ନବରାତ୍ରୀର କେଉଁ ବି ଦିନରେ ଏହି ୫ ରୁ କେଉଁ ଗୋଟିଏ ଜିନିଷ ଘରକୁ ନିଶ୍ଚିତ ଆଣନ୍ତୁ, ତାପରେ ଦେଖନ୍ତୁ ମାତାରାଣୀଙ୍କର ଚମତ୍କାର

ଏହା ତ ସମସ୍ତେ ଜାଣିଛନ୍ତି କି ଏବେ ମାତାରାଣୀର ନବରାତ୍ରୀ ଚାଳୁଛି, ଏମିତିରେ ମାତାରାଣୀଙ୍କୁ ଖୁସ୍ କରିବାପାଇଁ ଯେଉଁ ବି ଉପାୟ କରାଯାଏ , ତାହା କମ୍ କରାଯାଏ , ହଁ ଆଜ୍ଞା, ଏମିତି ମାତାରାଣୀ ନିଜ ଭକ୍ତଙ୍କ ଭକ୍ତି ଖୁସ୍ ହୋଇଯାଆନ୍ତି , କିନ୍ତୁ ବି ମାତା ରାଣୀଙ୍କୁ ଖୁସ୍ କରିବାପାଇଁ ଯଦି କିଛି ଖାସ୍ କରାଯାଏ ତେବେ ଏଥିରୁ ଆମକୁ ପୁଣ୍ୟ ମିଳିଥାଏ , ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ, ଯାହାକୁ ଯଦି ଆପଣ ନବରାତ୍ରୀଦିନ କରିବେ ତେବେ ନା କେବଳ ମାତାରାଣୀ ଖୁସି ହୋଇଯୀବେ ବରଂ ଆପଣଙ୍କ ଧନ ବର୍ଷା ହେବ । ସେମିତି ଆପଣଙ୍କୁ ଜଣେଇଦେବୁ କି ଏବର୍ତମାନ ନବରାତ୍ରି ଆରମ୍ଭ ହେଇଚି  ଏଥିପାଇଁ ଏହି ଉପାୟ କରିବାପାଇଁ ଆପଣଙ୍କ ପାଖରେ ସମୟ ଅଛି, ତେବେ ଆସନ୍ତୁ ଆପଣଙ୍କୁ କହିବୁ ଏହି ନବରାତ୍ରୀକୁ ଧନ ପ୍ରାପ୍ତି କରିବାପାଇଁ ଓ ମାତା ରାଣିଙ୍କୁ ଖୁସ୍ କରିବାପାଇଁ ଆପଣଙ୍କୁ କଣ କରିବା ଉଚିତ୍ ।

୧) ଜଣେଇଦେବୁ କି ଯଦି ଆପଣଙ୍କ ଘରେ ଦାରିଦ୍ରତା ଦୁର କରିବାକୁ ଚାହୁଁଛନ୍ତି ତେବେ ନବରାତ୍ରୀକୁ ରୁପାର ପଇସା ନିଜ ଘରକୁ ନିଶ୍ଚିତ ଆଣନ୍ତୁ , ହଁ ଆଜ୍ଞା, ଏହି ରୁପାର ପଇସା ଆଣିଲେ ଏହାକୁ ଭଲ ଭାବରେ ପୁଜା କରନ୍ତୁ , ଓ ତାହାକୁ ଘରର ଆଲମୀରାରେ ବନ୍ଦ କରି ରଖନ୍ତୁ , ଏଥିରେ ଆପଣଙ୍କ ଘରେ ଲକ୍ଷ୍ମୀଙ୍କର ବାସ ରହିବ ।

