April 15, 2024

Odia Express

News For Public

ଛିଙ୍କ ଆସିବା ସବୁବେଳେ ଅଲକ୍ଷଣ ହୋଇନଥାଏ – ଏହି ଅବସରରେ ଏହାକୁ ମାନାଯାଏ ଶୁଭ..

ସେମିତି ଛିଙ୍କ ଆସିବା ଏକ ଶାରରୀକ ପ୍ରକିୟା ଅଟେ , କିନ୍ତୁ ବହୁତ ଧର୍ମରେ ଏହାକୁ ଶୁଭ ଓ ଅଶୁଭ ଲକ୍ଷଣ ବୋଲି କୁହାଯାଈଛି, ବହୁତ ଲୋକ ମନରେ ଏହା ଭୁଲ୍ ଧାରଣା ହୋଇଥାଏ କି ଯଦି କିଏ ଛିଙ୍କେ କିମ୍ବା ଛିଙ୍କର ଆବାଜ୍ ଶୁଣା ଯାଏ ତେବେ ତାହା ଅଲକ୍ଷଣ ବୋଲି ଧରାଯାଏ , କିନ୍ତୁ ଆମେ ଆପଣଙ୍କୁ କହିଦେବୁ କି ଛିଙ୍କ  ଆସିବା ଅଲକ୍ଷଣ ହୋଇନଥାଏ ବରଂ କିଛି ଅବସର ବା ପରିସ୍ଥିତିରେ ଏହା ଶୁଭ ବୋଲି ଜଣାଯାଏ । ଛିଙ୍କ ଆସିବା ଶୁଭ ହେବ କିମ୍ବା ଅଶୁଭ ହେବ ଏହା ପୁରା ଅଲଆ ଅଲଗା ଜାତି, ଧର୍ମ ସ୍ଥାନ, ଛିଙ୍କ ଆସିବାର ତରିକା ଉପରେ ନିର୍ଭର କରିଥାଏ,  ଆଜି ଆମେ ଆପଣଙ୍କୁ ଛିଙ୍କ ସହ ଯୋଡି ହୋଇଥିବା ଶୁଭ ଓ ଅଶୁଭ ବିଷୟରେ ବିସ୍ତାରରେ କଥାବାର୍ତ୍ତା ହେବା ।

୧) ଏହା ସମସ୍ତେ ଜାଣିଛନ୍ତି କି ଯେବେ ଘରେ କେଉଁ କାମ ପାଇଁ ବାହାରନ୍ତି , ତେବେ ଏମିତିରେ କେହି ଛିଙ୍କି ଦେଲେ ସେହି କାମରେ ବାଧା ଆସିଯାଏ , କିନ୍ତୁ ଏହା ବହୁତ କମ୍ ଲୋକ ଜାଣିଥିବେ କି ଯଦି କେଉଁ ବ୍ୟକ୍ତି ଥରକରୁ ଅଧିକା ଛିଙ୍କିଦିଏ ତେବେ ଏହା ଶୁଭ ସଙ୍କେତରେ ପରିବର୍ତ୍ତନ ହୋଇଯାଏ, ଓ ଆପଣଙ୍କ କାର୍ଯ୍ୟ ସଫଳ ହୋଇଯାଏ ।

୨) ଯଦି ଆପଣଙ୍କ ଘରେ ଆସିଥିବା ଅତିଥି ଫେରିଯାଉଛି, ଓ ଏମିତିରେ କିଏ ଛିଙ୍କି ଦେଉଛି, ତେବେ ତାର ଯାତ୍ରାରେ କଠିନତା ହୋଇଥାଏ , ଯଦି ଏହି ଛିଙ୍କ କେଉଁ ଛୋଟ ଛୁଆ ଦ୍ୱାରା କରାଯାଇଥାଏ , ତେବେ ସେହି ଅତିଥିର ଯାତ୍ରା ସୁଖଦ ଓ ଆରାମଦାୟକ ହୋଇଯାଏ ।

୩)ଯଦି ଆପଣ କିଛି ଜିନିଷ କିଣୁଛନ୍ତି ଓ ଆପଣଙ୍କୁ ଛିଙ୍କ ଆସିଯାଏ , ତେବେ ସେହି କିଣାଯାଇଥିବା ସାମାନରୁ ଆପଣଙ୍କୁ ଅତ୍ୟାଧିକ ଲାଭ ହୋଇଥାଏ ।

୪) ଯଦି ଗାଧୋଇବା ସମୟରେ ଛିଙ୍କ ଆସିଯାଏ ତେବେ ପୁରା ଦିନ ଭଲରେ କଟେ ।

୫) ଯଦି ଆପଣ କେଉଁ ନୁଆ ବିଜନେସ୍ କିମ୍ବା ବେପାର ଆରମ୍ଭ କରୁଛନ୍ତି ତେବେ ଏମିତିରେ ଛିଙ୍କ ଆପଣଙ୍କ ବେପାରରେ ବୃଦ୍ଧି କରିଥାଏ ।

୬) ଯଦି ଆପଣ କେଉଁ ରୋଗରେ ଗ୍ରସିତ ଅଛନ୍ତି ଓ ରୋଗର ମେଡିସିନ୍ ଖାଉଛନ୍ତି , ଏମିତିରେ ଶୁଣାଯାଇଥିବା ଛିଙ୍କ ଶୁଭ ହୋଇଥାଏ, ଏମିତି ମାନାଯାଏ କି ମେଡିସିନ୍ ଖାଉଥିବା ରୋଗୀ ଯଦି ଛିଙ୍କିଦିଏ ତେବେ ସେହି ରୋଗ ଭଲ ହୋଇଯାଏ ।

୭) ଯଦି ଆପଣଙ୍କୁ ଗାଇର ଛିଙ୍କ୍ ଶୁଣାଯାଏ , ତେବେ ଏହା ଶୁଭ ସଙ୍କେତ ହୋଇଥାଏ, ଏହାରଅର୍ଥ ଏହା କି ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଅଛି , ସେମିତି କୁକୁରର ଛିଙ୍କକୁ ଅଶୁଭ ମାନାଯାଏ ।

୮) ସଂନ୍ଧ୍ୟା ସମୟରେ ପୁର୍ବ ଦିଗରେ ଛିଙ୍କ ଶୁଣିଲେ ସ୍ୱାଦିଷ୍ଟ ଭୋଜନର ପ୍ରାପ୍ତି ହୋଇଥାଏ ।

୯) ପଇସା ଗଣୁଥିବା ବେଳେ ଥରକରୁ ଅଧିକା ଛିଙ୍କିବା ଧନର ବୃଦ୍ଧି ହେବାର ସଙ୍କେତ ଦିଏ ।

Leave a Reply

Your email address will not be published. Required fields are marked *