April 25, 2024

Odia Express

News For Public

ମଜାଦାର୍ ଜୋକ୍ସ : ସ୍ତ୍ରୀ ସ୍ୱାମୀକୁ କହିଲା- ଶୁଣ ହୋ କାଲି ରାତିରେ ଗୋଟେ ଚୋର ଆସିଥିଲା, ଓ ମୋତେ କିସ୍ କରି ଚାଲିଗଲା ତାପରେ ସ୍ୱାମୀ ଯାହା କହିଲେ ଶୁଣିଲେ ହସି ହସି ବେଦମ ହେଇଯିବେ ଆପଣ..

1 min read

ଆଜିର ସମୟରେ ସବୁ ବ୍ୟକ୍ତି ନିଜ ଜୀବନରେ ହସ ଖୁସିରେ କଟାଇବାକୁ ଚାହେଁ , କିନ୍ତୁ ଜୀବନରେ ଏହି କର୍ମବ୍ୟସ୍ତତା ସକାଶେ କେଉଁଠି କେଉଁ ନା କେଉଁ ରୁପରେ ସେ ନିଜକୁ ଏକେଲା ଅନୁଭବ କରିବାକୁ ଲାଗେ, ନିଜ କାମ କିମ୍ବା ଚାକିରି ଚିନ୍ତା କିମ୍ବା ଅନ୍ୟ କେଉଁ ଅସୁବିଧା କାରଣରୁ ଲୋକଙ୍କ ଚେହେରାରୁ ହସ ଯେପରି ଗାୟବ ହୋଇଯାଇଛି, ହସିବା ଓ ହସାଈବା ଦ୍ୱାରା ମାନସିକ ଚିନ୍ତା ଦୁର ହୋଇଯାଏ , ତାହା ସହ ଶରୀରର ପ୍ରତିରକ୍ଷା ପ୍ରଣାଳୀ ବି ମଜବୁତ୍ ହୋଇଥାଏ , ତଥା ରୋଗ ସହ ଲଢିବାରେ ଶକ୍ତି ବି ମିଳେ , ଏହିକଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଡେରି କରିବା ନାହିଁ ଆସନ୍ତୁ ଆରମ୍ଭ କରିବା ସେହି ଜୋକ୍ସଗୁଡିକ ଉପରେ ନଜର ।

୧) ହକିମ୍- ବୋଧେ ଜହର ବ୍ୟାପିଯାଈଛି, ଗୋଡ କାଟିବାକୁ ପଡିବ , କିଛି ଦିନ ପରେ ଆଉଗୋଟେ ଗୋଡ ବି ନୀଳ ପଡିଗଲା, ଏଥିରେ ବି ବିଷ ବ୍ୟାପି ଯାଇଛି, ଏହାକୁ ବି କାଟିବାକୁ ପଡିବ,  ହକିସ୍ ରୋଗୀର ଦୁଇଟି ଗୋଡ କାଟିଦେଲା,  ଓ ନକଲି ଗୋଡ ଲଗାଇଦେଲା , ତାପରେ ନକଲି ଗୋଡ ବି ନୀଳ ପଡିଗଲା,  ହକିମ୍- ଏବେ ତୁମର ରୋଗ କଣ ମୋତେ ଜଣାପଡିଗଲା ଭାଇ ତୁମର ଲୁଙ୍ଘି କଲର୍ ବାହାରୁଛି ।

୨) ସାନ୍ତା ବାନ୍ତାର ସ୍ତ୍ରୀ ସହ ଲଫଡା ଚାଲିଥିଲା, ବାନ୍ତା ସଂନ୍ଧ୍ୟାକୁ ଯେପରି ପରିବା ନେବା ପାଇଁ ଯାଊଥିଲା ସାନ୍ତା ତାର ଘରକୁ ଆସିଲା,  ସ୍ତ୍ରୀ- ହ୍ୟାଲୋ ପ୍ରିୟେ , ଆସିଯାଅ , ସାନ୍ତା- ନାହିଁ, ତୋର ସ୍ୱାମୀ ଆସିଯିବ ଯେ , ଅଚାନକ ବାନ୍ତା ଘରକୁ ଆସିଲା,  ଓ ସ୍ତ୍ରୀକୁ ସାନ୍ତା ସହ ଦେଖିକରି କହିଲା, ସାନ୍ତା- ତୋତେ ଜଣାଅଛି କି ତୁ କଣ କରୁଛୁ, ସ୍ତ୍ରୀ-ଦେଖ ନା , ମୁଁ କହିଥିଲି କି ମୋର ସ୍ୱାମୀ ବହୁତ ସାଧାସିଧା ଲୋକ ବୋଲି, ସେ କିଛି ଜାଣିନାହାନ୍ତି ।

୩) ପ୍ରଥମ ସାଙ୍ଗ- ଭାଇ କେଉଁଠି ? ଦ୍ୱିତୀୟ ସାଙ୍ଗ- ସପିଙ୍ଗ୍ ଭାଉଜ ସହ , ପ୍ରଥମ ସାଙ୍ଗ- ଝିଅ ପଟାଇଛୁ କି ? ଦ୍ୱିତୀୟ ସାଙ୍ଗ- ନା ସାଙ୍ଗ ଭାଇର ଗାର୍ଲଫ୍ରେଣ୍ତ ଅଟେ,  ପ୍ରଥମ ସାଙ୍ଗ- ଆରେ ଏଇ ଭାଇ କିଏ ? ଦ୍ୱିତୀୟ ସାଙ୍ଗ- ତୁ ଶଳା ।

୪) ପ୍ରଥମ ସାଙ୍ଗ- ଆରେ କଣ ଚାଲୁଛି ଲାଇଫ୍ ରେ ? ଦ୍ୱିତୀୟ ସାଙ୍ଗ-ଘସ୍ଗ୍ ଫ ହ୍ଶ୍ ପ୍ରଥମ ସାଙ୍ଗ- କିଛି ବୁଝାପଡିଲା ନାହିଁ , ଦ୍ୱିତୀୟ ସାଙ୍ଗ- ହଁ ଖାଳି ସେଇଟା ଚାଲୁଛି ।

୫) ପରୀକ୍ଷା ହଲରେ – ପୁଅ- ଦ୍ୱିତୀୟ ପ୍ରଶ୍ନର ଉତ୍ତର କଣ ? ଝିଅ-ଜାଣିନି , ପୁଅ- ୫ମ ପ୍ରଶ୍ନର ଉତ୍ତର କହିଦେ , ଝିଅ- ଜାଣିନି , ପୁଅ- ୯,୧୧,୧୮,୨୨ କେଉଁଟା ବି କହିଦେ , ଝିଅ- ଏହାର ଉତ୍ତର ବି ଆସେନି ମୋତେ , ପୁଅ- ଯଦି ତୋର ୮୦ ପ୍ରତିଶତ ଆସିଲା ନା ତୋର ମର୍ଡରର ଏପିସୋଡ୍ କ୍ରାଇମ୍ ପେଟ୍ରୋଲ୍ ରେ ନିଶ୍ଚିତ ଆସିବ ।

୬) ଦୁଇ ପଣ୍ତିତଙ୍କ ମଧ୍ୟରେ ଲଢେଇ ହେଉଥିଲା, ସେମାନେ ଲଢେଇକରି ବାରେ ବହୁତ ବିଳମ୍ବ ହେଇଗଲା, ତୃତିୟ ପଣ୍ତିତ- କଣ ହେଲା , କଣପାଇଁ ଲଢେଇ କରୁଛ ? ଏକ ପଣ୍ତିତ କହିଲା- ଯେବେ ମୁଁ ରସୁଣ, ପିଆଜ୍ ଖାଉନି, ତେବେ ଏହି ଶଳା ଚିକେନ୍ କଣପାଇଁ ଦେଉଛି ।

