March 27, 2024

Odia Express

News For Public

ଭାଗବତ ଗୀତ ଅନୁସାରେ ମାଂସ ଖାଇବା କଣ ପାପ ନୂହେ ? କଣ କୁହନ୍ତି ଶ୍ରୀ କୃଷ୍ଣ ଏବେ ନିଶ୍ଚୟ ପଢି ନିୟନ୍ତୁ ଏହି ବିଷୟରେ..

ସକାହାର କିମ୍ବା ମାଂସାହର ଏହି ଦୁଇ ଭିତରୁ ସବୁଠାରୁ ଭଲ ଖାଦ୍ୟ କଣ?ବହୁତ ବର୍ଷ କାଳରୁ ଏହାଉପରେ ବିବାଦ ଚାଲି ଆସୁଥିଲା।ଆଜି ଆମେ ଚେଷ୍ଟା କରିବା ବେଦ ଏବଂ ପୁରାଣ ମାଧ୍ୟମରେ ଏହି ଆର୍ଟିକିଲରେ ଆମକୁ ସକାହାରୀ ଭୋଜନ କରିବା ଉଚିତ କିମ୍ବା ଉଚିତ ନୁହେଁ?ନମାସ୍କର ସାଙ୍ଗମାନେ ଜଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ତେବେ ଏହାକୁ ପୁରା ପଢନ୍ତୁ।

ବେଦରେ ମାଂସ ଖାଇବାକୁ ସ୍ପଷ୍ଟ ରୂପରେ ମନାକରାଯାଇଛି।ଅର୍ଥାତ ଯେଉଁ ମନୁଷ୍ୟ ଅନ୍ୟ ମନୁଷ୍ୟ କିମ୍ବା ପଶୁ କିମ୍ବା ଅନ୍ୟ ପଶୁର ସେବନ କରିଥାଏ କିମ୍ବା ନିଜ ଶରୀରର ଭାଗ ବନାଇଥାଏ। ତେବେ ହିନ୍ଦୁ ଧର୍ମ ଅନୁସାରେ ସେ ପାପର ଭାଗିଦାର ହୋଇଥାଏ।ଯଦି ଆମେ କଥା ହେବା ଭାଗବଦ୍ଗୀତାର ତେବେ ଗୀତାର ୧୭ ତମ ଅଧ୍ୟାୟର ଅଷ୍ଟମ ଶ୍ଳୋକରେ ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ଭୋଜନ ସାତ୍ୱିକ ବ୍ୟକ୍ତିଙ୍କୁ ପ୍ରିୟ ହୋଇଥାଏ ଯେପରିକି ଚାଉଳ,ଗହମ,ଡାଲି ଆଦି ସେହି ଭୋଜନ ଆୟୁ ବଢାଇବା ଵାଲା ଜୀବନକୁ ଶୁଦ୍ଧ କରିବା ଵାଲା, ବଳ ସ୍ୱାର୍ଥ ସୁଖ ତଥା ତୃପ୍ତି ବଢାଇବା ଵାଲା ହୋଇଥାଏ।ଏହା ସତ୍ଵିକ ଭୋଜନ ହୋଇଥାଏ।ଯଦି ଆମେ ଶ୍ଳୋକକୁ ମାନିବା ତେବେ ସତ୍ଵିକ ଆହାରକୁ ଶ୍ରେଷ୍ଟ ବତାଯାଇଛି।ଶ୍ଳୋକ ସଂଖ୍ୟା ୯ ରେ ଶ୍ରୀ କୃଷ୍ଣ କୁହନ୍ତି ସକାହାରୀ ଭୋଜନ ଅତ୍ୟାଧିକ ଗରମ ଅତ୍ୟଧିକ ଖଟା ଅତ୍ୟଧିକ ଲୁଣିଆ ଏବଂ ଅତ୍ୟଧିକ ରାଗ ମସଲା ଯୁକ୍ତ ବନାଯାଇଥାଏ ତେବେ ସେହି ଭୋଜନ ଅସୁଧ ହୋଇଜାଇଥାଏ।

ଏହିଭଳି ଭୋଜନ ମନୁଷ୍ୟ ନିଜ ଭୋକ ଶାନ୍ତ କରିବାପାଇଁ ନୁହଁ ନିଜ ତୃଷ୍ନା ଶାନ୍ତ କରିବାପାଇଁ ଖାଇଥାଏ।ଏବଂ ନିଜ ଇଚ୍ଛା ଶାନ୍ତ କରିବାପାଇଁ ଖାଇଥାଏ।ତେବେ ସେହି ଭୋଜନ ଅଶୁଦ୍ଧ ହୋଇଜାଇଥାଏ।ଏହାର ପରବର୍ତ୍ତୀ ଶ୍ଳୋକ, ଶ୍ଳୋକ ସଂଖ୍ୟା ୧୦ରେ ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ଭୋଜନ ଅଧା ରନ୍ଧାହୋଇଥିବା ରସ ଥିବା ଦୁର୍ଗନ୍ଧ ଯୁକ୍ତ ବସି ଏବଂଅପବିତ୍ର ହୋଇଥାଏ ତେବେ ସେହି ଭୋଜନ ତାମସିକ ପୁରୁଷକୁ ପ୍ରିୟ ହୋଇଥାଏ।ଏହାର ଅର୍ଥ ହେଉଛି ଆମକୁ ଏହା ବତାଇ ଛାଡି ଦିଆ ଯାଇଛି ଆମକୁ ଏହା ବତାଇ ଛାଡି ଦିଆ ଯାଇଛି ଆମକୁ କେଉଁ ଭୋଜନ ପ୍ରିୟ ହୋଇଥାଏ।ସେଥିରୁ ହେଉଥିବା ପରିଣାମ ବିଷୟରେ ମଧ୍ୟ ବତାଯାଇଥାଏ।

ସନାତନ ଧର୍ମ ଅନୁସାରେ କୁହାଯାଇଛି ଆପଣ ଯେପରି ଅର୍ଣ୍ଣ ଖାଆନ୍ତି ଆପଣ ସେହିପରି ବନିଯାଆନ୍ତି।ଏବଂ ଆପଣ ସେହିଭଳି ଆଚରଣ କରନ୍ତି।ତେବେ ଆମେ ଅଧିକ ରଗୁଥିବା ହିଂସକ ବ୍ୟକ୍ତି ହୋଇଯାଇଥାଉ। ଆମର ପ୍ରାଚୀନ ଗ୍ରନ୍ଥ ପ୍ରକୃତି ଏବଂ ମନୁଷ୍ୟ ଉପରେ ଶୋଧ କରୁଥିବା ଋଷି ମୁନିଙ୍କ ଅନୁସାରେ ଧାରା ପୃଷ୍ଟରେ ସବୁ ବ୍ୟକ୍ତିଙ୍କୁ ଭଗବାନଙ୍କ ଭାଗ ମନାଯାଇଥାଏ।ଏମାନଙ୍କ ମଧ୍ୟରୁ କେଉଁଭି ଜୀବଙ୍କୁ ହତ୍ୟାକରିବା ଶାସ୍ତ୍ର ଅନୁସାରେ ପାପ ହୋଇଥାଏ।ଏବଂ ମାଂସାହାର ଭୋଜନ ପାଇଁ ପରଦିନ କେଜାଣି କେତେ ଜୀବଙ୍କ ବଳି ଚଢାଯାଇଥାଏ।ତେବେ ମାଂସ ଖାଇବା କେଉଁ ଦୃଷ୍ଟିରୁ ପୁଣ୍ୟ ମନାଯାଇଥାଏ।ମାଂସହାର ଏକ ତାମସିକ ଭୋଜନ ଅଟେ।ଏବଂ ମାଂସ କେବଳ ସେହିମାନେ ଖାଇଥାନ୍ତି ଯେଉଁମାନେ ରାକ୍ଷସ ହୋଇଥାନ୍ତି।ମାଂସ ଖାଉଥିବା ବ୍ୟକ୍ତି କୁକର୍ମୀ,ରୋଗୀ ଏବଂ ଅଳସୁଆ କିସମର ହୋଇଥାନ୍ତି।ଏହି ପ୍ରକାରରେ ଦେଖିବାକୁ ଗଲେ ମାଂସ ଖାଇବା ଵାଲା ଏବଂ ଖୁଆଇବା ଵାଲା ଦୁଇଜଣ ପାପୀ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *