April 16, 2024

Odia Express

News For Public

ମଜାଦାର ଓଡ଼ିଆ ଜୋକ୍ସ – ଥରେ ଜଣେ ମଦୁଆ ରାତିରେ ମଦ ପିଇ ଘରକୁ ଆସିଲା, ଓ ଶୋଇବା ସମୟରେ ମରିଗଲା ଆଉ ତାପରେ ଯାହା ହେଲା..

1 min read

ଆମ ସମସ୍ତଙ୍କ ଜୀବନରେ ଦୁଃଖ ଓ ସୁଖ ତ ଆସିଥାଏ ଓ ଯାଇଥାଏ , କିନ୍ତୁ ଆମେ ଆମ ଜୀବନରେ କେବେ ଉଦାସ୍ ହେବା ଉଚିତ୍ ନୁହେଁ , ସବୁବେଳେ ଚେଷ୍ଟା କରିବା ଉଚିତ୍ କି ନିଜ ମନକୁ ସବୁବେଳେ ପ୍ରସନ୍ନ ରଖିବା ଉଚିତ୍ , ଓ କୁହାଯାଏ କି ହସିବା ଓ ହସାଇବା ଦ୍ୱାରା ମାନସିକ ଚିନ୍ତା ଦୁର ହୋଇଥାଏ ,  ତାହା ସହ ଶରୀରର ପ୍ରତିରକ୍ଷା ପ୍ରଣାଳୀ ବି ମଜବୁତ୍ ହୋଇଥାଏ , ତଥା ରୋଗ ସହ ଲଢିବାର ଶକ୍ତି ଆସେ , ବୈଜ୍ଞାନିକଙ୍କ ମାନିବା କଥା କି ଯେଉଁ ବ୍ୟକ୍ତି ହସିଥାଏ,  ସେ ଅଧିକା ଦିନ ବଞ୍ଚେ , ଓ ଏମିତିରେ ଆମେ ଆପଣଙ୍କୁ ହସାଇବାର କାମ କରିବୁ, ଓ ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ ହସାଇବାର କାମ କରିବୁ, ଓ ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ମଜାଦାର୍ ଜୋକ୍ସ ଯାହାକୁ ପଢିଲେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣପାଇଁ ଆସନ୍ତୁ ହସିବା ଓ ହସାଇବାର ମଜାଦାର୍ ଚୁଟକୁଲା ବିଷୟରେ ଜାଣିବା ।

୧) ପଲସ୍ ପୋଲିଓ ଟିମ୍ ଘରକୁ ଆସିଲା, ସାନ୍ତା- ସ୍ତ୍ରୀକୁ- ବନ୍ଧୁକ ଓ କାରତୁସ୍ କେଉଁଠି ? ଟିମ୍ ଫେରାର୍ ହୋଇଗଲା, ପଛରେ ସାନ୍ତା ଡକାଇଲା, ରହିଯାଅ, ଆରେ ଭାଇ ରହିଯାଅ, ଏଇ ଆମ ଛୁଆଙ୍କ ନାଁ ଅଟେ ।

୨) ପୁଅ କାନ୍ଦି କାନ୍ଦି ଝିଅକୁ କଲ୍ କଲା ପୁଅ- ଆଜିଠାରୁ କେବେ ତୋର ଗଳିରେ ଆସିବିନି, ଝିଅ-କଣ ହେଲା ମୋର ଜାନ୍, ପୁଅ- ସବୁଥର ରୋମାଣ୍ଟିକ୍ ହେବାର ଦରକାର ନାହିଁ , କମିନି ଖରା ଦେଖୁଛୁ ତ ୪୫ ଡିଗ୍ରୀ ହେଲାଣୀ ।

