March 27, 2024

Odia Express

News For Public

ଟାଟା କମ୍ପାନୀ ଦେଉଛି ଆପଣଙ୍କୁ ପାର୍ଟନର ହେବାର ସୁବର୍ଣ୍ଣ ସୁଯୋଗ, ଖାଲି କରିବାକୁ ହେବ 10 ହଜାର ଟଙ୍କାର ନିବେଶ, କରିପାରିବେ ବହୁତ ଅଧିକା ଆୟ

କୋରନା କାଳ ଓ ଲକ୍ ଡାଉନ୍ ପୁରା ଭାରତ ଦେଶର ଅର୍ଥନୀତିକୁ ପୁରା ଦୋହଲାଇ ଦେଇଛି , ବହୁତ ଲୋକ ନିତ୍ୟଦିନର କାମ କାର୍ଯ୍ୟ ଓ ଚାକିରି ହରାଇବସିଛନ୍ତି , କିନ୍ତୁ ଏବେ ଟାଟା କମ୍ପାନୀ ସେହି ସବୁ ଲୋକଙ୍କ ପାଇଁ ଏକ ଆଶା ହୋଇକରି ସାମ୍ନାକୁ ଆସିଛି, ଯିଏ ଥରେ ନିଜକୁ ଆଉଥରେ ସେଟେଲ୍ କରିବାକୁ ଲାଗିଛନ୍ତି, ଟାଟା କମ୍ପାନୀ ଏବେ ନୁଆ ପୋଗ୍ରାମ୍ ଦ୍ୱାରା ସେହି ଲୋକଙ୍କୁ ନିଜ ପାର୍ଟନର ବନାଇବାର ମଉକା ଦେଉଛି ଯିଏ କିଛି କରିବାକୁ ଇଚ୍ଛା ରଖନ୍ତି, କହିଦେବୁ କି ମହାମାରୀର ଏହି ସମୟରେ ଫାର୍ମାସୀ ଏକ ମାତ୍ର ଏମିତି ବିଜନେସ୍ ହୋଇଛି ଯାହା କିଛି କ୍ଷତି ନାହିଁ, ଏମିତିରେ ଫାର୍ମାସି ସଂବନ୍ଧିତ କିଛି ବି ବିଜନେସ୍ ଆପଣଙ୍କୁ କ୍ଷତି କରାଇବ ନାହିଁ, ଏହାକୁ ଧ୍ୟାନରେ ରଖି ଟାଟାଗ୍ରୁପ୍ ଅଫ୍ କମ୍ପାନୀଜ୍ ସେହତ୍ କେ ସାଥୀ ନାମକ ଏକ ପ୍ରୋଗ୍ରାମ୍ ଆରମ୍ଭ କରିଛନ୍ତି ।

ସୁଚନାପାଇଁ କହିଦେବୁ କି ସେହତ୍ କେ ସାଥୀ ଅସଲରେ ଏକପ୍ରକାରର୍ ଲିଡ୍ ଜେନେରେସନ୍ ପ୍ରୋଗ୍ରାମ୍ ଅଟେ, ଏଥିରେ କାମ କରିବାପାଇଁ ପ୍ରତିଭାଗୀଙ୍କୁ ଏମ୍ ଜି ପାଇଁ ନୁଆ ଗ୍ରାହକ ଖୋଜ୍ କରିବାର ଅଛି, ଏମିତିରେ ଯଦି କେଉଁ ବ୍ୟକ୍ତି କମ୍ପାନୀର ଗ୍ରାହକ ହେଉଛି ତେବେ ତାକୁ ଉଚିତ୍ କମିଶନ୍ ଦିଆଯିବ, ତେବେ ଆପଣଙ୍କ ପାଖରେ ଯେତେ ଗ୍ରାହକ ହେବେ , ଆପଣଙ୍କୁ ସେତିକି ଅଧିକା କମିଶନ୍ ମିଳିପାରିବ , ବହୁତ ଲୋକ ଏହି ପ୍ରୋଗ୍ରାମ୍ ସହ ଯୋଡିହୋଇକରି ଲକ୍ଷାଧିକ ଟଙ୍କା ପାଇସାରିଛନ୍ତି, ଏହି ବିଜନେସ୍ ପାଇଁ ନା ତ କିଛି ମେଡିକାଲ୍ ର ଡିଗ୍ରୀ ଆବଶ୍ୟକତା ପଡିବ ନା ହିଁ ଅଧିକା ନିବେଶ, ଆପଣ କମ୍ ନିବେଶରେ ଏହି କାମକୁ ଆରମ୍ଭ କରିପାରିବେ , ଓ ଅଧିକା ଲାଭ ପାଇପାରିବେ ।

