April 13, 2024

Odia Express

News For Public

ଜାଣନ୍ତୁ କାହାକୁ ପାଳଙ୍ଗ ଓ ମେଥି ଶାଗ ଖାଇବା ଦରକାର, ଓ କାହାକୁ ନୁହେଁ , ବହୁତ ଉପଯୋଗୀ ହୋଇଥାଏ ଏହି ଦୁହେଁ

ଆଜି ଆମେ କଥା ହେବା ଏକ ଘରୋଇ ଔଷଧୀ ବିଷୟରେ ଯାହାର ନାଁ ହେଲା ପାଳଙ୍ଗ ଓ ମେଥି । ପାଳଙ୍ଗ ଏମିତି ଏକ ପରିବା ଅଟେ ଯାହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ, ବାଲିଆ ମାଟିକୁ ଛାଡିକରି ଶେଷ ପ୍ରକାରର ମାଟିରେ ପାଳଙ୍ଗର ଚାଷ କରିବା ଅନୁକୁଳ ହୋଇଥାଏ, ଏହାର ପତ୍ରର ଭଜା, ସୋୟା ଅନ୍ୟ ପତ୍ର ବାଲା ଭଜାର ସହ ମିଶାଇକରି ପ୍ରସ୍ତୁତ କରାଯାଏ ବ୍ୟଞ୍ଜନ, କଞ୍ଚା ପାଳଙ୍ଗ ଖାଇଲେ କଡା ଓ ଖାରିଆ ଲାଗିଥାଏ, କିନ୍ତୁ ଗୁଣକାରୀ ହୋଇଥାଏ, ଦହି ସହ କଞ୍ଚା ପାଳଙ୍ଗ ରାଇତା ବହୁତ ସ୍ୱାଦିଷ୍ଟ ଓ ଗୁଣକାରୀ ହୋଇଥାଏ , ପାଳଙ୍ଗ ମାନବ ପାଇଁ ଏକ ଅମୃତ ସମାନ ଲାଭକାରୀ ପରିବା ଅଟେ, ତଥା ଏହି ପରିବା ନିଜ ମଧ୍ୟରେ ଏକ ସଂପୁର୍ଣ୍ନ ଭୋଜନ ଅଟେ, କାରଣ ଏଥିରେ କ୍ୟାଲସିୟମ୍, ଭିଟାମିନ୍ ସି, ଲୁହା ତତ୍ତ୍ୱ ପ୍ରଚୁର ମାତ୍ରାରେ ମିଳେ, ଯାହା ଶରୀରର ପୋଷକ ତତ୍ତ୍ୱର ପୁର୍ତ୍ତି କରିଥାଏ, ପାଳଙ୍ଗରେ ବହୁତ ପ୍ରକାରର ଔଷଧୀ ବନାଯାଇଥାଏ । ମେଥିର ଚାଷ ପ୍ରାୟ ପ୍ରଦେଶରେ କରାଯାଏ, ମେଥିର ପତ୍ରରୁ ତରକାରୀ ବନାଯାଏ , ଏହାର ମଞ୍ଜିରୁ ଉପଯୋଗ ଅହାରପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ଔଷଧୀ ରୁପରେ ବହୁତ ଅଧିକା ପ୍ରୟୋଗକରାଯାଏ , ମେଥିର ଫୁଲ ଏବଂ ଫଳ ଜାନୁୟାରୀରୁ ମାର୍ଚ୍ଚ ମାସର ଲଗାଯାଏ

ମେଥିର ଦାନା ମେଥି ଦାନା କହନ୍ତି, ଏହା ଜଙ୍ଗଲରେ ମିଳିଥାଏ , ଜଙ୍ଗଲଏ ମିଳୁଥିବା ମେଥି କମ୍ ଗୁଣ ବାଲା ହୋଇଥାଏ,  ରାଜସ୍ଥାନରେ ମେଥିର ଦାନାରୁ ତରକାରୀ ତିଆରି କରାଯାଏ । ପରିବା ଛଡା ମେଥିର ପତ୍ରରୁ ଢୋକଲା, ମୁଠିଏ, ଓ ଗୋଟା ବି ବନାଯାଏ , କିଛି ଲୋକ ମୁଗ ଓ ମେଥି ଦାନାରୁ ମିଶ୍ରିତ ସାଗ ବନାଇଥାନ୍ତି, ଏହା ଛଡା କଞ୍ଚା ଆମ୍ବ ର ଖଣ୍ତ କରି ସେଥିରେ ପେଷିଥିବା ମେଥି ଓ ଅନ୍ୟ ମସଲା ମିଶାଇକରି ଆଚାର ବନାଯାଏ , ଏହି ଆଚାର ସ୍ୱାଦିଷ୍ଟ ଓ ଗୁଣକାରୀ ହୋଇଥାଏ, ଥଣ୍ତାର ଦିନରେ ମେଥି ଅଧିକାଂଶ ସବୁ ଘରେ ସେବନ କରାଯାଏ । ମେଥି ଓ ପାଳଙ୍ଗ ଆପଣ ସହଜରେ ଲଗାଇପାରିବେ, ପାଳଙ୍ଗର ସବୁଠାରୁ ବଡ ଉପଯୋଗ ହେଲା ରକ୍ତର ହିନତାକୁ ପୁରା କରିବା,  ମାନେ ଆନେମିଆ କୁ ଦୁର୍ କରିବା

