April 12, 2024

Odia Express

News For Public

ନିଜ ରାଶିର ଅନୁସାରେ ଜାଣନ୍ତୁ ପୁର୍ବ ଜନ୍ମରେ କଣ ଥିଲେ ଆପଣ – ନିଶ୍ଚୟ ଦେଖି ନିୟନ୍ତୁ କଣ କହୁଛି ଶାସ୍ତ୍ର..

1 min read

ଧାର୍ମିକ ଶାସ୍ତ୍ରରେ ମାନାଯାଏ କି ମନୁଷ୍ୟ ଯୋନୀ ଏକ ଏମିତି ଯୋନୀ ହୋଇଥାଏ ଯାହାକୁ ସର୍ବଶ୍ରେଷ୍ଠ ବୋଲି ମାନାଯାଏ , ଓ ତାହା ସହ ଏହା ବି କୁହାଯାଏ କି ମନୁଷ୍ୟ ରୁପରେ ଜନ୍ମ ନେଇକରି ମଣିଷ ନିଜକୁ ଜନ୍ମ ମରଣ ଚକ୍ରରୁ ମୁକ୍ତି କରିପାରିବ , ନିଜକୁ ଇଶ୍ୱରଙ୍କ ସମର୍ପିତ କରି ମୋକ୍ଷ୍ୟ ପ୍ରାପ୍ତି କରିପାରିବ , କିନ୍ତୁ ମୋହମାୟାରେ ଫସି ରହିଥିବା ମନୁଷ୍ୟ ଏହି ଯୋନୀରେ ଆସିବାର କାରଣ ଭୁଲିଯାଏ , ସେମିତି ଯଦି ଆମେ ଚିନ୍ତିତ ରହିଥାଉ ତେବେ ଏହା ଆମର ପୁର୍ବ ଜନ୍ମର୍ ଫଳ ଅଟେ , ଜ୍ୟୋତିଷ୍ୟଙ୍କ ମୁତାବିକ ଏହି ଜନ୍ମର ସୁଖ ଦୁଃଖର ପତ୍ତା ଲଗାଇପାରିବେ , ଆପଣଙ୍କ ପୁର୍ବ ଜନ୍ମରେ କଣ ଥିଲେ । ଆଜି ଆମେ ରାଶି ଅନୁସାରେ କହିବୁ କି ଆପଣ ପୁର୍ବଜନ୍ମରେ କଣ ଥିଲେ ।

୧) ମେଷ ରାଶି – ଆପଣଙ୍କ ରାଶି ଯଦି ମେଷ ତେବେ ଆପଣ ପୁର୍ବଜନ୍ମରେ ଘୋଡା ରୁପରେ ଥିଲେ ।

୨) ବୃଷ ରାଶି- ଯଦି ଆପଣଙ୍କ ରାଶି ବୃଷ ହୋଇଥାଏ , ତେବେ ଆପଣ ପୁର୍ବଜନ୍ମରେ ସର୍ପ ରୁପରେ ଥିଲେ ।

୩) ମିଥୁନ ରାଶି- ଯଦି ଆପଣଙ୍କ ରାଶି ମିଥୁନ ରାଶି ହୋଇଥାଏ , ତେବେ ଆପଣ ପୁର୍ବଜନ୍ମରେ କୁକୁର ରୁପରେ ଥିଲେ ।

୪) କର୍କଟ ରାଶି- ଯଦି ଆପଣଙ୍କ ରାଶି କର୍କଟ ରାଶି ହୋଇଥାଏ , ତେବେ ଆପଣ ପୁର୍ବଜନ୍ମରେ ବିଲେଇ ରୁପରେ ଥିଲେ ।

୫) ସିଂହ ରାଶି- ଯଦି ଆପଣଙ୍କ ରାଶି ସିଂହ ରାଶି ହୋଇଥାଏ, ତେବେ ଆପଣ ପୁର୍ବଜନ୍ମରେ ମୁଷା ରୁପରେ ଥିଲେ ।

୬) କନ୍ୟା ରାଶି- ଯଦି ଆପଣଙ୍କ ରାଶି କନ୍ୟା ରାଶି ହୋଇଥାଏ , ତେବେ ଆପଣ ପୁର୍ବଜନ୍ମରେ ବାଘ ରୁପରେ ଥିଲେ ।

୭) ତୁଳା ରାଶି- ଯଦି ଆପଣଙ୍କ ରାଶି ତୁଳା ରାଶି ହୋଇଥାଏ , ତେବେ ଆପଣ ପୁର୍ବଜନ୍ମରେ ମଇଁଷି ରୁପରେ ଥିଲେ ।

୮) ବିଛା ରାଶି- ଯଦି ଆପଣଙ୍କ ରାଶି ବିଛା ରାଶି ହୋଇଥାଏ , ତେବେ ଆପଣ ପୁର୍ବଜନ୍ମରେ ହରିଣ ରୁପରେ ଥିଲେ ।

୯) ଧନୁ ରାଶି- ଯଦି ଆପଣଙ୍କ ରାଶି ଧନୁ ରାଶି ହୋଇଥାଏ , ତେବେ ଆପଣ ପୁର୍ବଜନ୍ମରେ ମାଙ୍କଡ ରୁପରେ ଥିଲେ ।

୧୦) ମକର ରାଶି- ଯଦି ଆପଣଙ୍କ ରାଶି ମକର ରାଶି ହୋଇଥାଏ , ତେବେ ଆପଣ ପୁର୍ବଜନ୍ମରେ ବାଘ ରୁପରେ ଥିଲେ

୧୧ ) କୁମ୍ଭ ରାଶି- ଯଦି ଆପଣଙ୍କ ରାଶି କୁମ୍ଭ ରାଶି ହୋଇଥାଏ , ତେବେ ଆପଣ ପୁର୍ବଜନ୍ମରେ ରାଜା ରୁପରେ ଥିଲେ|ଅର୍ଥାତ ଆପଣ ସିଂହ ରୂପରେ ଜନ୍ମ ହେଇଥିଲେ

୧୨)ଯଦି ଆପଣଙ୍କ ରାଶି ମୀନ ରାଶି ହୋଇଥାଏ , ତେବେ ଆପଣ ପୁର୍ବଜନ୍ମରେ ନେଉଳ ରୂପରେ ଜନ୍ମ ହେଇଥିଲେ |ଆପଣ ଏ ଜନ୍ମ ରେ ମଧ୍ୟ ନେଉଳ ପରି ଅତ୍ୟନ୍ତ ଚତୁର ଅଟନ୍ତି

ତେବେ ଏଠାରେ କହିରଖୁ ଏହା ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ପାଇଁ ହେଇଥାଏ |ବାକି ୩୦ ପ୍ରତିଶତ ରାଶିର ଲୋକ ଅନ୍ୟ ଜନ୍ମ ମଧ୍ୟ୍ୟ ହେଇଥାନ୍ତି

Leave a Reply

Your email address will not be published. Required fields are marked *