୩) ପପୁ ଦାନ୍ତରେ ପୋକ ଖାଇଗଲା,  ସେ ଚିରକୁଟ୍ ବାବା ପାଖକୁ ଗଲା , ଓ ଚିକିତ୍ସା ପାଇଁ ପଚାରିଲା,  ଚିରକୁଟ୍ ବାବା- ଚାରି ଦିନ ପାଇଁ ସଂନ୍ଧ୍ୟାରେ ମଦ ସହ ମିକ୍ସଚର୍ ଖାଅ, ଓ ପଞ୍ଚମ ଦିନ କେବଳ ମଦ ପିଇବ,  ପୋକ ବାହାରିଯିବ , ପପୁ ଚାରି ଦିନ ମଦ ସହ ମିକ୍ସଚର୍ ଖାଇଲା ଓ ପଞ୍ଚମ ଦିନ କେବଳ ମଦ ପିଇଲା, ପୋକ ବାହାରି ଆସିଲା ଓ କହିଲା ଆଜି ମିକ୍ସଚର୍ କୁଆଡେ ଗଲା ।

୪) ପପୁ ର ଗାଁର ପହଲିବାନ ସହ ଲଢେଇ ହୋଇଗଲା, ପହଲିବାନ- ମୁଁ ତୋର ଚଟଣି କରିଦେବି, ପପୁ- ଆବେ ଜା, ମୁଁ ଭଲ ଭଲ ଲୋକଙ୍କୁ ପାଣି ପିଆଇଛି, ପହଲିବାନ ଆଶ୍ଚର୍ଯ୍ୟ ହୋଇ- କେମିତି ? ପପୁ- ହୋଟେଲ୍ ରେ ୱେଟର୍ ଅଛି ।

୫) ସ୍ତ୍ରୀ- ଶୁଣ ହୋ- ମୋର ସ୍କିନ୍ ବହୁତ୍ ଅୟେଲି ଅୟେଲି ହୋଇଯାଇଛି, କୁହ କଣ ଲଗାଇବି, ସ୍ୱାମୀ- ଏଇ ନେ ବିମ୍ ବାର୍ , ଏହା ପୁରା ଚିକଣାଇ ହଟାଇବ, ତାପରେ ପତିଦେବର ହେଲା ଜୋରଦାର୍ କୁଟାଇ ।

୬) ଆମର ଶରୀରର ସଂରଚନା କିଛି ଏହିପ୍ରକାରର ଅଟେ, କି ନା ତ ଆମେ ପିଠିକୁ ଥାପୁଡାଇପାରିବା , ଓ ନା ହିଁ ନିଜକୁ ଗୋଇଁଠା ମାରିପାରିବା,  ଏଥିପାଇଁ ଆମର ଜୀବନରେ ସ୍ତ୍ରୀ ହେବା ଜରୁରୀ ଅଟେ ।

୭) ମା ନିଜ ପୁଅକୁ ରାଗରେ- ନାଲାୟକ ତୁ ବାଳ କାଟୁନୁ । ପୁଅ- କଣ ଅସୁବିଧା ହେଲା କି ମା, ଆଜିକାଳିର ଏହା ଫ୍ୟାସନ୍ ଅଟେ, ମା- ନିଆ ଲାଗୁ ତୋର ଏହି ଫ୍ୟାସନକୁ, ପୁଅ ବାଲା ତୋର ଭଉଣୀକୁ ଦେଖିବାକୁ ଆସିଥିଲେ , ତୋତେ ପସନ୍ଦ କରିଯାଇଛନ୍ତି ।

୮) ଡାକ୍ତର- କଣ ଖାଇଥିଲ ? ଝିଅ- I ate hamburger, french fries, coke and a corn pizza ଡାକ୍ତର- ଆରେ ଖୋଲିକି କୁହ ଏଇଟା ମେଡିକାଲ୍, ଫେସବୁକ୍ କି ହ୍ୱାଟ୍ସଆପ୍ ନୁହେଁ , ଯାଞ୍ଚରେ ସବୁ ସାମ୍ନାକୁ ଆସିଯିବ ଏବେ ସଠିକ୍ କଣ ଖାଇଛ କୁହ , ଝିଅ- ଚା ସହ ବାସି ରୁଟି ତେଲ କୁ ଚିପୁଡି ।

