March 28, 2024

Odia Express

News For Public

ବଲିଉଡ୍ ର ଏହି Star Kids ଆଜି ବି ଅଛନ୍ତି ଅବିବାହିତ, କାହାର ଭାଙ୍ଗିଛି ହୃଦୟ ତ କିଏ ବାହା ହେବାପାଇଁ କରୁଛି ଘୃଣା,ସଲମାନ ଙ୍କ କଥା ଜାଣିରଖନ୍ତୁ ଏବେ

1 min read

ବଲିଉଡ୍ ଜଗତରେ କଳାକାରଙ୍କ ସଂମ୍ପର୍କ ଗଢିଉଠିଥାଏ ଓ ଭାଙ୍ଗିବି ଥାଏ, କାହାକୁ ସଚ୍ଚା ପ୍ରେମ ମିଳେ, ତ କାହାକୁ ପ୍ରେମର ଉପରେ ବିଶ୍ୱାସ ହୋଇନଥାଏ । ଯଦି ଆମେ ଦିଗଜ୍ଜ୍ କଳାକାରଙ୍କ ବିଷୟରେ କଥା ହେବା ତେବେ ଏଥିରେ କିଛି ଅଭିନେତା ଏମିତି ଅଛନ୍ତି ଯାହାଙ୍କ ଛୁଆ ଏବେ ପର୍ଯ୍ୟନ୍ତ ସିଙ୍ଗେଲ୍ ଅଛନ୍ତି, ଓ ବାହା ହୋଇନାହାନ୍ତି, ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏମିତି କିଛି ଷ୍ଟାର୍ କିଡ୍ସଙ୍କ ବିଷୟରେ କହିବୁ ଯିଏକି ବାହାହେବାପାଇଁ କେବେ ମନ କରୁନାହାନ୍ତି, ତେବେ ଆସନ୍ତୁ ଜାଣିବା ।

୧) ବିନୋଦ ଖାନ୍ନାଙ୍କ ପୁଅ ଅକ୍ଷୟ ଖାନ୍ନା- ଅକ୍ଷୟ ଖାନ୍ନା ବଲିଉଡ୍ ରେ ଏଣ୍ଟ୍ରି କରିବାଅରେ ଏକ ଭଲ ସଫଳତା ହାସିଲ୍ କରିଥିଲେ, କିନ୍ତୁ ତାଙ୍କ କ୍ୟାରିୟର ଜଲଦି ଦବିଯାଇଥିଲା, ଗୋଟେ ସମୟରେ ତାଙ୍କ ବାହାଘର କପୁର ଖାନଦାନର ଝିଅ କରିସ୍ମା କାପୁରଙ୍କ ସହ ହେବାକୁ ଥିଲା, କିନ୍ତୁ କରିସ୍ମା କାପୁରଙ୍କ ମା ବବିତା କାପୁର ଏହି ବାହାଘର ପାଇଁ ରାଜି ହୋଇନଥିଲେ, ଏହି ସଂମ୍ପର୍କ ସେଥିରେ ଭାଙ୍ଗିଯାଇଥିଲା, ଅକ୍ଷୟ ଖାନ୍ନା ବାହାହେବାପାଇଁ ଏଥିପାଇଁ ମନା କରିଦେଇଥିଲେ କାରଣ ସେ ନିଜ ସ୍ୱାଧିନତା ସହ ବୁଝାମଣା କରିବାକୁ ଚାହୁଁନଥିଲେ, ତେବେ ଠାରୁ ନେଇକରି ଏବେ ପର୍ଯ୍ୟନ୍ତ ଅକ୍ଷୟ ଖାନ୍ନା ସିଙ୍ଗେଲ୍ ଅଛନ୍ତି ।

୨) ସଲିମ୍ ଖାନ୍ ଙ୍କ ପୁଅ ସଲମାନ୍ ଖାନ୍- ଦବାଙ୍ଗ୍ ଖାନ୍ ଓରଫ୍ ସଲମାନ୍ ଖାନ୍ ବଲିଉଡ୍ ଇଣ୍ତଷ୍ଟ୍ରିରେ କି ବା ନଜାଣେ, ସେ ଜଣାଶୁଣା କଳାକାର ସଲିମ୍ ଖାନ୍ ଙ୍କ ପୁଅ ଅଟନ୍ତି ,ସଲମାନଙ୍କ ଦୁଇ ଭାଇ ବାହା ହୋଇଯାଈଥିଲେ କିନ୍ତୁ ସଲମାନ ଏବେ ପର୍ଯ୍ୟନ୍ତ ଅଭିବାହିତ ଅଛନ୍ତି, କେବେ ସଲମାନ୍ ଐଶ୍ୱର୍ଯ୍ୟା ରାୟଙ୍କୁ ଭଲ ପାଉଥିଲେ, କିନ୍ତୁ ଏହି ବାହାଘର ହୋଇପାରିଲା ନାହିଁ, ଏବେ ଏମିତି ଲାଗୁଛି କି ସଲମାନ୍ ଖାନ୍ ଆଉ ବାହାହେବାକୁ ଚାହୁଁନାହାନ୍ତି, ଓ ଏବେ ଏହା ସହ ଯୋଡି ହୋଇଥିବା କିଛି ବି କଥା ଫ୍ୟାନ୍ସଙ୍କ ସହ ସେ ସେୟାର୍ କରୁନାହାନ୍ତି ।

