April 17, 2024

Odia Express

News For Public

ଯଦି ଆପଣଙ୍କ ରାଶି ଅଟେ ଏହି ରାଶି, ତେବେ ମିଳିବ ସୁନ୍ଦର ଲାଇଫ୍ ପାର୍ଟନର – ଦେଖନ୍ତୁ କେଉଁ ଭାଗ୍ୟବାନ ରାଶି ସାମିଲ ଅଛନ୍ତି..

1 min read

ବିବାହ ପୁର୍ବରୁ ସବୁ ଯୁବା ଚାହିଁଥାନ୍ତି କି ତାଙ୍କୁ ଏକ ସୁନ୍ଦର ଝିଅ ମିଳୁ,  ତାଙ୍କର ସ୍ତ୍ରୀର ପ୍ରଶଂସା ସମସ୍ତେ କରନ୍ତୁ , ହିନ୍ଦୁ ସଂସ୍କୃତିର ଅନୁସାରେ ବିବାହ ପୁର୍ବରୁ ପୁଅ ଝିଅଙ୍କ ରାଶି ମିଶାଯାଇଥାଏ , ଓ ଦେଖାଯାଏ କି ରାଶିର ଗୁଣ କେତେ ମିଶୁଛି, ଜ୍ୟୋତିଷ୍ୟ ବିଦ୍ୟା ଅନୁସାରେ କୁହାଯାଏ କି ବ୍ୟକ୍ତିର କୁଣ୍ତଳୀରେ ତାହା ବିଷୟରେ ବହୁତ ରହସ୍ୟ ଖୋଲିଥାଏ , ତାହାର ଚରିତ୍ରରୁ ନେଇକରି ଭବିଷ୍ୟ ବିଷୟରେ ବହୁତ କଥା ଜଣାପଡିଯାଏ । ବୋଧେ ହିନ୍ଦୁ ଧର୍ମରେ ବିବାହ ପୁର୍ବରୁ ପୁଅ ଓ ଝିଅଙ୍କ କୁଣ୍ତଳୀ ମିଳାଯାଈଥାଏ ,ଓ ଗୁଣ ମିଳିଲେ ବିବାହ କଥା ଆଗକୁ ବଢେ , ଯଦି ଆପଣ ଚାହୁଁଛନ୍ତି କି ଏକ ସୁନ୍ଦର ଜୀବନ ସଂଙ୍ଗିନୀ ମିଳୁ, ତେବେ ଆପଣଙ୍କୁ ଜାଣିବା ଜରୁରୀ କି କେଉଁ ରାଶିର ଜାତକ ଅଟେ, ହଁ ଆଜ୍ଞା ୧୨ ଟି ରାଶିରୁ ତିନୋଟି ରାଶି ଅଛନ୍ତି , ଯାହାଙ୍କ ଜାତକରେ ମିଳିଥାଏ ସୁନ୍ଦର ଲାଇଫ୍ ପାର୍ଟନର, ତେବେ ଆସନ୍ତୁ କହିବୁ ୧୨ ଟି ରାଶିଗୁଡିକ ମଧ୍ୟରୁ କେଉଁ ତିନୋଟି ରାଶିର ପୁଅ ଅଛନ୍ତି ଯାହାଙ୍କୁ ମିଳିଥାଏ ସୁନ୍ଦର କନ୍ୟା ।

କନ୍ୟା ରାଶି- କନ୍ୟା ରାଶିର ପୁଅ ଦେଖିବାକୁ ବହୁତ ହ୍ୟାଣ୍ତସମ୍ ହୋଇଥାନ୍ତି , ଓ ସୁନ୍ଦର ଝିଅ ଦେଖିବାକୁ ହ୍ୟାଣ୍ତସମ୍ ପୁଅ ବହୁତ ପସନ୍ଦ କରିଥାନ୍ତି , ଏମିତିରେ କନ୍ୟା ରାଶିର ପୁଅ ଅତି ସୁନ୍ଦର ସ୍ତ୍ରୀ ମିଳିବାର ଯୋଗ ଅଛି,  ଏହି ରାଶିର ବ୍ୟକ୍ତି ନିଜ ସ୍ତ୍ରିଙ୍କୁ ଅଧିକା ପ୍ରେମ କରିଥାନ୍ତି , କନ୍ୟା ରାଶିର ଲୋକେ ପରିବାର ପାଈଁ ସମର୍ପିତ ହୋଇଥାନ୍ତି , ତାଙ୍କ ପାଇଁ ତାଙ୍କ ପରିବାର ସବୁ କିଛି ହୋଇଥାଏ ।

