April 20, 2024

Odia Express

News For Public

ସଲମାନ୍ ଖାନ୍ ଙ୍କ ଠାରୁ ଅଲଗା ହେବାପରେ ଐଶ୍ୱର୍ଯ୍ୟା ରାୟ କରିଲେ Anil ଅମ୍ବାନୀଙ୍କୁ ଡେଟ୍ ,ଜାଣନ୍ତୁ ଏହି ଅଣଶୁଣା କାହାଣୀର Full Story

ବଲିଉଡ୍ ଜଗତରେ କଳାକାରଙ୍କ ଡେଟିଙ୍ଗ୍ କରିବାର ଚର୍ଚ୍ଚା ସବୁଦିନ ଶୁଣିବାକୁ ମିଳେ । ଖାସ୍ କରି କଥା ଯଦି ଐଶ୍ୱର୍ଯ୍ୟା ରାୟଙ୍କର କରିବା ତେବେ ତାଙ୍କର ଓ ସଲମାନ୍ ଖାନ୍ ଙ୍କ ପ୍ରେମ ଆଜି ପର୍ଯ୍ୟନ୍ତ ଲୋକେ ଭୁଲିପାରିନାହାନ୍ତି, ଏବେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କ ସ୍ତ୍ରୀ ହୋଇସାରିଛନ୍ତି, ଓ ବଚ୍ଚନ ପରିବାରର ବୋହୁ ବି, କିନ୍ତୁ ଏହା ସତ୍ତ୍ୱେ ବି ତାଙ୍କର ଓ ସଲମାନ୍ ଖାନ୍ ଙ୍କ କାହାଣୀକୁ ମନେ ପକାଯାଏ, ଦୁହେଁଙ୍କ ପ୍ରେମ କାହାଣୀ ଗୋଟେ ସମୟରେ ପରଫେକ୍ଟ ଲଭ୍ ଷ୍ଟୋରୀ ରହିଥିଲା, କିନ୍ତୁ ସମୟ ତାଙ୍କୁ ଏମିତି ଅଲଗା କରିଦେଲା ଆଜି ଏହି ଦୁହେଁ ଜଣେ ଅନ୍ୟଙ୍କୁ ଦେଖିବାକୁ ପସନ୍ଦ କରୁନାହାନ୍ତି, କହିଦେବୁ କି ଐଶ୍ୱର୍ଯ୍ୟା ରାୟ ଏବେ ୪୭ ବର୍ଷିୟ ହୋଇସାରିଛନ୍ତି, କିନ୍ତୁ ତାଙ୍କ ସୁନ୍ଦରତା ଆଜି ବି ସେମିତି ରହିଛି ।

ଆପଣଙ୍କୁ କହିଦେବୁ କି ଐଶ୍ୱର୍ଯ୍ୟା ରାୟ ଏକ ଭଲ ସ୍ତ୍ରୀ ଓ ଭଲ ବୋହୁ ଓ ଏକ ଭଲ ମା ହିସାବରେ ସମସ୍ତେ ଜାଣିଛନ୍ତି, ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଭଲ ପାଇବା କାହାକୁ ବି ଅଛପା ନାହିଁ, କିନ୍ତୁ ବଚ୍ଚନ ପରିବାରର ବୋହୁ ହେବା ପୁର୍ବରୁ ଐଶ୍ୱର୍ଯ୍ୟାଙ୍କ ନାଁ ବହୁତ ବଡ ବଡ ଅଭିନେତାଙ୍କ ସହ ଯୋଡା ଯାଇଥିଲା, ଏଥିରେ ନା କେବଳ ଫିଲ୍ମ ଅଭିନେତା ବରଂ ବଡ ବଡ ବିଜନେସ୍ ମ୍ୟାନ୍ ଙ୍କ ନାଁ ବି ଆସେ, ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଐଶ୍ୱର୍ଯ୍ୟା ଙ୍କ ଏମିତି ଏକ ବିଜନେସ୍ ମ୍ୟାନ୍ ଙ୍କ ସହ ଆଫେୟାର୍ ବିଷୟରେ କହିବୁ, ଯାହାର ବିଷୟରେ ଆପଣ ବୋଧେ କମ୍ ଜାଣିଥିବେ । ଏହି ବିଷୟରେ କୌଣସି ଅନ୍ୟ ରାୟ ନାହିଁ କି ଐଶ୍ୱର୍ଯ୍ୟ ରାୟ ଗୋଟେ ସମୟରେ ଏକ ବେଷ୍ଟ ଅଭିନେତ୍ରୀ ରହିଥିଲେ

