March 28, 2024

Odia Express

News For Public

କ୍ଷୀର ସହ ରାତିରେ ଖାଆନ୍ତୁ କେବଳ ଦୁଇଟି ଗୁଜୁରାତି , ତାପରେ ଏମିତି ହେବ କମାଲ୍ ଆପଣ ବିଶ୍ୱାସ କରିପାରିବେ ନାହିଁ ପୁରୁଷଙ୍କ ପାଇଁ ଅଟେ ଏହା ଖାସ୍

ଗୁଜୁରାତି ଦେଖିବାକୁ ବହୁତ ଛୋଟ ହୋଇଥାଏ, କିନ୍ତୁ ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ବହୁତ ଲାଭଦାୟକ ହୋଇଥାଏ, ବୋଧେ ଏହି କଥାକୁ କେହି ଜାଣିନଥିବେ , ଗୁଜୁରାତି ଭଲ ସ୍ୱାସ୍ଥ୍ୟର ଖଜଣା ହୋଇଥାଏ , ତେବେ ଆସନ୍ତୁ ଜାଣିବା ଏହି ଛୋଟ ଗୁଜୁରାତିର ସ୍ୱାସ୍ଥ୍ୟ ଲାଭ , ଭୋଜନରେ ଗୁଜୁରାତିର ପ୍ରୟୋଗ କରି ବହୁତ ସ୍ୱାସ୍ଥ୍ୟ ସଂବନ୍ଧୀ ସମସ୍ୟାରୁ ମୁକ୍ତି ପାଇପାରିବେ , ଗୁଜୁରାତି କ୍ଷୀରର ସହ ସେବନ କରିବା ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି କରିଥାଏ , ଜାଣନ୍ତୁ କିପରି । ଆପଣଙ୍କୁ ଦାମ୍ପତ୍ୟ ଜୀବନ ଭଲକରିଥାଏ, ବରଂ ଏହା ସ୍ୱାମୀ ସ୍ତ୍ରୀଙ୍କ ସଂମ୍ପର୍କକୁ ଆହୁରି ମଜବୁତ୍ କରିଥାଏ,  ଗୁଜୁରାତି ଆପଣଙ୍କ ପାଇଁ ଏକ ରାମବାଣ କାମ କରିଥାଏ ।

ଗୁଜୁରାତି ଏକ ଏମିତି ଟନିକ୍ ରୁପରେ କାମ୍ କରିଥାଏ ଯେଉଁଥିରେ ଶକ୍ତି ରେ ବୃଦ୍ଧି ହୋଇଥାଏ , ଗୁଜୁରାତି ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଅସମୟରେ ରଖଲନ  ସମସ୍ୟାରୁ ମୁକ୍ତି ଦେଇଥାଏ , ଏହାର ସେବନ କରିବାପାଇଁ କ୍ଷୀରରେ ଗୁଜୁରାତି ପକାଇକରି ସିଝାନ୍ତୁ , ଠିକ୍ ରେ ସିଝାଇବାପରେ ଏହାକୁ ମହୁ ମିଶାଇ ଓ ନିୟମିତ ରୁପରେ ରାତିରେଶୋଇବା ସମୟରେ ଏହାକୁ ସେବନ୍ କରିପାରିବେ , କିଛି ଦିନରେ ଆପଣଙ୍କୁ କମାଲର ଫରକ ନଜର ଆସିବ ।

ଗୁଜୁରାତିରୁ ବହୁତ ସାରା ଫାଇଦା ଦେଇଥାଏ,  ସମସ୍ତେ ଜାଣିଛନ୍ତି କି ଗୁଜୁରାତି ଖାଇଲେ ମୁହଁରୁ ବାସ୍ନା ଦେଇଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି କି ମୁହଁରୁ ବାସ୍ନା ଆସିବାର କାରଣ କଣ ହୋଇଥାଏ , ଯେବେ ଆପଣଙ୍କ ପେଟ ଖରାପ ହୋଇଥାଏ , ତେବେ ମୁହଁରୁ ଦୁର୍ଗନ୍ଧ ଆସିଥାଏ , ଏମିତିରେ ସବୁଜ ଗୁଜୁରାତି ଖାଇଲେ ପେଟରେ ହଜମ କ୍ରିୟା ଠିକ୍ ହୋଇଥାଏ , ଓ ଏଥିରେ ମଜବୁତ୍ ଆଣ୍ଟିବ୍ୟାକ୍ଟେରିଆଲ୍ ରସାୟନ କାରଣରୁ ମୁହଁରେ ଦୁର୍ଗନ୍ଧ ଶେଷ ହୋଇଯାଏ । ଗୁଜୁରାତି ଆପଣଙ୍କ ଚିକିତ୍ସା ଜଡରୁ କରିଥାଏ, ଏହା ପାଇଁ ଆପଣ ଭୋଜନ କରିବାପରେ ଗୁଜୁରାତି ଖାଇବା ଆରମ୍ଭ କରିଦିଅନ୍ତୁ , କିମ୍ବା ଉଠିକରି କେବଳ ଗୁଜୁରାତିକୁ ଚାହା ମାନେ ଗୁଜୁରାତିକୁ ପାଣିରେ ଭଲ ଭାବରେ ସିଝାଇ ଏକ କପ୍ ପିଅନ୍ତୁ