ମକର ରାଶି- ମକର ରାଶିର ବ୍ୟକ୍ତି କହିବାର୍ ଅନ୍ଦାଜ ଅଲଗା ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ , ଏହି ରାଶିର ସ୍ୱାମୀ ନିଜ ସ୍ତ୍ରୀମାନଙ୍କୁ ବହୁତ ସରପ୍ରାଇଜ୍ ଦେଇଥାନ୍ତି , ଓ ତାଙ୍କର ଏଇ ଅନ୍ଦାଜ ପାଇଁ ଅନ୍ୟମାନଙ୍କ ଠାରୁ ଭିନ୍ନ ଜଣାଯାଏ , ମକର ରାଶିର ପୁଅଙ୍କ ଏହି ଅନ୍ଦାଜ ଝିଅମାନଙ୍କୁ ବହୁତ ପସନ୍ଦ ଆସିଥାଏ , ବୋଧେ ଏଥିପାଇଁ ମକର ରାଶିର ଜାତକରେ ମିଳୁଥାଏ ସୁନ୍ଦର ସ୍ତ୍ରୀ । ଏମାନେ ସଂମ୍ପର୍କରେ ବହୁତ୍ ଇମାନଦାର୍ ହୋଇଥାନ୍ତି , ଓ ମାନସିକ ରୁପରେ ଷ୍ଟ୍ରଙ୍ଗ୍ ହୋଇଥାନ୍ତି , ସବୁ କାମକୁ ଯୋଜନାବଦ୍ଧ ଭାବେ କରିଥାନ୍ତି , ମକରରାଶିର ଲୋକେ ଯଦି କାହାର ହାତ ଧରିନିଅନ୍ତି ତେବେ ସହଜରେ ଛାଡନ୍ତି ନାହିଁ , ଏହି ବିଚାରକୁ ବୁଝିକରି ଏହି ଲୋକ ଅକ୍ସଟ୍ରା ମେରିଟାଲ୍ ଆଫେୟାର୍ ଚକ୍କରରେ ପଡନ୍ତି ନାହିଁ , ନିଜ ସଂମ୍ପର୍କକୁ ନେଇ ଇମାନଦାର୍ ହେବା ସହ ମକର୍ ରାଶିର ଲୋକେ ବିବାହିତ ଜୀବନ ବହୁତ ଭଲ ହୋଇଥାଏ ।

ସିଂହ ରାଶି- ସିଂହ ରାଶିର ପୁଅଙ୍କୁ ସୁନ୍ଦର ଝିଅ ହିଁ ମିଳିଥାଏ , ଏମାନଙ୍କ ତରଫରୁ ଝିଅମାନେ ଆକର୍ଷିତ ହୋଇଥାନ୍ତି , ଏମାନେ ନିଜ ସାଥୀଙ୍କୁ ନେଇକରି ଇମାନଦାର୍ ହୋଇଥାନ୍ତି ,ଓ ସଂମ୍ପର୍କକୁ ନେଇ ପୁରା ସମର୍ପିତ ହୋଇଥାନ୍ତି , ସିଂହ ରାଶିର ଜାତକରେ ଉତ୍ସାହି, ସ୍ନେହି ଓ ପ୍ରେମ ଭରା ହୋଇଥାନ୍ତି , ଏମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଇବା ସହ ଯତ୍ନ ନେଇଥାନ୍ତି , ଓ ନିଜ ମନ ଖୋଲିକରି ଦେଖାଇଥାନ୍ତି , ଏହି ଜାତକର ଲୋକ ନିଜ ପ୍ରେମକୁ ଭଲ ଭାବେ ନିବେଦନ କରିଥାନ୍ତି , ଓ ବଦଳରେ ବହୁତ ସାରା ପ୍ରଶଂସା ଓ ଧନ୍ୟବାଦା ଆଶା କରନ୍ତି , ଏମାନଙ୍କୁ ଏକ ଭଲ ଜୀବନସାଥୀ ବନାଇବାରେ ସପୁର୍ଣ୍ଣ ଗୁଣ ହୋଇଥାଏ ।

Leave a Reply

Your email address will not be published. Required fields are marked *