April 25, 2024

Odia Express

News For Public

ଲିଫ୍ଟ୍ ରେ କଣ ପାଇଁ ଲଗାଯାଇଥାଏ Mirror , ଶିକ୍ଷିତ ହୋଇଥିବା ଯୋଗୁଁ ଜଣାଥିବା ଦରକାର ଆପଣଙ୍କୁ

ଆଧୁନିକ ସମୟରେ କେବଳ ସହରରେ ନୁହେଁ ବରଂ ବହୁତ ଗ୍ରାମୀଣ ଇଲାକାରେ ଲିଫ୍ଟର ପୁରା ବ୍ୟବସ୍ଥା ହୋଇଥାଏ, ଏଥିପାଇଁ ଏଥିରେ କୌଣସି ସନ୍ଦେହ ନାହିଁ କି ଆଜି କାଲିର ସିଢିର ପରିବର୍ତ୍ତେ ଯିଏ କିଏ ହେଲେ ବି ଉପର ତଳକୁ ଯିବା ପାଇଁ ଲିଫ୍ଟର ବ୍ୟବହାର କରିଥାଏ, ସେମିତି ଉଚ୍ଚ ଉଚ୍ଚ ଅଟ୍ଟାଳିକାର ସଂଖ୍ୟା ଏତେ ବଢିସାରିଛି କି ଲିଫ୍ଟର ବିନା କେଉଁ ସ୍ଥାନକୁ ଯିବା ଅସଂମ୍ଭବ , ଆପଣ ସେମିତି ବହୁତଥର ଲିଫ୍ଟର ବ୍ୟବହାର କରିଥିବେ କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଆଇନା ଲିଫ୍ଟରେ କଣ ପାଇଁ ଲଗାଯାଇଥାଏ , ସବୁ ଲିଫ୍ଟରେ ତ ନୁହେଁ ବରଂ ଅଧିକାଂଶ ଲିଫ୍ଟରେ ଆଇନା ନିଶ୍ଚିତ ଭାବରେ ଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏହାର ପଛରେ କାରଣ ନିଶ୍ଚିତ କହିବୁ ।

କାରଣ ଏହା କି ବହୁତଥର କେଉଁ ବ୍ୟକ୍ତି ୨୦ ରୁ ଅଧିକା ମହଲା ପର୍ଯ୍ୟନ୍ତ ଯିବାକୁ ହୋଇଥାଏ , ଏହି ସମୟରେ ଲିଫ୍ଟରେ ପ୍ରାୟ ଏକ ମିନିଟ୍ ସମୟ ଲାଗିଯାଏ, ସେମିତି ଲିଫ୍ଟର ମଧ୍ୟରେ ଅଟକିଯାଏ , ତେବେ ଆହୁରି ଅଧିକା ବିଳମ୍ବ ହୋଇଯାଏ , ଯାହାର୍ କାରଣରୁ ଲୋକଙ୍କୁ ଲାଗେ କି ଲିଫ୍ଟରେ ଯିବାଦ୍ୱାରା ସମୟ ବର୍ବାଦ ହୋଇଥାଏ , କିନ୍ତୁ ଏହା ସତ କି ସିଢି ପରିବର୍ତ୍ତେ ଲିଫ୍ଟରେ ଯିବା ଦ୍ୱାରା କମ୍ ସମୟ ବର୍ବାଦ ହୋଇଥାଏ , ଏହାର ଛଡା କିଛି ଲୋକ ଲିଫ୍ଟରେ ଯିବାକୁ ଭୟ କରନ୍ତି, କିମ୍ବା ଏମିତି କହିପାରିବା କି ଏକ ଧରଣର ଫୋବିଆ ହୋଇଥାଏ ।

ଖାଲି ଏହି କାରଣରୁ ଲିଫ୍ଟ ବନାଇଥିବା ଏକ ଚାଲାକ୍ ଇଞ୍ଜିନିୟର ଭାବିଲେ କି କଣ ଏମିତି କିଛି କରାଯିବ ଯେଉଁଥିରେ ଲୋକଙ୍କୁ ଭୟ ଲାଗିବ ନାହିଁ, ସେ ନିଜେ ଏଣ୍ଟରଟେନ୍ ହେବେ , ଏହି ଖୋଜରେ ସେ ଲିଫ୍ଟରେ ଆଇନା ଲଗାଇବା ପ୍ରଥା ଆରମ୍ଭ କରିଦେଲେ, ମାନେ ଲିଫ୍ଟରେ ଆଇନା ଲଗାଇବା ବିଷୟରେ ଭାବିଲେ , ଯାହାଦ୍ୱାରା ଲୋକେ ଆଇନାରେ ନିଜକୁ ଦେଖିକରି ସଜ୍ଜିତ ହେବାରେ ବ୍ୟସ୍ତ ରହିବେ ଓ ତାଙ୍କୁ ଜଣାବି ପଡିବନାହିଁ କି ତାଙ୍କ ସ୍ଥାନ କେତେବେଳେ ଆସିଗଲା, ଏଥିରେ ତାଙ୍କର ସମୟ ବି କଟିଯିବ ଓ ତାଙ୍କୁ ଡର ବି ଲାଗିବ ନାହିଁ ।

ସେମିତି ଆଜି କାଲିର ଲୋକେ ଲିଫ୍ଟରେ ଲାଗିଥିବା ଆଇନାକୁ ଦେଖିକରି ଡ୍ୟାନ୍ସକରିବା ଆରମ୍ଭ କରିଦେଉଛନ୍ତି, ଓ ଭିଡିଓ ସୋସିଆଲ୍ ମିଡିଆରେ ପକାଇଦେଉଛନ୍ତି, କହିଦେବୁ କି ପୁର୍ବରୁ ଏହା କେବଳ ଏକ ଟ୍ରାଏଲ୍ ଦିଆଯାଇଥିଲା, କିନ୍ତୁ ଯେବେ ଲୋକେ ଏହି ଟ୍ରାଏଲ୍ ପସନ୍ଦ ଆସିଲା ତେବେ ସବୁ ଇଲାକାରେ ଲିଫ୍ଟରେ ଆଇନା ଲଗାଇବା ଆରମ୍ଭ କରିଦେଲେ, ଏବେ ଆପଣ ବୁଝିପାରିଥିବେ କି ଆଇନା ଲିଫ୍ଟରେ କଣପାଇଁ ଲଗା ହୋଇଥାଏ ।

Leave a Reply

Your email address will not be published. Required fields are marked *