ମଜାଦାର୍ ଜୋକ୍ସ : ସ୍ୱାମୀ ଅଫିସ୍ ରେ ଫୋନ୍ କରି ସ୍ତ୍ରୀକୁ ପଚାରିଥାଏ , ସ୍ୱାମୀ ଆଜି ଖାଇବାରେ କଣ ପଠାଉଛ ?

ଆଜିର ସମୟରେ ସମସ୍ତେ କେଉଁ ନା କେଉଁ କାରଣରୁ ଉଦାସ୍ ରହୁଛନ୍ତି , ସମସ୍ତଙ୍କ ଜୀବନରେ କିଛି ନା କିଛି ପ୍ରୋବ୍ଲେମ୍ ଆସିଥାଏ ଏମିତିରେ ସବୁ ବ୍ୟକ୍ତି ସେ ଚିନ୍ତାରେ ଉଦାସ୍ ରହିଥାଏ , ଓ ଡିପ୍ରେସନରେ ଚାଲିଯାଏ , ଏହି ଡିପ୍ରେସନ ତାର ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ , ଏମିତି ସ୍ଥିତିରେ ଜୋକ୍ସ ହିଁ ଆପଣଙ୍କୁ ହସାଇବାର ବଢିଆ ମାଧ୍ୟମ ହୋଇଥାଏ , ଏହା ସହଜରେ ଆପଣଙ୍କୁ ମିଳିଯାଏ , ଓ ଏହାକୁ ଆପଣ ଯେଉଁଠି ପାଇବେ ପଢିପାରିବେ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ ଖାସ୍ କରି କିଛି ବଛା ବଛା ଜୋକ୍ସ ନେଇକରି ଆସିଛୁ, ଏହି ଜୋକ୍ସକୁ ପଢିଲାପରେ ଆପଣଙ୍କ ହସ ଅଟକିବ ନାହିଁ ।

୧) ଦୁଇଟି ମୁଷା ଗଛରେ ବସିଥିଲେ , ତଳେ ଗୋଟେ ହାତୀ ଯାଉଥିଲା, ଗୋଟେ ମୁଷା ହାତି ଉପରେ ପଡିଗଲା, ତେବେ ଦ୍ୱିତୀୟ ମୁଷା କହିଲା ଦବେଇକି ରଖ ଶଳାକୁ ମୁଁ ବି ଆସୁଛି ।

୨) ବାହାଘରର ପରଦିନ ଅଚାନକ ସ୍ୱାମୀ ନିଜ ସ୍ତ୍ରୀ ଉପରେ ଚିଲ୍ଲାଇଲା, ଲୋକେ ପଚାରିଲେ କଣପାଇଁ ଚିଲ୍ଲାଉଛ ? ସ୍ୱାମୀ- ସେ ମୋର ଚାହାରେ ତାବିଜ୍ ପକାଇଛି, ମୋତେ ବଶ କରିବାପାଇଁ , ମୋତେ ମୋର ମା ଠାରୁ ଦୁରେଇବାପାଇଁ ।

ସ୍ତ୍ରୀ କାନ୍ଦିକରି ରାଗରେ କହିଲା ଏହା ତାବିଜ୍ ନୁହେଁ ଟି ବ୍ୟାଗ୍ ଅଟେ, ମୁର୍ଖ କୋଢିକାର ।

୩) ଜର୍ଜ- ତୁମେ ତିନିଥର ଅଦାଲତକୁ ଆସିଲଣି , ଲାଜ ଲାଗୁନି, ଅପରାଧୀ- ଆପଣ ତ ସବୁଦିନ ଆସୁଛନ୍ତି, ଆପଣଙ୍କୁ ବୁଡି ମରିଯିବା କଥା ।

୪) ଥରେ ଜଣେ ବସ୍ କଣ୍ତକ୍ଟର୍ ଗୋଟେ ଛୁଆକୁ ପଚାରିଲା , ତୁ ସବୁଦିନ କବାଟ ପାଖରେ ଠିଆ ହୋଇଯାଉଛୁ, ତୋର ବାପ ଚୌକିଦାର୍ କି ? ଛୁଆ ବହୁତ ମଜାକିଆ ଥିଲା,  କହିଲା- ତୁ ସବୁବେଳେ ମୋତେ ପଇସା ମାଗୁଛୁ ତୋର ବାପ ଭିକାରୀ ଥିଲା କି ?

