ଏହି ନାମର ଝିଅମାନେ ବହୁତ ଅଧିକ କଥା କହିଥାନ୍ତି – ହୃଦୟରୁ ଏମାନଙ୍କ ବହୁତ ସଫା ହେଇଥାନ୍ତି..

ଆଜି ଆମେ ଜାଣିବା ନାମର ପ୍ରଥମ ଅକ୍ଷରରୁ ଆପଣ ଚାହୁଁଥିବା ବ୍ୟକ୍ତି ଙ୍କ ର ସ୍ଵଭାବ କିପରି ହୋଇଥାଏ ? ପ୍ରାୟତଃ ଆଜିକାଲିର ପୁଅ କିମ୍ବା ଝିଅ ସମସ୍ତଙ୍କୁ ଜାଣିବାକୁ ଇଛା ଥାଏ ଯେ ସେ ଯେଉଁ ପୁରୁଷ ବା ସ୍ତ୍ରୀ ଙ୍କୁ ଚାହୁଁଛନ୍ତି ତାଙ୍କର ସ୍ଵଭାବ କିପରି ଅଟେ ? ସେଥିପାଇଁ ଆମେ ଆପଣଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଉପାୟ କହିଛୁ ଯାହାକୁ ପଢି ଆପଣ ସେ ସ୍ତ୍ରୀ କିମ୍ବା ପୁରୁଷର ବିଷୟରେ ଜାଣିପାରିବାକି ତାର ସ୍ଵଭାଵ କିପରି ହୋଇଥାଏ,ଯେମିତି ତାର ଚାଲି ଚଳନ ଦେଖି ତାର ଖାଇବା ପିଇବା ଦେଖୀ ତାର ସ୍ଵଭାଵ ବିଷୟରେ ଆମେ ଜାଣି ପାରିବା।

ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ ଯାହା ବିଷୟରେ ଆପଣ ଜାଣି ଆପଣ ପସନ୍ଦ କରୁଥିବା ମହିଳା ବା ପୁରୁଷଙ୍କର ସ୍ଵଭାଵ ବିଷୟରେ ଜାଣିପାରିବା।ଆପଣ ମାନେ ଭଲ ଭାବରେ ଜାଣିଥିବେ କୌଣସି ବ୍ୟକ୍ତିର ଜୀବନରେ ଅକ୍ଷର ଗୁଡିକର କଣ ପ୍ରଭାବ ରହିଥାଏ,ଆଉ ତାପରେ ଯଦି ତାକୁ ଜାଣି ପାରୁ ନାହାଁନ୍ତି ତାହେଲେ ଆପଣଙ୍କୁ ସେହି ନାମର ଲୋକଙ୍କ ବିଷୟରେ ଆମେ ବିସ୍ତାର ଭାବରେ କଗିବାକୁ ଯାଉଛୁ।ତେବେ ଚାଲନ୍ତୁ ଜାଣିବା ସେ ଅକ୍ଷର ଗୁଡିକ ବିଷୟରେ ଓ ତାର ସ୍ଵଭାଵ ବିଷୟରେ।

୧.ତେବେ ପ୍ରଥମେ ଆସିବେ A ନାମକ ବ୍ୟକ୍ତି,ଯେଉଁ ବ୍ୟକ୍ତି କିମ୍ବା ମହିଳା ମାନଙ୍କ ର ନାମ A ଅକ୍ଷର ରୁ ଆରମ୍ଭ ହୋଇଥାଏ ସେହି ବ୍ୟକ୍ତି ପ୍ରେମ ଓ ସମ୍ପର୍କ ର ମହତ୍ତ୍ଵ ତାଙ୍କ ପାଇଁ ବହୁତ ଅଧିକ ହୋଇଥାଏ କିନ୍ତୁ ଏତେ ରୋମାଂଣ୍ଟିକ ହୋଇନଥାନ୍ତି। ଏହି ବ୍ୟକ୍ତି ମାନେ ସର୍ବଦା ସୁନ୍ଦରତା କୁ ପସନ୍ଦ କରିଥାନ୍ତି ଓ ନିଜେ ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି,ଆଉ ଏହା ତାଙ୍କର ବିଶେଷତ୍ଵ ଅଟେ।ଏମାନେ ନିଜ ଜୀବନର ସବୁ କଥା ସମସ୍ତଙ୍କ ଆଗରେ କହି ନଥାନ୍ତି ଆଉ ଏମାନଙ୍କୁ ସବୁ ଜିନିଷ ବହୁତ ଡେରିରେ ହାସଲ ହୋଇଥାଏ କିନ୍ତୁ ଯେତେବେଳେ ସଫଳତା ମିକିଥାଏ ତାହା ସଫଳତାର ଚରମ ସୀମାରେ ଥାଆନ୍ତି। ଏହି ବ୍ୟକ୍ତି ମାନଙ୍କ ଜୀବନ ସଂଘର୍ଷମୟ ହୋଇଥାଏ କିନ୍ତୁ ଏହି ବ୍ୟକ୍ତି ମାନେ ନିଜର ଲକ୍ଷ୍ୟ ହାସଲ କରି ପାରନ୍ତି।ଏମାନେ କେବେ ଧୋକା କାହାକୁ ଧୋକା ଦେଇ ନଥାନ୍ତି।ଏମାନେ ପରିସ୍ଥିତି କୁ ଦେଖି ପରୀକ୍ଷା କରି ବୁଝି ବିଚାରି ନିଜର ଫଇସଲା ଶୁଣନ୍ତି। ଏହି ବ୍ୟକ୍ତି ମାନେ କ୍ରୋଧୀ ସ୍ଵଭାବ ର ହୋଇଥାନ୍ତି।

୨.ଏବେ ଜାଣିବା B ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନଙ୍କ ସ୍ଵଭାବ ବିଷୟରେ। ଏହି ବ୍ୟକ୍ତି ମାନେ ସମ୍ବେଦଶୀଳ ଓ ରୋମାଣ୍ଟିକ ହୋଇଥାନ୍ତି। ଏହି ବ୍ୟକ୍ତି ମାନଙ୍କ ଉପରେ ଛୋଟ ଛୋଟ କଥାର ମଧ୍ୟ ପ୍ରଭାବ ପଡ଼ିଥାଏ,ଆଉ ଏମାନଙ୍କୁ ରାଜି କରେଇବା ବୋହୁତ ସହଜ ହୋଇଥାଏ। ଏହି ବ୍ୟକ୍ତି ମାନେ ସେକ୍ସ ଲାଇଫ କୁ ବେଶୀ ଭରସା କରିଥାନ୍ତି, ଯାହା ଦ୍ୱାରା ଅଧିକାଂଶ ବି ନାମର ବ୍ୟକ୍ତି ପ୍ରେମ ବିବାହ କରିଥାନ୍ତି।ଏମାନେ ସୌନ୍ଦର୍ଯ୍ୟ ପ୍ରେମୀ ଓ ପ୍ରକୃତି ଉପରେ ସ୍ନେହ ରଖିଥିବା ଲୋକ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ସର୍ବଦା ନିଜ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି ଓ ଅଧିକାଂଶ ବ୍ୟକ୍ତି କୌଣସି ସେନା ରେ ନିଯୁକ୍ତି ପାଆନ୍ତି। ଏହି ବ୍ୟକ୍ତି ମାନଙ୍କ ପାଇଁ ଟଙ୍କା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।ଏମାନଙ୍କୁ ଗର୍ବୀ ବୋଲି ମଧ୍ୟ କୁହାଯାଏ।

୩.ଏବେ ଜାଣିବା S ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ସ୍ଵଭାବ ବିଷୟରେ।ଏମାବେ ହୃଦୟରୁ ବହୁତ ଭଲ ଓ ମେଳାପି ହୋଇ ଥାଆନ୍ତି ଏହି ସି ଅକ୍ଷରର ଲୋକ। ଏହି ବ୍ୟକ୍ତି ମାନେ ସମାଜସେବୀ ହୋଇଥାନ୍ତି ଓ ସାମାଜିକ କାର୍ଯ୍ୟ ରେ ଅଧିକରୁ ଅଧିକ ମାତ୍ରାରେ ଅଂଶ ଗ୍ରହଣ କରିଥାନ୍ତି।ଏହି ବ୍ୟକ୍ତି ମାନଙ୍କ ପାଇଁ ଲୋକଙ୍କ ଭାବନା ବହୁତ ଜରୁରୀ ଅଟେ,ଆଉ ଏମାନେ କେବେ କାହାକୁ ଆଘାତ କରି ନଥାନ୍ତି। ଏହି ବ୍ୟକ୍ତି ମାନେ ଜାଣିଶୁଣି କାହାର ମଧ୍ୟ ହୃଦୟ କୁ କଷ୍ଟ ଦିଅନ୍ତି ନାହିଁ।ଏହି ବ୍ୟକ୍ତି ମାନେ ମଧ୍ୟ ଅତ୍ୟନ୍ତ ଭାବୁକ ହୋଇଥାନ୍ତି।ଆଉ ତାସହିତ ଏମାନଙ୍କର ସେକ୍ସ ଲାଇଫ ବହୁତ ଭଲ ହୋଇଥାଏ। ଏହି ବ୍ୟକ୍ତି ମାନେ ବହୁତ ସହଜ ରେ ସମସ୍ତଙ୍କୁ ନିଜର ବଶୀଭୂତ କରି ପାରନ୍ତି ଓ ଏହି ବ୍ୟକ୍ତି ମାନେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି। ଏହି ବ୍ୟକ୍ତି ମାନଙ୍କ କାର୍ଯ୍ୟ ଠାରୁ ତାଙ୍କର ସ୍ଵଭାବ କୁ ଲୋକ ମାନେ ଅଧିକ ପ୍ରଶଂସା କରିଥାନ୍ତି ଓ ସେ ଯେଉଁ କାର୍ଯ୍ୟ କରିଥାନ୍ତି ସେଥିରେ ସଫଳ ମଧ୍ୟ ହୋଇଥାନ୍ତି।