ଆପଣ ଏହାର ପତ୍ରକୁ ଚୋବାଇପାରିବେ, ଓ ଜୁସ୍ ପରି ଏହାର୍ ସେବନ କରିପାରିବେ, ଯାହାଙ୍କ ଶରୀରରେ କିଛି ବି ରୋଗ ବାରମ୍ବାର୍ ହେଉଛି, ଯାହାଙ୍କୁ ଝାଡା ହେଉଛି, ସେହି ଲୋକଙ୍କୁ ଏହି ମେଥି ଖାଇବା ଅନୁଚିତ୍ । ଯାହାଙ୍କୁ ଷ୍ଟୋନ୍ ହୋଇଛି କିମ୍ବା କିଡନୀ ରେ ହେଉ ବା ବ୍ଲାଡର୍ ରେ ତାଙ୍କୁ ମେଥି ଓ ପାଳଙ୍ଗରୁ ଦୁରରେ ରହିବା ଉଚିତ୍, ଯାହାଙ୍କୁ କବଜ୍ ଓ ଝାଡା ନ ଆସିବାର ପ୍ରୋବ୍ଲେମ୍ ଅଛି ତାଙ୍କୁ ପାଳଙ୍ଗ ଓ ମେଥି ଏକ ଔଷଧ ଅଟେ, ପାଳଙ୍ଗ ଓ ମେଥି ଭଜା ଯେତେ ହୋଇପାରିବ ଖାଆନ୍ତୁ । କାରଣ ନିୟମିତ ରୁପରେ ତିନିରୁ ଚାରି ମାସରେ ଖାଇଲେ କେଉଁ ପ୍ରକାରର ରୋଗ ହୁଏନାହୀଁ ।

ମେଥି ଓ ପାଳଙ୍ଗରେ ବହୁତ ଭଲ ଔଷଧୀ ଭାବେ ଜଣାଯାଏ, ଯାହାକୁ ବହୁତ ମୁତ୍ରତା ନାମକ ରୋଗ ହୋଇଛି, ମାନେ ବାରମ୍ବାରପରିଶ୍ରା ଆସିବା, ଏହି ରୋଗ ପାଇଁ ଏକମାତ୍ର ଔଷଧୀ ଅଟେ, ଯାହାଙ୍କ ଆଖିର ଦୃଷ୍ଟିଶକ୍ତି କମ୍ ବା କମ୍ ଦେଖାଯାଏ,  ତାଙ୍କ ପାଇଁ ପାଳଙ୍ଗ ଓ ମେଥି ଭଲ ହୋଇଥାଏ, ଯେଉଁ ଲୋକଙ୍କର୍ ସକାଳୁ ଉଠିବାପରେ ମୁଣ୍ତବୁଲାଇଥାଏ, ସେହି ଲୋକଙ୍କପାଇଁ ଏହି ଦୁହେଁ ବହୁତଫାଇଦାଦାୟକ ହୋଇଥାଏ, ଶରିରରେ ରକ୍ତର ଦୁଷ୍ଣକୁ ପାଳଙ୍ଗ ଓ ମେଥି ଦୁର କରିଥାଏ, ଯଦି ମେଥି ଓ ପାଳଙ୍ଗର କଥା କହିବା ତେବେ ସୁଗର୍ ରେ ପୀଡିତ ଲୋକଙ୍କ ପାଈଁ ପାଳଙ୍ଗ ଓ ମେଥି ଭଲ ଅଟେ, ଏହି ଲୋକଙ୍କୁ ସବୁଦିନ ପାଳଙ୍ଗ ଓ ମେଥିର ସେବନ କରିବା ଉଚିତ୍ ,ଏଥିରେ ସୁଗର୍ କଣ୍ଟ୍ରୋଲ୍ ହୋଇଥାଏ ।

Leave a Reply

Your email address will not be published. Required fields are marked *