୩) ଶର୍ମିଲା ଟାଗୋରଙ୍କ ଝିଅ ସବା- ଶର୍ମିଲା ଟାଗୋରଙ୍କ ଦୁଇଟି ଝିଅ ହୋଇଥିଲେ, ଜଣେ ହେଲେ ସୋହା ଅଲ୍ଲୀ ଖାନ୍ ଓ ସେମିତି ଆଉ ଜଣେ ସବା ଅଲ୍ଲୀ ଖାନ୍, ସବା ଅଲ୍ଲୀ ଖାନ୍ ବଲିଉଡ୍ ଜଗତରୁ ଦୁରେଇ ରହିଥିଲେ, କିନ୍ତୁ ଏବେ ପର୍ଯ୍ୟନ୍ତ ସେ ବିବାହ କରିନାହାନ୍ତି, ଶର୍ମିଳା ଟାଗୋର୍ ନିଜ ଝିଅର ବାହାଘରକୁ ନେଇକରି ବହୁତ କିଛି କହୁଥିବାର ନଜର ଆସିନାହାନ୍ତି, ଓ ତାଙ୍କର ଦ୍ୱିତୀୟ ଝିଅ ଶୋହା ଅଲ୍ଲୀ ଖାନ୍ ବଲିଉଡ୍ ଅଭିନେତା କୁନ୍ନାଲ୍ ଖେମୁଙ୍କୁ ବିବାହ କରିନେଇଛନ୍ତି ।

୪) ତନୁଜାଙ୍କ ଝିଅ ତନିଶା- କହିଦେବୁ କି ବଲିଉଡ୍ ର ଜଣାଶୁଣା ଅଭିନେତ୍ରୀ ତନୁଜାଙ୍କ ୨ ଟି ଝିଅ ଅଛନ୍ତି ଜଣେ ହେଲେ କାଜୋଲ୍ ଓ ଅନ୍ୟ ଜଣେ ହେଲେ ତନିଶା, କାଜୋଲଙ୍କ ବାହାଘର ଅଜୟ ଦେବଗନଙ୍କ ସହ ହୋଇଗଲା, କିନ୍ତୁ ତନିଶା ଏବେ ପର୍ଯ୍ୟନ୍ତ କୁଆଁରି ଅଛନ୍ତି, ସେ ବହୁତ ବଲିଉଡ୍ ଅଭିନେତାଙ୍କ ସହ ଡେଟ୍ କରିଥିଲେ,କିନ୍ତୁ ନିଜ ବାହାଘର ବିଷୟରେ କେବେ ଭାବିନାହାନ୍ତି ।

୫) ଧର୍ମେନ୍ଦ୍ରଙ୍କ ପୁତୁରା ଅଭୟ ଦେଓଲ- ଚର୍ଚ୍ଚିତ ଅଭିନେତା ଅଭୟ ଏବେ ପର୍ଯ୍ୟନ୍ତ ବାହାହୋଇନାହାନ୍ତି, କହିଦେବୁ କି ଧର୍ମେନ୍ଦ୍ରଙ୍କ ପୁତୁରା ଗୋଟେ ସମୟରେ ପ୍ରିତି ଦେଶାଇଙ୍କ ସହ ଲିଭ୍ ଇନ୍ ରିଲେସନସିପ୍ ରେ ଥିଲେ, କିନ୍ତୁ ତାଙ୍କ ବ୍ରେକ୍ ଅଫ୍ ହେବାପରେ ସେ ଆଉଥରେ କେଉଁ ଜୀବନସାଥୀ କୁ ପାଇବାର ଆଶା କରିନାହାନ୍ତି ।

୬) ମାଲା ସିହ୍ନା ଙ୍କ ଝିଅ ପ୍ରତିଭା- ଅଭିନେତ୍ରୀ ମାଲା ସିହ୍ନା ଙ୍କ ଝିଅ ନଦିମ୍ ଙ୍କ ସହ ଆଫେୟାର୍ ଚାଲିଥିଲା, କିନ୍ତୁ ନଦିମ୍ ପୁର୍ବରୁ ବିବାହିତ ଥିଲେ, ଏଥିପାଇଁ ମାଲା ସିହ୍ନାଙ୍କୁ ନିଜ ଝିଅର ସହ ମିଶିବା ପସନ୍ଦ ନଥିଲା, ନଦିମ୍ ଙ୍କ ଠାରୁ ଅଲଗା ହେବାପରେ ପ୍ରତିଭା ଏମିତି ଭାଙ୍ଗିପଡିଲେ କି ସେ କେବେ ନ ବିବାହ କରିବାର ଫଇସଲା କରିନେଲେ ।

Leave a Reply

Your email address will not be published. Required fields are marked *