April 12, 2024

Odia Express

News For Public

ନିଜ ରାଶି ଅନୁସାରେ ଜାଣନ୍ତୁ କିପରି ହେବେ ଆପଣଙ୍କ ଶାଶୁ – ଏହି ରାଶି ଗୁଡିକ ଏହି କ୍ଷେତ୍ର ରେ ଭାଗ୍ୟବାନ ହେଇଥାନ୍ତି..

1 min read

ସାଙ୍ଗମାନେ ଜଣେ ଝିଅର ମନରେ ବିବାହ ସହ ଯୋଡିଥିବା ବହୁତ ପ୍ରଶ୍ନ ରହିଥାଏ।ସେଥି ମଧ୍ୟରୁ ଏକ ବିଶେଷ ପ୍ରଶ୍ନ ସସୁରଘର ଖାସକରି ନିଜ ଶାଶୁଙ୍କୁ ନେଇ ହୋଇଥାଏ।ସେମାନେ ଏହି ଚିନ୍ତାରେ ରହିଥାନ୍ତି କି ତାଙ୍କର ହେବାକୁ ଯାଉଥିବା ଶାଶୁଙ୍କ ବ୍ୟବହାର କିପରି ହୋଇଥିବ ଏବଂ ତାଙ୍କ ସହ ଏମାନଙ୍କ ରିସ୍ତା କିପରି ରହିବ।ଏହା ବହୁତ କମ ଶୁଣିବାକୁ ଆସିଥାଏ କି ଶାଶୁ ଏବଂ ବୋହୁ ମଧ୍ୟ ସବୁ ଠିକ ଅଛି ବୋଲି ନହେଲେ ଶାଶୁବୋହୂର ଝଗଡା ତ ବହୁତ ସାଧାରଣ ଅଟେ।ଯଦି ଆପଣ ବି ଏହି ପ୍ରଶ୍ନକୁ ନେଇକରି ଚିନ୍ତିତ ଅଛନ୍ତି କି ଆପଣଙ୍କ ହେବାକୁ ଯାଉଥିବା ଶାଶୁ କିପରି ହୋଇଥାଏ ତାହେଲେ ନିଜ ରାଶି ଅନୁସାରେ ତାହାର ଉତ୍ତର ଜାଣନ୍ତୁ।ତ ଆସନ୍ତୁ ଜାଣିବା।

ପ୍ରଥମ ହେଉଛି ମେଷ ରାଶି:-ଏହି ରାଶିର ଝିଅମାନଙ୍କର ଶାଶୁ ବହୁତ ଚତୁର ହୋଇଥାନ୍ତି।ସେମାନେ ନିଜ ବୋହୂକୁ କୌଣସିବି କାମରେ ଦଖଲ ଦେବାକୁ ଦିଅନ୍ତି ନାହିଁ।

ଦ୍ୱିତୀୟ ହେଉଛି ବୃଷ ରାଶି:-ଏହି ରାଶିର ଝିଅଙ୍କର ଶାଶୁ ଟିକେ ମୁଡ଼ି ହୋଇଥାନ୍ତି।ଏମାନଙ୍କ ଶଶୁର ମୁଡ ଟିକେ ଉଚ୍ଚା ନିଚ୍ଚ ହୋଇଥାଏ।ଏମାନଙ୍କ ମୁଡ କେବେ ବଦଳିଯିବ ଏହାର ଆଭାସ କାହାକୁ ହୋଇନଥାଏ।

ତୃତୀୟ ହେଉଛି ମିଥୁନ ରାଶି:-ଏହି ରାଶିର ଝିଅମାନଙ୍କୁ ଏମିତି ଶାଶୁ ମିଳିଥାଏ ଯାହାର ସ୍ଵଭାଵ ଖଟାମିଠା ରହିଥାଏ।ଏମାନଙ୍କ ଶାଶୁ ବହୁତ ବୁଝିସୁଝି କାମ କରିଥାନ୍ତି।

ଚତୁର୍ଥ ହେଉଛି କର୍କଟ ରାଶି:-ଏହି ରାଶିର ଝିଅଙ୍କର ମୁକାବିଲା ନିଜ ଶାଶୁଙ୍କ ସହିତ ଲାଗି ରହିଥାଏ କାରଣ ଏମାନଙ୍କ ଶାଶୁ ବହୁତ ଅଧିକ ଫେସନ ହୋଇଥାନ୍ତି।