୨) ଏହା ସହ ଯଦି ଆପଣଙ୍କୁ ଧନ ସଂବନ୍ଧିତ କିଛି କାର୍ଯ୍ୟରେ ଅସୁବିଧାର ସାମ୍ନା କରିବାକୁ ପଡୁଛି, ତେବେ ନବରାତ୍ରୀରେ ଏକ ହଳଦିଆ କଉଡି ଘରରେ ନିଶ୍ଚିତ ଆଣନ୍ତୁ , ଓ ଲକ୍ଷ୍ମୀଙ୍କର ପୁଜା କରିବା ସମୟରେ କଉଡିକୁ ବି ପୁଜା କରି ପୁଜା ସ୍ଥାନରେ ରଖିଦିଅନ୍ତୁ , ପୁଜା କରିବାପରେ ଏକ କଉଡିକୁ କେଉଁ ଲାଲ କପଡାରେ ବାନ୍ଧିଦିଅନ୍ତୁ, ଓ ଆଲମୀରାରେ ରଖିଦିଅନ୍ତୁ  ।

୩) ଯଦି ଆପଣ ମାତାରାଣୀଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ପଦ୍ମଫୁଲରେ ବସିଥିବା ମାତାଲକ୍ଷ୍ମୀଙ୍କର ଫଟୋ ଘରକୁ ନିଶ୍ଚିତ ଆଣନ୍ତୁ , ଏହାପରେ ସବୁଦିନ ଏହି ଫଟୋକୁ ପୁଜା କରନ୍ତୁ, ଏହି ଉପାୟ ଦ୍ୱାରା ଆପଣଙ୍କ ଘରେ ମା ଲକ୍ଷ୍ମୀ ସ୍ଥାୟୀ ବାସ କରିବେ ।

୪) ନବରାତ୍ରୀର ସମୟରେ ଘରେ ଦକ୍ଷିଣବର୍ତ୍ତୀ ଶଙ୍ଖ ଆଣିଲେ ଆପଣଙ୍କ ଘରେ ମା ଲକ୍ଷ୍ମୀ ଓ କୁବେର ମହାରାଜଙ୍କ କୃପା ମିଳିବ,  ଦକ୍ଷିଣବର୍ତ୍ତୀ ଶଙ୍ଖକୁ ଘରକୁ ଆଣିବାପରେ ପୁଜା ସ୍ଥଳରେ କିମ୍ବା ଆଲମୀରାରେ ରଖିଦିଅନ୍ତୁ , ଦକ୍ଷିଣବର୍ତ୍ତୀ ଶଙ୍ଖକୁ କେବେ ଖାଲି ରଖିବା ଉଚିତ୍ ନୁହେଁ , ହଁ ଆଜ୍ଞା, ଆପଣ ଏଥିରେ ହଳଦିଆ ହଳଦୀରେ ଚାଉଳ ରଖିବେ ତେବେ ଭଲ ହେବ ।

୫) ଏହା ଛଡା ଶେଷ ବସ୍ତୁର କଥା କହିଲେ ତାହା ହେଲା ଶ୍ରୀଯନ୍ତ୍ର ଅଟେ,  ଏମିତି ଶ୍ରୀଯନ୍ତ୍ର ବହୁତ ପ୍ରକାରର ହୋଇଥାଏ,  କିନ୍ତୁ ଆପଣ କେଉଁ ପ୍ରକାରର ଶ୍ରୀଯନ୍ତ୍ର ନିଜ ଘରକୁ ଆଣିପାରିବେ , ଶ୍ରୀଯନ୍ତ୍ର ଘରକୁ ଆଣିଲେ ମାତା ଲକ୍ଷ୍ମୀ ଓ କୁବେରଙ୍କ ଆପଣଙ୍କ ଘରେ ସ୍ଥାୟୀ ବାସ ନିଶ୍ଚିତ ହୋଇଥାଏ ।

ଜଣେଇଦେବୁ କି ନବରାତ୍ରୀ ଦିନ ବହୁତ ପବିତ୍ର ହୋଇଥାଏ , ଏଥିପାଇଁ ଆପଣ ନବରାତ୍ରୀର କେଉଁ ବି ଦିନରେ ଏହି ପାଞ୍ଚଟି ରୁ ଗୋଟିଏ ଜିନିଷ ଆପଣଙ୍କ ଘରକୁ ଆଣନ୍ତୁ , ତେବେ ଆପଣଙ୍କ ଘରେ ମାତାରାଣୀଙ୍କର କୃପା ନିଶ୍ଚିତ ମିଳିବ

Leave a Reply

Your email address will not be published. Required fields are marked *