April 20, 2024

Odia Express

News For Public

ମଜାଦାର୍ ଜୋକ୍ସ : ଗୋଟେ ଛୋଟ ଛୁଆ ନିଜ ମା କୁ କହିଲା- ମା ଏତେ ବଡ କେବେ ହୋଇଯିବି କି ତୁମ ଠାରୁ

1 min read

ଭଲ ଜୀବନ ବଞ୍ଚିବାକୁ ହେଲେ ଖୁସି ରହିବା ବହୁତ ଜରୁରୀ ହୋଇଥାଏ , କିନ୍ତୁ ଦୁର୍ଭାଗ୍ୟରୁ ଅଧିକାଂଶ ଲୋକଙ୍କ ଜୀବନରେ ଖୁସି ଗାୟବ ହୋଇସାରିଛି, ଓ ଏହି ଚିନ୍ତାରେ ଭରା ଜୀବନରେ କେହି ଖୁସି ରହିପାରୁନାହାନ୍ତି , ଆପଣଙ୍କୁ ଜଣେଇଦେବୁ କି ଏହି ଜୀବନକୁ ଭଲରେ ବଞ୍ଚିବାକୁ ହେଏ ହସିବା ବହୁତ ଦରକାର, କାରଣ ହସିଲେ ଆମ ସ୍ୱାସ୍ଥ୍ୟକୁ ଭଲ ଏନର୍ଜୀ ମିଳିଥାଏ, ଯାହାଦ୍ୱାରା ଆମେ ନିଜକୁ ସତେଜତା ଅନୁଭବ କରୁ , ଓ ଏମିତିରେ ଲୋକେ ନିଜ ମନୋରଞ୍ଜନ କରିବାପାଈଁ କିଛି ନା କିଛି ସାହାରା ନିଅନ୍ତି , ଯେପରି ସୋସିଆଲ୍ ମିଡୀଆରେ କିମ୍ବା କେଉଁ ଜିନିଷର , ସୋସିଆଲ୍ ମିଡୀଆରେ ଆସିବା ଦିନରୁ ବହୁତ ସାରା ଜୋକ୍ସ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ କିଛି ବଛା ବଛା ଜୋକ୍ସ ଆମେ ଆପଣଙ୍କ ପାଇଁ ନେଇକରି ଆସିଛୁ, ତେବେ ଆସନ୍ତୁ ଜାଣିବା ସେହି ଜୋକ୍ସଗୁଡିକ ବିଷୟରେ ।

୧) ସାନ୍ତା ଗୋଟେ ଜଳଖିଆ ଦୋକାନରେ ଅଧା କିଲୋ ଜିଲାପି ଖାଇଲା, ଓ ବିନା ପଇସା ଦେଇ ପଳେଇବାକୁ ବାହାରିଲା , ଦୋକାନୀ କହି-ଆ ଆରେ ଜିଲାପିର ପଇସା ଦିଅନ୍ତୁ , ସାନ୍ତା- ପଇସା ନାହିଁ , ଏଥିରେ ଦୋକାନୀ ନିଜ ଚାକରକୁ ଡକାଇଲା ଓ ସାନ୍ତାକୁ ବହୁତ ପିଟିଲା, ପିଟିବାପରେ ସାନ୍ତା ଉଠିଲା ଓ ହାତକୁ ଝାଡି କହିଲା, ଏହି ଭାଉରେ ଏକ କିଲୋ ଆଉ ଜିଲାପି ଦେଇଦେ ।

୨) ପ୍ଲାଟଫର୍ମରେ ବହୁତ ସାରା ଜିନିଷ ଧରି ଜଣେ ମହିଳା ସେତେ ବେଳେ ଏକ କୁଲି ପଚାରିଲା- ମ୍ୟାଡାମ୍ କୁଲି ଦରକାର କି ? ମହିଳା ବହୁତ ବିନମ୍ର ଭାବରେ କହିଲା- ନା ଭାଇ, ମୋର ସ୍ୱାମୀ ମୋର ସାଙ୍ଗରେ ଅଛନ୍ତି ।

୩) ବାପା- କାହିଁକି କାନ୍ଦୁଛୁ ପୁଅ ? ପପୁ- ସାର୍ ବାଡେଇଲେ , ବାପା- ତୁ କିଛି ଭୁଲ୍ କହିଥିବୁ । ପପୁ- ନା ବାପା- ମୁଁ ତ ଖାଲି ଆରାମରେ ଶୋଇଥିଲି ।

୪) ସୁନ୍ଦର ଝିଅ- ମୋତେ ଅଫସୋସ୍ ଅଛି କି ଏତେ ସୁସ୍ଥ୍ୟ ଲୋକ ହୋଇକରି ବି ଭିକ ମାଗୁଛ , ଭିକାରୀ_ ଆପଣଙ୍କ ପରି ସୁନ୍ଦର ଝିଅଙ୍କ ସହ କଥାବାର୍ତ୍ତା କରିବାର ଭଲ ତରିକା ଏଇଟା ଅଟେ , ନହେଲେ କମେଣ୍ଟ ପାସ୍ ଭାବିକି ମୋର ପିଟାଇ ହୋଇଯାଆନ୍ତା ।

୫) ମୋତିଲାଲ୍- ମୋର ପାଇଁ କିଛି ଭଲ ଝିଅର ପ୍ରସ୍ତାବ କୁହ , ଧୋତିଲାଲ୍- ସାଙ୍ଗ ମୋର ନଜରରେ ଗୋଟେ ଝିଅ ବି କମ୍ କରିଛି ।

ମୋତିଲାଲ୍- ସାଙ୍ଗ କେଉଁ ବି କମ୍ ହେଉ କିନ୍ତୁ ଝିଅ ପାଠଶାଠ ପଢିଥିବ ଓ ସୁଶିଳ ହୋଇଥିବା ଦରକାର ।

୬) ୨୦୪୦ ରେ କିଛି ଏମିତି ହେବ, ଛୁଆ- ବାପା ତୁମେ ପ୍ରଥମଥର ମାଙ୍କୁ କେଉଁଠି ଦେଖା କରିଥିଲ ? ବା-ଆ- କଣ ପୁଅ କହିବି ସେହିଦିନ ୨୦୧୬ ଚାଲୁଥିଲା, ଆମେ ଏଟିଏମ୍ ଲାଇନ୍ ରେ ଠିଆ ହୋଇଥିଲୁ, ୪-୫ ଘଣ୍ଟା କଥାବାର୍ତ୍ତା ହେଲା ଓ ପ୍ରେମ ହୋଇଗଲା ।

୭) ସୋନୁ ସ୍କୁଲକୁ ଗଧ ନେଇକରି ଆସିଲା, ଶିକ୍ଷକ- ଏଇଟା କଣ ନେଇକରି ଆସିଛୁ? ସୋନୁ- ମ୍ୟାମ୍- ଆପଣ ତ କହୁଥିଲେ କି ମୁଁ ବଡରୁ ବଡ ଗଧକୁ ମଣିଷ କରିଛି, ତେବେ ମୁଁ ଭାବିଲି କି ଏହାର ବି କିଛି କଲ୍ୟାଣ ହୋଇଯାଉ ।

୮) ଗୋଟେ ଜିନ୍ ବନ୍ଦ ବୋତଲରୁ ବାହାରିବାପରେ , କଣ ହୁକୁମ୍ ଅଛି ମୋର ଆକା, ଜିନ୍ନର ମାଲିକ- କିଛି ଏମିତି କର ମୋର ସ୍ତ୍ରୀ ମୋର ଅବୁ କଥା ମାନିବ , ଓ ତାର ମନରେ ମୋର ପାଇଁ ଉଜ୍ଜତ ବଢିଯିବ , ଜିନ୍ ପୁଣି ଆଉଥରେ ବୋତଲରେ ମାଲିକ, ଟିକିଏ ଠିପି ବନ୍ଦ କରିଦେବେ ।

୯) ଝିଅ- ନିଜ ବୟଫ୍ରେଣ୍ତକୁ- ମୋର ଜାନୁ- ମୋର ବେବି, ମୋର ଛୁଆ, ମାଇଁ ସ୍ୱିଟୁ, ମେରା ଗୋଲୁ, କଣ ତୁମେ ମୋତେ ବାହା ହେବ , କୁହ ମୋର ଛୁଆ, ପୁଅ- ଆଶ୍ଚର୍ଯ୍ୟରେ ଦେଖିକରି- ଆରେ ସାଙ୍ଗ ପ୍ରପୋଜ କରୁଛି କି ମୋତେ କୋଳେଇ ନେଉଛି ।

୧୦) କାହାକୁ ଜଣା ଅଛି ଭୁଲ୍ କୁ ଲୁଚାଇବାକୁ ପରଦା କେଉଁଠି ମିଳୁଛି ? ଓ କେତେ ମିଟର ନେବାକୁ ପଡିବ ? ଖାଲି ପଚାରୁଥିଲି ॥

୧୧) ଶିକ୍ଷକ- ତୁମେ ଚିନ୍ତିତ କଣପାଇଁ ଅଛ ? ପପୁ – କିଛି ଉତ୍ତର ଦେଲାନାହିଁ । ଶିକ୍ଷକ-କଣ ହେଲା, ପେନ୍ ଆଣିବା ଭୁଲି ଗଲ ପପୁ- ତାପରେ ବି ଚୁପ୍ , ଶିକ୍ଷକ- ରୋଲ୍ ନମ୍ବର ଭୁଲି ଗଲ ? ଶିକ୍ଷକ- କଣ ହେଲା କହ କଣ ଭୁଲିଯାଇଛୁ ?ପପୁ-ରାଗରେ- ଆରେ ସାର୍ ଏଠି ମୁଁ କପି ଭୁଲ୍ ଆଣିଛି, ଆପଣଙ୍କୁ ପେନ୍ ଆଉ ପେନସିଲ୍ କଥା ଏଠି ଚିନ୍ତା ପଡିଛି ।

୧୨) ସ୍ତ୍ରୀ ସ୍ୱାମୀକୁ କହିଲା- ଇଦ୍ ଆସିବାର୍ ଅଛି କୁର୍ବାନୀ ପାଇଁ ଛେଳି ଆଣିନ? ସ୍ୱାମୀ ରାଗରେ କହିଲା- ମୋତେ ହଲାଲ୍ କରିଦେବୁ ଛେଳିର କଣ ଦରକାର, ତାର ସ୍ତ୍ରୀ କହିଲା- ଗଧର କେବଳ କମାଇ ଦରକାର, କୁର୍ବାନୀ ନୁହେଁ ।

୧୩) ଏକ ଛୋଟ ଛୁଆ ନିଜ ମାକୁ କହିଲା ମା ମୁଁ ଏତେ ବଡ କେବେ ହୋଇଯିବି କି ଆପଣଙ୍କୁ ବିନା ପଚାରି କେଉଁଠିକୁ ଯାଈପାରିବି , ମା ବହୁତ ପ୍ରେମରେ କହିଲା- ପୁଅ ଏତେ ବଡ , ତୋର ବାପ ବି ହେଇନି ।

୧୪) ବାପା- ପୁଅ ତୋର ରେଜଲ୍ଟର କଣ ହେଲା ? ପପୁ- ୮୦ ପ୍ରତିଶତ ମାର୍କ ଆସିଛି, ବାପା- ମାର୍କସିଟ୍ ରେ ତ ୪୦ ପ୍ରତିଶତ ଲେଖାଯାଈଛି, ପପୁ-ବାକି ମାର୍କ ୪୦ ପ୍ରତିଶତ୍ ଆଧାର କାର୍ଡ ଲିଙ୍କ୍ ହେଲେ ସିଧା ଏକାଉଣ୍ଟରେ ଆସିଯିବ ।

Leave a Reply

Your email address will not be published. Required fields are marked *