March 23, 2024

Odia Express

News For Public

ମୁକେଶ ଅମ୍ବାନୀଙ୍କ ବହୁତ କମ୍ପାନୀକୁ ପଛରେ ପକାନ୍ତି ତାଙ୍କ ଜ୍ୱାଇଁ Anand Parimal, ଜାଣନ୍ତୁ ତାଙ୍କର ସମୁଦାୟ ସଂମ୍ପତ୍ତି ବିଷୟରେ

ଦେଶସାରା ସବୁଠାରୁ ବଡ ଧନୀ ବିଜନେସ୍ ମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନାଁ ଆଜି ବା କିଏ ନଜାଣେ, ତାଙ୍କ ନାଁ ଓ ବିଜନେସ୍ ନା  କେବଲ ଦେଶରେ ବରଂ ବିଦେଶରେ ବହୁତ ଲୋକପ୍ରିୟ, ସେ ଭାରତର ସବୁଠାରୁ ଧନୀକ ବିଜନେସ୍ ମ୍ୟାନଙ୍କ ମଧ୍ୟରୁ ଜଣେ, ଏହି କଥା ଆପଣ ଭଲରେ ଜାଣିଥିବେ କି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଅଟନ୍ତି, ଜାଣିଥିବେ କି ମୁକେଶ୍ ଅମ୍ବାନୀ ନିଜ ଝିଅ ଇଶା ଅମ୍ବାନୀଙ୍କ ବିବାହ ୨୦୧୮ ରେ କରାଇଥିଲେ, ସେ ପ୍ରସିଦ୍ଧ ଉଦ୍ୟୋଗପତି ଅଜୟ ପିରାମଳଙ୍କ ପୁଅ ଆନନ୍ଦ ପିରାମଳଙ୍କୁ ବିବାହ କରାଇଥିଲେ, ତାଙ୍କ ବାହାଘର ସବୁଠାରୁ ଦାମୀ ବାହାଘର ହିସାବରେ ଜଣାଯାଏ, ଅସଲରେ ଇଶା ଅମ୍ବାନୀ ଓ ଆନନ୍ଦ ପିରାମଳଙ୍କ ବିବାହରେ ତାଙ୍କ ବାପା ବହୁତ ପଇସା ଖର୍ଚ୍ଚକରାଇଥିଲେ, ଏହା ଛଡା ତାଙ୍କ ବାହାଘରରେ ବଲିଉଡ୍ ଇଣ୍ତଷ୍ଟ୍ରିର ବହୁତ ସୁପରଷ୍ଟାର୍ ଆସିପହଞ୍ଚିଥିଲେ

କିନ୍ତୁ ଆଜି ଆମେ ଆପଣଙ୍କୁ ମୁକେଶ ଅମ୍ବାନୀଙ୍କ ବିଷୟରେ ନୁହେଁ ବରଂ ତାଙ୍କ ଜ୍ୱାଇଁ ଆନନ୍ଦ ପିରାମଳଙ୍କ ବିଷୟରେ କହିବୁ । ଆନନ୍ଦ ପିରାମଳ ପ୍ରସିଦ୍ଧ ବିଜନେସମ୍ୟାନ୍ ଅଜୟ ପିରାମଳଙ୍କ ପୁଅ ଅଟନ୍ତି, ତେବେ ଜାହିର୍ କଥା କି ସେ ନିଜେ ଏକବଡ ବିଜନେସ୍ ମ୍ୟାନ୍ ଥିବେ, କହିଦେବୁ କି ଆନନ୍ଦ ପିରାମଳ ୟୁନିଭରସିଟି ଅଫ୍ ପେଂସିଲବେନିଆ ରୁ ଇକୋନୋମିକ୍ସ ଡିଗ୍ରୀ ପ୍ରାପ୍ତ କରିଛନ୍ତି, ମିଡିଆ ରିପୋର୍ଟ୍ ମୁତାବିକ ଅଜୟ ପିରାମଳ ପିରାମଳ ଗ୍ରୁପ୍ ଓ ଶ୍ରୀରାମ ଗ୍ରୁପ୍ ର ଚେୟାରମ୍ୟାନ୍ ଅଟନ୍ତି । ଖବରର ମୁତାବିକ ଅଜୟ ପିରାମଳଙ୍କ ସମୁଦାୟ ସଂମ୍ପତ୍ତି ୪,୫ ମିଲିୟନ୍ ଡଲାର୍ ଅଟେ ।

ଏବେ ଆପଣ ଜାଣିଥିବେ କି ଧନୀକ ମାମଲାରେ ସେ କାହାଠାରୁ କମ୍ ନୁହନ୍ତି, ସୁଚନାପାଇଁ କହିଦେବୁ କି ଇଶା ଅମ୍ବାନୀ ଓ ଆନନ୍ଦ ପିରାମଳ ଙ୍କ ବିବାହ ପୁର୍ବରୁ ଜଣେ ଅନ୍ୟଙ୍କ ସହ୍ ଡେଟ୍ କରିସାରିଛନ୍ତି, ସେହି ସମୟରେ ବହୁତ ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା, ଏହା ଛଡା ଆନନ୍ଦପିରାମଳ ଇଶା ଅମ୍ବାନୀଙ୍କୁ ସୁନ୍ଦର୍ ଅନ୍ଦାଜରେ ପ୍ରପୋଜ୍ କରିଥିଲେ, ଯାହା ବହୁତ ଚର୍ଚ୍ଚାରେ ରହିଥିଲା

ଦୁହେଁ ବହୁତ ବର୍ଷଯାଏଁ ଡେଟ୍ କରିବାପରେ ନିଜ ସଂମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ, ଖାସ୍ କଥା ଏହା କି ଇଶାଙ୍କ ପରିବାର ଲୋକେ ସେହି ଦୁହେଁଙ୍କ ସଂମ୍ପର୍କକୁ ନେଇ ଜଲଦି ରାଜି ହୋଇଯାଇଥିଲେ, ଏହାପରେ ପରିବାର ସହମତିରେ ଇଶା ଓ ଆନନ୍ଦ ପିରାମଳଙ୍କ ବିବାହ ହୋଇଥିଲା, ଆଜି ଦୁହେଁ ଏକ ଖୁସିମୟ ଜୀବନ ଅତିବାହିତ୍ କରୁଛନ୍ତି ।

କହିଦେବୁ କି ଆନନ୍ଦ ନିଜ ବାପାଙ୍କ କମ୍ପାନୀରେ ଜଣେ ଏକଜ୍ୟୁକିଟିଭ୍ ଡାଇରେକ୍ଟର ଭାବେ କାମ କରୁଛନ୍ତି, ସେମିତି ଆନନ୍ଦ ନିଜ ବାପାଙ୍କ ସବୁ ସଂମ୍ପତ୍ତିର ଏକମାତ୍ରା ମାଲିକ ଅଟନ୍ତି, କିନ୍ତୁ ସେ ନିଜ ବାପାଙ୍କ ଅଣ୍ତରରେ ରହିକରି କାମ କରିବାକୁ ଚାହଁନ୍ତି, ଆନନ୍ଦଙ୍କ ବାପା ଜି ଫ୍ୟାମିଲି ଗ୍ରୁପ୍ ଓ ଶ୍ରୀରାମ ଗ୍ରୁପର ଜଣାଶୁଣା ଚେୟାରମ୍ୟାନ୍ ଅଟନ୍ତି, ସେମିତି ପିରାମଳ ଗ୍ରୁପ୍ ଫାର୍ମା ହେଲଥକେୟାର୍ ଓ ଫାଇନାନ୍ସ ସର୍ଭିସେସ୍ କ୍ଷେତ୍ରରେ ବି କାର୍ଯ୍ୟ କରନ୍ତି

କହିଦେବୁ କି ଆନନ୍ଦଙ୍କ ଛଡା ଅଜୟ ପିରାମଳ ଙ୍କ ଝିଅ ନନ୍ଦିନୀ ଙ୍କୁ ମିଶାଇକରି କମ୍ପାନୀରେ ୪ ଜଣ ମେମ୍ବର ଅଛନ୍ତି, ଯିଏ କମ୍ପାନୀର ସବୁ କାର୍ଯ୍ୟଭାର ସଂମ୍ଭାଳୁଛନ୍ତି, ଖବର ଅଛି କି ଆନନ୍ଦପିରାମଳ ନିଜ ଶଶୁରଙ୍କ ମାନେ ମୁକେଶ ଅମ୍ବାନୀଙ୍କ ବହୁତ ସାରା କମ୍ପାନୀକୁ ବି ପଛରେ ପକାଇଦେଇଛନ୍ତି, ବଡ ବଡ ସହରରେ ତାଙ୍କର କୋଟିଏ ଉପରେ ସଂମ୍ପତ୍ତି ଅଛି, ଓ ପ୍ରାୟ ସବୁ ବ୍ରାଣ୍ତର କାର୍ ସେ କଲେକ୍ସନ୍ ରଖିଛନ୍ତି ।

Leave a Reply

Your email address will not be published. Required fields are marked *