March 25, 2024

Odia Express

News For Public

ମଶା ମାନଙ୍କ କବଳରୁ ମୁକ୍ତି ପାଇବାର ତରିକା – ଏହି ଉପାୟ କଲେ ଆପଣଙ୍କ ଘରଠାରୁ ୨୦୦ ମିଟର ଦୂର ରେ ମଶା ରହିବେ..

ସମସ୍ତ ବ୍ୟକ୍ତି ଏକ ସୁସ୍ଥ ଜୀବନ ଓ ସୁସ୍ଥ ପରିବେଶର ପ୍ରୟୋଜନୀୟତା ରଖିଥାନ୍ତି।ପ୍ରଥମତଃ ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି ସେମାନଙ୍କ ଘର ସର୍ବଦା ପରିଷ୍କାର ଓ ପରିଚ୍ଛନ୍ନ ରହୁ।ଓ ସେମାନଙ୍କ ଘରର ସମସ୍ତ ଆସବାବପତ୍ର ମଧ୍ୟ ପରିଷ୍କାର ଓ ସୁରକ୍ଷିତ ରହୁ।ସମସ୍ତେ ଏଥିପ୍ରତି ସଚେତନ ରହିବା ମଧ୍ୟ ଅପରିହାର୍ଯ୍ୟ।ଘରର ସମସ୍ତ ଜିନିଷକୁ ପରିଷ୍କାର ରଖିବା ଓ ତାହାର ଉପଯୁକ୍ତ ଯତ୍ନ ନେବା ମନ ଭିତରେ ସକାରାତ୍ମକ ଚିନ୍ତାଧାରାକୁ ଉଦ୍ରେକ କରିଥାଏ।

ତେଣୁ ଏସବୁ ପ୍ରତି ଯତ୍ନଶୀଳ ହେବା ବହୁତ ଭଲ ଗୁଣ ଅଟେ।ହେଲେ କେତେକ ଲୋକ ଏସବୁକୁ ଧ୍ୟାନ ଦିଅନ୍ତି ନାହିଁ।ଓ ଅନେକ କ୍ଷେତ୍ରରେ କେତେକ କୀଟ ପଟଙ୍ଗ ଓ ଛୋଟ ଛୋଟ ପ୍ରାଣୀ ଏସବୁରେ ବ୍ୟତିକ୍ରମ ସୃଷ୍ଟି କରିଥାନ୍ତି।ଯାହାକି ବହୁତ ମ୍ରିୟମାଣ ଜନକ ହୋଇଥାଏ ଓ ଚିଡି ଲାଗିଥାଏ।ଏସବୁ ପ୍ରଣୀ ଘରର ଜିନିଷ ପତ୍ର ଆଦିକୁ ନଷ୍ଟ କରିଦିଅନ୍ତି ଓ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାନ୍ତି।ଓ ପରିବେଶକୁ ଅସୁନ୍ଦର କରିଥାନ୍ତି।ମଣିଷକୁ କାମୁଡ଼ିକି ମାରାତ୍ମକ ରୋଗ ସୃଷ୍ଟିର କାରଣ ହୋଇଥାନ୍ତି।

ସେସବୁ ପ୍ରାଣୀ ମାନଙ୍କ ମଧ୍ୟରେ ମୂଷା, ବେଙ୍ଗ, ମଶା,ଅସରପା ଇତ୍ୟାଦି ଘରେ ବହୁତ ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି।ଘରର ଜିନିଷ ପତ୍ରକୁ ନଷ୍ଟ କରିବା ସହିତ ଖାଦ୍ୟପେୟରେ ମଧ୍ୟ ଅଶାନ୍ତି ସୃଷ୍ଟି କରିଥାନ୍ତି।ସେସବୁ ପ୍ରାଣୀଙ୍କ ମଧ୍ୟରେ ମଶା ଅନ୍ୟତମ।ପ୍ରାୟ ସମସ୍ତଙ୍କ ଘରେ ମଶାର ଉପଦ୍ରବ ଏକ ପ୍ରଧାନ ସମସ୍ୟା ରୂପେ ପରିଚିତ।ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏଥିରୁ ମୁକ୍ତି ପାଇବାକୁ ଚାହାନ୍ତି।ନିମ୍ନରେ ଏହାର ଏକ ସରଳ ଉପାୟ ବର୍ଣ୍ଣନା କରାଯାଇଛି।ଯାହାକି ଆପଣଙ୍କୁ ମଶା ମାନଙ୍କ ଉପଦ୍ରବରୁ ରକ୍ଷା କରିପାରିବ।

ଏକ ପାତ୍ରରେ କିଛି ଲୀମ୍ବ ତେଲ, କର୍ପୁର ନେବା।ଏହାକୁ ଭଲ ଭାବରେ ଗୋଳାଇ ତେଜ ପତ୍ରରେ ଲଗାଇବା।ଓ ଏହାକୁ ଜଳାଇବା।ଏହାର ଧୂଆଁର ପ୍ରଭାବରେ ଘରେ ଗୋଟେ ବି ମଶା ରହିବେନି।ଏହା ବହୁତ ଉପକାରୀ ଅଟେ।

ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ତେଣୁ ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ଓ ଫଳପ୍ରଦ ହେବ।ଓ ଆପଣ ମାନେ ଆପଣଙ୍କ ଘରକୁ ମଶା ମାନଙ୍କ ଉପଦ୍ରବରୁ ରକ୍ଷା କରିପାରିବେ।ଓ ଆପଣଙ୍କ ଘରର ପରିବେଶକୁ ସ୍ୱାସ୍ଥ୍ୟକର ଓ ସୁନ୍ଦର କରି ଗଢି ତୋଳିବେ।ବଜାରରୁ ପଇସା ବ୍ୟୟ କରି ମଶା ଔଷଧ ଆଣିବା ଅପେକ୍ଷା ଏପରି ସରଳ ତଥା ଘରୋଇ ଉପାୟରେ ଆପଣ ମଶା ମାନଙ୍କ ଉପଦ୍ରବରୁ ରକ୍ଷା ପାଇ ପାରିବେ।

Leave a Reply

Your email address will not be published. Required fields are marked *