April 13, 2024

Odia Express

News For Public

ଏହି ଫଟୋରେ ଲୁଚି ରହିଛି ଦୁଇଟି ବିଲେଇ, ଚ୍ୟାଲେଞ୍ଜ ଏହା କି ଆପଣ ଖୋଜିକି ବାହାର କରିପାରିବେ ନାହିଁ – କେବଳ ଚତୁର ଲୋକ ଖୋଜିକି କହିପାରିବେ..

ଏମିତି ଆପଣ ବହୁତ ସାରା ପଶୁଙ୍କୁ ବାହାରେ ବୁଲୁଥିବାର ଦେଖିଥିବେ , କିନ୍ତୁ ଆଜି ଯେଉଁ ଫଟୋ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ, ଆଜି ସେହି ଫଟୋ ଆମେ ଆପଣଙ୍କ ସାମ୍ନାରେ ପେସ୍ କରିବାକୁ ଯାଊଛୁ, ସେଠାରେ ଗୋଟିଏ ନୁହେଁ ଦୁଇଟି ବିଲେଇ ଅଛି, ଓ ଆପଣ ସେହି ଦୁହେଁ ବିଲେଇଙ୍କୁ ଖୋଜିବାର ଅଛି ,ଆମେ ଆଶା କରୁଛୁ କି ଆପଣଙ୍କ ପାଇଁ ଏହି କାମ ଅଧିକା ମୁସକିଲ୍ ହେବନାହିଁ,  କାରଣ ସବୁ ଜିନିଷ ଖୋଜିଲେ ଅତି ସହଜରେ ମିଳିଯାଏ , ବିଲେଇଙ୍କୁ ଖୋଜିବା କେଉଁ ବଡ କଥା ଅଟେ । ସେମିତି ପଶୁ ଦେଖିବାକୁ ବଡ ହୋଇଥାନ୍ତି , ତାଙ୍କୁ ଦୁରରେ ଦେଖିଲେ ଚିହ୍ନିହେବ , ଯଦି ଆପଣଙ୍କୁ ବିଶ୍ୱାସ ଅଛି ତେବେ ଏହି ପହେଲିକୁ ସମାଧାନ କରାନ୍ତୁ , ତେବେ ବିନା କାଳ ବିଳମ୍ବ କରି ଆରମ୍ଭ ହୋଇଯାଆନ୍ତୁ

ଏଥିରେ ଆପଣଙ୍କ ଦିମାଗରେ ଅଧିକା ଜୋର୍ ଦେବାକୁ ପଡିବ ନାହିଁ , କାରଣ ଆମେ ସୁବିଧା ପାଇଁ କିଛି ଫଟୋ ପ୍ରବନ୍ଧ କରାଇଛୁ, ଯାହାକୁ ଦେଖିଲେ ଆପଣ ଜାଣିପାରିବେ କି ବିଲେଇ କେଉଁଠି ଅଛି । ଏମିତି ଆପଣ ଏକ ଲୋକକଥା ଶୁଣିଥିବେ କି ବିନା ପରିଶ୍ରମ କରି କୌଣସି କାମ ପୁରା ହୋଇପାରେ ନାହିଁ ଓ ସେଥିରେ ମଜା ବି ଆସିନଥାଏ , ଏଥିପାଇଁ ଆମେ ଆଶା କରୁଛୁ କି ଆପଣଙ୍କ ଦିମାଗ ଓ ଆଖିରେ କଷ୍ଟ ନଦେଇ ଖୋଜିଦିଅନ୍ତୁ , ସଠିକ୍ ଭାବେ ଜାଣିପାରିଲେ ଆପଣ ଆମକୁ ତଳେ କମେଣ୍ଟ ବକ୍ସରେ ଜଣାଇବେ

ତେବେ ଯଦି ଆପଣ ସେହି ବିଲେଇ ଖୋଜିକି ନିଜ ମନରୁ ପାଇଲେ ତେବେ ଆପଣ ନିଶ୍ଚୟ ତୀକ୍ଷ୍ଣ ନଜର ର ଲୋକ ଅଟନ୍ତି |ତେବେ ଆମେ ଆପଣଙ୍କ ନଜର କୁ ସାବାସୀ ଦେଉଛୁ ଓ ଆଶା କରୁଚୁ ଆଗାମୀ ଦିନରେ ଆପଣ ଏଭଳି ନୂଆ ନୂଆ ଚ୍ୟାଲେଞ୍ଜ କୁ ଆରାମରେ ସମାଧାନ କରିପାରିବେ |ତେବେ ଯଦି ଆପଣାକୁ ଏହା ଭଲ ଲାଗିଛି ତେବେ ନିଶ୍ଚୟ ସେୟାର ଓ ଲାଇକ କରିବେ

Leave a Reply

Your email address will not be published. Required fields are marked *