March 25, 2024

Odia Express

News For Public

ଯଦି ତୁମ ଘରେ ଲାଗିଛି ତୁଳସୀର ଗଛ, ତେବେ Tulasi ବିଷୟରେ ଜାଣିନିଅନ୍ତୁ ଜରୁରୀ କଥା ନହେଲେ ହୋଇପାରେ ଅଶୁଭ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ବୋଲି ମାନାଯାଏ , ଏମିତି କୁହାଯାଏ କି ଯେଉଁ ଘର୍ ଅଗଣାରେ ତୁଳସୀର ଗଛ ଲାଗିଥାଏ ସେହି ଘରେ ନକରାତ୍ମକ ଉର୍ଜା ଦୁର ହୋଇଯାଏ, ଓ ଘର ଭିତରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ, ତୁଳସୀର ଗଛ ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ ହୋଇଥାଏ, ସନାତନ ଧର୍ମରେ ତୁଳସୀର ଗଛକୁ ବହୁତ ଅଧିକା ମହତ୍ତ୍ୱ ଦିଆଯାଏ , ଘର ଭିତରେ ଏହି ପବିତ୍ର ଗଛ ହେବା ବହୁତ ହିଁ ଶୁଭ ହୋଇଥାଏ, ଏହା ଛଡା ତୁଳସୀର ଗଛର୍ ବ୍ୟବହାରରେ ବହୁତ ଔଷଧୀୟ ଫାଇଦା ବି ହୋଇଥାଏ ।

ତୁଳସୀର ଗଛ ମଧ୍ୟରେ ଗୋଟିଏ ନୁହେଁ ବରଂ ବହୁତ ଫାଇଦା ରହିଛି, ଏହି ଗଛରେ ବହୁତ ସାରା ସକରାତ୍ମକ ଉର୍ଜା ଅଛି, ତୁଳସୀ ଗଛର ଫାଇଦା ଜାଣିକରି ଅଧିକାଂଶ ଘରେ ଏହି ଗଛ ଦେଖାଯାଇପାରେ, ତୁଳସୀ ଗଛର ପତ୍ରକୁ ଛିଡାଇ ଏହାକୁ ଔଷଧୀ ରୁପରେ ବ୍ୟବହାର୍ କରିପାରିବେ, ଯଦି ଆପଣଙ୍କ ଘରେ ତୁଳସୀର ଗଛ ଲଗାଇଛନ୍ତି ତେବେ କିଛି ଜରୁରୀ କଥାକୁ ଧ୍ୟାନ ରଖିବା ଜରୁରୀ ଅଟେ, ଯଦି ଆପଣ ତୁଳସୀର ଗଛକୁ ଅନାଦର କରିବେ ତେବେ ଏହାର କାରଣରୁ ଜୀବନରେ ବହୁତ ଅସୁବିଧା ଦେଖାଦେଇପାରେ ।

୧) ଯଦି ଆପଣଙ୍କ ଘରେ ତୁଳସୀର ଗଛ ଲାଗିଛି ତେବେ ଆପଣ ସବୁଦିନ ସକାଳ ସମୟରେ ଜଳ ଅର୍ପଣ୍ କରନ୍ତୁ, ଓ ସଂନ୍ଧ୍ୟା ସମୟରେ ଘିଅର ଦିପ ଲଗାନ୍ତୁ ।

୨) ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ରବିବାର, ଅମାବାସ୍ୟା, ଏକାଦଶୀ ଦିନ ଭୁଲରେ ବି ତୁଳସୀର୍ ପତ୍ରକୁ ଛିଡାଇବେ ନାହିଁ, ଓ ନା ହିଁ ଜଳ ଅର୍ପଣ କରିବେ, ଏହି ଦିନରେ ଭଗବାନ ବିଷ୍ଣୁଙ୍କ ପାଇଁ ତୁଳସୀ ମା ବ୍ରତ ରଖନ୍ତି, ଓ ଜଳ ଚଢାଇବାରୁ ବ୍ରତ ଭାଙ୍ଗିଯାଏ, ଆପଣ ସଂନ୍ଧ୍ୟା ସମୟରେ ତୁଳସୀ ପତ୍ରକୁ ଛିଡାନ୍ତୁ ନାହିଁ, ଏମିତି କରିଲେ ଅଶୁଭ ହୋଇଥାଏ ।

୩) ଆପଣଙ୍କୁ କହିଦେବୁ କି ତୁଳସୀର ଗଛ ସାଧାରଣତଃ ୨ ରୁ ୪ ବର୍ଷର ହୋଇଥାଏ, ଯେବେ ତୁଳସୀର ଗଛ ସୁଖିଯାଏ ତେବେ ଆପଣ ତାକୁ ଅନ୍ୟ କେଉଁଆଡେ ନପକାଇ ବରଂ କେଉଁ ନଦୀରେ ପ୍ରବାହିତକରିଦିଅନ୍ତୁ, ଯଦି ତୁଳସୀର ସୁଖିଲା ଗଛ ଘରେ ରଖନ୍ତି ତେବେ ଏଥିରେ ଘରେ ନକରାତ୍ମକତା ବୃଦ୍ଧି ପାଏ,

୪) ଯଦି ଆପଣ ଭଗବାନ ବିଷ୍ଣୁ, କୃଷ୍ଣଜୀ, ଓ ମହାବଳୀ ହନୁମାନଜୀ ଙ୍କ ପୁଜା କରନ୍ତି ତେବେ ସେହି ସମୟରେ ତୁଳସୀର୍ ପତ୍ର ଅର୍ପଣ କରିପାରିବେ, ଯଦି ଆପଣ ଏମିତି କରିବେ ତେବେ ଭଗବାନ ପ୍ରସନ୍ନ ହୋଇକରି ବହୁତ ଜଲଦି ଶୁଭ ଫଳ ଦେବେ ।

୫) ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ କି ତୁଳସୀର ପତ୍ରକୁ କେବେ ନଖରେ ଛିଡାନ୍ତୁ ନାହିଁ, ବରଂ ଆଙ୍ଗୁଠି ଦ୍ୱାରା ହାଲକା ହାତରେ ଛିଡାନ୍ତୁ, ଯାହାଦ୍ୱାରା ତୁଳସୀ ଗଛରେ ଆଘାତ୍ ନ ଲାଗୁ,

୬) ଆପଣ ଏହି କଥାକୁ ଧ୍ୟାନ ରଖିବାକୁହେବ କି ଗ୍ରହଣ ସମୟରେ ତୁଳସୀର ପତ୍ରକୁ ଭୁଲରେ ଛିଡାନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ, ଗ୍ରହଣ ସମୟରେ ଭୋଜନ ଓ ପାଣି ତୁଳସୀର ପତ୍ର ପକାଇବାର ଥାଏ ତେବେ ଏହାପାଇଁ ପୁର୍ବରୁ ପତ୍ର ଛିଡାଇରଖିଦିଅନ୍ତୁ, କିନ୍ତୁ ଆପଣ ଭୁଲରେ ବି ଗ୍ରହଣ ସମୟରେ ତୁଳସୀ ପତ୍ରକୁ ଛିଡାନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *