ଆଜିର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର – ଭାରତର ଜାତୀୟ ଖେଳ କଣ ? ଭାରତର ଜାତୀୟ ପକ୍ଷୀର ନାମ କଣ ? ୯୦ ପ୍ରତିଶତ ଲୋକ ସଠିକ ଉତ୍ତର ଦେବାରେ ଫେଲ ହେଇଯିବେ…

ନମସ୍କାର, ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆଜି ଆମେ ଏଠାରେ କିଛି ଜାତୀୟ ସ୍ଥରୀୟ ପ୍ରସିଦ୍ଧ ସାଧାରଣ ଜ୍ଞାନ ଭିତ୍ତିକ ୧୦ ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ସବୁଦିନ ଆମେ ଆପଣଙ୍କ ପାଇଁ ଏଭଳି ନୂଆ ନୂଆ ଜିନିଷ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଚୁ ଓ ଆଗାମୀ ଦିନରେ ଆମର ଏହି ପ୍ରୟାସ ଜାରି ରହିବ ନିଶ୍ଚୟ |ତେବେ ଯଦି ଆପଣ ଆମର ଏହି ପ୍ରଶ୍ନ ଉତ୍ତର ପସନ୍ଦ କରୁଛନ୍ତି ତେବେ ନିଶ୍ଚୟ ସେୟାର କରିବେ ଓ ସାଙ୍ଗ ମାନକ ବୁଦ୍ଧି ପରୀକ୍ଷା କରେଇବେ

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ଭାରତର ଜାତୀୟ ନେତା କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାତ୍ମା ଗାନ୍ଧୀ।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-ଭାରତୀୟ ଜାତିୟ ପୁଷ୍ପର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପଦ୍ମ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ଭାରତର ଜାତୀୟ ଖେଳ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହକି। କିନ୍ତୁ ନିକଟରେ ଖେଳ ବିଭାଗ କହିଛନ୍ତି ଯେ ବର୍ତମାନ ଯାଏ କୌଣସି ଖେଳକୁ ଭାରତର ନେସନାଲ ଖେଳ ଭାବେ ଘୋଷଣା ହେଇନାହିଁ

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ଭାରତର ଜାତୀୟ ପତାକାର ନାମ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତ୍ରିରଙ୍ଗା ପତକା।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ଭାରତର ଜାତୀୟ ପଶୁର ନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାଘ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ଭାରତର ଜାତୀୟ ପକ୍ଷୀର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୟୂର।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ଭାରତର ଜାତୀୟ ଉପାଧି କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ ରତ୍ନ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ଭାରତର ଜାତୀୟ ପୋଷାକ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଖଦଡ଼।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଭାରତର ଜାତୀୟ ନୀତି କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅହିଂସା।

ଏବେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ଭାରତର ଜାତୀୟ ଜୀବିକା କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୃଷି।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

ପ୍ରଶ୍ନ ୧୧: ଏପରି ଏକ ପକ୍ଷୀ ଯିଏ ନିଜର ଅଧା ମସ୍ତିଷ୍କ କୁ ସୁଏଇ ପାରେ?

ଉତ୍ତର:-  ବତକ

ପ୍ରଶ୍ନ ୧୨: ଚଦ୍ରମା ର ପୃଷ୍ଠ ରେ ପାଦ ରଖିବା ଵାଲା ପ୍ରଥମ ବ୍ୟକ୍ତି କିଏ ଥିଲେ?

ଉତ୍ତର:- ନୀଲ ଆର୍ମଷ୍ଟ୍ରଙ୍ଗ

ପ୍ରଶ୍ନ ୧୩: ମଣିଷ ର କେଉଁ ଜିନିଷ ସର୍ବଦା ବଢୁଥାଏ?

ଉତ୍ତର:- ବୟସ

ପ୍ରଶ୍ନ ୧୪: ଏପରି ଏକ ଜିନିଷ ଯାହା ଖାଇବା ଆଗରୁ ଦେଖାଯାଏ ନାହିଁ?

