March 28, 2024

Odia Express

News For Public

ଟିଭିର ଏହି ୫ ଜଣ ଲୋକପ୍ରିୟ Couples ରିୟଲ୍ ଲାଇଫ୍ Offscreen ରେ ଜଣେ ଅନ୍ୟଙ୍କ ଦେଖିବାକୁ କରନ୍ତି ନାହିଁ ପସନ୍ଦ, ଜାଣନ୍ତୁ କାରଣ

1 min read

ଆପଣ ସିରିଆଲ୍ ରେ କାମ କରୁଥିବା ଯୋଡିଙ୍କୁ ପ୍ରଶଂସା କରନ୍ତି, ଓ ଚାହଁନ୍ତି କି କେବଳ ଟିଭିରେ ହିଁ ନୁହେଁ ବରଂ ରିୟଲ୍ ଲାଇଫ୍ ରେ ବି ତାଙ୍କ ମଧ୍ୟରେ ବଢିଆ କେମେଷ୍ଟ୍ରି ରହୁ, ଏମିତି ହୋଇଥାଏ କି ସାଥିରେ କାମ କରିବା ସହ ବହୁତ ସାରା ଯୋଡିଙ୍କୁ ପ୍ରେମ ହୋଇଯାଏ , ସେ ଅନସ୍କ୍ରିନ୍ ଜଣେ ଅନ୍ୟଙ୍କ ସ୍ୱାମୀ ସ୍ତ୍ରୀ ଭୁମିକା ନିଭାଇକରି ରିୟଲ୍ ଲାଇଫ୍ ରେ ଜଣେ ଅନ୍ୟଙ୍କ ଜୀବନସାଥୀ ହୋଇଯାଆନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ଟି ଟାଉନ୍ ର ଏମିତି ବହୁତ ସାରା ଯୋଡି ଅଛନ୍ତି, ଯାହାଙ୍କ ଅନସ୍କିନ୍ କେମେଷ୍ଟ୍ରି ବଢିଆ ଅଛି, କିନ୍ତୁ ବାସ୍ତବରେ ସେ ଜଣେ ଅନ୍ୟଙ୍କ ଚେହେରା ଦେଖିବା ପସନ୍ଦ କରନ୍ତି ନାହିଁ ।

୧) ଦିବ୍ୟଙ୍କା ତ୍ରିପାଠି- କରନ୍ ପଟେଲ୍ : ଷ୍ଟାର୍ ପ୍ଲସର ଲୋକପ୍ରିୟ ସିରିଆଲ୍ ୟେ ହେଁ ମୋହବତେଁ ରେ ଦିବ୍ୟଙ୍କା ତ୍ରିପାଠି ଓ କରନ୍ ପଟେଲ୍ ଙ୍କ ଯୋଡି ବହୁତ ଲୋକ ଅଧିକା ପସନ୍ଦ କରନ୍ତି, କିନ୍ତୁ ଏହି ଧାରାବାହିକର ଆରମ୍ଭରୁ କିଛି ଦିନ ପରେ ଦୁହେଁଙ୍କ ମଧ୍ୟରେ କେବେ ଶେଷ୍ ହେଉନଥିବା ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା, ଖବରରୁ ଜଣାଯାଏ କି କଳାକାର କେବଳ ସେମିତି କଥା ହେଉଥିଲେ, ନିଜ ଜୀବନରେ ଜଣେ ଅନ୍ୟଙ୍କ ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ ।

୨) ହିନା ଖାନ୍ ଓ କରନ୍ ମେହେଟା- ଷ୍ଟାର୍ ପ୍ଲସର ଧାରାବାହିକ ୟେ ରିସ୍ତା କ୍ୟା କେହେଲାତା ହେ ରେ ଅକ୍ଷରା ଓ ନୈତିକଙ୍କ ଭୁମିକା ଘରେ ଘରେ ଲୋକପ୍ରିୟ ହୋଇଥିଲା, ଏଥିରେ ହିନା ଖାନ୍ ଓ କରନ୍ ମେହେଟାଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ , ସ୍କ୍ରିନ୍ ରେ ଏହି ଦୁହେଁଙ୍କ ମଧ୍ୟରେ ଗଭୀର ସଂମ୍ପର୍କ ଓ ବଣ୍ତିଙ୍ଗ୍ ନଜର ଆସିଥିଲା, କିନ୍ତୁ ବାସ୍ତବରେ ଏହି ଦୁହେଁ ଜଣେ ଅନ୍ୟଙ୍କୁ ଚିଡନ୍ତି , ତାହା ସହ ଲମ୍ବା ସମୟରୁ ରୋମାଣ୍ଟିକ୍ ରୋଲ୍ କରିବାପରେ ବି ଦୁହେଁ ସେଟ୍ ରେ ଜଣେ ଅନ୍ୟଙ୍କୁ ଇଗ୍ନୋର୍ କରନ୍ତି, ଏମାନେ ପରସ୍ପର କଥା ହେବାକୁ ପସନ୍ଦ କରନ୍ତି ନାହିଁ, ଯଦି ଏମାନେ କେବେ ଦେଖାହୁଅନ୍ତି ତେବେ ଜଣେ ଅନ୍ୟଙ୍କୁ ହାଲୋ କହିବା ପସନ୍ଦ କରନ୍ତି ନାହିଁ,