କହିଦେବୁ କି କେଉଁ ବି ଫାର୍ମାସୀ ବିଜନେସ୍ ପାଇଁ ଡ୍ରଗ୍ ଲାଇସେନ୍ସ ନେବା ଆବଶ୍ୟକ ହୋଇଥାଏ, ଯାହା ସହଜରେ ସମସ୍ତଙ୍କୁ ମିଳିନଥାଏ , କିନ୍ତୁ ଯଦି ଆପଣ ଟାଟାର ଏହି ପ୍ରୋଜେକ୍ଟ ସହ ଯୋଡି ହୁଅନ୍ତି ତେବେ ଆପଣଙ୍କୁ ମେଡିକାଲ୍ ସପ୍ ଖୋଲିବାରେ କୌଣସି ଅସୁବିଧା ହେବ ନାହିଁ, ଅସଲରେ ଏହା ପୁରା ଭାବେ ଏଫିଲେଟେଡ୍ ପ୍ରୋଗ୍ରାମ୍ ଅଟେ, ଏମିତିରେ ଯେତେ କଷ୍ଟମର୍ ୧ ଏମ୍ ଜି ସହ ଯୋଡି ହେବେ ଆପଣ ସେତିକି ପଇସା କମାଇପାରିବେ ।

କେଉଁ ବି ବିଜନେସ୍ ଆରମ୍ଭ କରିବାପୁର୍ବରୁ ସମସ୍ତଙ୍କ ଦିମାଗରେ ଏହି ପ୍ରଶ୍ନ ଆସେ କି ଏହାପାଇଁ କେତେ ନିବେଶକରିବାକୁ ହେବ , ଯଦି ଆପଣ ଏହି ପ୍ରୋଗ୍ରାମର ଭାଗ ନେବାକୁ ଭାବୁଛନ୍ତି ତେବେ ଆପଣଙ୍କୁ କେବଳ ୧୦ ହଜାର ଟଙ୍କା ନିବେଶକରିବାକୁ ହେବ, ଆପଣଙ୍କୁ ନିବେଶ ବଦଳରେ ବ୍ଲଡ୍ ପ୍ରେସର୍ ଚେକ୍ କରିବାପାଇଁ ଏକ ମେସିନ୍, ସୁଗର୍ ମେସିନ୍, ଓ ୫୦୦ ଭିଜିଟିଙ୍ଗ୍ କାର୍ଡସ୍ ଦିଆଯିବ, ଆପଣଙ୍କୁ ପ୍ରତ୍ୟେକ ଗ୍ରାହକ ଯୋଡିଲେ କମ୍ପାନୀ ତରଫରୁ ୧୦ ପ୍ରତିଶତ ଭାଗ ମିଳିବ, ଏମିତିରେ ମାନିନିଅନ୍ତୁ ଆପଣ ଏହି ପ୍ରୋଗ୍ରାମରେ ୧୦୦ ରୁ ଅଧିକା ଲୋକଙ୍କୁ ଯୋଡିନେଲେ ତେବେ ଆପଣଙ୍କୁ ଲକ୍ଷେ ଟଙ୍କାର ଲାଭ ହୋଇପାରିବ, ଖବରରୁ ଜଣାଯାଏ ଯେ ୨୦୨୩ ପର୍ଯ୍ୟନ୍ତ ଫାର୍ମାସି ବିଜନେସ୍ ର ଲାଭ ୨,୭ କୋଟି ମାନେ ୧୭ ହଜାର କୋଟି ଟଙ୍କା ହେବ, ଯେବେ କି ବର୍ତ୍ତମାନ ସମୟରେ ଏହା ୩୬୦ ମିଲିୟନ୍ ଅର୍ଥାତ୍ ୨୫୦୦ କୋଟି ଅଛି ।

Leave a Reply

Your email address will not be published. Required fields are marked *