ସ୍ୱପ୍ନରେ ଭଗବାନଙ୍କ ଦର୍ଶନ ହେଲେ ଭୁଲରେ ବି କରନ୍ତୁ ନାହିଁ ଏହି କାମ ନହେଲେ ହୋଇପାରନ୍ତି ହଇରାଣ

ସ୍ୱପ୍ନ ଦେଖିବା ସମସ୍ତଙ୍କ ପାଇଁ ଏକ ସାଧାରଣ କଥା ଅଟେ , କିନ୍ତୁ ସ୍ୱପ୍ନରେ ଆପଣ କଣ ଦେଖୁଛନ୍ତି ଏହି କଥାର ବହୁତ ମାଇନା ରହିଥାଏ , ବହୁତଥର ଏମିତି ହୋଇଥାଏ କି ଲୋକେ ସ୍ୱପ୍ନ ତ ଦେଖିଥାନ୍ତି କିନ୍ତୁ ତାପରେ ତାହାର ବିଷୟରେ ନିଜ ସହ ସଂମ୍ପର୍କିୟ କିମ୍ବା ଘନିଷ୍ଠ ବନ୍ଧୁଙ୍କୁ ନିଶ୍ଚିତ୍ କହିଥାନ୍ତି , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କିଛି ଏମିତି ସ୍ୱପ୍ନ ହୋଇଥାଏ ଯାହାର ବିଷୟରେ କାହାକୁ କରିବା ଉଚିତ୍ ନୁହେଁ ଆଜି ଆମେ କିଛି ସ୍ୱପ୍ନଗୁଡିକ ବିଷୟରେ କହିବୁ ଯାହାର ବିଷୟରେ ଆଲୋଚନା କଲେ ଆପଣଙ୍କୁ ଭାରିପରିମାଣର କ୍ଷତି ସହିବାକୁ ପଡିପାରେ । ଯଦି ସ୍ୱପ୍ନରେ ଆପଣଙ୍କୁ ଭଗବାନ ଦେଖାଦିଅନ୍ତି ତେବେ ତାଠାରୁ ସୌଭାଗ୍ୟର ବିଷୟ ଆଉ କିଛି ହୋଇନପାରେ

ମଣିଷ ମଧ୍ୟରେ ଯେଉଁ ଆତ୍ମା ହୋଇଥାଏ , ତାହା ପରଆତ୍ମାର ଏକ ଅଂଶ ହୋଇଥାଏ , ଏଥିପାଇଁ ଯେବେ କେବେ ବି ଇଶ୍ୱର ଆମକୁ ସ୍ୱପ୍ନରେ ଦେଖାଦିଅନ୍ତି ତେବେ ଏହାର ମତଲବ ହୋଇଥାଏ କି ଇଶ୍ୱର ଆମକୁ ଯୋଗାଯୋଗ୍ କରିବାକୁ ଚେଷ୍ଟା କରୁଛନ୍ତି , ଓ ଏହି ବିଷୟରେ ଯେବେ ମନୁଷ୍ୟ ସ୍ୱପ୍ନରେ ଇଶ୍ୱର ଦେଖାଦିଅନ୍ତି ତେବେ ତାପାଇଁ ସବୁଠାରୁ ସୁଖଦ ଓ ଏକ ଆଲୌକିକ ମୁହୁର୍ତ୍ତ ହୋଇଥାଏ,  ଏହାର ମତଲବ ବି ହୋଇପାରେ କି ଇଶ୍ୱର ଆମର ସ୍ୱପ୍ନରେ ଆସିକରି ଆମକୁ କିଛି ସନ୍ଦେଶ ଦେବାକୁ ଯାଉଛନ୍ତି , କେବଳ ଆମ ପାଇଁ ହିଁ ହୋଇଥିବ । ସ୍ୱପ୍ନରେ ଇଶ୍ୱର ଦେଖାହେଲେ କାହାକୁ ଏହି କଥା ସେୟାର୍ କରନ୍ତୁ ନାହିଁ

ଏମିତି ମାନାଯାଏ କି ଇଶ୍ୱର ସ୍ୱପ୍ନରେ ଦେଖାଦେଲେ ଯଦି ଆମେ କାହାକୁ କହିଦେଉ ତେବେ ଆମକୁ ମିଳିବାକୁ ଥିବା ଫଳ ଇଶ୍ୱରଙ୍କ ଠାରୁ ମିଳିପାରେ ନାହିଁ , ଏଥିପାଇଁ କୁହାଯାଏ କି ଯଦି ଇଶ୍ୱର ସ୍ୱପ୍ନରେ ଦେଖାଦିଅନ୍ତି ତେବେ କିଛି ଖାସ୍ କହିବାକୁ ଚାହୁଁଛନ୍ତି ତେବେ ଏହି ବିଷୟରେ କେଉଁ ଅନ୍ୟ ବ୍ୟକ୍ତିଙ୍କୁ ଆଲୋଚନା କରନ୍ତୁ ନାହିଁ , ଏମିତି କରିଲେ ବ୍ୟକ୍ତି ବହୁତଥର ଯେଉଁ ଫଳ ପାଇବାକୁ ଥାଏ , ତାହା ଅଧୁରା ହୋଇଯାଏ , ଓ ଜୀବନରେ କେବେ ଅନ୍ୟଥର ଆତ୍ମା ପରଆର୍ମା ସହ ଦର୍ଶନ ପାଇଁ ଜୀବିତ ଶରୀରରେ ହୋଇପାରେ ନାହିଁ

Leave a Reply

Your email address will not be published. Required fields are marked *