April 20, 2024

Odia Express

News For Public

ମଜାଦାର୍ ଜୋକ୍ସ : ସ୍ତ୍ରୀ ମୋର ପାଖରେ ପ୍ରମାଣ ଅଛି କି ତୁମର ଚକ୍କର ସେ ପଡୋଶୀ ସ୍ତ୍ରୀ ଲୋକ ସହ ଚାଲୁଛି..

1 min read

ମଣିଷ ପୁରା ଦିନ ଅଫିସ୍ କିମ୍ବା ଘରର କାମରେ ଲାଗିରହିଥାଏ , ଦିନ ସାରା ବ୍ୟସ୍ତତା ପୁର୍ଣ୍ଣ ରହିବା ପରେ ଯେବେ ଟିକିଏ ସମୟ ମିଳିଥାଏ , ତେବେ ସେ ନିଜ ପରିବାର ସହ ହସି ଖେଳିକରି ବିତାଇବାକୁ ଚାହେଁ, ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ, ଯାହାକୁ ପଢିଲେ ଆପଣଙ୍କ ମନ ଖୁସ୍ ହୋଇଯିବ , ତେବେ ଆଉ ବିଳମ୍ବ କାହିଁକି ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ପପୁ ନିଜ ବାଇକ୍ ରେ ଅଫିସ୍ ଯାଉଥିଲା,  ତେବେ ଆଗରେ ଗୋଟେ ଝିଅ ନିଜ ସ୍କୁଟିରେ ଯାଉଥିଲା , ସେ ଝିଅ ଅଚାନକ ରାଇଟ୍ ଟର୍ଣ୍ନ ନେଲା, ପପୁର ବାଇକ୍ ସେ ଝିଅର ସ୍କୁଟି ସହ ଧକା ହୋଇଗଲା, ପପୁ କହିଲା ମ୍ୟାଡାମ୍ କମ୍ ସେ କମ୍ ହାତ କିମ୍ବା ଇଣ୍ତିକେଟର ତ ଦେଖାଇଦେଇଥାନ୍ତ, ମହିଳା ଜଣଙ୍କ କହିଲା- ଭାଇ, ମୁଁ ସବୁଦିନ ଏଠୁ ରାଇଟ୍ ଟର୍ଣ୍ଣ ନିଏ ଆପଣ ବୋଧେ ନୁଆ ଆସିଛନ୍ତି ।

୨) ଏକ ମଦୁଆ ନିଜ ସାଙ୍ଗକୁ ଆଜି ତେବେ ଯାଏଁ ପିଇବା ଯେବେ ପର୍ଯ୍ୟନ୍ତ ସାମ୍ନା ବାଲା ୩ ଟି ଗଛ ୬ ଟା ଦେଖାଯିବେ ନାହିଁ , ବାର ଟେଣ୍ତର୍- ଥାଉ ସେତିକି କମିନୋ- ସାମ୍ନାରେ ଗୋଟେ ହିଁ ଗଛ ଅଛି । ଏବେ କଣ ଜଙ୍ଗଲ ବନାଇବ ।

୩) ଏକ ଏୟାର ଲାଇନ୍ସ ବାଲା ଏକ ଅନୋଖା ଯୋଜନା ଆରମ୍ଭ କଲେ , ଆପଣ ଟିକେଟ୍ କିଣିବେ , ତାହା ସହ ଆପଣଙ୍କ ସ୍ତ୍ରୀଙ୍କ ମାଗଣା ଟିକେଟ୍, ଏହି ଯୋଜନାରେ ବହୁତ ସଫଳତା ମିଳିବାପରେ କମ୍ପାନୀ ସବୁ ସ୍ତ୍ରୀଙ୍କୁ ଫୋନ୍ କରି ପଚାରିଲା, ଯାତ୍ରା କେମିତି କଟିଲା ସମସ୍ତଙ୍କର ଗୋଟେ ହିଁ ଯାତ୍ରା ଥିଲା କେଉଁ ଯାତ୍ରା ?

