March 22, 2024

Odia Express

News For Public

ଫଟା ଏବଂ ଶୁଖିଲା ଗୋଇଠିକୁ ପୁଣି ସୁନ୍ଦର ଏବଂ କୋମଳ ବନାନ୍ତୁ – ଥରେ ବ୍ୟବହାର କଲେ ଆଉ ଜୀବନସାରା ଗୋଡ ଫାଟିବ ନାହିଁ…

ସହିତ ଋତୁ ଆସିଲେ ହି ଗୋଇଠି ଫାଟି ଥାଏ।କାରଣ ଥଣ୍ଡା ଋତୁରେ ଆମେ ପାଣି କମ ପିଇଥାଉ।ଆଉ ପାଣି କମ ପିଇଲେ ଗୋଇଠି ଫାଟିଥାଏ।ଏହା ଦ୍ୱାରା ଆମ ଶରୀରରେ ଶୁଖିଲା ପଣ ଆସି ଥାଏ ଏବଂ ଆମ ଗୋଇଠି ଫାଟିଥାଏ। ଏହି ଘରୋଇ ଉପଚାର ପାଇଁ ନିଅନ୍ତୁ କଞ୍ଚା ଆଳୁମପ୍ରଥମେ ଆଲୁର ଚୋପା ଛଡେଇଦିଅନ୍ତୁ।ଏହା କରବା ପରେ ଆଳୁ ର ରସ ବାହାର କରି ଦିଅନ୍ତୁ।ଆଳୁ ରସ ଆମ ଫଡ ଗୋଇଠିକୁ ଭରିବା ପାଇଁ ବହୁତ କାମ କରିଥାଏ।ଏହା ସହିତ ପାଦର ତ୍ୱଚାରେ ବହୁତ ଚମକ ଆସିଥାଏ।ଖାଲି ପାଦରେ ଚାଲିବ କାରଣରୁ ଗୋଇଠି ଶକ୍ତ ହୋଇ ଯାଇଥାଏ। ଧୂଳି ମାଟି କାରଣରୁ ଗୋଇଠି ଶକ୍ତ ହୋଇ ଯାଇଥାଏ। ତାପରେ ଗୋଇଠି ଫାଟିକି ସେଥିରୁ ରକ୍ତ ବାହାରି ଥାଏ।

ଆମେ ଆମର ଚେହେରାର ଧ୍ୟାନ ରଖି ଥାଉ କିନ୍ତୁ ଗୋଇଠିର ଧ୍ୟାନ ରଖି ନଥାଉ। ଏଠି ପାଇଁ ପଦର ଧ୍ୟାନ ରଖିବା ଉଚିତ। ଏହି ଆଳୁ ଆପଣଙ୍କର ଗୋଇଠି ଠିକ କରିବା ସହିତ ତ୍ୱଚାକୁ ଚମକ ଦେବମ ଆପଣ ଏହାର ରସ କୌଣସି ଛଣାରେ ଢାଳି ବାହାର କରି ପାରିବେ।କୌଣସି ପତଳା କପଡ଼ାରେ ଆଳୁ ରସ ବାହାର କରି ପାରିବେ। ଏହି ରସ ବହୁତ ଫାଇଦା ଦେଇ ଥାଏ ଚେହେରାରେ ଥିବା ଦାଗକୁ ମଧ୍ୟ କମେଇ ଦେଇ ଥାଏମଯଦି ଆପଣ ଆଳୁ ରସ ପୁରା ଚେହେରାରେ ଲାଗେଇବେ ତାହେଲେ ପୁରା ଚେହେରା ଚମକି ଉଠିବ ଏବଂ ଫଟା ଗୋଇଠି ପାଇଁ ତା ଏହା ବହୁତ ଫାଇଦା ଦେଇଥାଏ।ହାତରେ ଦବେଇକି ଆପଣ ଏହାର ରସ ବାହାର କରି ପାରିବେ।

ଏହି ରସକୁ ଗୋଟିଏ ଅଲଗା ତଟିଆରେ ନିଅନ୍ତୁ।ଆପଣ ଏହା ବ୍ୟବହାର କରି ଦେଖି ପାରିବେ ପାଦର ତ୍ୱଚା ପୁରା ସଫା ଏବଂ କୋମଳ ହେଇ ଯିବ।ଆପଣ ଏହି ଘରୋଇ ଉପଚାରକୁ ବନେଇକି ରଖି ପାରିବେ କିନ୍ତୁ ଏହାକୁ ଫ୍ରିଜରେ ରଖିବାକୁ ପଡିବ।ଏହା ପରେ ଆଳୁ ରସରେ ଆଉ ଗୋଟିଏ ଜିନିଷ ମିଶିବା ତାହା ହେଉଛି ଲେମ୍ବୁ ରସ।ଏହା ଆମ ତ୍ୱଚାରେ ଉଜଳତା ଆଣିଥାଏ।ଯେତେବେଳେ ଆମେ ଆଳୁ ରସ ସହିତ ଲେମ୍ବୁ ରସ ମିଶେଇ ଥାଉ ଏହା ସେତେବେଳେ ବହୁତ ଆବଶ୍ୟକତା ଜିନିଷ ବନି ଯାଇ ଥାଏ। ଲେମ୍ବୁକୁ ଆଳୁ ରସରେ ଚୁପୁଡି ଦିଅନ୍ତୁ।

ଏହି ଦୁଇଟି ଜିନିଷ ଭଲ ଭାବରେ ମିଶେଇ ଦିଅନ୍ତୁ।ତାପରେ ଏଥିରେ ମିଶାନ୍ତୁ ପେଷ୍ଟ।ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ ତାପରେ ଏହା ପ୍ରସ୍ତୁତ ହୋଇ ଯାଇଛି ଏହାକୁ ମାସେଜ କଲା ପରି ଲଗାନ୍ତୁ। ପୁରା ପାଦରେ ଏହାକୁ ଲଗାନ୍ତୁ। ଏହି ପରି ଭାବେ ଆପଣ ଏହାକୁ ଲଗାନ୍ତୁ ପୁରା ପାଦରେ ରାତିରେ ଦେଖିବେ ଆପଣଙ୍କ ପାଦ ଠିକ ହେଇ ଯିବ ଚମକି ଉଠିବ। ଏବଂ ଗୋଇଠି ଫାଟିବା ମଧ୍ୟ ଠିକ ହେଇ ଯିବ।ଆମ ପରି କୋମଳ ହୋଇ ଯିବ ଏବଂ ଚମକି ଉଠିବ।ଯଦି ଆପଣ ଆଳୁ ରସ ପୁରା ଚେହେରାରେ ଲାଗେଇବେ ତାହେଲେ ପୁରା ଚେହେରା ଚମକି ଉଠିବ ଏବଂ ଫଟା ଗୋଇଠି ପାଇଁ ତା ଏହା ବହୁତ ଫାଇଦା ଦେଇ ଥାଏ ।ହାତରେ ଦବେଇକି ଆପଣ ଏହାର ରସ ବାହାର କରି ପାରିବେ।

Leave a Reply

Your email address will not be published. Required fields are marked *