୩) କର୍ଲସ୍ ର ବଢିଆ ସିରିଆଲ୍ ବାଳିକା ବଧୁ ମୁଖ୍ୟ ଭୁମିକା ନିଭାଉଥିବା ତୋରଲ୍ ରାସପୁତ୍ରା ଓ ସିଦ୍ଧାର୍ଥ ଶୁକ୍ଳା ଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଦେଖିବାକୁ ମିଳିଥାଏ, ଦୁହେଁ ଜଣେ ଅନ୍ୟଙ୍କୁ ସପୋର୍ଟ କରନ୍ତି, ଓ ଜଣେ ଅନ୍ୟଜଣଙ୍କୁ ବୁଝନ୍ତି, ଦୁହେଁ ମଧ୍ୟରେ ଗଭିର ବନ୍ଧୁତା ଅଛି, ସିରିଆଲ୍ ରେ କାମ କରିବା ସମୟରେ ଦୁହେଁଙ୍କ ମଧ୍ୟ ଗଭୀର ବନ୍ଧୁତା ହୋଇଯାଇଥିଲେ, କିନ୍ତୁ ଆଉଟଡୋର୍ ସୁଟ୍ ସମୟରେ ଏହା ମଧ୍ୟରେ କିଛି ଏମିତି ହୋଇଥିଲା କି ବନ୍ଧୁତା ହୋଇଗଲା, ଆଜି ସ୍ଥିତି ଏମିତି ହୋଇଛି ଦୁହେଁ ଦୁହିଁଙ୍କୁ ନ ଚିହ୍ନିଲାପରି ହେଉଛନ୍ତି, ସୁଟିଙ୍ଗ୍ ପୁର୍ବରୁ ଏମାନେ କେଉଁ ସିନ୍ ପାଇଁ ରିୟଲସଲ୍ କରନ୍ତି ନାହିଁ, ଏହାର କାରଣରୁ ଦୁହେଁଙ୍କ ମଧ୍ୟରେ ମତଭେଦ ଲାଗି ରହିଛି, ଏହି ଦିନ ସିଦ୍ଧାର୍ଥ ବିଗ୍ ବସ୍ ସିଜିନ୍ ୧୩ ରେ ନଜର ଆସିଥିଲେ, ବିଗ୍ ବସ୍ ଘରେ ତାଙ୍କର କ୍ରୋଧ ଆଚରଣ ଯୋଗୁଁ ତାଙ୍କ ବନ୍ଧୁତ୍ କମ୍ ହେଇଯାଉଥିଲେ, ତାଙ୍କ ନେଚର୍ ଦେଖି ଲାଗୁଥିଲା କି ସେ କାହା ସହ ରିଲେସନ ରଖିବା ଏକ ମୁସକିଲ୍ ଟାକ୍ସ ଅଟେ ।

୪) ପରିଧି ଶର୍ମା ଓ ରଜତ୍ ଟୋକାସ୍- ଜି ଟିଭିର ଲୋକପ୍ରିୟ ଶୋ ଯୋଦ୍ଧା ଆକବରରେ ଯୋଦ୍ଧା ଓ ଅକବର ଲିଡ୍ ରୋଲ୍ ନିଭାଉଥିବା କଳାକାର ପରିଧି ଓ ରଜତଙ୍କ ଯୋଡି ଦର୍ଶକଙ୍କ ପସନ୍ଦର ଯୋଡି ରହିଛି, ତାଙ୍କ ଅନସ୍କ୍ରିନ୍ କେମେଷ୍ଟି ବଢିଆ ଅଛି, କିନ୍ତୁ ପଦାରେ ଏହି ଦୁହେଁଙ୍କ ସଂମ୍ପର୍କ ଯେତେ ଗଭୀର ଅଛି ବାସ୍ତବରେ ସେତେ ଦୁରତା ଅଛି ସୁଟିଙ୍ଗ୍ ପରେ ଏହି ଦୁହେଁ ଜଣେ ଅନ୍ୟଙ୍କ ସହ କଥାବାର୍ତ୍ତା କରିବା ପସନ୍ଦ କରୁନାହାନ୍ତି, ଲମ୍ବା ସମୟର ସହ କାମ କରିବାପରେ ଏମାନଙ୍କ ବନ୍ଧୁତା ହୋଇପାରିଲା ନାହିଁ, କିନ୍ତୁ ଏହି ଭଲ କଥା କହିପାରିବା କି ଏମାନେ ନିଜ ସଂବନ୍ଧର ଖଟାସ କେବେ ନିଜ କାମ ମଧ୍ୟରେ ଆଣିବାକୁ ଦେଲେ ନାହିଁ, ବୋଧେ ଏହା ପ୍ରୋଫେସନାଲିଜିମ୍ କହନ୍ତି, ଯାହା ସମସ୍ତଙ୍କୁ ଶିଖିବା ଉଚିତ୍ ।

୫) ଦିପିକା ସିଂ ଓ ଅନସ ରାଶିଦ୍- ଅନଶ୍ ଓ ଦିପିକା ଷ୍ଟାର୍ ପ୍ଲସର ସିରିଆଲ୍ ଦିୟା ଔର୍ ବାତି ହମ୍ ରେ ଏକ ପରଫେକ୍ଟ କପଲ୍ ଭୁମିକା ନିଭାଇଥିଲେ, କିନ୍ତୁ ଏହି ଦୁହେମ୍ଂ କଳାକାର ପରସ୍ପରଙ୍କ ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ, ଶୋର ସୁଟିଙ୍ଗ୍ ସମୟରେ ଏକ ଏମିତି କଥା ହୋଇଥିଲା କି ଦିପିକା ଅନଶଙ୍କ ଭୁଲ୍ ତରିକାରୁ ଛୁଇଁଥିଲେ, ଯାହାପରେ ଦିପିକା ତାଙ୍କୁ ଚାପୁଡା ମାରିଦେଲେ, ତେବେ ଠାରୁ ଦୁହେଁଙ୍କ ମଧରେ କୌଣସି ବ୍ୟକ୍ତିଗତ ସଂମ୍ପର୍କ ନାହିଁ ।

Leave a Reply

Your email address will not be published. Required fields are marked *