୪) ବିବାହ ସବୁବେଳେ ଭଲ ଖାଇବା ତିଆରି କରୁଥିବା ବାଲି ସହ କରିବା ଉଚିତ୍ , କାରଣ ବିବାହ ପରେ ପ୍ରେମ କମ୍ ହୋଇପାରେ ଭୋକ ନୁହେଁ ,

୫) ମା- କାହା ସହ କଥାବାର୍ତ୍ତା କରୁଛୁ ? ଏତେ ରାତିରେ ? ପୁଅ- କିୟାରାର ମା ସହ , ମା- ଏବେ ଏଇ କିୟାରା କିଏ ? ପୁଅ- ତୋର ହେବାକୁ ଥିବା ନାତୁଣୀ, ତାପରେ ମା ରାତିରେ ହିଁ ବାହାର କରିଦେଲା ପୁଅର ପ୍ରେମର ଭୁତ ।

୬) ଭଲ ହେଉ ହନି ସିଂ ଓ ଜନ୍ ସିନାର , ଯିଏ ଆଜି ବି ଛୁଆଙ୍କ ଫ୍ୟାସନର ନାଁରେ ବାଳକୁ ଛୋଟ କରିବା ଶିଖାଇଛନ୍ତି , ଆମର ତ ସବୁଠାରୁ ଅଧିକା କୁଟାଇ ବାଳକୁ ନେଇକରି ହୁଏ , ଆମେ ଦିଲଜଲେର ଅଜୟ ଦେବଗନ ହୋଇକରି ବୁଲୁଥିଲେ,  ଓ ଯେଉଁ ଦିନ ବାପାଙ୍କ ହାତରେ ଆସିଯିବା , ସେହି ଦିନ ବାରିକର ଦୋକାନରୁ କ୍ରାନ୍ତିବୀର ନାନା ପାଟେକର ହୋଇ ଘରକୁ ଆଣୁଥିଲେ ।

୭) ଅଚାନକ ରାତି ୨ ଟାରେ ସ୍ତ୍ରୀ ସ୍ୱାମୀକୁ ନିଦରୁ ଉଠାଇଲା, ସ୍ତ୍ରୀ- ଫିଲ୍ମ ତ୍ରିଦେବରେ କିଏ କିଏ ହିରୋଇନ୍ ଥିଲେ , ସ୍ୱାମୀ- ମାଧୁରୀ ଦିକ୍ଷିତ, ସଂଙ୍ଗୀତା ବିଜଲାନି, ଓ ସୋନମ୍ , ସ୍ତ୍ରୀ- ଫିଲ୍ମ ଦିଲୱାଲେ ଦୁଲହନିଆଁ ଲେ ଜାୟେଙ୍ଗେ ରେ କାଜୋଲର ନାଁ କଣ ଥିଲା ? ସ୍ୱାମୀ-ସିମରନ୍ , ସ୍ତ୍ରୀ- ସାମ୍ନା ବାଲା ଫ୍ଲାଟରେ ଆସିଥିବା କବିତାକୁ ସୋସାଇଟିରେ ଆସିବାରେ କେତେ ଦିନ ହେଲାଣି ? ସ୍ୱାମୀ-ଦୁଇ ମାସ, କିନ୍ତୁ ତୁମେ ଏତେ କଥା କଣପାଇଁ ପଚାରୁଛ ? ସ୍ତ୍ରୀ- ଆଜି ମୋର ଜନ୍ମଦିନ ଥିଲା , ସ୍ୱାମୀ- ପୁରା ଚୁପ୍ ॥

୮) ସ୍ତ୍ରୀ- କଣ ହୋ ତୁମେ ସେଇ ପଡୋଶୀ ସହ ଫିଲ୍ମ ଦେଖିବାକୁ ଯାଇଥିଲ , ସ୍ୱାମୀ-କଣକରିବି ? ତୁମେ ତ ଜାଣିଛ ଆଜିକାଲି ପରିବାର ସହ ଦେଖିବା ପରି ଫିଲ୍ମ ଆସୁନି ।

୯) ଟ୍ୱିଙ୍କିଲ୍ ଟ୍ୱିଙ୍କିଲ୍ ଲିଟିଲ୍ ଷ୍ଟାର୍, ତେରି ଗାର୍ଲଫ୍ରେଣ୍ତ ଗୟୀ ବଜାର୍ , ଉସକୋ ମିଲା ଦୁସରା ୟାର୍ , ଉସକେ ସାଥ୍ ହୋ ଗୟୀ ଫରାର୍ , ଅବ୍ ତୁ ବୈଠ କେ ମଖୀ ମାର୍,  କ୍ୟୁଁ କି ମୈ ହିଁ ଥା ବୋ କମିନା ୟାର୍ ।

୧୦) ହରିଶ୍- ତୁମରା ଆଖି କଣ ପାଇଁ ଫୁଲିଛି ? ପପୁ- କାଲି ମୁଁ ନିଜ ସ୍ତ୍ରୀର ଜନ୍ମଦିନ କେକ ଆଣିଥିଲି, ହରିଶ୍- କିନ୍ତୁ ଏହାର ଆଖି ଫୁଲିବାର ସହ କଣ ସଂବନ୍ଧ ? ପପୁ- ମୋର ସ୍ତ୍ରୀର ନାଁ ତପସ୍ୟା ଅଟେ ,କିନ୍ତୁ କେକ୍ ବାଲା ଦୋକାନୀ ଲେଖିଦେଇଥିଲା ହ୍ୟାପି ବାର୍ଥଡେ ସମସ୍ୟା ।

୧୧) ଭିକାରୀ ଦେଇଦେ ବାବା, ସାନ୍ତା- ନାହିଁ , ମୋର ପାଖରେ କିଛି ବି ନାହିଁ , ଭିକାରୀ- ପାଞ୍ଚ ଟଙ୍କାର କଥା ବାବା, ସାନ୍ତା- ହଁ ପଚାର, କଣ ଜଣା ମୋତେ ଆସୁଥିବ , ଭିକାରି –ବେହୋସ୍ ।

୧୨) ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲଢେଇ ହେଲା, ସ୍ତ୍ରି ମୋର ପାଖରେ ପ୍ରମାଣ ଅଛି କି ତୁମର ଚକ୍କର ପଡୋଶୀ ସହ ଚାଲୁଛି, ସ୍ୱାମୀ-କଣ ପ୍ରମାଣ ଅଛି ତୁମର ପାଖରେ , ସ୍ତ୍ରୀ- ତାର ସ୍ୱାମୀ କାଲି ରାତିରେ ତୁମର ଅଣ୍ତରୱେର୍ ପିନ୍ଧିକରି ଆସିଥିଲା ।

୧୩) ସ୍ୱାମୀ ଓ ସ୍ତ୍ରୀ ଏକ କୁଅର ପାଖକୁ ଗଲେ , ଯେଉଁଠି ପଇସା ପକାଇବାର ମନ ମୁରାଦ ପୁରା ହୋଇଯାଉଥିଲା, ପ୍ରଥମେ ସ୍ୱାମୀ ପଇସା ପକାଇଲା ତାପରେ ସ୍ତ୍ରୀ ଯେମିତି ପଇସା ପକାଇଲା ସେ ଗଳି ପଡିଲା ଓ କୁଅରେ ଯାଇପଡିଲା, ସ୍ୱାମୀ ଆଖିରେ ଲୁହ ଚାଲି ଆସିଲା , ଉପରେ ଦେଖିକରି ସ୍ୱାମୀ କହିଲା- ହେ ଭଗବାନ ଏତେ ଜଲଦି ଶୁଣିନେଲ ।

Leave a Reply

Your email address will not be published. Required fields are marked *