April 25, 2024

Odia Express

News For Public

ବାଛନ୍ତୁ ଏକ ପର ଏବଂ ଜଣାନ୍ତୁ ଆପଣ ଯାହାକୁ ଭଲ ପାଉଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବନ୍ତି…

ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ କଥା ହେବା ଆପଣ ଯାହାକୁ ଭଲପାଉଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବନ୍ତି?ଆପଣ ଯଦି ଏହାକୁ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଠିକ ଚୟନ କରିବାକୁ ପଡିବ।ଏଥିପାଇଁ ଆପଣ ଯେଉଁ ବ୍ୟକ୍ତି ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେହି ବ୍ୟକ୍ତି ବିଷୟରେ ଆଖି ବନ୍ଦ କରି ଭାବନ୍ତୁ।ଏବଂ ଏହାପରେ ଆପଣଙ୍କୁ ଦିଆଯାଇଥିବା ସେହି ପରର ଚୟନ କରନ୍ତୁ ଯାହା ଆପଣଙ୍କୁ ସବୁଠାରୁ ଅଧିକ ଆକର୍ଷଣୀୟ ଲାଗୁଥିବ।ଆପଣଙ୍କ ସଠିକ ଚୟନହିଁ ଆପଣଙ୍କୁ ସଠିକ ତଥ୍ୟ ଦେବ ଏବଂ ଭୁଲ ଚୟନ ଆପଣଙ୍କ ପାଇଁ ଭୁଲ ତଥ୍ୟ ଦେଇପାରେ।

ଯଦି ଆପଣ ଦିଆ ଯାଇଥିବା ପର ମଧ୍ୟରୁ ପ୍ରଥମ ପର ବାଛିଛନ୍ତି ତେବେ ଏହା ଜାଣିନିଅନ୍ତୁ ଯାହାଙ୍କ ବିଷୟରେ ଆପଣ ଜାଣିବାକୁ ଚାହୁଁଛନ୍ତି କିମ୍ବା ଯାହାଙ୍କ ସହିତ ଆପଣଙ୍କ ସମ୍ପର୍କ ଅଛି ତାହା କୌଣସି ସାଧାରଣ ସମ୍ପର୍କ ନୁହେଁ।ଏହା ଏକ ବହୁତ ପବିତ୍ର ସମ୍ପର୍କ ଅଟେ।ଏହି ସମ୍ପର୍କ ପରମାତ୍ମାଙ୍କ ଦ୍ଵାରା ଆସିଥିବା ସମ୍ପର୍କ।

ଆପଣ ଯାହାକୁ ପ୍ରେମ କରୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବନ୍ତି?ସେ ଆପଣଙ୍କୁ ସର୍ଜନାତ୍ମକ ବ୍ୟକ୍ତି ଭାବୁଛନ୍ତି।ସେ ଆପଣଙ୍କୁ ପ୍ରକୃତିକୁ ଭଲ ପାଉଥିବା ବ୍ୟକ୍ତି ବୋଲି ଭାବନ୍ତି।ଆପଣଙ୍କ ବ୍ୟକ୍ତିତ୍ୱ ତାଙ୍କୁ ବହୁତ ଭଲ ଲାଗିଥାଏ।ଆପଣ ବେଶି ବିଚାର କରିନଥାନ୍ତି।ଆପଣ ସବୁ ପ୍ରକାର ନିଷ୍ପତ୍ତିକୁ ସ୍ୱୀକାର କରିଥାନ୍ତି।ଏବଂ ଆପଣ ତାଙ୍କୁ ବହୁତ ପ୍ରେମ କରିଥାଆନ୍ତି।ସେ ଭାବିଥାଆନ୍ତି ଆପଣ ବହୁତ ଯତ୍ନ ନେବା ଵାଲା ଅଟନ୍ତି।ଆପଣ ତାଙ୍କ ସହ ସବୁକଥା ସେୟାର ମଧ୍ୟ କରିଥାନ୍ତି।ଆପଣଙ୍କ ପ୍ରକୃତି ବହୁତ ଯତ୍ନଶୀଳ,ସେବା କରିବା ଯୁକ୍ତ ହୋଇଥାଏ।ଆପଣ ସବୁବେଳେ ନିଜର ଅନ୍ତରମନର ଶବ୍ଦ ଶୁଣିଥାଆନ୍ତି ଏବଂ ତାହାପରେ କିଛି ନିଷ୍ପତି ନେଇଥାଆନ୍ତି।ଏବଂ ସେ ଏହା ମଧ୍ୟ ଭାବିଥାଆନ୍ତି ଯେ ଆପଣ ଆଧ୍ୟାତ୍ମିକ ବ୍ୟକ୍ତି ମଧ୍ୟ ଅଟନ୍ତି।ଏବଂ ଆପଣ ବହୁତ ଭାବୁକ ଅଟନ୍ତି।ଆପଣ ସମସ୍ତିଙ୍କ ସହିତ ଭଲରେ ମିଶିଥାନ୍ତି।ଆପଣଙ୍କ ବେଶ ପୋଷାକ ମଧ୍ୟ ତାଙ୍କୁ ବହୁତ ଭଲ ଲାଗିଥାଏ।

ଆପଣ ଯେଉଁ କଥାରେ ଚିନ୍ତିତ ହୁଅନ୍ତି ସେ ମଧ୍ୟ ସେହି କଥାରେ ଚିନ୍ତିତ ହୁଅନ୍ତି।ଆପଣ ଯେଉଁ କାମରେ ପରିଶ୍ରମ କରୁଛନ୍ତି ତାହା ବୋହୁତ ଜଲ୍ଦି ପୁରା ହୋଇଯାଇଥାଏ।ଆପଣ ଏହି କଥାର ଚିନ୍ତା କରନ୍ତୁନାହିଁ।ସେହି ସବୁ କଥା ଈଶ୍ୱରଙ୍କ ଉପରେ ଛାଡିଦିଅନ୍ତୁ।

ଏବେ ଆସନ୍ତୁ ଜାଣିବା ଦୂତୀୟ ପର ବିଷୟରେ।ଯଦି ଆପଣ ଦୂତୀୟ ପର ବାଛିଛନ୍ତି ବୋଧ ହୁଏ ଆପଣ ପରସ୍ପର ସହିତ କଥା ହୁଅନ୍ତି ନାହିଁ।ଆପଣ ପରସ୍ପର ଠାରୁ ଦୂରରେ ଅଛନ୍ତି।କୌଣସି ଏକ କଥାରୁ ଆପଣ ଦୁଇଜଣଙ୍କ ହୃଦୟ ବାଧିଛି।କିନ୍ତୁ ଆପଣ ଦୁଇଜଣ ପରସ୍ପର ବିଷୟରେ ଭାବୁଛନ୍ତି।ଆପଣ ଯାହାକୁ ପ୍ରେମ କରୁଛନ୍ତି ଆପଣ ଦୁଇଜଣ ପରସ୍ପରଙ୍କ ବ୍ୟକ୍ତିତ୍ୱକୁ ଭଲ ପାଇଥାନ୍ତି।କାରଣ ଆପଣଙ୍କ ବ୍ୟକ୍ତିତ୍ୱ ବହୁତ ଭଲ।ଏବଂ ଆପଣ ଦେଖିବାକୁ ମଧ୍ୟ ଆକର୍ଷଣୀୟ।ଆପଣଙ୍କ ମଧ୍ୟରେ ଝଗଡା ହୋଇଥିଲେ ମଧ୍ୟ ଆପଣ ପରସ୍ପରକୁ ବହୁତ ପ୍ରେମ କରିଥାଆନ୍ତି।କାରଣ ଆପଣ ପରସ୍ପର ବିନା ନିଜକୁ ଅଧୁରା ଭାବନ୍ତି।ଏଥିପାଇଁ ଆପଣ ଦୁଇଜଣ ମିଶିକରି କଥା ହୁଅନ୍ତୁ।ପରସ୍ପରକୁ ବୁଝନ୍ତୁ।ତେବେ ସବୁକିଛି ଠିକ ହୋଇ ପାରିବ।

Leave a Reply

Your email address will not be published. Required fields are marked *