୭) ଦୁଇ ବୟସ୍କ ଅଦାଲତରେ ଛାଡପତ୍ର ପାଇଁ ଯାଇଥିଲେ , ଜର୍ଜ ପଚାରିଲେ- ଏହି ବୟସରେ ଛାଡପତ୍ରକଣପାଇଁ ନେବାକୁ ଚାହୁଁଛନ୍ତି ? ମହିଳା କହିଲେ- ଜର୍ଜସାହେବ- ମୋର ସ୍ୱାମୀ ମୋତେ ମାନସିକ ଅତ୍ୟାଚାର କରୁଛନ୍ତି , ଜର୍ଜ ପଚାରିଲେ-କେମିତି ? ମହିଳା କହିଲେ- ତାଙ୍କର ଯେବେ ଇଚ୍ଚ୍ଛା ହେଉଛି, ମୋତେ ଶୋଦୁଛନ୍ତି , ଓ ଯେବେ ମୁଁ କହିବାକୁ ଆରମ୍ଭ କରୁଛି, ତେବେ କାନରେ ମେସିନ୍ ବାହାର କରିଦେଉଛନ୍ତି ।

୮) ନାତି- ଜେଜେବାପା ଏହି ପରିବାର ନିୟୋଜନ କଣ ହୋଇଥାଏ ? ଜେଜେବାପା- ପଳା ଏଠୁ ମୋତେ ଜଣାନାହିଁ , ନାତି- ମୋତେ ଜଣାଥିଲା ଆପଣଙ୍କୁ ଜଣାନାହିଁ,  ଯଦି ଜଣାଥାନ୍ତା ତେବେ ଆଜି ସଂମ୍ପତ୍ତିର ୬ ଖଣ୍ତ ହୋଇଥାନ୍ତା ।

୯) ଥରେ ଏକ ଟ୍ରେନରେ ଲେଖାହୋଇଥିଲାକି – ରେଲୱେ ଆପଣଙ୍କ ନିଜ ସଂମ୍ପତ୍ତି ଅଟେ, ଏକ ଚୋର ଚଢିଲା- ତେବେ ପଙ୍ଖା ବାହାର କଲା , ଓ ଲେଖିଦେଲା, ମୁଁ ଏହି ସଂମ୍ପତ୍ତିର ନିଜ ଭାଗ ନେଇଯାଉଛି,

୧୦) ସଞ୍ଜୁ-ଅଟୋରେ ଯାଉଥିଲା ଅଟୋବାଲା- ୩୦ ଟଙ୍କା ହେଲା ସାହେବ, ସଞ୍ଜୁ ଅଟୋ ବାଲାକୁ ୧୫ ଟଙ୍କା ଦେଲା< ଅଟୋବାଲା- ଏଇଟା ତ ଅଧା ଦେଲ ସାହେବ୍ , ସଞ୍ଜୁ- ହଁ ତ ତୁ ବି ବସିକି ଆସିଛୁ, ଅଧା ତୁ ଦେ ।

୧୧) ସ୍ତ୍ରୀ ଶୁଣ ହୋ, କାଲି ରାତିରେ ଗୋଟେ ଚୋର ଘରକୁ ଆସିଥିଲା, ମୋତେ କିସ୍ କରି ଚାଳିଗଲା, ସ୍ୱାମୀ-କଣ? ତୁମେ ତାକୁ ଅଟାଇଲ ନାହିଁ ? ସ୍ତ୍ରୀ- ମୁଁ ତାକୁ ଅଟକାଇବାକୁ ବହୁତ ଚେଷ୍ଟାକଲି, କହିଲା କିଛି କାମ ଅଛି କାଲି ଆଉଥରେ ଆସିବି ।

Leave a Reply

Your email address will not be published. Required fields are marked *