ଉତ୍ତର:- ଠୋକର ଅଥବା ଧୋକା

ପ୍ରଶ୍ନ ୧୫:ଏପରି ଏକ ଜିନିଷ ଯାହା ମଣିଷ ନେଇ ତ ପାରେ ମାତ୍ର କାହାକୁ ଦେଇ ପାରେ ନାହିଁ?

ଉତ୍ତର:- ଜୀବନ

ପ୍ରଶ୍ନ ୧୬: ଯଦି ଏକ ଲାଲ ପଥର କୁ ନୀଳ ସମୁଦ୍ର କୁ ଫିଙ୍ଗା ଯାଏ ତ କଣ ହେବ?

ଉତ୍ତର:- ପଥର ଓଦା ହେଇକି ବୁଡିଯିବ।

ପ୍ରଶ୍ନ ୧୭: ଆମେ ୨୪ ଘଣ୍ଟା ରେ କେତେ ଥର ନିଶ୍ୱାସ ନେଉ?

ଉତ୍ତର:- ଏକ ସାଧାରଣ ବ୍ୟକ୍ତି ପ୍ରାୟ ୨୬୦୦୦ ଥର ନିଶ୍ୱାସ ନେଇଥାଏ।

ପ୍ରଶ୍ନ ୧୮: ମୋ ଭିତରେ ଜୀବନ ନାହିଁ ମାତ୍ର ମୋ ସାମ୍ନାକୁ ଆସିବା କ୍ଷଣି ହି ଲୋକ ହସିବାକୁ ଲାଗନ୍ତି। କୁହ ତ ମୁଁ କିଏ?
ଉତ୍ତର:- କ୍ୟାମେରା

ପ୍ରଶ୍ନ ୧୯: ମାରିବା ପାଇଁ ବାଡ଼ି, ଖାଇଲେ ମିଠା ଆଉ ଏହା ଆମ କ୍ଷେତ ରେ ହେଇଥାଏ, କୁହ ତ କଣ?

ଉତ୍ତର:- ଆଖୁ

ପ୍ରଶ୍ନ ୨୦: ଜଣେ ସୁସ୍ଥ ବ୍ୟକ୍ତି ର ଶରୀର ରେ କେତେ ରକ୍ତ ଥାଏ?

ଉତ୍ତର:- ପ୍ରାୟ ୪.୭ ରୁ ୫.୫ ଲିଟର

ପ୍ରଶ୍ନ ୨୧: କେଉଁ ପ୍ରାଣୀ ବିନା ଗୋଡ଼ ରେ ବହୁତ ଜୋର ଦୌଡ଼ିଥାଏ?

ଉତ୍ତର:- ସାପ

ପ୍ରଶ୍ନ ୨୨: କେଉଁ ପ୍ରାଣୀ କେବେ ମରେ ନାହିଁ ସର୍ବଦା ବଂଚିଥାଏ?

ଉତ୍ତର:- ଜେଲି ଫିଶ

ପ୍ରଶ୍ନ ୨୩: ପାଣି ହି ମୋ ବାପ , ପାଣି ହି ମୋ ପୁଅ, ମୁହଁ ଉପରକୁ କରିକି ମୋତେ ଦେଖିଦିଅ?

ଉତ୍ତର:- ବାଦଲ

ପ୍ରଶ୍ନ ୨୪: ଏମିତି କେଉଁ ଫଳ ଅଛି ଯାହାର ନାମ ଏକ ଝିଅ ର ନାମ ବରାବର?

ଉତ୍ତର:-  ସୀତାଫଳ

ପ୍ରଶ୍ନ ୨୫: ଏମିତି ଏକ ଜିନିଷ ଯାହା କିଣିଲେ କଳା, ଜଳେଇଲେ ଲାଲ ଆଉ ଫୋପାଡିଲେ ଧଳା?

ଉତ୍ତର:- କୋଇଲା

Leave a Reply

Your email address will not be published. Required fields are marked *