March 26, 2024

Odia Express

News For Public

ଯଦି ଆପଣଙ୍କୁ ରାତିରେ ଫୋନ୍ ତକିଆ ତଳେ ରଖିକରି ଶୁଅନ୍ତି ତେବେ ଏହି ଖବର ନିଶ୍ଚିତ ପଢିଦିଅନ୍ତୁ, ଆଜି ହିଁ ଫୋନ୍ କୁ ଦୁରରେ ରଖିବେ

1 min read

ଆଜି କାଲିର ସମୟରେ ଯଦି ସବୁଠାରୁ ଜରୁରୀ ଜିନିଷ କିଛି ଅଛି ତେବେ ତାହା ହେଲା ଆପଣଙ୍କ ସ୍ମାର୍ଟଫୋନ୍, ଫୋନ୍ ଏପରି ଏକ ଅଭ୍ୟାସରେ ପରିଣତ ହୋଇସାରିଛି, ଯାହାକୁ ଆମେ ନିଜ ଠାରୁ ଅଲଗା କରିପାରିନଥାଉ । ଖାସକରି ଯେବେ ଜିଓ ଭାରତରେ ନିଜର ଆଧିପତ୍ୟ ଜମାଇଥିଲା ଓ ଗାଁ ଗାଁରେ ଇଣ୍ଟରନେଟ୍ ରେ ସବୁ ନିଜ ଟାଇମପାସ୍ କରନ୍ତି । ଛୁଆ ବି ଆଜିକାଲି ଫୋନ୍ କୁ ନିଜ ଅଭ୍ୟାସରେ ପକାଇସାରିଲେଣି ।ଦିନରେ ଯେବେ ଆମେ ନିଜ ଫୋନ ବ୍ୟବହାର କରୁ ତେବେ ଠିକ୍ ଅଛି କିନ୍ତୁ ଯେବେ ଅଧା ରାତିରେ ଫୋନ୍ ବ୍ୟବହାର କରି ଶୋଇବା କଥା ଆସେ ତେବେ କେଉଁ ବି ବ୍ୟକ୍ତି ଉଠିକରି ଫୋନକୁ ଟେବୁଲ୍ କିମ୍ବା ଚେହେରାରେ ରଖିବାର ଇଚ୍ଛା ପ୍ରକାଶ କରେ ନାହିଁ, ଓ ଫୋନ୍ ତକିଆ ତଳେ ରଖିକରି ଶୋଇ ପଡନ୍ତି

କିନ୍ତୁ କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଏହି ଆଳସ ହିଁ ଆପଣଙ୍କ ପାଇଁ ଖତରନାକ ହୋଇପାରେ , ଏହି ଖବର ପଢିନିଅନ୍ତୁ , ଆପଣଙ୍କ ଆଖି ଖୋଲିଯିବ । ଏହି ଆଳସ ଆପଣଙ୍କ ଦିମାଗର ଶକ୍ତିକୁ କମ୍ କରିଦିଏ , ଓ ଆପଣଙ୍କ ମନ୍ଦବୁଦ୍ଧି ହୋଇପାରେ , ତକିଆର ତଳେ ରଖାଯାଇଥିବା ଫୋନ୍ ଆପଣଙ୍କ ପାଇଁ ସାଇଲେଣ୍ଟ୍ କିଲର୍ ରୁ କମ୍ ନୁହେଁ, ବହୁତ ସାରା ରିସର୍ଚ୍ଚରୁ ଏହା ପ୍ରମାଣିତ ହୋଇଛି କି ମୋବାଇଲ୍ ଫୋନ୍ ରୁ ବାହାରୁଥିବା ଖତରନାକ୍ ରେଡିଏସନ୍ ଆପଣଙ୍କ ଦିମାଗ ଉପରେ କୁପ୍ରଭାବ ପକାଏ , ଏହା ଆପଣଙ୍କ ମୁଣ୍ତବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ହେବାକୁ ଲାଗିଥାଏ , ୯୦୦ ମେଗାହର୍ଜର ସିଗନାଲ୍ ଟ୍ରାନ୍ସମିଶନ୍ ଆପଣଙ୍କ ବଡି ସିଷ୍ଟମ୍ ପାଇଁ ଖତରନାକ ହୋଇଥାଏ , ପୁରୁଷଙ୍କ ପାଇଁ ଅଧା ରାତିରେ ଫୋନ୍ ବ୍ୟବହାର କରିବା ଓ ତକିଆ ତଳେ ରଖିବା ନଂପୁସକତା କାରଣ ବି ହୋଇପାରେ

