April 25, 2024

Odia Express

News For Public

ଚାଣକ୍ୟ ନୀତି ଅନୁସାରେ ବୁଦ୍ଧିମାନ ଲୋକ ଭୁଲ୍ ରେ ବି ଏହି ୪ ଟି କଥା କାହାକୁ କହନ୍ତୁ ନାହିଁ – ନହେଲେ ହୋଇପାରନ୍ତି ହଇରାଣ..

1 min read

ଯଦି ଆମେ ଇତିହାସର କଥା କହିବା ତେବେ ଇତିହାସରେ ସବୁଠାରୁ ଚାଲାକ୍ କହିଲେ ମାନେ ବୁଦ୍ଧିମାନ ବ୍ୟକ୍ତି ହିସାବରେ ଚାଣକ୍ୟଙ୍କ ନୀତି ସମସ୍ତେ ଜାଣିଥିବେ , କିନ୍ତୁ ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ଏମିତି ଏକ କଥା ବିଷୟରେ ଜଣାଇବୁ, ଯାହା ବିଷୟରେ ଆପଣ ଜାଣିଲେ ଆପଣଙ୍କ ଭାଗ୍ୟ ଚମକି ଯିବ , ହଁ ଆଜ୍ଞା ଏହି ସୁଚନା ବିଷୟରେ ଜାଣିବାପରେ ଆପଣଙ୍କୁ ଜଣାପଡିଯିବ କି ଆପଣଙ୍କ ଜୀବନରେ କଣ ଭୁଲ୍ କରୁଛନ୍ତି , ମାନେ ଆମେ ସିଧା ଶବ୍ଦରେ କହିଲେ ଚାଣକ୍ୟଙ୍କ ନୀତି ଭବିଷ୍ୟରେ ଆପଣଙ୍କ ବହୁତ କାମରେ ଆସିବ , ଆଜି ଆମେ ସେହି ଚାରୋଟି କଥା ବିଷୟରେ ଜଣାଇବୁ, ଯାହା ଚାଣକ୍ୟଙ୍କ ଅନୁସାରେ ଭୁଲ୍ ରେ କାହାକୁ କହିବା ଉଚିତ୍ ନୁହେଁ , କାରଣ ଏହାପରେ ତାଙ୍କର ହିଁ କ୍ଷତି ହେବ ତେବେ ଆସନ୍ତୁ ଜାଣିବା କେଉଁ ସେହି କଥା ଯାହା ଜଣେ ବୁଦ୍ଧିମାନ ଲୋକ କେଉଁ ଅନ୍ୟ ଏକ ଲୋକଙ୍କୁ କହିବା ଉଚିତ୍ ନୁହେଁ ।

୧) ଧନ ହାନି କିମ୍ବା ବେପାରରେ ଘାଟା ହେବା ନେଇ ଚର୍ଚ୍ଚା କଲେ- ଜଣେଇଦେବୁ କି ଚାଣକ୍ୟଙ୍କ ନୀତି ଅନୁସାରେ ଯଦି ବ୍ୟକ୍ତି ଧନରେ କ୍ଷତି ହୋଇଯାଏ , କିମ୍ବା ବେପାରରେ ଘାଟା ହୋଇଯାଏ ,ତେବେ ଏହି ବିଷୟରେ କେଉଁ ଅନ୍ୟ ଲୋକଙ୍କର ସାମ୍ନାରେ କହିବା ଉଚିତ୍ ନୁହେଁ , ଚାଣକ୍ୟନୀତି ଅନୁସାରେ ଏହି କଥା ନିଜ ମଧ୍ୟରେ ସୀମିତ ରଖିବା ଉଚିତ୍ , ଏଥିପାଇଁ କାରଣ ଅଲଗା ଲୋକ ଆପଣଙ୍କ ଆର୍ଥିକ ଅସୁବିଧା ବିଷୟରେ ଜାଣିପାରିବେ , ଓ ତାହାପରେ ସେମାନେ ଆପଣଙ୍କୁ ଆଉ ଚାହିଁବେ ନାହିଁ କି ସାହାଯ୍ୟ କରିବେ ନାହିଁ , ଓ ମଜାକ୍ ଉଡାଇବେ , ଏହା ଛଡା ଚାଣକ୍ୟଙ୍କ ଅନୁସାରେ ନିଜ ପରିଶ୍ରମରୁ ଆର୍ଥିକ ଅସୁବିଧାରୁ ବାହାରି ଆସିବାକୁ ଚେଷ୍ଟା କରନ୍ତୁ ।

୨) ବ୍ୟକ୍ତିଗତ ସମସ୍ୟା- ଚାଣକ୍ୟଙ୍କ ଅନୁସାରେ ସବୁ ବ୍ୟକ୍ତି ନିଜ ଜୀବନରେ ହୋଇଥାଏ , ଏମିତିରେ କେଉଁ ବ୍ୟକ୍ତି ନିଜ ଜୀବନରେ ମୁଦ୍ଧା ବିଷୟରେ କେଉଁ ଅନ୍ୟ ଲୋକଙ୍କ ଆଗରେ ଜାହିର୍ କରିବା ଉଚିତ୍ ନୁହେଁ , ହଁ ଆଜ୍ଞା , ଅନ୍ୟଙ୍କ ସାମ୍ନାରେ ଏମିତି କଥା ହେଲେ ସେ ନାକେବଳ ସମସ୍ୟା ବଢାଇବେ , ବରଂ ଯେଉଁ ଲୋକଙ୍କ ସହ ଏହି କଥା ସେୟାର୍ କରିଛନ୍ତି ସେହି ଲୋକ ଆପଣଙ୍କ ପଛରେ ମଜାକ୍ କରିବେ , ଏବେ ସେମିତି ଆପଣ ମାନନ୍ତୁ କି ନ ମାନନ୍ତୁ, କିନ୍ତୁ ଏହା ସତ ଅଟେ, କାରଣ ସେମିତି ଲୋକ ଅନ୍ୟଙ୍କୁ କଷ୍ଟରେ ପକାଇ ନିଜେ ଖୁସିରେ ରହିବାକୁ ପସନ୍ଦ କରନ୍ତି ।

୩) ସ୍ତ୍ରୀର ଚରିତ୍ରକୁ ନେଇ ଚର୍ଚ୍ଚା କରିବା- ଚାଣକ୍ୟଙ୍କ ଅନୁସାରେ ଏକ ବୁଦ୍ଧିମାନ ବ୍ୟକ୍ତି ସେ ହୋଇଥାଏ , ଯିଏ ନିଜ ସ୍ତ୍ରୀର ଚରିତ୍ର ବିଷୟରେ ଅନ୍ୟ କାହାକୁ ଚର୍ଚ୍ଚା କରେ ନାହିଁ , ଏଥିରେ ନା କେବଳ ଆପଣଙ୍କ ସ୍ତ୍ରୀଙ୍କ ବେଇଜ୍ଜତି ହୋଇଥାଏ ,ବରଂ ଏମିତି କିଛି କଥା ହୋଇଥାଏ ଯାହା ଅନ୍ୟଙ୍କୁ କହିବା ଉଚିତ୍ ନୁହେଁ , କିନ୍ତୁ କଥାରେ କଥାରେ ଏହି କଥା ମୁହଁରୁ ବାହାରିଯାଏ , ଯାହାକୁ ନେଇକରି ଭବିଷ୍ୟରେ ଆପଣଙ୍କୁ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

୪) ଅପମାନର କଥା- ଚାଣକ୍ୟଙ୍କ ଅନୁସାରେ କେବେ ଅନ୍ୟର ଭୁଲ୍ ରୁ ଏହା କୁହନ୍ତୁ ନାହିଁ କି ଆପଣ କେଉଁ ଅନ୍ୟ ଲୋକଙ୍କ ସାମ୍ନାରେ ଇଜ୍ଜତ୍ ହରାଇଛନ୍ତି , ଏହା ସହ କହିବେ ନାହିଁ କି କିଏ ଆପଣଙ୍କ ମଜାକ୍ ଉଡାଇଛି, ଏହା ଆପଣ ଯଦି ଭୁଲ୍ ବଶତଃ କେଉଂ ଲୋକ ଆଗରେ କହିବେ ହୋଇପାରେ କି ସେ ବି ଆପଣଙ୍କ ସେପରି ମଜାକ୍ ବନାଇବ , ଯାହାକୁ ନେଇ ମାନସମ୍ମାନରେ ଆଘାତ ଆସିପାରେ

Leave a Reply

Your email address will not be published. Required fields are marked *