March 29, 2024

Odia Express

News For Public

ନିଜ Uncle ଙ୍କୁ ମା ଦୁର୍ଗାଙ୍କ ପେଣ୍ତାଲ୍ ରେ ଦେଖିକରି ନିଜକୁ ଅଟକାଇ ପାରିଲେ ନାହିଁ କାଜୋଲ୍, ବହୁତ ଭାବୁକ ହୋଇକରି କାନ୍ଦିପକାଇଲେ ଦେଖନ୍ତୁ Video

ଯେପରି ଆମେ ସମସ୍ତେ ଏହା ଜାଣିଛେ କି ଏବେ ଉତ୍ସବର ସିଜିନ୍ ଆରମ୍ଭ ହୋଇସାରିଛି, ଏମିତିରେ ଏହି ଦିନରେ ନବରାତ୍ରୀ ପର୍ବ ହିନ୍ଦୁ ଧର୍ମରେ ବହୁତ ଧୁମଧାମ୍ ରେ ପାଳିତ ହେଉଛି, ସାଧାରଣ ଲୋକଙ୍କ ଠାରୁ ନେଇକରି ବଡ ବଡ କଳାକାରମାନେ ମା ଦୁର୍ଗାଙ୍କ ଦରବାରରେ ହାଜିର୍ ଲଗାଇବାକୁ ଯାଆନ୍ତି, କୋରନା ମହାମାରୀ ଏହିଥର ନବରାତ୍ରୀ ରଙ୍ଗରେ ଏବେ ଟିକେ ଫିକା ଆଣିଛି କିନ୍ତୁ ଏହା ସତ୍ତ୍ୱେ ବି ଭକ୍ତମାନେ କୋରନାର ଗାଇଡ୍ ଲାଇନ୍ କୁ ଆଖି ଆଗରେ ରଖି ନବରାତ୍ରୀର ଉତ୍ସବ ପାଳୁଛନ୍ତି, ସେମିତି ଏହି ଦିନରେ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ କାଜୋଲ୍, ଯିଏକି ନବରାତ୍ରୀର ଉତ୍ସବ ପାଳୁଥିବାର ନଜର ଆସିଛନ୍ତି ।

କାଜୋଲ୍ ତାଙ୍କ ନଟଖଟ ଅନ୍ଦାଜ ପାଇଁ ଜଣାଯାଆନ୍ତି, ସମସ୍ତଙ୍କୁ ସେ ହସାଇକରି ଖୁସି କରାଈଦିଅନ୍ତି, କିନ୍ତୁ ଏହି ବର୍ଷ ନବରାତ୍ରୀରେ କାଜୋଲ୍ କିଛି ଅଲଗା ନଜର ଆସିଥିଲେ, ଏବେ ଅଭିନେତ୍ରୀ କାଜୋଲ୍ ଏକ ଭିଡିଓ ସୋସିଆଲ୍ ମିଡିଆରେ ଲିକ୍ ହୋଇଥିଲା ଯେଉଁଥିରେ ସେ ଦୁର୍ଗା ମା ଙ୍କ ଦରବାରରେ ନଜର ଆସିଥିଲେ, ଏହି ଭିଡିଓରେ ଆଶ୍ଚର୍ଯ୍ୟକର ଘଟଣା ଏହା ହୋଇଥିଲା କି ସେ କାନ୍ଦୁଥିବାର ନଜର ଆସିଥିଲେ, ଏହାର ପଛରେ କଣ କାରଣ ହୋଇପାରେ ଆସନ୍ତୁ ନଜର ପକାଇବା ।

