April 20, 2024

Odia Express

News For Public

ଆଜିର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର – ଭାରତର ଜାତୀୟ ଖେଳ କଣ ? ଭାରତର ଜାତୀୟ ପକ୍ଷୀର ନାମ କଣ ? ୯୦ ପ୍ରତିଶତ ଲୋକ ସଠିକ ଉତ୍ତର ଦେବାରେ ଫେଲ ହେଇଯିବେ…

1 min read

ନମସ୍କାର, ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆଜି ଆମେ ଏଠାରେ କିଛି ଜାତୀୟ ସ୍ଥରୀୟ ପ୍ରସିଦ୍ଧ ସାଧାରଣ ଜ୍ଞାନ ଭିତ୍ତିକ ୧୦ ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ସବୁଦିନ ଆମେ ଆପଣଙ୍କ ପାଇଁ ଏଭଳି ନୂଆ ନୂଆ ଜିନିଷ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଚୁ ଓ ଆଗାମୀ ଦିନରେ ଆମର ଏହି ପ୍ରୟାସ ଜାରି ରହିବ ନିଶ୍ଚୟ |ତେବେ ଯଦି ଆପଣ ଆମର ଏହି ପ୍ରଶ୍ନ ଉତ୍ତର ପସନ୍ଦ କରୁଛନ୍ତି ତେବେ ନିଶ୍ଚୟ ସେୟାର କରିବେ ଓ ସାଙ୍ଗ ମାନକ ବୁଦ୍ଧି ପରୀକ୍ଷା କରେଇବେ

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ଭାରତର ଜାତୀୟ ନେତା କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାତ୍ମା ଗାନ୍ଧୀ।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-ଭାରତୀୟ ଜାତିୟ ପୁଷ୍ପର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପଦ୍ମ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ଭାରତର ଜାତୀୟ ଖେଳ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହକି। କିନ୍ତୁ ନିକଟରେ ଖେଳ ବିଭାଗ କହିଛନ୍ତି ଯେ ବର୍ତମାନ ଯାଏ କୌଣସି ଖେଳକୁ ଭାରତର ନେସନାଲ ଖେଳ ଭାବେ ଘୋଷଣା ହେଇନାହିଁ

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ଭାରତର ଜାତୀୟ ପତାକାର ନାମ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତ୍ରିରଙ୍ଗା ପତକା।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ଭାରତର ଜାତୀୟ ପଶୁର ନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାଘ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ଭାରତର ଜାତୀୟ ପକ୍ଷୀର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୟୂର।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ଭାରତର ଜାତୀୟ ଉପାଧି କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ ରତ୍ନ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ଭାରତର ଜାତୀୟ ପୋଷାକ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଖଦଡ଼।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଭାରତର ଜାତୀୟ ନୀତି କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅହିଂସା।

ଏବେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ଭାରତର ଜାତୀୟ ଜୀବିକା କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୃଷି।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

ପ୍ରଶ୍ନ ୧୧: ଏପରି ଏକ ପକ୍ଷୀ ଯିଏ ନିଜର ଅଧା ମସ୍ତିଷ୍କ କୁ ସୁଏଇ ପାରେ?

ଉତ୍ତର:-  ବତକ

ପ୍ରଶ୍ନ ୧୨: ଚଦ୍ରମା ର ପୃଷ୍ଠ ରେ ପାଦ ରଖିବା ଵାଲା ପ୍ରଥମ ବ୍ୟକ୍ତି କିଏ ଥିଲେ?

ଉତ୍ତର:- ନୀଲ ଆର୍ମଷ୍ଟ୍ରଙ୍ଗ

ପ୍ରଶ୍ନ ୧୩: ମଣିଷ ର କେଉଁ ଜିନିଷ ସର୍ବଦା ବଢୁଥାଏ?

ଉତ୍ତର:- ବୟସ

ପ୍ରଶ୍ନ ୧୪: ଏପରି ଏକ ଜିନିଷ ଯାହା ଖାଇବା ଆଗରୁ ଦେଖାଯାଏ ନାହିଁ?

ଉତ୍ତର:- ଠୋକର ଅଥବା ଧୋକା

ପ୍ରଶ୍ନ ୧୫:ଏପରି ଏକ ଜିନିଷ ଯାହା ମଣିଷ ନେଇ ତ ପାରେ ମାତ୍ର କାହାକୁ ଦେଇ ପାରେ ନାହିଁ?

ଉତ୍ତର:- ଜୀବନ

ପ୍ରଶ୍ନ ୧୬: ଯଦି ଏକ ଲାଲ ପଥର କୁ ନୀଳ ସମୁଦ୍ର କୁ ଫିଙ୍ଗା ଯାଏ ତ କଣ ହେବ?

ଉତ୍ତର:- ପଥର ଓଦା ହେଇକି ବୁଡିଯିବ।

ପ୍ରଶ୍ନ ୧୭: ଆମେ ୨୪ ଘଣ୍ଟା ରେ କେତେ ଥର ନିଶ୍ୱାସ ନେଉ?

ଉତ୍ତର:- ଏକ ସାଧାରଣ ବ୍ୟକ୍ତି ପ୍ରାୟ ୨୬୦୦୦ ଥର ନିଶ୍ୱାସ ନେଇଥାଏ।

ପ୍ରଶ୍ନ ୧୮: ମୋ ଭିତରେ ଜୀବନ ନାହିଁ ମାତ୍ର ମୋ ସାମ୍ନାକୁ ଆସିବା କ୍ଷଣି ହି ଲୋକ ହସିବାକୁ ଲାଗନ୍ତି। କୁହ ତ ମୁଁ କିଏ?
ଉତ୍ତର:- କ୍ୟାମେରା

ପ୍ରଶ୍ନ ୧୯: ମାରିବା ପାଇଁ ବାଡ଼ି, ଖାଇଲେ ମିଠା ଆଉ ଏହା ଆମ କ୍ଷେତ ରେ ହେଇଥାଏ, କୁହ ତ କଣ?

ଉତ୍ତର:- ଆଖୁ

ପ୍ରଶ୍ନ ୨୦: ଜଣେ ସୁସ୍ଥ ବ୍ୟକ୍ତି ର ଶରୀର ରେ କେତେ ରକ୍ତ ଥାଏ?

ଉତ୍ତର:- ପ୍ରାୟ ୪.୭ ରୁ ୫.୫ ଲିଟର

ପ୍ରଶ୍ନ ୨୧: କେଉଁ ପ୍ରାଣୀ ବିନା ଗୋଡ଼ ରେ ବହୁତ ଜୋର ଦୌଡ଼ିଥାଏ?

ଉତ୍ତର:- ସାପ

ପ୍ରଶ୍ନ ୨୨: କେଉଁ ପ୍ରାଣୀ କେବେ ମରେ ନାହିଁ ସର୍ବଦା ବଂଚିଥାଏ?

ଉତ୍ତର:- ଜେଲି ଫିଶ

ପ୍ରଶ୍ନ ୨୩: ପାଣି ହି ମୋ ବାପ , ପାଣି ହି ମୋ ପୁଅ, ମୁହଁ ଉପରକୁ କରିକି ମୋତେ ଦେଖିଦିଅ?

ଉତ୍ତର:- ବାଦଲ

ପ୍ରଶ୍ନ ୨୪: ଏମିତି କେଉଁ ଫଳ ଅଛି ଯାହାର ନାମ ଏକ ଝିଅ ର ନାମ ବରାବର?

ଉତ୍ତର:-  ସୀତାଫଳ

ପ୍ରଶ୍ନ ୨୫: ଏମିତି ଏକ ଜିନିଷ ଯାହା କିଣିଲେ କଳା, ଜଳେଇଲେ ଲାଲ ଆଉ ଫୋପାଡିଲେ ଧଳା?

ଉତ୍ତର:- କୋଇଲା

Leave a Reply

Your email address will not be published. Required fields are marked *