April 25, 2024

Odia Express

News For Public

କଣ ଆପଣ ଜାଣିଛନ୍ତି ଅକ୍ଷୟ କୁମାରଙ୍କ ଏହି ପୁଅ ବିଷୟରେ ଆଜିର ଡେଟ୍ ରେ ହୋଇଛନ୍ତି ଛୋଟ ପର୍ଦାର ମୋଷ୍ଟ ଡ୍ୟାସିଙ୍ଗ୍ ଅଭିନେତା

ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅକ୍ଷୟ କୁମାରଙ୍କ ଶେଷ କେଉଁ ପୁଅ ଅଛି ଯାହାର ବିଷୟରେ ଆମେ କହିବାକୁ ଯାଉଛୁ, ତେବେ ଆପଣ ଟିକେ ଦିମାଗ ଲଗାନ୍ତୁ, ଓ ଭାବନ୍ତୁ ଅକ୍ଷୟ କୁମାରଙ୍କ ଏହି ପୁଅ କିଏ ହୋଇପାରେ,  ଆଜି ଆମେ ଆପଣଙ୍କୁ ଅକ୍ଷୟଙ୍କ ଏହି ପୁଅଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଆଜିର ତାରିଖରେ ଛୋଟ ପର୍ଦାରେ ଦେଖାଯାଉଥିବା ସବୁ ଅଭିନେତାଙ୍କ ଠାରୁ ଅଧିକା ହ୍ୟାଣ୍ତସମ୍ ଓ ଡ୍ୟାସିଙ୍ଗ୍ ଅଟେ, ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଦେଖା କରାଇବୁ ଅକ୍ଷୟ କୁମାରଙ୍କ ଏହି ପୁଅଙ୍କ ବିଷୟରେ,  ଯିଏ ଆଜିକାଲି ବହୁତ ଚର୍ଚ୍ଚିତ ହୋଇଛନ୍ତି । ଆପଣ ବହୁତ ସାରା ଫିଲ୍ମରେ ଛୋଟ ଛୋଟ ଛୁଆଙ୍କ ଅଭିନୟ କରୁଥିବାର ଦେଖିଥିବେ , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆଜି ଆମେ ଅକ୍ଷୟଙ୍କ ଯେଉଁ ପୁଅଙ୍କ ବିଷୟରେ କଥା ହେଉଛୁ ସେ ଅକ୍ଷୟ କୁମାରଙ୍କ ଫିଲ୍ମରେ ପୁଅ ହୋଇଥିଲେ,  ତାଙ୍କ ସହ ଫିଲ୍ମ ଜାନୱର୍ ରେ ଶିଶୁ କଳାକାର ରୁପେ ଦେଖାଯାଇଥିଲେ

ଆପଣଙ୍କୁ ୧୯୯୯ ରେ ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ଜାନୱର ତ ମନେ ଥିବେ ସେଥିରେ ଅକ୍ଷୟ କୁମାର ତାଙ୍କ ବାପା ହୋଇଥିଲେ,  ଏହି ଫିଲ୍ମରେ ଅକ୍ଷୟଙ୍କ ପୁଅ ଅଭିନୟରୁ ଯେଉଁ ଛୁଆ ଅଭିନୟ କରିଥିଲେ, ସେ ଆଜି ଛୋଟ ପର୍ଦାରେ ସବୁଠାରୁ ଅଧିକା ସୁନ୍ଦର ଦେଖାଯାଉଥିବା ଅଭିନେତା ଅଟନ୍ତି , ଆପଣଙ୍କୁ କହିଦେବୁ କି ଅକ୍ଷୟଙ୍କ ଏହି ଫିଲ୍ମ ତାଙ୍କ ବହୁତ ସାରା ପ୍ଲପ୍ ଫିଲ୍ମ  ପରେ ଆସିଥିଲା, ଏଥିରେ ମୁଖ୍ୟ ଅଭିନେତ୍ରୀ ହିସାବରେ କରିଶ୍ମା କାପୁର ଓ ଶିଳ୍ପା ସେଟ୍ଟି ଅଭିନୟ କରିଥିଲେ,  ଫିଲ୍ମର୍ ପୁରା କାହାଣୀ ଅକ୍ଷୟଙ୍କ ଏହି ପୁଅ ଥିଲେ , ଯାହାଙ୍କ ନାଁ ଫିଲ୍ମରେ ରାଜୁ ଥିଲା ।

ଅକ୍ଷୟ କୁମାର ଙ୍କ ଏହି ପୁଅଙ୍କ ନାଁ ପ୍ରକୃତରେ ଆଦିତ୍ୟ କପାଡିଆ ଅଟେ, ଯିଏକି ଛୋଟ ପର୍ଦାରେ ବହୁତ ସାରା ପ୍ରସିଦ୍ଧ ସିରିଆଲ୍ ରେ କାମ କରିଛନ୍ତି , ଆଦିତ୍ୟ ସାକା ଲାକା ବୁମ୍ ବୁମ୍, ସୋନପରୀ, ଜଷ୍ଟ୍ ମୋହାବତ୍, ରେ ନଜର ଆସିଥିଲେ , ଏହା ଛଡା ଆଦିତ୍ୟ ବହୁତ ସାରା ସିରିଆଲ୍ସରେ ଦେଖାଦେଇଛନ୍ତି , ଆଦିତ୍ୟ ସେମିତି ଅକ୍ଷୟ କୁମାରଙ୍କ ପୁଅ ନ ହୁଅନ୍ତୁ , କିନ୍ତୁ ଆଜି ବି ଲୋକେ ତାଙ୍କୁ ଅକ୍ଷୟ କୁମାରଙ୍କ ରିଲ୍ ଲାଇଫର ପୁଅ ହିସାବରେ ଜାଣିଛନ୍ତି , ଅକ୍ଷୟଙ୍କ ଫିଲ୍ମ ଜାନୱର ପାଇଁ ତାଙ୍କୁ ବେଷ୍ଟ ଶିଶୁ କଳାକାର ଆୱାର୍ଡ ମିଳିଛି, ଓ ସେହି ସମୟରୁ ଆଦିତ୍ୟ ପାଇଁ ଅଭିନୟର ରାସ୍ତା ଖୋଲିଗଲା,  ଛୋଟ ପର୍ଦ ଛଡା ଆଦିତ୍ୟ ବହୁତ ସାରା ବଲିଉଡ୍ ଫିଲ୍ମରେ ଦେଖାଦେଇଛନ୍ତି

Leave a Reply

Your email address will not be published. Required fields are marked *