୪.ଏବେ ଜାଣିବା H ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ସ୍ଵଭାବ ବିଷୟରେ।ଏହି ବ୍ୟକ୍ତି ମାନେ ଖୋଲା ମିଯାଜର ହେବା ସହିତ ବହୁତ ମଜାକିଆ ସ୍ୱଭାବର ମଧ୍ୟ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ବହୁତ କଥା କହୁଥିବା ବ୍ୟକ୍ତି ଅଟନ୍ତି, ଯେଉଁ କାରଣ ରୁ ଅନେକ ସମୟରେ ବିପଦରେ ପଡି ଯାଆନ୍ତି। ଏହି ବ୍ୟକ୍ତି ମାନେ ସେକ୍ସ ଲାଇଫ ପ୍ରତି ଆକର୍ଷିତ ହୋଇଥାନ୍ତି, କିନ୍ତୁ ଯାହାକୁ ପ୍ରେମ କରନ୍ତି ତାକୁ ସଂପୂର୍ଣ୍ଣ ହୃଦୟ ରୁ ପ୍ରେମ କରନ୍ତି।ଏମାନେ ହୁଏତ ଚାରି ଜଣଙ୍କୁ ଭଲ ପାଇ ଥାଇ ପାରନ୍ତି କିନ୍ତୁ ଯେତେବେଳେ ବାହା ହୋଇଯାଇଥାନ୍ତି ନିଜ ଜୀବନ ସାଥି ପ୍ରତି ସଚ୍ଚୋଟ ଥାଆନ୍ତି। ଏହି ବ୍ୟକ୍ତି ମାନଙ୍କ ର ସ୍ଵଭାବ ଅତ୍ୟନ୍ତ ଉତ୍ତମ ହୋଇଥାଏ।

୫.ଏବେ ଜାଣିବା P ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ସ୍ଵଭାବ ବିଷୟରେ। ଏହି ବ୍ୟକ୍ତି ମାନେ ସଙ୍କୋଚି ଓ ସମ୍ବେଦଶୀଳ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ନିଜର ଖୁସି କିମ୍ବା ଦୁଃଖ କୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ। ଏହି ବ୍ୟକ୍ତି ମାନେ ରହସ୍ୟମୟ ବ୍ୟକ୍ତି ଅଟନ୍ତି, ଏହି ବ୍ୟକ୍ତି ମାନଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ କିନ୍ତୁ ହୃଦୟରୁ ବହୁତ ଭଲ ଓ ସଚ୍ଚୋଟ ହୋଇଥାନ୍ତି ଏମାନଙ୍କ ବୁଦ୍ଧି ବହୁତ ଚତୁର ହୋଇଥାଏ।ଏମାନେ ନା କେବେ କାହା ଉପରେ ଅଭିମାନ କରନ୍ତି ନା କେବେ କାହା ଉପରେ ରାଗନ୍ତି। ଅଧିକାଂଶ ଏହି ନାମର ବ୍ୟକ୍ତି ଙ୍କୁ ରାଜନୀତି ଓ ପ୍ରଶାସନିକ କ୍ଷେତ୍ର ରେ ଦେଖିବାକୁ ମିଳିଥାନ୍ତି,ଏହି ଅକ୍ଷରର ବ୍ୟକ୍ତିମାନେ କେବେ କାହା ଆଗରେ ନିଜର ଭଲ ପଶିବାକୁ ପ୍ରକାଶ କରନ୍ତି ନାହିଁ କିନ୍ତୁ ଇଏ ଯାହାକୁ ଚାହାନ୍ତି ତାଙ୍କୁ ଭଲ ପାଆନ୍ତି ଆଉ ତାଙ୍କ ବ୍ୟବହାରିକ ଜୀବନ ବହୁତ ଭଲ ହୋଇଥାଏ।ଏମାନେ ବହୁତ ପଇସା ରୋଜଗାର କରନ୍ତି କିନ୍ତୁ ନିଜ ପଇସାକୁ ନିଜ ଉପରେ ଖର୍ଚ୍ଚ କରନ୍ତି।ଏମାନେ ଅନ୍ୟମାନଙ୍କ ଉପରେ ରାଜୁତି କରନ୍ତି କିନ୍ତୁ ଏମାନଙ୍କ ଉପରେ କିଏ ରାଜୁତି କଲେ ଏମାନଙ୍କୁ ଏଇଟା ସହ୍ୟ ହୁଏ ନାହିଁ।

Leave a Reply

Your email address will not be published. Required fields are marked *