୯) ଡାକୁ ଝିଅକୁ- ତୋର ନାଁ କଣ ଝିଅ ? ଝିଅ- ସପନା , ଡାକୁ- ସପନା ତୋର ମୋର ଏକ ଫେସବୁକ୍ ଫ୍ରେଣ୍ତ ନାଁ ବି ତୋର ନାଁ ଅଟେ, ଯା ତୋତେ କ୍ଷମା କଲି , ଡାକୁ- ପୁଅକୁ ତୋର କଣ ନାଁ କିରେ ? ପୁଅ ମୋର ନାଁ ଚିଣ୍ଟୁ ଅଟେ, ଲୋକେ ମୋତେ ପ୍ରେମରେ ସପନା ଡାକନ୍ତି ।

୧୦) ଗୋଟେ ପାର୍ଟିରେ ଏକ ସୁନ୍ଦର ଝିଅ ଏକ ପୁଅ ପାଖକୁ ଗଲା , ଝିଅ –ଶୂଣନ୍ତୁ , ମୋର ହାତରେ ଗୋଟେ ଗିଲାସ ଓ ଦ୍ୱିତୀୟ ହାତରେ ପ୍ଲେଟ୍ ଅଛି, ଆପଣ ମୋର ଚେହେରାରୁ ଗୋଟେ ଜିନିଷ ହଟାଇଦେବେ , ପୁଅ ହଁ ହଁ କଣ ପାଈଁ ନୁହେଁ , କଣ ହଟାଇବାର ଅଛି, ଝିଅ- ତୋର କୁକୁର ପରି ନଜର ।

୧୧) ଥରେ ମଦୁଆ ମଦ ପିଇକରି ଘରକୁ ଆସିଲା, ଓ ଶୋଇବା ସମୟରେ ପରଲୋକ ତ୍ୟାଗ କଲା , ଉପରେ ଯାଇକରି ଆଉଥରେ ସେ ଜୀବନର ଭିକ୍ଷା କଲା ,ତେବେ ଭଗବାନ ରାଜି ହେଲେ, କିନ୍ତୁ କୁକୁଡା ରୁପରେ ଆଉଥରେ ପୃଥିବୀପୃଷ୍ଠକୁ ପଠାଇଲେ , ଯେପରି ସେ କୁକୁଡା ରୁପରେ ଫେରିଲା ତେବେ ସେ ମଦୁଆ ଏକ ଅଣ୍ତା ଦେଲା ଓ ଅଣ୍ତାକୁ ଦେଖିକରି ତାର ହୋସ୍ ଉଡିଗଲା କାରଣ ଅଣ୍ତା ସୁନାର ଥିଲା । ଖୁସିରେ ସେ ଜୋର୍ ଲଗାଇକରି ସେ ଆଉ ଏକ ଅଣ୍ତା ଦେଲା ଦେଖିଲା ସେଇଟା ବି ସୁନାର ଅଣ୍ତା ଥିଲା<  ଏବେ ଖୁସିରେ ଆଉ ଏକ ଅଣ୍ତା ଯେପରି ଦେବ ବୋଲି ବାହାରୁଥିଲା ତେବେ ଜଣେ ତା ମୁଣ୍ତକୁ ଝାଡୁ ମାରିଲା , ଯେବେ ପପୁ ଆଖି ଖୋଲିଲା ତେବେ ଦେଖିଲା ତାର ସ୍ତ୍ରୀ ଝାଡୁରେ ମାରିକରି ଚିଲ୍ଲାଉଛି, ଉଠିଯା ମଦୁଆ , ବିଛଣାରେ ସେତେ ବେଳରୁ ଝାଡା ବସି ସାରିଲୁଣି ।

୧୦) ଜଣେ ପୁଅ ବାଇକ୍ ରୁ ଗଳି ପଡିଲା,  ତାର ମା ତାକୁ ଡାକ୍ତର ପାଖକୁ ନେଇଗଲେ , ଡାକ୍ତର- what happend? ମା- ମୋର ପୁଅ ବାଇକ୍ ରୁ ପଡି ଖଣ୍ତିଆ ହୋଇଯାଇଛି, ଡାକ୍ତର- tell me in english plz , ମା- ମାଇଁ ଲୋଣ୍ତା ଗିରୋଣ୍ତା ଫର୍ମ ହିରୋ ହୋଣ୍ତା ।

Leave a Reply

Your email address will not be published. Required fields are marked *