ବରଂ ସବୁଠାରୁ ଅଧିକା ଆୟ କରୁଥିବା ଅଭିନେତ୍ରୀଙ୍କ ଲିଷ୍ଟରେ ବି ଟପ୍ ରେ ଥିଲେ, ୨୦୦୪ ରେ ତାଙ୍କର ଓ ସଲମାନ୍ ଖାଁଙ୍କ ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସନମ୍ ରାତାରାତି ସମସ୍ତଙ୍କ ହୃଦୟକୁ ଜିତିପାରିଥିଲା, ବୋଧେ ଏହି କାରଣ ଥିଲା ଯାହା ଫିଲ୍ମଟି ବକ୍ସ ଅଫିସ୍ ରେ କୋଟିଏ ଟଙ୍କା ଆୟ କରୁଥିବା ଫିଲ୍ମ ହୋଇ ବାହାରିଥିଲା, ଏହାପରେ ଫିଲ୍ମର ଦୁହେଁ କଳାକାର ମାନେ ଐଶ୍ୱର୍ଯ୍ୟ ଓ ସଲମାନ୍ ଙ୍କ ମଧ୍ୟରେ ଏମିତି ମତଭେଦ ହେଲା ଯାହା ବ୍ରେକ୍ ଅଫ୍ ଯାଏଁ କଥା ଗଲା, ଖବରରୁ ଜଣାଯାଏ କି ସଲମାନ୍ ଖାନ୍ ଙ୍କ ଠାରୁ ଅଲଗା ହେବାପରେ ସେ ବିବେକ୍ ଓବରାୟଙ୍କୁ ବି ଡେଟ୍ କରିଥିଲେ ।

ସଲମାନ୍ ଓ ଐଶ୍ୱର୍ଯ୍ୟଙ୍କ ବ୍ରେକ୍ ଅଫ୍ ଖବର ସେମିତି ଧମିନଥିଲାମ୍ ତେବେ ଫ୍ୟାନ୍ସ ଜାଣିବାକୁ ପାଇଲେ କି ରିଲାୟନ୍ସ ଗ୍ରୁପର ଚେୟାର୍ ମ୍ୟାନ୍ ଅନିଲ୍ ଅମ୍ବାନୀଙ୍କ ସହ ଐଶ୍ୱର୍ଯ୍ୟଙ୍କ ଆଫେୟାର୍ ଖବର ସବୁଆଡେ ବ୍ୟାପିଲା, ମିଡିଆ ଅନୁସାରେ ଐଶ୍ୱର୍ଯ୍ୟ ସେହି ସମୟରେ ଅନିଲ୍ ଅମ୍ବାନୀଙ୍କୁ ଭଲ ପାଇବସିଥିଲେ, ଓ ଦୁହେଁ ଅନ୍ୟ ଜଣଙ୍କ ସହ ଡେଟ୍ ବି କରିଥିଲେ,  କିନ୍ତୁ ପରେ ଐଶ୍ୱର୍ଯ୍ୟା ଏହି ସବୁ କଥାକୁ ଏକ ମିଥ୍ୟାପ୍ରଚାର କହିକରି କଥାକୁ ବୁଲାଇଦେଇଥିଲେ, ଓ ଏମିତି କିଛି ତାଙ୍କ ସହ ସଂମ୍ପର୍କ ନାହିଁ ବୋଲି ସମସ୍ତଙ୍କୁ ଜଣାଇଥିଲେ । ଏକ ଇଣ୍ଟରଭ୍ୟୁ ସମୟରେ ଐଶ୍ୱର୍ଯ୍ୟା ରାୟ ନିଜର ଓ ଅନିଲ୍ ଅମ୍ବାନୀଙ୍କ ମିଥ୍ୟାପ୍ରଚାରର ସତ୍ୟତାକୁ ବୟାନ୍ କରିଥିଲେ

ସେ କହିଲେ କି ବହୁତ ବର୍ଷ ପରେ ଯେବେ ମୋତେ ଏହି କଥା ବିଷୟରେ ଜଣାପଡିଲା ତେବେ ମୋର ରିୟାକ୍ସନ୍ ବହୁତ ମିଳାମିଶା ରହିଥିଲା, ମୁଁ ଅନିଲ୍ ଜୀଙ୍କୁ ବହୁତ କମ୍ ଥର ଦେଖାକରିଛି, ପରିଶେଷରେ ମୋର ତାଙ୍କର ନିର୍ଦ୍ଧେଶକ ଭରତ ଶାହଙ୍କ ଜନ୍ମଦିନର ପାର୍ଟିରେ ସାକ୍ଷାତ ହୋଇଥିଲା, ସେହି ସମୟରେ ଟିନା ମୁନିମ୍ ଓ କିଛି ଅନ୍ୟ ଲୋକଙ୍କ ସହ ଟେବୁଲ୍ ରେ ସେ ବସିଥିଲେ, ମୁଁ ତାଙ୍କୁ ଠିକ୍ ଭାବରେ ଜାଣିନଥିଲି, ଓ ମୋର ତାଙ୍କ ସହ ଏମିତି ସଂମ୍ପର୍କ ଯୋଡିବା ପ୍ରକୃତରେ ଏକ ନିନ୍ଦନୀୟ କଥା ଅଟେ, ମୁଁ ଆଶ୍ଚର୍ଯ୍ୟ ଥିଲି କି ଏହା ସବୁ ମୋର ବିଷୟରେ କଣପାଇଁ ଆଲୋଚନା କରାଯାଉଛି ।

Leave a Reply

Your email address will not be published. Required fields are marked *