ଏକ ରିସର୍ଚ୍ଚ ମୁତାବିକ ମୋବାଇଲ୍ ଫୋନ୍ ରେଡିଏସନ୍ ଆପଣଙ୍କ ପ୍ରୋଡକ୍ଟିଭ୍ ସିଷ୍ଟମ୍ କୁ ପ୍ରଭାବିତ କରି କମ୍ କରିଦେଇଥାଏ । କିଛି ସମୟ୍ ପୁର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(World Health Organization)  ଚେତାବନୀ ଜାରି କରିଥିଲେ କି ଆପଣଙ୍କ ଫୋନ୍ କୁ ସିଧା କାନରେ ଲଗାଇକରି କଥାବାର୍ତ୍ତା କରୁଥିବା ବେଲେ ସ୍ପିକର୍ କିମ୍ବା ଇୟରଫୋନ୍ ବ୍ୟବହାର କରନ୍ତି ନାହିଁ , ତେବେ ଆପଣଙ୍କୁ କ୍ୟାନ୍ସର ହେବାର ସଂମ୍ଭାବନା ବଢିଯାଇଥାଏ , ଏହା ସହ କୁହାଯାଇଛି କି ରାତିରେ ଶୋଇବା ସମୟରେ କିମ୍ବା ଆପଣଙ୍କ ଫୋନ୍ କୁ ଅଫ୍ କରିଦିଅନ୍ତୁ , କିମ୍ବା ଏୟାରପ୍ଲେନ୍ ମୋଡରେ ଲଗାଇଦିଅନ୍ତୁ । ଏକ ଅନ୍ୟ ରିସର୍ଚ୍ଚରୁ ଜଣାପଡିଛି କି ବାରମ୍ବାର ଫୋନ୍ ବ୍ୟବହାର କରିଲେ ଏଥିରୁ ବାହାରୁଥିବା ରେଡିଓ ଫ୍ରିକ୍ୱେନ୍ସି ରୁ ଆପଣଙ୍କ ମେଟାବଲିଜିମ୍ ମାନେ ଖାଇବା ହଜମ କରିବାରେ ଅସୁବିଧା ସୃଷ୍ଟିକରେ, ଏହା ସହ ଆମେ ମାନେ ଅନ୍ୟ ରୋଗର ଶିକାର ବି ହୋଇଥାନ୍ତି ।

ଆମେ ଛୋଟ ମୋଟ ଅସୁବିଧାକୁ ସବୁବେଳେ ଅଣଦେଖା କରିଦେଇଥାଉ, ଯେପରି ଥକା ଲାଗିବା କିମ୍ବା ମୁଣ୍ତ ବୁଲାଇବା , ଆମେ ଭାବିକରି ରହିଯାଉ କି ବୋଧେ ଅଧିକା କାମ କରିଲେ ଏମିତି ହେଉଛି , ତେବେ କହିଦେବୁ କି ଏହି ଲକ୍ଷଣ ଫୋନ୍ ବ୍ୟବହାର କରିବା ଦ୍ୱାରା ହୋଇଥାଏ ।ଫୋନ୍ ତକିଆ ତଳେ ରଖିକରି ଶୋଇଲେ ବହୁତ ବିପଦ ଆସିଥାଏ , ଏକରେ ଫୋନରୁ ବାହାରୁଥିବା ରେଡିଏସନ୍ ଆପଣଙ୍କ ପାଇଁ ରୋଗ ସୃଷ୍ଟିକରିଥାଏ, ଦ୍ୱିତୀୟ ହେଲା ବ୍ୟାଟେରି ଫାଟିବା ଚ୍ୟାନ୍ସ ହୋଇଥାଏ , ଏବେ ଏକ ଖବର ଆସିଛି କି ଏକ ବ୍ୟକ୍ତି ଫୋନ୍ ବ୍ୟାଟେରି ରାତିରେ ଫାଟିଯାଇଛି, ଯାହା ତାଙ୍କର ମୃତ୍ୟୁ ହୋଇଯାଇଛି, ଏହି ପରି ଘଟଣା ବାରମ୍ବାର ହେଉଛି, ତେବେ ଧ୍ୟାନ ରଖନ୍ତୁ କି ତେବେ ଫୋନ୍ ତକିଆ ତଳେ ରଖିକରି ନ ଶୁଅନ୍ତୁ , କିମ୍ବା ତାକୁ ଅଫ୍ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *