March 25, 2024

Odia Express

News For Public

୬୦ ବର୍ଷ ପରେ ହେଉଛି ଏମିତି ରାହୁ କେତୁଙ୍କ ଏମିତି ରାଶି ପରିବର୍ତ୍ତନ, ଏହି ୪ ଟି ରାଶି ଉପରେ ବରଷିବ ଧନ ହିଁ ଧନ

1 min read

ଯଦି ଆମେ ଗ୍ରହ ନକ୍ଷତ୍ରର କଥା କହିବା ତେବେ ଏହିଥର ଗ୍ରହର ବଡ ପରିବର୍ତ୍ତନ ହେବାର ଅଛି , ହଁ ଆଜ୍ଞା ଆପଣଙ୍କୁ ଜଣେଇଦେବୁ କି ୯ ନଭେମ୍ବର ୨୦୨୦ କୁ ରାହୁ ସିଂହ ରାଶିରୁ କର୍କଟ ରାଶିରେ ପ୍ରବେଶ କରିବେ । ଏମିତିରେ ଏହି ପରିବର୍ତ୍ତନ କର୍କଟ ରାଶିର ଗୋଚର ପ୍ରମାଣିତ୍ ହେବ , ଏବେ ଏମିତି ରାହୁ ଓ କେତୁ ବ୍ୟକ୍ତିର ବୃଦ୍ଧିକୁ ଭ୍ରମିତ କରିବା ବାଲା ଛାୟା ଗ୍ରହ ମାନେ ନକ୍ଷତ୍ର ଗ୍ରହ ନାଁରେ ଜଣାଯାଆନ୍ତି । ଏହା ଛଡା ଏହି କାରଣରୁ ଜୀବନରେ ବହୁତ୍ ବଡ ପରିବର୍ତ୍ତନ ହୋଇଥାଏ , ଯାହା ଭଲ ଓ ଖରାପ ବି ହୋଇପାରେ , ହଁ ଆଜ୍ଞା କହିଦେବୁ କି ଏହା ସବୁଥର ଅଶୁଭ ହୋଇନଥାଏ,  ବରଂ କେବେ କେବେ ଶୁଭ ସଙ୍କେତ ବି ଦେଇଥାଏ , ଆପଣଙ୍କୁ ଜାଣିଲେ ଖୁସି ଲାଗିବ କ୍କି ଏହି  ଥର ରାହୁ ରାଶି ପରିବର୍ତ୍ତନରୁ ବହୁତ ରାଶିକୁ ଲାଭ ମିଳିବାର ଅଛି, ତେବେ ଚାଲନ୍ତୁ ଏବେ ଆପଣଙ୍କୁ ଭାଗ୍ୟଶାଳୀ ରାଶିଗୁଡିକ ବିଷୟରେ କହିବୁ , ଯାହା ସବୁଠାରୁ ଅଧିକା ଫାଈଦା ପାଇବେ ।

୧) ବୃଷ- ଏହି ଲିଷ୍ଟରେ ପ୍ରଥମ ନାଁ ବୃଷ ରାଶିର ଆସେ , କହିଦେବୁ କି ବୃଷ ରାଶିରୁ ରାହୁ ଗ୍ରହର ପରିବର୍ତ୍ତନ ଚତୁର୍ଥଘରରେ ହେଉଛି, ଯାହା ପରାକ୍ରମ ଭାବ ଦର୍ଶାଇଥାଏ , ମାନେ ରାହୁ ଏହି ରାଶି ପାଇଁ ଶୁଭ ପ୍ରମାଣିତ ହେବ , ଏହା ଛଡା ଏହି ପରିବର୍ତ୍ତନରୁ ଆପଣଙ୍କ ଭାଗ୍ୟର୍ ପୁରା ସାଥ୍ ମିଳିବ , ଆପଣଙ୍କୁ ନା କେବଳ ଧନ, ବରଂ ମାନ ସମ୍ମାନ ମିଳିବ ।

୨) ବିଛା ରାଶି- ଏହାପରେ ବିଛା ରାଶିର ଆସେ , କହିଦେବୁ କି ରାହୁ ଏମାନଙ୍କ ଦ୍ୱିତୀୟ ଭାବରେ ଅଛି, ଏହା ଆପଣଙ୍କ ଭାଗ୍ୟର ସ୍ଥାନ ଅଟେ,  ଏହା ଭାବ ଆପଣଙ୍କ କର୍ମ ମାନେ କାମ ଓ ପ୍ରୋଫେସନ ସହ ଯୋଡି ହୋଇଛି, ହଁ ଆଜ୍ଞା ଏଥିପାଇଁ ଏହି ପରିବର୍ତ୍ତନରୁ ଆପଣଙ୍କୁ ନିଜ ପରିଶ୍ରମ ଓ କାର୍ଯ୍ୟ କୁଶଳତାକୁ ନେଇ ଅଧିକା ଲାଭ ମିଳିବ , ଏହା ସହ ଏହି ପରିବର୍ତ୍ତନରୁ ଆପଣଙ୍କ ଆସୁଥିବା ଚିନ୍ତା ଦୁର ହୋଇଯିବ ।

୩) କୁମ୍ଭ ରାଶି- କହିଦେବୁ କି କୁମ୍ଭ ରାଶିରେ ରାହୁର ପରିବର୍ତ୍ତନ ସପ୍ତମ ଘରରେ ହେଉଛି, ଏହି ପରିବର୍ତ୍ତନ ଆପଣଙ୍କ ଶତ୍ରୁଓ ରୋଗ ଦୁହେଁ କୁ କାଟିବାର ଯୋଗ୍ ହେଉଛି, ଏହି ରାଶିରେ ରାହୁ ସବୁବେଳେ ସୁଖ ସମୃଦ୍ଧି ଦେଉଥିବାର ଜଣାଯାଏ , ଏଥିପାଇଁ ଏହି ପରିବର୍ତ୍ତନରୁ ଆପଣଙ୍କ ଶତ୍ରୁଙ୍କ ଠାରୁ ବି ପ୍ରସନ୍ନତା ମିଳିବ, ଏହା ଛଡା ଏହି ପରିବର୍ତ୍ତନରୁ ଆପଣଙ୍କୁ ଧନ, ସୁଖ ଓ ଶାନ୍ତି ସବୁ ଜିନିଷର ପ୍ରାପ୍ତି ହେବ ।

୪) ତୁଳା ରାଶି- ଏବେ ଶେଷରେ ତୁଳା ରାଶିର କଥା ହେବା , କହିଦେବୁ କି ରାହୁ ଏମାନଙ୍କ ୧୧ ତମ ଭାବରେ ସ୍ଥିତ ରହିବ , ଏହି ଭାବ ଆର୍ଥିକ ଉନ୍ନତି ଓ ସଫଳତାରେ ଭରପୁର୍ ରହିବ , ଏଥିପାଈଁ ଏହି ପରିବର୍ତ୍ତନରୁ ଅପାର ସଫଳତା ପ୍ରାପ୍ତି ହେବ , ଏହି ସଫଲତା ଆପଣଙ୍କ ଜୀବନରେ ସ୍ମରଣୀୟ ରହିବ , ଏହା ଛଡା ଏହି ପରିବର୍ତ୍ତନରୁ ଆପଣଙ୍କ କ୍ୟାରିୟରରେ ବହୁତ୍ ନୁଆ ଅବସର ପ୍ରାପ୍ତି ହେବ

Leave a Reply

Your email address will not be published. Required fields are marked *