ଏହି ୪ ନାମ ବାଲି ଝିଅ ବିବାହପରେ କେବେ ଭୁଲିପାରନ୍ତି ନାହିଁ ନିଜ ପ୍ରଥମ ପ୍ରେମକୁ , ଜାଣିନିଅନ୍ତୁ ଆପଣଙ୍କ ରାଶି ଏଥିରେ ନାହିଁ ତ ସାମିଲ୍

ଏଥିରେ କୌଣସି ସନ୍ଦେହ ନାହିଁ କି ପ୍ରେମ ଏକ ସୁଖଦ ଅନୁଭୁତି ହୋଇଥାଏ , ଓ ଯେବେ କେଉଁ ମଣିଷକୁ ପ୍ରେମ ହୋଇଥାଏ,  ତେବେ ପୁରା ଦୁନିଆଁ ହସିବାକୁ ଲାଗିଥାଏ , ଓ ଏମିତିରେ ଦୁଇ ପ୍ରେମ କରୁଥିବା ଲୋକ କେଉଁ ବି କାମ କରିପାରନ୍ତି , ନିଜ ପ୍ରେମକୁ ପାଇବାପାଇଁ ସେ ବଡରୁ ବଡ କଷ୍ଟସହିବାକୁ ପ୍ରସ୍ତୁତ ରୁହନ୍ତି, ଆମର ହିନ୍ଦୁ ଧର୍ମର ଶାସ୍ତ୍ରରେ ଏହା ବହୁତ ବଡ ମହତ୍ତ୍ୱ ଅଛି, ଏହାର ଅନୁସାରେ କେଉଁ ବ୍ୟକ୍ତିର ହାତର ହସ୍ତରେଖା, ରାଶି, ଓ ମଥାରେ ରେଖା ରୁ କୁହାଯାଇପାରିବ କି ତାଙ୍କର ସ୍ୱଭାବ କିପରି ରହିବ,  ଓ ବହୁତ ସାରା ଲୋକ ନିଜ ପ୍ରେମକୁ ଭୁଲିବାପାଈଁ କେବେ ସ୍ୱପ୍ନରେ ଭାବିନଥାନ୍ତି । କିନ୍ତୁ ଯଦି କେଉଁ କାରଣରୁ ଏମାନଙ୍କ ବିବାହ ତାଙ୍କ ପ୍ରଥମ ପ୍ରେମ ସହ ହୋଇପାରେନାହିଁ ତେବେ ନିଜ ପ୍ରଥମପ୍ରେମକୁ ସେମାନେ ଭୁଲିପାରନ୍ତି ନାହିଁ କାରଣ ପ୍ରଥମ ପ୍ରେମ କେବେ ଭୁଲିହୁଏ ନାହିଁ , ବହୁତଥର ଦେଖାଯାଏ କି ଯେବେ ଆମେ ଛୁଆବେଳରୁ ବାହାରି ଯୁବାବସ୍ଥାରେ ଆସିଯାଉ, ତେବେ ଆମେ କାହା ସହ ପ୍ରେମ କରିବସୁ, ଓ ଏହି ପ୍ରେମର ସୀମା ଏତେ ବଢିଯାଏ , କି ତାକୁ ଭୁଲି ହୁଏନାହିଁ,  ତେବେ ଆସନ୍ତୁ ଜାଣିବା କିଛି ନାମର ଝିଅ ଯିଏ ନିଜ ପ୍ରଥମ ପ୍ରେମକୁ ଭୁଲିପାରନ୍ତି ନାହିଁ ।

୧) M ନାମକ ଝିଅ- କହିଦେବୁ କି ଏମାନେ ହୃଦୟରୁ ବହୁତ ନରମ ହୋଇଥାଏ, ଓ ଯାହାକୁ ଥରେ ପ୍ରେମ କରିବସନ୍ତି ତେବେ ତାଙ୍କ ପାଇଁ ଜୀବନ ସାରା ମନ ଦେଇବସନ୍ତି , ଓ ଏମାନେ ଏତେ ପ୍ରେମ ପାଗଳୀ ହୋଇଥାନ୍ତି , କି ସେ ବିବାହପରେ ନିଜ ସ୍ୱାମୀର ପୁରା ଯତ୍ନ ନିଅନ୍ତି , କିନ୍ତୁ ନିଜ ପ୍ରଥମ ପ୍ରେମ ବିଷୟରେ ସବୁବେଳେ ଭାବିଥାନ୍ତି , ଏହି ଆଶା ବଞ୍ଚନ୍ତି କି କେଉଁ ସମୟରେ ତାଙ୍କ ପ୍ରଥମ ପ୍ରେମ ଆଉଥରେ ଦେଖାହୋଇଯାଉ, ପ୍ରଥମ ପ୍ରେମ ପାଇଁ ହୃଦୟରେ ତାଙ୍କର ଜାଗା ହୋଇଥାଏ,  ଏହି କାରଣରୁ କାହାକୁ ଆଉଥରେ ଏହି ହୃଦୟ ଦେଇପାରନ୍ତି ନାହିଁ ।