ଫେମସ୍ ସେଲିବ୍ରେଟିଜ୍ ଙ୍କ କ୍ୟାମେରାରେ ଭିଡିଓ ଉତ୍ତୋଳନ କରିଥିବା କ୍ୟାମେରାମ୍ୟାନ୍ ବିରାଳ ଭୟାନୀ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ କାଜୋଲଙ୍କ ଏହି ଭିଡିଓ ସେୟାର୍ କରିଥିଲେ, ଯେଉଁଥିରେ ଦୁର୍ଗା ମାଙ୍କ ପେଣ୍ତାଲରେ ବହୁତ ଭାବୁକ ହୋଇଯାଇଥିଲେ, ଏହାର କାରଣ ଆଉ କିଛି ନଥିଲା ତାଙ୍କର ଜଣେ ଅଙ୍କଲ ଥିଲେ ଯାହାଙ୍କୁ ସେ ବହୁତ ବର୍ଷ ପରେ ଦେଖାହେଲେ, ଓ ସେ ଚାହିଁକରି ବି ନିଜ ଆଖିର ଲୁହକୁ ଅଟକାଇପାରିଲେ ନାହିଁ, ଏହି ଭିଡିଓରେ ଦେଖିପାରିବେ କି କିପରି କାଜୋଲ୍ ନିଜ ଅଙ୍କଲଙ୍କୁ କୁଣ୍ଢାଇ କାନ୍ଦୁଛନ୍ତି, ଓ ତାଙ୍କ ଅଙ୍କଲ୍ ତାଙ୍କୁ କାନ୍ଦିବାକୁ ମନା କରୁଛନ୍ତି

ସେମିତି କ୍ୟାପସନରେ ବିରାଳ ଭୟାନୀ ଅଭିନେତ୍ରୀଙ୍କ କାନ୍ଦୁଥିବାର କାରଣ ବି କହିଛନ୍ତି । ସେ କହିଲେ କି କିଛି ସମୟ ପୁର୍ବରୁ କାଜୋଲ୍ ଙ୍କ ଏହି ଅଙ୍କଲ୍ କୋରନାରେ ପିଡିତ ଥିଲେ, ଓ ବହୁତ ସିରିୟସ୍ ବି ଥିଲେ ଯାହାକୁ ନେଇ ସେ ବହୁତ ପୀଡା ସହିଥିଲେ, କିନ୍ତୁ କାଜୋଲ୍ ଯେବେ ତାଙ୍କୁ ଦୁର୍ଗା ମାଙ୍କ ଦରବାରରେ ଦେଖିଲେ ଓ ସେ ସଂପୁର୍ଣ୍ଣ ସୁସ୍ଥ୍ୟ ହେବାର ଦେଖିଲେ ସେ ଖୁସିରେ କାନ୍ଦିପକାଇଥିଲେ, ଓ ତୁରନ୍ତ କୁଣ୍ଢାଇକରି କାନ୍ଦିବା ଆରମ୍ଭ କରିଦେଲେ ।

ସୁଚନାପାଇଁ କହିଦେବୁ କି କାଜୋଲ୍ ଏବେ ନୁହେଁ ବରଂ ବହୁତ ବର୍ଷରୁ ନବରାତ୍ରୀର ଉତ୍ସବ ପାଲୁଛନ୍ତି, ସେ ବହୁତଥର ନିଜ ମା ତନୁଜାଙ୍କ ସହ ଦୁର୍ଗା ମାଙ୍କ ପେଣ୍ତାଲରେ ନଜର ଆସନ୍ତି, କିନ୍ତୁ ଏହିଥର କାଜୋଲ୍ ଏକେଲା ହିଁ ମାଙ୍କ ଦରବାରରେ ହାଜିର୍ ଲଗାଈଥିଲେ, ଏହି ସମୟରେ ସେ ନିଜକୁ ଭାରତୀୟ ସଂସ୍କୃତିର ଅନୁସାରେ ଟ୍ରାଡିସନାଲ୍ ଲୁକ୍ସରେ ନଜର ଆସିଥିଲା, ଓ ଲାଲ୍ ଶାଢିରେ ସେ ବହୁତ ସୁନ୍ଦର ବି ନଜର୍ ଆସୁଥିଲେ, ଗଳାରେ ପିନ୍ଧିଥିବା ନେକଲେସ୍ ତାଙ୍କ ସୁନ୍ଦରତାକୁ ଆହୁରି ବଢାଇଦେଉଥିଲା< ୱାର୍କଫ୍ରଣ୍ତର କଥା କହିଲେ କାଜୋଲ୍ ଙ୍କୁ ଆମେ ଶେଷଥର ନେଟଫ୍ଲିକ୍ସରେ ଫିଲ୍ମ ତ୍ରିଭଙ୍ଗାରେ ନଜର ଆସିଥିଲେ ଓ ତାଙ୍କ ଲୁକ୍ସକୁ ବି ବହୁତ ଲୋକେ ପ୍ରଶଂସା କରିଥିଲେ, ଏବେ ସେ ଜଲଦି ଦି ଲାଷ୍ଟ ହୁରେରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *