March 25, 2024

Odia Express

News For Public

କଣ ଅଟେ ଇୟରଫୋନ୍ ରେ ଲେଫ୍ ଓ ରାଇଟ୍ ଲେଖା ହୋଇଥିବା ରାଜ୍, ହେଡଫୋନ୍ ଉପରେ ଲେଖା ହୋଇଥିବା R ଓ L ର ମତଲବ Right ଓ Left ନୁହେଁ ବରଂ ଅନ୍ୟ କିଛି ହୋଇଥାଏ

ଯେବେ ଦୁହେଁ ତରଫରୁ ଆସିଥାଏ ସେମ୍ ଆବାଜ୍ , ତେବେ କଣ ହୋଇଥାଏ ଇୟରଫୋନ୍ ରେ ଲେଫ୍ ଓ ରାଇଟ୍ ଲେଖିବାର ରହସ୍ୟ , ଆମେ ସବୁବେଳେ ନିଜ ପାଠକଙ୍କ ସେହି ପ୍ରଶ୍ନଗୁଡିକ ଉତ୍ତର ଖୋଜିକରି ଆଣିଥାଉ , ଯାହାର ଜବାବ୍ ଆଉ କାହାର ପାଖରେ ନଥାଏ,  ସବୁଦିନର  ଜୀବନ ସହ ଯୋଡି ହୋଇଥିବା କିଛି ପହେଲିକୁ ବୁଝାଇବାରେ ଆମର ଦିମାଗ ହାର୍ ମାନିଯାଏ , ଖାଲି ଏମିତି ଆଉ ଏକ ପହେଲି କୁ ଆମେ ସମାଧାନ କରିବୁ, ଆପଣ ନିଜ ଫୋନ୍ କିମ୍ବା ଲ୍ୟାପଟପରେ ଇୟରଫୋନ୍ କିମ୍ବା ହେଡଫୋନ୍ ଉପରେ ଲେଫ୍ଟ କିମ୍ବା ରାଇଟ୍ ଲେଖା ହୋଇଥିବାର ଚିହ୍ନ ଦେଖିଥିବେ । ଓ ସେହି ଅନୁସାରେ ନିଜ କାନରେ ତାହା ଲଗାଉଥିବେ

କଣ ଆପଣ ଗୋଟେ ଜିନିଷ ନୋଟିସ୍ କରିଛନ୍ତି, କି ଇୟରଫୋନ୍ ରେ ଲେଫ୍ ସାଇଡ୍ କୁ ନିଜ ରାଇଟ୍ ସାଇଡ୍ କାନରେ ଲଗାଇବା ଓ ରାଇଟ୍ ସାଇଡ୍ ଇୟରଫୋନ୍ କୁ ଲେଫ୍ଟ ସାଇଡ୍ ରେ ଲଗାଇଲେ କିଛି ଫରକ ପଡେ କି, ତେବେ ଏହି ଚିହ୍ନର କଣ ମତଲବ ହୋଇଥାଏ, ଏହାର ପଛରେ କିଛି କାରଣ ଥାଏ , ସାଉଣ୍ତ ଇଞ୍ଜିନିୟରିଙ୍ଗ୍ କୁ ନେଇକରି ରେକଡିଙ୍ଗ୍ ସହଯୋଡି ହୋଇଥିବା କାରଣରୁ ଗୋଟେ ଅଟେ , ସବୁଠାରୁ ପ୍ରଥମ କାରଣ ହେଲା ରେକର୍ଡିଙ୍ଗ୍ ।ଯଦି ଷ୍ଟେରିଓ ରେକଡିଙ୍ଗ୍ ସମୟରେ କିଛି ସାଉଣ୍ତ ବାମ ଆଡୁ ଆସୁଛି, ତେବେ ଆପଣଙ୍କ ହେଡ୍ ଫୋନ୍ ଲେଫ୍ଟ ଚ୍ୟାନେଲରେ ଅଧିକା ଶୁଭିବ, ଓ ରାଇଟ୍ ସାଇଡ୍ ଚ୍ୟାନେଲରେ ଧିମା ।

ଇୟରଫୋନ୍ ରେ ଲେଫ୍ଟ ଓ ରାଇଟ୍ ଚ୍ୟାନେଲ୍ ହେବାର ଦ୍ୱିତୀୟ କାରାଣ ହେଲା ଏଥିରେ ୨ ଟି ଧ୍ୱନୀକୁ ଅଲଗା ଅଲଗା କରି ଶୂଣିବା ସହଜ ହୋଇଥାଏ,  ତାହାର ମଧ୍ୟରେ ଅନ୍ତର ଚିହ୍ନିବା ସହଜ ହୋଇଥାଏ ,ବହୁତ ଏମିତି ଗିତ ଅଛି ଯାହା ଲାଉଡ୍ ମ୍ୟୁଜିକାଲ୍ ଇନଷ୍ଟ୍ରୁମେଣ୍ଟ ଯେପରି ଢୋଲ ଓ ସଫ୍ଟ ମ୍ୟୁଜିକାଲ୍ ଇନଷ୍ଟ୍ରୁମେଣ୍ଟ ଯେପରି ବଁଶୀ ଆବାଜ୍ ସହ ହୋଇଥାଏ, ଏମିତିରେ ଗୋଟେ ଇନଷ୍ଟ୍ରୁମେଣ୍ଟ ଆବାଜ୍ ଅନ୍ୟ ଆବାଜ୍ ରେ ନ ଦବିଯାଉ ଏଥିପାଇଁ ଦୁହେଁ ଆବାଜ୍ କୁ ଏକା ସାଥିରେ ଅଲଗା ଅଲଗା ଚ୍ୟାନେଲରେ ଶୁଣାଯାଏ

ଏହା ଛଡାଫିଲ୍ମରେ ସଠିକ୍ ସାଉଣ୍ତ ରେକଡିଙ୍ଗ୍ ପାଇଁ ଲେଫ୍ଟ ଓ ରାଇଟ୍ ଚ୍ୟାନେଲ୍ ହେବା ଜରୁରୀ ହୋଇଥାଏ, ଆପଣ ବହୁତ ଫିଲ୍ମରେ ନିଜ ଲ୍ୟାପଟପ୍ କିମ୍ବା ହେଡଫୋନ୍ ର ଜରିଆରେ ଦେଖିଥିବେ, ଯଦି ହଁ ତେବେ ନୋଟିସ୍ କରିଥିବେ କି ସ୍କିନର ଲେଫ୍ଟ ସାଇଡ୍ ରେ ଆସୁଥିବା ଗାଡିର ଆବାଜ୍ ପ୍ରଥମେ ଲେଫ୍ଟ କାନରେ ଶୁଣାଯାଏ,  ଓ ଧୀମା ଆବାଜ୍ ରାଇଟ୍ ସାଇଡ୍ କାନରେ ପହଞ୍ଚେ , ଏଥିପାଇଁ କରଯାଏ କାରଣ ଦେଖିବା ବାଲାଙ୍କୁ ସେଠାକାର୍ ସିନ୍ ବିଷୟରେ ଅନୁଭବ ହେଉ ।

Leave a Reply

Your email address will not be published. Required fields are marked *