୨) R ନାମକ ଝିଅ- ଏହି ନାଁର ଝିଅ ହୃଦୟରୁ ବହୁତ କୋମଳ ଓ ନୀରିହ କିଷମ୍ ହୋଇଥାନ୍ତି , ସେ ଆଉଥରେ ଯାହାକୁ ପ୍ରେମ କରିଦିଅନ୍ତି , ତାଙ୍କୁ ଜୀବନ ସାରା ପ୍ରେମ୍ କରିଥାନ୍ତି , ତାହାପରେ ମରିବା ଦମ୍ ଯାଏଁ ନିଜ ହୃଦୟରୁ ବାହାର୍ କରିପାରନ୍ତି ନାହିଁ,  ଏହି ନାଁ ବାଲି ଝିଅ ବହୁତ ପ୍ରେମ ଥାଏ, ଥରେ କାହାକୁ ମନ ଦେଇଦେଲେ ତାକୁ ନିଜ ମନରୁ ବାହାର କରିବା ମୁସକିଲ୍ ହୋଇଯାଏ , ଏମାନେ ବହୁତ ବୁଝାମଣା ବ୍ୟକ୍ତିତ୍ୱ୍ ହୋଇଥାନ୍ତି , କିନ୍ତୁ ତାଙ୍କ ଅତୁଟ ପ୍ରେମ ଓ ବିଶ୍ୱାସ ଏମାନଙ୍କ ଦୁର୍ବଳାତା ହୋଇଯାଏ ।

୩) S ନାମକ ଝିଅ- ଏମାନେ ପ୍ରେମର ମାମଲାରେ ସବୁଠାରୁ ଆଗରେ ରୁହନ୍ତି , ଟିକିଏ ଜିଦ୍ଧି ହୋଇଥାନ୍ତି , ଯାହା ପାଇବାକୁ ଭାବିଦିଅନ୍ତି ତ ତାହାକୁ ପାଇକରି ରହନ୍ତି , ସେ ଟିକିଏ ଚଞ୍ଚଳା ଓ ନଟଖଟ ସ୍ୱଭାବର ହୋଇଥାନ୍ତି,  ଓ ରାଗୁଆ ପ୍ରବୃତିର ହେବା କାରଣରୁ ସେ ଛୋଟ ମୋଟ କଥାକୁ ଝଗଡା କରିବସନ୍ତି , ସେ ନିଜ ପ୍ରେମକୁ ପାଇବାକୁ ସବୁ ପ୍ରକାର ଚେଷ୍ଟ କରିଥାନ୍ତି , କିନ୍ତୁ ଯଦି ସେ ସଫଳ ହୋଇପାରନ୍ତି ନାହିଁ ତେବେ ସେ ବିବାହପରେ ତାଙ୍କ ମନ ପୁର୍ବପରି ପ୍ରେମ କରିଥାନ୍ତି ।

୪) K ନାମକ ଝିଅ- ଚତୁର୍ଥ ଓ ଶେଷ ନାମ ବାଲି ଝିଅ ଏମାନଙ୍କ ଏକ ବଡ ଖାସିୟତ୍ ଏହା କି ଏମାନେ ଅତ୍ୟାଧିକ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି , ଓ ଏହି ନାମ ବାଲି ଝିଅ ଟିକିଏ ଶାନ୍ତ ପ୍ରବୃତିର ହୋଇଥାଣିତ୍ କିନ୍ତୁ ସେ ରୋମାଣ୍ଟୀକ୍ ହେବା ସହ ବହୁତ ଖାସ୍ ହୋଇଥାନ୍ତି , ପ୍ରେମର ମାମଲାରେ ସେ ବହୁତ ରୟାଲ୍ ହୋଇଥାନ୍ତି , କିନ୍ତୁ ଯଦି ତାଙ୍କ ପ୍ରେମ ତାଙ୍କୁ ନ ମିଳେ , ତେବେ ସେ ବିବାହପରେ ଚୁପ୍ ଚାପ୍ ରହିଯାଆନ୍ତି, ସେ ନିଜ ବିବାହିତ ଜୀବନରେ ପୁରା ଧ୍ୟାନ ରଖନ୍ତି ଓ ସବୁବେଳେ ନିଜ ପ୍ରଥମ ପ୍ରେମ ବିଷୟରେ ଭାବିବସନ୍ତି

Leave a Reply

Your email address will not be published. Required fields are marked *