ସୁଗାର, କୋଲେଷ୍ଟ୍ରୋଲ, ପେଟ ରୋଗ, ଅନିଦ୍ରା ଓ ହୃଦୟ ରୋଗ ଭଳି ବଡ ବଡ ରୋଗରୁ ମୁକ୍ତ ହେବାପାଇଁ ସହଜ ଉପାୟ

9 ଦିନ କେବଳ ଅଧା ଚାମଚ ଏହାକୁ କ୍ଷୀର ରେ ଗୋଳାଇ ପିଅନ୍ତୁ ଜୀବନସାରା ସୁଗାର,କୋଲେଷ୍ଟ୍ରୋଲ, ପେଟ ରୋଗ, ଅନିଦ୍ରା ଓ ହୃଦୟ ରୋଗ ଭଳି ରୋଗରୁ ମୁକ୍ତି ପାଇବେ।ଯଦି ଏହାର ସେବନ ଲଗାତାର ୨୧ ଦିନ ପର୍ଯ୍ୟନ୍ତ କରିନେବେ ତାପରେ ଜୀବନରେ କୌଣସି ପେଟ ରୋଗ ହବ ନାହିଁ ଓ ପେଟ ସହ ସମ୍ବନ୍ଧିତ ସବୁ ରୋଗ ଠିକ ହୋଇଯିବ।ରକ୍ତ ସହିତ ଜଡିତ ସବୁ ରୋଗ ଠିକ ହୋଇଯିବ।ଆପଣଙ୍କୁ କଷ୍ଟ ର ସାମ୍ନା କରିବାକୁ ପଡିବ ନାହିଁ। ଅପଣଙ୍କ କଷ୍ଟ ସହିତ ଜଡିତ ସମସ୍ୟା ମଧ୍ୟ ଠିକ ହୋଇଯିବ।ଏହି ସାମଗ୍ରୀ ଟି ହେଉଛି ଜାଇଫଳ। ଜାଇଫଳ ହେଉଛି ଗୋଟିଏ ଲୋକପ୍ରିୟ ମସଲା ଜାତୀୟ ଖାଦ୍ୟ ଓ ଏହା ଜାଇଫଳ ଗଛରୁ ମିଳିଥାଏ।ଜାଇଫଳ ଗଛରୁ ଆମକୁ ୨ ପ୍ରକାର ଫଳ ମିଳିଥାଏ ପ୍ରଥମଟି ଜାଇଫଳ ଓ ଦ୍ୱିତୀୟଟି ଜାବିତ୍ରୀ। ଜାଇଫଳ ମଞ୍ଜି କୁ କୁହାଯାଇଥାଏ। ଏହା ବହୁତ ପ୍ରକାର ପୋଷାକ ତତ୍ୱ ରେ ଭରପୁର।ଏଥିରେ ଆଣ୍ଟି ରେମେଣ୍ଟାଲ, ଅତିସୁକ୍ଷ୍ମଜୀବରୋଧୀ,ପ୍ରତିଜାୟକ ଭଳି ତତ୍ୱ ଭରପୁର ମାତ୍ରା ରେ ରହିଥାଏ।ଏହା ଆପଣଙ୍କ ପୁରା ଶରୀରକୁ ନିରୋଗୀ ବନେଇବାରେ ସାହାଯ୍ୟ କରିଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ଅନିଦ୍ରା ରୋଗ: ଜାଇଫଳ ଅନିଦ୍ରା ଭଳି ରୋଗରୁ ମୁକ୍ତି କରିଥାଏ।୨ ସପ୍ତାହ ପର୍ଯ୍ୟନ୍ତ ଜାଇଫଳ ର ଚୂର୍ଣ୍ଣ ବ୍ୟବହାର କଲେ ଅନିଦ୍ରା ଭଳି ରୋଗରୁ ସବୁଦିନ ପାଇଁ ମୁକ୍ତି ମିଳିଥାଏ।ଅନିଦ୍ରା ଭଳି ରୋଗ ଆମ ଶରୀର ର ବିଭିନ୍ନ ରୋଗର କାରଣ ହୋଇଥାଏ।

ପେଟ ରୋଗ: ଜାଇଫଳ ର ଉପଯୋଗ ପାଚନ ତନ୍ତ୍ର କୁ ସୁଧାରିବାରେ ମଧ୍ୟ ସାହାଯ୍ୟ କରିଥାଏ।ଯଦି ଆମ ପାଚନ ତନ୍ତ୍ର କମଜୋର ହବ ଆମର ପେଟ ରୋଗ ହୋଇଥାଏ ଯାହାଫଳରେ ଆମକୁ କବଚ, ଗ୍ୟାସ ଓ ଏସିଡିଟି ଭଳି ରୋଗର ସାମନା କରିବାକୁ ପଡିଥାଏ।ଯଦି ଆମ ପାଚନ ତନ୍ତ୍ର ମଜବୁତ ହବ ଆମେ ସବୁ ପ୍ରକାର ପେଟ ରୋଗରୁ ବଂଚିତ ରହିବା।

ଆଣ୍ଠୁ, ଗଣ୍ଠି ସମସ୍ୟା:ଯଦି ଆପଣଙ୍କର ଗଣ୍ଠି ରୋଗ, ଜୋଡ ରୋଗ କିମ୍ବା ଆଣ୍ଠୁ ରୋଗ ର ସମସ୍ୟା ଅଛି ତେବେ ଜାଇଫଳ ର ଉପଯୋଗ କରିବା ଆବଶ୍ୟକ। ଜାଇଫଳ ଏଇପରି ରୋଗ ର ପ୍ରତିରୋଧ କରିବାରେ କାରିଗର ମାନାଯାଇଥାଏ ଓ ଆପଣଙ୍କୁ ଏହିଭଳି ରୋଗରୁ ମୁକ୍ତି ଦେଇଥାଏ।ଜାଇଫଳ ରେ ଏପରି ଗୁଣ ରହିଥାଏ ଯାହା ଗଣ୍ଠି ରୋଗ କୁ ଠିକ କରିଥାଏ।

ମଧୁମେୟ ରୋଗ: ମଧୁମେୟ ପାଇଁ ଜାଇଫଳ ର ବ୍ୟବହାର ବହୁତ ଅଧିକ କରାଯାଇଥାଏ।ଜାଇଫଳ ର ଅର୍ଗ ରେ ପ୍ରତିମଧୁମେୟ ଗୁଣ ମିଳିଥାଏ।ଏହି ଗୁଣ ରକ୍ତରେ ବଢୁଥିବା ଗ୍ଲୁକୋଜ କୁ ବଢିବାରୁ ରୋକିଥାଏ।ସେଥିପାଇଁ ମଧୁମେୟ ରୋଗୀଙ୍କୁ ଜାଇଫଳ ର ବ୍ୟବହାର କରିବା ଆବଶ୍ୟକ।

ଦାନ୍ତ ସମସ୍ୟା: ଦାନ୍ତ ପାଇଁ ମଧ୍ୟ ଜାଇଫଳ ର ଉପଯୋଗ କରାଯାଇଥାଏ।ଏହା ଦାନ୍ତ କୁ ମୋତି ଭଳି ଚମତ୍କାର ବନାଇଥାଏ ଓ ଦାନ୍ତ ରୋଗ ରୁ ବଞ୍ଚିବାରେ ମଧ୍ୟ ସାହାଯ୍ୟ କରିଥାଏ।

ମସ୍ତିଷ୍କ କମଜୋର: ମସ୍ତିଷ୍କ ପାଇଁ ମଧ୍ୟ ଜାଇଫଳ ଆବଶ୍ୟକ।ଯେଉଁ ଶିଶୁ ଜାଇଫଳ ସେବନ କରିଥାଏ ସେ ଅନ୍ୟ ଶିଶୁ ମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ହୋଇଥାଏ।

ଚିନ୍ତା ରୋଗ:ଯଦି ଆପଣଙ୍କୁ ଚିନ୍ତା ର ରୋଗ ହୋଇଥାଏ ତେବେ ଆପଣଙ୍କୁ ଜାଇଫଳ କୁ କ୍ଷୀରରେ ସେବନ କରିବା ଆବଶ୍ୟକ।ଯଦି ଆପଣ ଏହା କରିବେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ। ଚିନ୍ତା ହିଁ ଚିତା ର କାରଣ ହୋଇଥାଏ।

ରୋଗପ୍ରତିରୋଧକ କ୍ଷମତା: ଯେକୌଣସି ବ୍ୟକ୍ତି ପାଇଁ ତାହାର ରୋଗପ୍ରତିରୋଧକ ଶକ୍ତି ଠିକ ହେବା ବହୁତ ଜରୁରୀ ହୋଇଥାଏ।ଯଦି ଏହା ହେଇନଥାଏ ସେହି ବ୍ୟକ୍ତି ବହୁତ ଜଲ୍ଦି ରୋଗରେ ପଡିଥାଏ।ଜାଇଫଳ ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।ଯାହାଫଳରେ ଆପଣଙ୍କ ରୋଗ ସହ ଲଢ଼ିବାର ଶକ୍ତି ଅଧିକ ହୋଇଥାଏ ଓ ଆପଣ ବହୁତ ପ୍ରକାର ରୋଗ ରୁ ବଂଚିତ ରହିବେ।

କୋଲେଷ୍ଟ୍ରୋଲ: କୋଲେଷ୍ଟ୍ରୋଲ ବଢିବାଦ୍ୱାର ବିଭିନ୍ନ ପ୍ରକାର ରୋଗର ସମସ୍ୟା ର କାରଣ ହୋଇଥାଏ ଯେପରିକି ହୃଦୟ ଆକ୍ରମଣ କିମ୍ବା ଷ୍ଟ୍ରୋକ ଆସିଥାଏ।ଏହିଭଳି ସମସ୍ୟା ରେ ଜାଇଫଳ ର ସେବନ ବଢୁଥିବା କୋଲେଷ୍ଟ୍ରୋଲ କୁ କମାଇବାରେ ସାହାଯ୍ୟ କରିଥାଏ।ଯଦି ଆପଣଙ୍କ କୋଲେଷ୍ଟ୍ରୋଲ ର ମାତ୍ରା ଠିକ ରହିବ ଆପଣଙ୍କୁ ହୃଦୟ ଆକ୍ରମଣ ର ଭୟ ରହିବ ନାହିଁ। ଆପଣଙ୍କ ପୁରା ଶରୀର ର ରକ୍ତ ସଫା ରହିଥାଏ।ଯଦି ରକ୍ତ ସଫା ରହିଥାଏ ଅପଣଙ୍କ ହୃଦଯ ମଧ୍ୟ ଠିକ ରହିଥାଏ ଓ କୋଲେଷ୍ଟ୍ରୋଲ ର ମାତ୍ରା ମଧ୍ୟ ଠିକ ରହିଥାଏ।

ଓଜନ କମାଇବା: ଯଦି ଆପଣ ଖାଇବା ପିଇବା ଉପରେ ଧ୍ୟାନ ଦେବେ ଓ ଜାଇଫଳ ର ସେବନ କରିବେ ଅପଣଙ୍କ ଓଜନ କମିଥାଏ।

Leave a Reply

Your email address will not be published. Required fields are marked *