April 16, 2024

Odia Express

News For Public

ସପ୍ତାହରେ ଏହି ଦିନ ଯଦି ଦେଖାଯାଆନ୍ତି କିନ୍ନର ତ ଏହା କରିବେ ଆପଣଙ୍କ ପାଇଁ ଶୁଭ ହେବ ଓ ସର୍ବଦା ଧନବାନ ରହିବେ

ସାଙ୍ଗ ମାନେ ସମାଜର ମୁଖ୍ୟ ଧାରାରେ ଯୋଡି ହେବା ପାଇଁ ସଂଘର୍ଷ କରୁଥିବା ଏକ ସମୁଦାୟର କାହାଣୀ ବହୁତ ବିଚିତ୍ର ହୋଇଥାଏ।ଲୋକ ଏମାନଙ୍କୁ କୁଣ୍ଢାଇ ଥାଆନ୍ତି ଓ ଧିକାର ମଧ୍ୟ କରିଥାନ୍ତି।ଆପଣ ଜାଣି ଚକିତ ହେବେ ଯେ କିନ୍ନର ଶ୍ରେଣୀ ଲୋକମାନଙ୍କୁ ଏକ ଦେବୀ କୃପା ପ୍ରାପ୍ତ ହୋଇଥାଏ।ତାଙ୍କ ସହିତ ଆପଣଙ୍କ ମିଶିବା ଆପଣଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିଦେଇଥାଏ।ଗୋଟିଏ ଛୋଟ ଚେଷ୍ଟା ଆପଣଙ୍କ ଜୀବନକୁ ଖୁସି କରିପାରେ।ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନର ଲହରୀ ଆସିପାରେ।ଆପଣ ସର୍ବଦା ଧନବାନ ଓ ନିରୋଗ ଓ ସୁଖପ୍ରଦ ଜୀବନ ଯାପନ କରିପାରିବେ।

କିନ୍ନର ଶ୍ରେଣୀ ଲୋକଙ୍କ ଉତ୍ପତ୍ତି ଭଗବାନ ଶିବଙ୍କୁ ଦିଆଯାଏ।ଏମାନଙ୍କ ପ୍ରାର୍ଥନା ଓ ଆଶୀର୍ବାଦରେ ଏପରି ଶକ୍ତି ଥାଏ ଯେ ଯାହା ଅପଙ୍କ ଜୀବନକୁ ଖୁସି କରିପାରେ।ଆଜି ବି ଅସଲି କିନ୍ନରଙ୍କ ଆଶୀର୍ବାଦ ଲୋକଙ୍କ କାମରେ ଆସିଥାଏ।ଶିବ ପୁରାଣ ଅନୁସାରେ କିନ୍ନର ମାନଙ୍କ ଉତ୍ପତିର ଶ୍ରେୟ ଭଗବାନ ଶିବ ହୋଇଥାନ୍ତି। ବ୍ରହ୍ମା ନିଜ ଯୋଗଶକ୍ତି ବଳରେ ପୁରୁଷ ମାନଙ୍କ ଉତ୍ପତ୍ତି କରିବା ଆରମ୍ଭ କଲେ। ଭଗବାନ ଶିବ ବ୍ରହ୍ମାଙ୍କ ଅନୁରୋଧ କ୍ରମେ ନାରୀ ରୂପ ପ୍ରକଟ କଲେ ଓ ଅର୍ଦ୍ଧନାରିଶ୍ୱର ରୂପ ଧାରଣ କଲେ।ଏହିଠାରୁ କିନ୍ନର ମାନଙ୍କ ଉତ୍ପତ୍ତି ଆରମ୍ଭ ହେଲା।

ଯେବେ ମୃତ୍ୟୁ ଲୋକ ଅସ୍ତିତ୍ୱକୁ ଆସିଲା ସେବେ କିନ୍ନର ମାନେ ମଧ୍ୟ ଆସିଲେ।ଏହାର ଆଲୋଚନା ପୁରୁଣା କଥା ମାନଙ୍କରେ ମଧ୍ୟ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହ ନପୁଂସକ ଅଟନ୍ତି।ଏହା କିନ୍ନର ମାନଙ୍କ ବାସ ବୋଲି ଧରାଯାଏ।ଏମାନଙ୍କ ସଂପର୍କ ବୁଧଙ୍କ ସହ ହୁଏ।ଯଦି ଆପଣ ବୁଧବାର କିନ୍ନର ଦେଖନ୍ତି ତ ନିଶ୍ଚିତ ଧନ ଦିଅନ୍ତୁ।ଯଦି ଆପଣଙ୍କ ଉପରେ ପ୍ରସନ୍ନ ହୋଇକାରି ସେମାନେ ଆପଣଙ୍କୁ କଏନ ଦିଅନ୍ତି ତ ଏହାକୁ ମନା କରନ୍ତୁ ନାହିଁ।ଏହାକୁ ନିଜ ଉଜ୍ଜଳ ଭବିଷ୍ୟତ ବୋଲି ମାନନ୍ତୁ ଓ ଏହାକୁ ନେଇ କ୍ୟାସବକ୍ସ ରେ ରଖିଦୀଅନ୍ତୁ।

ଏମିତି କୁହାଯାଏ କି କିନ୍ନର ମାନଙ୍କୁ ଅଲଗା ପ୍ରକାରର ଉପହାର ଦେବ ଦ୍ଵାରା ଜାତକ ସମସ୍ୟା ଦୂର ହୋଇଥାଏ।କିନ୍ନର ମାନଙ୍କୁ ସବୁଜ ଚୁଡ଼ି ଉପହାର ଦେବା ଦ୍ଵାରା ଆପଣଙ୍କ ବ୍ୟାପାରରେ ବହୁତ ଉନ୍ନତି ଘଟିବ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିନ୍ନର ମାନଙ୍କୁ ସବୁଜ ରଙ୍ଗର ବସ୍ତ୍ର ବା ମେହେନ୍ଦି ଦେବା ଶୁଭ ଫଳଦାୟୀ ହୋଇଥାଏ।ତାଙ୍କୁ ଭୋଜନ ଦେବା ଦ୍ଵାରା ଜାତକରେ ଅନ୍ନ ଓ ଧନର ବୃଦ୍ଧି ହୋଇଥାଏ।ବୁଧ ଗ୍ରହ ସହ ଜଡ଼ିତ କିନ୍ନର ମାନଙ୍କୁ ବୁଧବାର ଦିନ ଦେଖିଲେ ତାଙ୍କୁ ନିଜ କମାଇ ରୁ କିଛି ପଇସା ଦାନ ସ୍ୱରୂପ ଦିଅନ୍ତୁ।ଏହାଦ୍ବାରା ଆପଣଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିବ।

Leave a Reply

Your email address will not be published. Required fields are marked *