April 18, 2024

Odia Express

News For Public

ନିଦ୍ରା ହେଉନଥିଲେ ଏହି ଉପାୟର ବ୍ୟବହାର କରନ୍ତୁ – ରାତିରେ ଶୋଉ ଶୋଉ ଆସିବା ଜୋର ନିଦ – ଅନିଦ୍ରା ର ଶିକାର ହେବାକୁ ପଡିବ ନାହିଁ..

ସାଙ୍ଗମାନେ ଆଜିର ଏହି ପାରଗ୍ରାଫରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯଦି ଆପଣଙ୍କୁ ରାତିରେ ନିଦ ହୁଏନାହିଁ।ଯଦି ନିଦ ଆସେ ତେବେ ଅଧଘଣ୍ଟା କିମ୍ବା ଏକ ଘଣ୍ଟା ମଧ୍ୟରେ ନିଦ ଭାଙ୍ଗିଯାଏ କିମ୍ବା ଆପଣଙ୍କ ଆଖି ଖୋଲିଯାଏ ତେବେ ଆଜିର ଏହି ପାରଗ୍ରାଫରେ ଆମେ ବତାଉଥିବା ତଥ୍ୟ ଜାଣିବାପରେ ଆପଣ ପୁରା ରାତି ଭଲ ନିଦରେ ଶୋଇପାରିବେ।କେବଳ ଏତିକି ନୁହେଁ ଏହା ୧ବର୍ଷ ଛୁଆ ଠାରୁ ଆରମ୍ଭକରି ବୃଦ୍ଧ ବ୍ୟକ୍ତିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବ୍ୟବହାର କରିପାରିବେ।

ଆମେ ମଧ୍ୟ ନିଜେ ଏହାକୁ ପ୍ରୟୋଗ କରିଦେଖିଛୁ।ଆମେ ଆପଣଙ୍କ ବେଶି ସମୟ ନେବୁ ନାହିଁ ସିଧାସଳଖ ଆପଣଙ୍କୁ ତଥ୍ୟ ବତାଇବୁ।ଏହାର ବ୍ୟବହାର ନିଶ୍ଚିତ କରନ୍ତୁ ଏବଂ କଣ ଫଳ ମିଳୁଛି ଦେଖନ୍ତୁ।ସର୍ଵପ୍ରଥମେ ଆପଣଙ୍କୁ ଏକରୁ ଦୁଇ ଚାମଚ କ୍ଷୀର ନେବାର ଅଛି।ଆପଣ କ୍ଷୀର ଗାଈର କିମ୍ବା ମଇଁଷିର ନେଇପାରିବେ।ଏବଂ ମନେରଖନ୍ତୁ ଆପଣଙ୍କୁ ଥଣ୍ଡା କ୍ଷୀର ନେବାର ଅଛି।ସାଧାରଣ ତାପମାତ୍ରାରେ ଥିବା କ୍ଷୀର ନେବାର ଅଛି।କ୍ଷୀର ନେବାପରେ ଆପଣଙ୍କୁ ନେବାର ଅଛି ଜାଇଫଳ।ଜାଇଫଳ ଆପଣଙ୍କ ଘରେ ମିଳିଯାଇଥାଏ।ଯଦି ଘରେ ମିଳିନଥାଏ ତେବେ ଆପଣ ବଜାରକୁ ଯାଇ ଏହାକୁ ଆଣିପାରିବେ।

ଏହାପରେ ଜାଇଫଳର ଉପରେଥିବା ଚୋପାକୁ କାଢିଦିଅନ୍ତୁ।ଏହାର ଚୋପାର ଏଥିରେ କୌଣସି କାମ ନଥାଏ।ଜାଇଫଳର ଯେଉଁ ଭାଗ ଚୋପା ଭିତରେ ଥାଏ ସେହିଭାଗହିଁ ବ୍ୟବହାର କରନ୍ତୁ।ଆପଣ ଏହାକୁ ନେଇ ଭଲଭାବେ ପେଷି ଗୁଣ୍ଡ କରିଦିଅନ୍ତୁ ଏହାଦ୍ୱାରା ଏହାର ଏକ ଭଲ ପାଉଡର ତିଆରି ହୋଇଯିବ।

ଗୁଣ୍ଡ ହୋଇଯିବାପରେ ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବାର ଅଛି।ଏବଂ କେଉଁ ବୟସ ଅନୁସାରେ ଆପଣଂକୁ କେତେ ମାତ୍ରାରେ ଏହାର ବ୍ୟବହାର କରିବାର ଅଛି?ଯଦି ଅପଣଙ୍କ ବୟସ ୧୫ରୁ ୨୦ବର୍ଷର ହୋଇଥାଏ ତେବେ ଆପଣଙ୍କୁ ଅଧା ଚାମଚ ଯାହାକି ତିନିରୁ ଚାରି ଚିମୁଟା ହୋଇଥାଏ ବ୍ୟବହାର କରିବା ଉଚିତ।ଏହାକୁ ନେଇଥିବା କ୍ଷୀରରେ ମିଳାଇଦିଅନ୍ତୁ।ଏହାକୁ ମିଳାଇଦେବାପରେ ରାତିରେ ଶୋଇବା ଏକଘଣ୍ଟା ପୂର୍ବରୁ ଏହାକୁ ନେବାର ଅଛି।ମିଳାଇବାପରେ ତିନିରୁ ଚାରି ଚାମଚ ଆପଣଙ୍କୁ ନେବାର ଅଛି।ଯଦି ଆପଣ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଏହାକୁ ନେଉଛନ୍ତି ତେବେ ଆପଣଙ୍କୁ ଏକରୁ ଦେଢ଼ ଘଣ୍ଟା ମଧ୍ୟରେ ନିଦ୍ରା ଆସିଯାଇଥାଏ।

ଯଦି ଆପଣଙ୍କ ପିଲା ଏକରୁ ଦଶବର୍ଷ ବୟସ ମଧ୍ୟରେ ହୋଇଥାଏ ତେବେ କେତେ ପରିମାଣରେ ନେବା ଉଚିତ?କ୍ଷୀର ନେବା ପରେ ଆପଣଙ୍କୁ ଏକ ଚିମୁଟା ପର୍ଯ୍ୟନ୍ତ ଜାଇଫଳ ପାଉଡର ନେବାର ଅଛି।ଏହାକୁ ନିଶ୍ଚିତ ବ୍ୟବହାର କରିଦେଖାନ୍ତୁ ଏହା ଅପଣଙ୍କ ନିଦ୍ରା ନହେବା ଅସୁବିଧାକୁ ଦୂର କରିଦେଇଥାଏ।ଏହାକୁ ଆମେ ନିଜେ ମଧ୍ୟ ବ୍ୟବହାର କରି ଦେଖିଛୁ।ଏହା ୧୦୦ ପ୍ରତିଶତ କାମ କାର୍ଯ୍ୟକାରୀ ଅଟେ।

Leave a Reply

Your email address will not be published. Required fields are marked *