୫) ଜର୍ଜ – ତୁମକୁ ନିଜ ନିର୍ଦ୍ଧୋଷ ପ୍ରମାଣ କରିବା ପାଇଁ ସଫାଇରେ କିଛି କହିବାର ଅଛି କି ?

ମହିଳା- ଏବେ କଣ କହିବି ? ମୋର ଏଠି ତ ସଫାଇ କରିବାପାଇଁ କାମବାଲି ଅଛି, ତେବେ ଏହି ବିଷୟରେ ସେ ହିଁ ଭଲରେ କହିପାରିବ ।

୬) ଏକ ନବବିବାହିତ ଯୋଡି ବାସନର ଦୋକାନରେ ଝଗଡା କରୁଥିଲେ , ସ୍ତ୍ରୀ-ଏଇ ଷ୍ଟିଲ୍ ବାଲା ଗିଲାସ ନିଅ, ସ୍ୱାମୀ- ନା, ତାଠୁ ବଡ ଗିଲାସ ନେବା , ଦୋକାନୀ- ସାହେବ୍, ମହିଳା ଦିବସ ସେମିତି ଚାଲିଯାଇଛି, କିନ୍ତୁ ମ୍ୟାଡାମ୍ ଯାହା କହୁଛନ୍ତି ସେ ଗିଲାସ ନେଇଯାଆନ୍ତୁ ନା , ସ୍ୱାମୀ- ଆରେ ତୁ ମୋ ପଛରେ ବିକ୍ରି କରିବାକୁ ପଡିଯାଉଛୁ, ଏହି ଛୋଟଗିଲାସରେ ମୋର ହାତ ପସିବ ନାହିଂମ୍ ମାଜିବି କେମିତି ?

୭) ସ୍ୱାମୀ –ଆରେ ଶୁଣ ପୁଅ କାନ୍ଦୁଛି ଚୁପ୍ କରାଅ ତାକୁ, ସ୍ତ୍ରୀ ରାଗରେ- ମୁଁ କାମ କରିବି କି ଛୁଆ ସଂମ୍ଭାଳିବି, ମୁଁ ଏହାକୁ ଯୌତୁକରେ ଆଣିନଥିଲି, ନିଜେ ଚୁପ୍ କରାଇଦିଅ , ସ୍ୱାମୀ- ତାହେଲେ କାନ୍ଦିବାକୁ ଦିଅ, ମୁଁ କେଉଁ ତାକୁ ବରଯାତ୍ରୀରେ ଆଣିଥିଲି ।

୮) ସ୍ୱାମୀ- କ୍ଷୀରପିଇକରି- ଛି କେମିତି କ୍ଷୀର ହେଇଛି , ସ୍ତ୍ରୀ- କେଶର ଶେଷ ହୋଇଯାଇଥିଲା ହୋ ମୁଁ ତ ତୁମ ପକେଟରୁ ବିମଲର ପାନମସଲା ମିଶାଇଦେଇଥିଲି, ଏହାର ଦାନା ଦାନାରେ ଅଛି କେସରର ଦମ୍ ।

୯) ସ୍ୱାମୀ ଅଫିସରୁ ଫୋନ୍ କରି ସ୍ତ୍ରୀକୁ ପଚାରେ ଆଜି ଖାଇବାରେ କଣ ପଠାଉଛ ? ସ୍ତ୍ରୀ- ଫାମ ଫିସ୍, ଚିଲି ରେଡ୍ ଟମାଟୋ ୱିଥ୍ ଇଣ୍ତିଆନ୍ ପିଲଡ୍ ମିଡିୟମ୍ କଟ୍ ପଟାଟୋଜ୍ , ସ୍ୱାମୀ-ବଢିଆ, ଟିଫିନ୍ ଖୋଲିକରି ଦେଖିଲା ତ ଆଳୁ ଟମାଟର ତରକାରୀ, ଅଧିକା ମର୍ଡର୍ଣ୍ଣ ସ୍ତ୍ରୀ ହେବା କାରଣରୁ ଏମିତି ହୋଇଥାଏ ।

୧୦) ଆମର ଶରୀରର ସଂରଚନା ଏହିପ୍ରକାରର ଅଟେ ନା ଆମେ ପିଠିକୁ ଥାପୁଡେଇ ପାରିବୁ ନା ହିଁ ନିଜକୁ ଲାତ୍ ମାରିପାରିବୁ, ଏଥିପାଇଁ ଆମ ଜୀବନରେ ସ୍ତ୍ରୀ ହେବା ଜରୁରି ।

Leave a Reply

Your email address will not be published. Required fields are marked *