April 15, 2024

Odia Express

News For Public

ସମାପ୍ତ ହେଲା ଏହି ରାଶିଙ୍କର ଖରାପ ସମୟ , ୧୫ ନଭେମ୍ବରର ପୁର୍ବରୁ ମିଳିପାରିବ ବଡ ଖୁସିଖବର – ଦେଖନ୍ତୁ କେଉଁ ରାଶି ମାଲାମାଲ ହେବାକୁ ଯାଉଛନ୍ତି

1 min read

ଯେବେ ମଣିଷର ଜନ୍ମ ହୋଇଥାଏ ସେହି ସମୟରୁ ତାଙ୍କ ଜନ୍ମ ଗ୍ରହ ଓ ନକ୍ଷତ୍ରର ଆଧାରରେ ତାଙ୍କ ରାଶି ତୟ ହୋଇଥାଏ , ଓ ଆପଣଙ୍କୁ କହିଦେବୁ କି ଏହି କେଉଁ ମଣିଷର ଭୁତ ଓ ଭବିଷ୍ୟତ ଦୁହେଁ ତାଙ୍କ ରାଶିରୁ ସଂବନ୍ଧିତ ହୋଇଥାଏ, ଆଜି ବିଜ୍ଞାନ ବହୁତ ବିକଶିତ ହୋଇସାରିଛି, କିନ୍ତୁ ଜ୍ୟୋତିଷ୍ୟର ମହତ୍ତ୍ୱ ଆଜି ସେତିକି ଅଛି ଯାହା ପୁର୍ବରୁ ଥିଲା , ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଆଗାମୀ ସପ୍ତାହ ମାନେ ୧୫ ନଭେମ୍ବରର ପୁର୍ବରୁ କିଛି ରାଶିର ଜାତକର ଖରାପ ସମୟ ସମାପ୍ତ ହେବାକୁ ଯାଊଛି , ଯାହାପର୍ରେ ତାଙ୍କ ଜୀବନରେ ବହୁତ ସାରା ଖୁସି ଆସିବାର ଅଛି, ଓ ତା ସହ ତାଙ୍କ ସବୁ କାର୍ଯ୍ୟରେ ସଫଳତା ମିଳିବ , ଯାହାପାଇଁ ସେ ଲମ୍ବା ସମୟରୁ ଅପେକ୍ଷାରେ ଥିଲେ,  ତେବେ ଆସନ୍ତୁ ଜାଣିବା କେଉଁ ସେହି ରାଶିଗୁଡିକ ଯାହାଙ୍କ ସମୟ ଭଲ ଭାବେ ଆରମ୍ଭ ହେବାକୁ ଯାଊଛି ।

୧) ସବୁଠାରୁ ପ୍ରଥମେ ଆମେ କଥା ହେବା ମେଷ ରାଶି ତେବେ ଗ୍ରହ ପରିବର୍ତ୍ତନ କାରଣରୁ ସଂସାରରେ ବ୍ୟାପ୍ତ ସବୁ ରାଶିର ପରିବର୍ତ୍ତନ ଆସିଥାଏ, ଯାହାର ସିଧା ପ୍ରଭାବ ମନୁଷ୍ୟ ଜୀବନରେ ଓ ତାର୍ କାର୍ଯ୍ୟରେ ଦେଖାଯାଇଥାଏ, କହିଦେବୁ କି ମେଷ ରାଶିର୍ ଜାତକର କୁଣ୍ତଳୀରେ ସଫଳତା ଓ ଖୁସି ଆସିବାର ଅଛି, ଏହି ରାଶିର୍ ଜାତକରେ ବହୁତ ସମୟ ତଳୁ ଅଟକିଥିବା ଧନ ଫେରିପାରିବେ ।

୨) ସିଂହ ରାଶି- କହିଦେବୁ କି ଯେଉଁ ଲୋକଙ୍କର ରାଶି ସିଂହ ରାଶି ଅଟେ , ତାଙ୍କର୍ ଆସୁଥିବା ସମୟ ବହୁତ ଭଲରେ କଟିବାର୍ ଅଛି କାରଣ ଏମିତି କୁହାଯାଉଛି କି ଗ୍ରହର ଏହି ପରିବର୍ତ୍ତନ କାରଣରୁ ତାଙ୍କ ଜୀବନରେ ସଫଳତା ମିଳିବ , ଏହି ପରିବର୍ତ୍ତନରୁ ତାଙ୍କୁ ଧନ ଲାଭ ସଙ୍କେତ ମିଳୁଛି ।

