୍ବର ୧୯୧୧ ରେ ପ୍ରଥମ ଥର ପାଇଁ କେଉଁଠି ଜନଗଣ ମନ ଗୀତ ଆମେ ଗାଇଥିଲୁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଲିକତା।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ଭାରତରେ ପ୍ରଥମ ଥର ପାଇଁ ସମାଜ ପତ୍ର କିଏ ଆରମ୍ଭ କରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜେମସ ହିକି।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ଆନନ୍ଦ ମଠ ନାମକ ଉପନ୍ୟାସର ରଚନା କିଏ କରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-କଲିକତାର ଭିକ୍ଟୋରିଆଲ ମେମୋରିଆଲ ହଲ କେବେ ନିର୍ମିତ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୯୨୧।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ଖିଲାଫତ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୯୧୪।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ଓଡିଶା ବିହାର ଠାରୁ କେବେ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶାର ମାନ୍ୟତା ପାଇ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧ ଏପ୍ରିଲ ୧୯୩୬ ରେ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଵମ୍ବେ,ମାଡ୍ରାସ ଓ କଲିକତା ଉଚ୍ଚ ନ୍ୟାୟାଳୟର ସ୍ଥାପନା କେବେ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୮୬୨।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-୧୯୨୨ ରେ କିଏ କହିଥିଲେ ଭାରତୀୟ ସମ୍ବିଧାନ କେବଳ ଭାରତୀୟଙ୍କ ଇଛା ଅନୁସାରେ ତିଆରି ହେବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାତ୍ମା ଗାନ୍ଧୀ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୧:-ଦେବଦାସ ଉପନ୍ୟାସର ରଚନା କିଏ କରି ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୨:-ଭାରତୀୟ ସମ୍ବିଧାନ ସଭାର ସ୍ଥାପନା କେବେ କରାଯାଇ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୯ ଡିସେମ୍ବର ୧୯୪୬ କୁ ସମ୍ବିଧାନ ସଭାର ସ୍ଥାପନ ହୋଇଥିଲା।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୩:-ସମ୍ବିଧାନ ସଭାର ପ୍ରଥମ ଅଧିବେଶନ କେଉଁ ଠାରେ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦିଲ୍ଲୀ।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୪:-ମଧ୍ୟ ପ୍ରଦେଶ ରାଜ୍ୟର ଗଠନ କେବେ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧ ନଭେମ୍ବର ୧୯୫୬।

ତେବେ ଚାଲନ୍ତୁ ଆଜି ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୫:-ଶୂନ୍ୟ କାଳ କାହାକୁ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା,ଯେତେବେଳେ ସଦନରେ ଅତି ମହତ୍ୱ ପୁର୍ଣ୍ଣ କଥା ଉପରେ ବିଚାର ଚାଲିଥାଏ।ସେହି ସମୟ କୁ ଶୂନ୍ୟକାଳ ବୋଲି କୁହାଯାଏ।

ଏହା ଥିଲା କେତେକ ସାଧାରଣ ଜ୍ଞାନ ବର୍ଦ୍ଧକ ପ୍ରଶ୍ନ ଓ ଉତ୍ତର।

Leave a Reply

Your email address will not be published. Required fields are marked *