ଏହା ଛଡା ଯେବେ ଏହା ଖୁବ୍ ଭଲ ଭାବେ ସିଝିଯିବ ତେବେ ଏଥିରେ ମହୁ ମିଶାଇଦିଅନ୍ତୁ , ଓ ନିୟମିତ ରୁପରେ ରାତିରେ ଶୋଇବା ସମୟରେ ପିଇଦିଅନ୍ତୁ । ଗୁଜୁରାତିରେ ଏସିଡିଟି ପାଇଁ ବହୁତ ପ୍ରଭାବଶାଳୀ ହୋଇଥାଏ , ହଜମ ନହେବା,  ପେଟ ଫୁଲିବା, ପରି ସମସ୍ୟାକୁ ମୁଳରୁ ନିପାତ କରିଥାଏ,  ଏହାପାଇଁ ଆପଣଙ୍କୁ କେବଳ ସବୁଜ ଗୁଜୁରାତି, ଧନିଆଁ , ଲବଙ୍ଗ ଓ ସୁଖିଲା ଅଦା ମିଶାଇକରି ପେଷିବାକୁ ହେବ , ଓ ଗରମ ପାଣି ସହ ଏକ ଚାମଚ ନିଅନ୍ତୁ , ହଜମ ନ ହେବା କାରଣରୁ ମୁଣ୍ତବିନ୍ଧାରେ ଗୁଜୁରାତି ଚାହା ଫାଇଦା ଦେଇଥାଏ ।

ଆୟୁର୍ବେଦରେ ଗୁଜୁରାତି ଗରମ ତାସିର ବୋଲି ମାନାଯାଏ , ଯାହା ଶରୀରର ଭିତରୁ ଗରମକରିଥାଏ, ଏହା କଫକୁ ବାହାର କରି ଛାତିକୁ ଜାମ୍ ହେବା କମ୍ କରିଥାଏ,  ତାହା ସହ ସବୁଜ ଗୁଜୁରାତି ଫୁସଫୁସରେ ରକ୍ତସଂଚାର ଗତି ତେଜ୍ କରିଥାଏ,  ଏହା ନିଶ୍ୱାସ ନେବାରେ ସମସ୍ୟା ଯେପଇ ଅସ୍ତମା, ଥଣ୍ତା ପରି ରୋଗ କମ୍ କରିଥାଏ । ଯଦି ଗଳାରେ ଅସୁବିଧା ହେଉଛି କିମ୍ବା ଗଳା ପୀଡା ହେଉଛି ତେବେ ସକାଳୁ ଉଠିବା ସମୟରେ ରାତିରେ ଶୋଇବା ସମୟରେ ଛୋଟ ଗୁଜୁରାତି ଚୋବାଇକରି ଖାଆନ୍ତୁ , ଓ ନଖ ଉଷୁମ ପାଣି ପିଅନ୍ତୁ, ଏହା ଗଳାରେ କର୍କଶ ହେବାର ସମସ୍ୟା ବହୁତ ଆରାମ ମିଳିବ, ଜଲଦି ଆରାମ ପାଇବା ପାଇଁ ଏହି ପ୍ରକିୟା ସବୁ ଦିନ ଆପଣାନ୍ତୁ ।

ହାକୁଟି ସମସ୍ୟା ସାଧାରଣ ସମସ୍ୟା ଅଟେ, କିନ୍ତୁ ବାରମ୍ବାର ଆସିବା ଯୋଗୁଁ ଲୋକେ ବହୁତ ଚିନ୍ତିତ ରୁହନ୍ତି , ବିନା ଅଟକି ହାକୁଟି ଆସିବା ଚିନ୍ତାର କାରଣ ହୋଇଯାଏ , ଏମିତିରେ ଗୁଜୁରାତିରେ ସେବନ କରିବା ବହୁତ ଫାଈଦା ହୋଇଥାଏ , ଗୁଜୁରାତିରେ ସେ ଗୁଣ ହୋଇଥାଏ , ହାକୁଟି ସମସ୍ୟାରୁ ମୁକ୍ତି ଦେଇଥାଏ , କେବେ କେବେ ଆମର ସ୍ମରଣ ଶକ୍ତି କମଜୋର୍ ହୋଇଯାଏ , ଛୁଆଙ୍କୁ ରାତିରେ ପଢିବା ସମୟରେ ସକାଳ ଭୁଲି ଯାଆନ୍ତି , କିମ୍ବା ସେ ଜିନିଷକୁ ରଖିକଇର୍ ଭୁଲି ଯାଆନ୍ତି, ଏମିତିରେ ଗୁଜୁରାତିର ୫ ଟି ମଞ୍ଜି, ବାଦାମ ଓ ପିସ୍ତାର ସହ ବତୁରାଇ ମହିନରେ ପେସି ଦିଅନ୍ତୁ , ଏହାକୁ କ୍ଷୀରରେ ମିଶାନ୍ତୁ ଓ ଯେବେ ଗାଢା ହୋଇଯୀବ  ତେବେ ୩ ଟି ମିଶ୍ରି ମିଶାଇକରି ଧିମା ଆଞ୍ଜରେ ପକାନ୍ତୁ,  ଯେବେ ହାଲୱା ପରି ହୋଇଯିବ ସେବନ କରନ୍ତୁ , ଏଥିରେ ଆପଣଙ୍କ ସ୍ମରଣଶକ୍ତି ବଢିଯିବ , ଓ ତାହା ସହ ଆଖିର ଦୁର୍ବଳତା ଦୁର ହୋଇଯିବ ।

Leave a Reply

Your email address will not be published. Required fields are marked *