April 19, 2024

Odia Express

News For Public

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ଵନ୍ଧିୟ କେତେକ ପ୍ରଶ୍ନ ଓ ଉତ୍ତର – ନନ୍ଦିଘୋଷ ରଥରେ ମୋଟ କେତେ ଗୋଟି ଚକ ଵ୍ୟଵହୃତ ହୋଇଥାଏ ? ନିଶ୍ଚୟ ଉତ୍ତର ଦେବେ..

1 min read

ଆସନ୍ତୁ ଆଜି ଜାଣିବା ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ଵନ୍ଧିୟ ସାଧାରଣ ଜ୍ଞାନ ଭିତ୍ତିକ ୧୫ ଟି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ର ଉତ୍ତର ସବୁ ଓଡ଼ିଆ ମନକୁ ଭଲ ଭାବେ ଜଣ ଥିବା ନିହାତି ଦରକାର ,କାରଣ ଏହା ଆମର ଭଗବାନ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ ଅଟେ |ପ୍ରତି ଓଡ଼ିଆର ଆରାଧ୍ୟ ଠାକୁର କାଳିଆ ଠାକୁର ବିଷୟରେ ଜାଣିବା ନିହାତି ଦରକାର |ତେବେ ଆଜି ଆପଣ କେତେ ସଠିକ ଉତ୍ତର ଦେଲେ ସେ ବିଷୟରେ ନିଶ୍ଚୟ କମେନ୍ଟ କରିବେ ଓ ଆପଣଙ୍କ ସାଙ୍ଗ ସାଥି ପରିଜନ ଙ୍କ ସହ ମଧ୍ୟ ସେୟାର କରିବେ

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-ନନ୍ଦିଘୋଷ ରଥକୁ କେଉଁ ରଙ୍ଗର କପଡ଼ା ପିନ୍ଧା ଯାଇ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲାଲ ଓ ହଳଦିଆ।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-ଗରୁଡଧ୍ୱଜ ରଥକୁ ଆମେ ଅନ୍ୟ କେଉଁ ନାମରେ ଜାଣିଥାଉ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନନ୍ଦିଘୋଷ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଅନ୍ୟ କେଉଁ ନାମରେ ଜଣା ଯାଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବଡ଼ଦେଉଳ।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ନନ୍ଦିଘୋଷ ରଥରେ ମୋଟ କେତେ ଗୋଟି ଚକ ଵ୍ୟଵହୃତ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୬ ଟି।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ନନ୍ଦିଘୋଷ ରଥରେ ବ୍ୟବହୃତ ହେଉଥିବା ପତକାର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତ୍ରିଲୋକ୍ୟ ମୋହିନୀ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ଏଥି ମଧ୍ୟରୁ କେଉଁଠି ଚାରିଧାମ ସହିତ ସଂପୃକ୍ତ ନୁହଁ ?

କ)ରାମେଶ୍ୱର, ଖ)ପୁରୀ, ଗ)ଶିରିଡି ସାଇ, ଘ)ବଦ୍ରିନାଥ

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସିରିଡି ସାଇ।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ନନ୍ଦିଘୋଷ ରଥ ବା ପ୍ରଭୁ ଜଗନ୍ନାଥଙ୍କର ରକ୍ଷକ କିଏ ଅଟନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗରୁଡ଼।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ କେଉଁ ରାଜାଙ୍କ ଦ୍ୱାରା ଆରମ୍ଭ କରା ଯାଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅନଙ୍ଗ ବର୍ମା ଚୋଡ଼ ଗଙ୍ଗ ଦେବ।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ଅର୍ଜୁନ କେଉଁ ରଥର ସାରଥି ଅଟନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦର୍ପଦଳନ।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ନନ୍ଦିଘୋଷ ରଥ ମୋଟ କେତେ ଖଣ୍ଡ କାଠରେ ନିର୍ମିତ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୮୩୨ ଖଣ୍ଡ।

ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୧:-ଜଗନ୍ନାଥ ମନ୍ଦିର ଉପରେ କାହିଁକି ପକ୍ଷୀ ମାନଙ୍କୁ ଉଡିବାର ଦେଖିବାକୁ ମିଳିନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗରୁଡ଼ଙ୍କର ଉପସ୍ଥିତ ଯୋଗୁଁ।

ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୨:-ଚାରି ଧାମ ମଧ୍ୟରୁ କେଉଁଟି ଶ୍ରେଷ୍ଠ ଧାମ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜଗନ୍ନାଥ ଧାମ।

ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୩:-ସୁଭଦ୍ରାଙ୍କର ରଥ ଦଉଡିର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସ୍ୱର୍ଣ୍ଣଚୂଡ଼ା ନାଗୁଣି।

ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୪:-ପ୍ରଭୁ ଜଗନ୍ନାଥଙ୍କର ସୁନା ଦେଶ ଧାରଣ କରିବା ପରମ୍ପରା ପ୍ରଥମେ କେଉଁ ରାଜଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କପିଳେନ୍ଦ୍ର ଦେବ।

ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୫:-ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗରୁଡଧ୍ୱଜ ବା ନନ୍ଦିଘୋଷ।

ଏହା ଥିଲା କେତେକ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ବନ୍ଧୀୟ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକ।

Leave a Reply

Your email address will not be published. Required fields are marked *