ବେପାରରେ ଯଦି ଚାହୁଁଛନ୍ତି ବୃଦ୍ଧି ତେବେ ନିଶ୍ଚିତ ଆପଣନ୍ତୁ ବାସ୍ତୁର ଏହି ଉପାୟ , ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ

ଏଥିରେ କୌଣସି ସନ୍ଦେହ ନାହିଁ କି ପ୍ରାଚୀନ କାଳରେ ଆମର ଜୀବନରେ ବାସ୍ତୁ ଶାସ୍ତ୍ରର ଏକ ଖାସ୍ ଭୁମିକା ରହିଛି, ଆଜିର ସମୟରେ ବହୁତ କମ୍ ଲୋକ ଅଛନ୍ତି ଯିଏ ବାସ୍ତୁ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି , କିନ୍ତୁ ତା ସତ୍ତ୍ୱେ ଆମେ କହିଦେବୁ କି ଆପଣ କିଛି ବାସ୍ତୁର ଉପାୟ ପ୍ରୟୋଗ କରି ନିଜ ଘର, ବେପାର, ଓ ପ୍ରେମ ସଂବନ୍ଧୀ ସବୁ ଅସୁବିଧାରୁ ଦୁର କରିପାରିବେ , ଯଦି ଆପଣଙ୍କ ବେପାରରେ କ୍ଷତି ହେଉଛି, ଓ ବହୁତ ଚେଷ୍ଟା କରିବା ପରେ ବି ଆପଣଙ୍କୁ ସେଥିରୁ ଲାଭ ମିଳୁନାହିଁ ତେବେ ବାସ୍ତୁର ଏହି ଉପାୟ କରିଲେ ଆପଣଙ୍କୁ ବହୁତ ପରିମାଣରେ ସାହାଯ୍ୟ କରିପାରିବ ।

ସବୁଠାରୁ ପ୍ରଥମ ଉପାୟ ଅନୁସାରେ ନିଜ ଦୋକାନରେ ଭିତରେ ଥିବା ବିକ୍ରି ଜିନିଷ ରଖିବାପାଈଁ ସେଲଫ୍ , ଆଲମୀରା, ଶୋ କେସ୍ , ଓ କ୍ୟାଶ୍ କାଉଣ୍ଟର ତିଆରି କରନ୍ତୁ , ଓ ତାହାକୁ ସବୁବେଳେ ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ , ଏଥିପାଈଁ କାରଣ ଆପଣଙ୍କ ବେପାରର ବୃଦ୍ଧି ହେବାର ଉତ୍ତମ ଦିଗ ବୋଲି ମାନାଯାଏ , ଏହା ଛଡା ପଇସା ଓ ଦାମିକା ଜିନିଷ ଉତ୍ତର ଦିଗରେ ରଖାଯାଇଥିବା ଆଲମୀରାରେ ରଖନ୍ତୁ, ସେମିତି ବାସ୍ତୁ ଅନୁସାରେ ଏକାଉଣ୍ଟ ଡିପାର୍ଟମେଣ୍ଟକୁ ସବୁବେଳେ ଦକ୍ଷିଣ ପୁର୍ବ ଓ ରିସେସ୍ପନ୍ ଜାଗା ସବୁବ୍ଳେ ଉତ୍ତର ପୁର୍ବ ଦିଗରେ ରହିବା ଜରୁରୀ, କାମ କରିବାପାଇଁ ସବୁବେଳେ ଆୟତକାର ମେଜ୍ ତିଆରି କରନ୍ତୁ

ଏହା ସହ ଏହି କଥାକୁ ମନେ ରଖନ୍ତୁ କି ଯେଉଁ ଜାଗାରେ ବସିକରି ଆପଣ କାମ କରୁଛନ୍ତି , ତାହା ପଛରେ ମନ୍ଦିର ହୋଇନଥିବ,  ମାନେ ମନ୍ଦିର ତରଫରୁ ଆପଣଙ୍କ ପିଠି ହେବା ଉଚିତ୍ ନୁହେଁ । ଏହା ଛଡା ଫ୍ୟାକ୍ଟ୍ରି କିମ୍ବା କାମ କରିବା କେନ୍ଦ୍ର ସ୍ଥାନ ସବୁବେଳେ ଖାଲି ରଖିବା ଉଚିତ୍ । ଏମିତିରେ କେଉଁ ଭାରି ବସ୍ତୁ ଭୁଲ୍ ରେ ବି ମଝିରେ ରଖନ୍ତୁ ନାହିଁ, କହିଦେବୁ କି ମାଲିକଙ୍କୁ ସବୁବେଲେ ପୁର୍ବ କିମ୍ବା ଉତ୍ତର ଦିଗରେ ମୁହଁ କରି ବସିବା ଉଚିତ୍ , ଏଥିରେ ବେପାର ଓ ବ୍ୟକ୍ତି ଦୁହେଁଙ୍କୁ ସକରାତ୍ମକ ଉର୍ଜା ସଂଚାର ହୋଇଥାଏ ।

Leave a Reply

Your email address will not be published. Required fields are marked *