୩) ତୁଳା ରାଶି- କହିଦେବୁ କି ତୁଳା ରାଶିର ଜାତକରେ ଶନିଦେବଙ୍କ କୃପାରୁ ୧୫ ନଭେମ୍ବର୍ ପରେ ବହୁତ ସାରା ଖୁସି ଆଣିପାରେ ଓ ତା ସହ ବେପାରରେ ବହୁତ ଧନପ୍ରାପ୍ତି ହେବ, ଏହା ଛଡା ଆପଣଙ୍କୁ କହିଦେବୁ କି ଏହି ପରିବର୍ତ୍ତନରୁ ତାଙ୍କ ସବୁ ଦୁଃଖରୁ ମୁକ୍ତି ପ୍ରାପ୍ତି ହେବ ।

୪) କୁମ୍ଭ ରାଶି- କହିଦେବୁ କି କୁମ୍ଭ ରାଶିର ଜାତକରେ ୧୫ ନଭେମ୍ବର ପରେ ଜୀବନରେ ବହୁତ ସାରା ସଫଳତା ମିଳିବାର ଅଛି ଓ ଏମିତି କୁହାଯାଊଛି କି ଗ୍ରହର ଏଇ ପରିବର୍ତ୍ତନ କାରଣରୁ ତାଙ୍କର ଆସୁଥିବା ସମୟ ବହୁତ ସାରା ଭଲ ଖବର ଶୁଣାଇପାରେ , ଏହା ବି କୁହାଯାଉଛି କି ବହୁତ ସାରା ଭଲ ଖବର ଶୁଣାଇପାରେ , ଏହା ବି କୁହାଯାଉଛି କି ଏମାନଙ୍କ କୁଣ୍ତଳିରେ ମାଲାମାଲ୍ ହେବାର ଯୋଗ ରହୁଛି ।

୫) ଧନୁ ରାଶି- ଯେଉଁ ରାଶିଙ୍କରଅ ରାଶି ଧନୁ ଅଟେ, ତେବେ ତାଙ୍କ ବିଷୟରେ କୁହାଯାଉଛି କି ତାଙ୍କ ଉପରେ ଶନିଦେବଙ୍କ କୃପା ହେଉଛି, ଓ ତାଙ୍କ କୃପାରୁ ତାଙ୍କ କାର୍ଯ୍ୟକ୍ଷେତ୍ରରେ ବହୁତ ଲାଭ ମିଳିବାର ସଂଯୋଗ ହେଉଛି, ଏହା ଛଡା ଆପଣଙ୍କୁ କହିଦେବୁ କି ଆସୁଥିବା ସମୟରେ ଏହି ସବୁ ଦୁଃଖରୁ ମୁକ୍ତି ମିଳିପାରିବ,  ଧନ ସଂବନ୍ଧୀ ଅସୁବିଧା ଦୁର ହୋଇଯିବ ।

୬) ବିଛା ରାଶି- କଥା କହିବା ବିଛା ରାଶିର କହିଦେବୁ କି ଏହି ରାଶିର ଜାତକରେ ଖରାପ ସମୟ ଶେଷ ହୋଇଯାଇଛି, ଓ ଆସୁଥିବା ସପ୍ତାହ ମାନେ ୧୫ ନଭେମ୍ବର ପରେ ତାଙ୍କ ଜୀବନରେ ଉନ୍ନତି ପାଇବାର ବହୁତ ରାସ୍ତା ଖୋଲିବାର ଅଛି ସେମିତି ଏମାନଙ୍କ ପାଇଁ ଏହା ଉପଦେଶ ରହିବ କି ସେ ନିଜ ବ୍ୟବସାୟରେ ଚାକିରି ଅଧିକା ପ୍ରୟାସ କରିବା ଉଚିତ୍ , ଓ ସେଥିରୁ ଜଲଦି ସଫଳାତା ମିଳିବାର ଆସାର ଅଛି

Leave a Reply

Your email address will not be published. Required fields are marked *