ପଞ୍ଚମ ହେଉଛି ସିଂହ ରାଶି:-ଏହି ରାଶିର ଝିଅଙ୍କର ଶାଶୁ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି କିନ୍ତୁ ଏହା ସତ୍ତ୍ୱେ ଆପଣଙ୍କ ସହ ଏମାନଙ୍କ ବ୍ୟବହାର ଏବଂ ଜୀବନଶୈଳୀ ମେଳ ଖାଇନଥାଏ।

ଷଷ୍ଠ ହେଉଛି କନ୍ୟା ରାଶି:-ଏହି ରାଶିର ଝିଅଙ୍କର ନିଜ ଶାଶୁମାନଙ୍କ ସହିତ ବହୁତ ପଡ଼ିଥାଏ।ଏମାନେ ପରସ୍ପରକୁ ବହୁତ ଭଲ ଭାବରେ ବୁଝିପାରିଥାନ୍ତି।

ସପ୍ତମ ହେଉଛି ତୁଳା ରାଶି:-ଏହି ରାଶିର ଝିଅମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି।ଏମାନଙ୍କ ଶାଶୁ ଆଜାଦ ଭାବନା ବାଲି ହୋଇଥାନ୍ତି ଏବଂ ଶାଶୁବୋହୂ ଦୁହିଁଙ୍କର ଭାବନା ଗୋଟେପ୍ରକାରର ହୋଇଥାଏ।

ଅଷ୍ଟମ ହେଉଛି ବିଚ୍ଛା ରାଶି:-ଏହି ରାଶିର ଝିଅମାନଙ୍କୁ ଟିକେ ଅସୁବିଧା ହୋଇପାରେ କାରଣ ଏମାନଙ୍କୁ ଏପରି ଶାଶୁ ମିଳିଥାଏ ଯିଏ ଘରେ ହୁକୁମ ଚଳାଇଥାଏ।

ନବମ ହେଉଛି ଧନୁ ରାଶି:-ଏହି ରାଶିର ଝିଅଙ୍କର ଶାଶୁ ବହୁତ ଦେଖେଇ ହୋଇଥାନ୍ତି।ଏହାସହିତ ଏମାନଙ୍କୁ ସବୁକିଛି ନିଜ ନିୟନ୍ତ୍ରଣରେ ରଖିବା ଭଲ ଲାଗିଥାଏ।

ଦଶମ ହେଉଛି ମକର ରାଶି:-ଏହି ରାଶିର ଝିଅଙ୍କର ଭାଗ୍ୟ ନିଜ ଶାଶୁ କ୍ଷେତ୍ରରେ ଭଲ ହୋଇଥାଏ।ଏମାନଙ୍କ ଶାଶୁଙ୍କ ବ୍ୟବହାର ଏବଂ ସ୍ଵଭାଵ ଠିକ ରହିଥାଏ।ଶାଶୁବୋହୂଙ୍କ ନିଜ ମଧ୍ୟରେ ଭଲ ପଡ଼ିଥାଏ।

ଏକାଦଶ ହେଉଛି କୁମ୍ଭ ରାଶି:-ଏହି ରାଶିର ଝିଅମାନଙ୍କୁ ସାବଧାନ ରହିବା ଉଚିତ କାରଣ ଏମାନଙ୍କ ଶାଶୁ ରାଜନୀତି କରିବାରେ ବହୁତ ନିପୁଣ ହୋଇଥାନ୍ତି।ତାଙ୍କ ସହ ପଙ୍ଗା ନେବା ଭାରି ପଡିପାରେ।

ଦ୍ୱାଦଶ ହେଉଛି ମୀନ ରାଶି:-ଏହି ରାଶିର ଝିଅମାନଙ୍କୁ ଶାଶୁ ବହୁତ ଭଲ ମିଳିପାରେ ଅଥବା ଆପଣଙ୍କର ଅପଣଙ୍କ ଶାଶୁ ସହ ରିସ୍ତା ବହୁତ ଭଲ ରହିବ।

Leave a Reply

Your email address will not be published. Required fields are marked *