March 28, 2024

Odia Express

News For Public

କେବେ ୧୪ ବର୍ଷ ବୟସରେ ଜିତିଥିଲେ କୋନ୍ ବନେଗା କରୋଡପତିରେ ୧ କୋଟି ଟଙ୍କା,ଆଜି Ravi Saini ହୋଇସାରିଛନ୍ତି ଆଇପିଏସ୍ ଅଫିସର୍…

ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଶୋ କୋନ୍ ବନେଗା କରୋଡପତି ଏବେ ଘରେ ଘରେ ନିଜ ଏକ ଅଲଗା ପରିଚୟ ସୃଷ୍ଟି କରିଛି, ଏହି ଶୋରେ ସେମିତି ବହୁତ ଲୋକ ନିଜ ଭାଗ୍ୟ ପରଖିବାକୁ ଆସନ୍ତି ଓ ନିଜ ସ୍ୱପ୍ନକୁ ସାକାର କରିଛନ୍ତି, କହିଦେବୁ କି ଗୋଟେ ନାଁ ଆସେ  ରବି ମୋହନ ସୈନୀଙ୍କର ଯିଏକି ୧୪ ବର୍ଷ ବୟସରେ ସେ କୋନ୍ ବନେଗା କରୋଡପତି ଶୋରେ ଭାଗ ନେଇଥିଲେ, ଏତିକି ନୁହେଁ ଏହି ଶୋରେ ରବି ମୋହନ ସୈନୀ ଏକ କୋଟି ଟଙ୍କାର ପୁରସ୍କାର ରାଶିର ବିଜେତା ହୋଇଥିଲେ

ସେହି ସମୟରେ ରବି ମୋହନ ସୈନୀ ଦଶମ ଶ୍ରେଣୀରେ ପଡୁଥିଲେ, ଏତେ କମ୍ ବୟସରେ ନିଜ ବୌଦ୍ଧିକ କ୍ଷମତା ଉପରେ ଏକ କୋଟି ଜିତିବା ପରେ ଲୋକେ ରବି ମୋହନ ସୈନୀଙ୍କୁ ବହୁତ ପ୍ରଶଂସା କରିଥିଲେ । କହିଦେବୁ କି ରବି ମୋହନ ସୈନୀ ରାଜସ୍ଥାନର ଅଲବର ଜିଲ୍ଲାର ସ୍ଥାନୀୟ ବାସିନ୍ଦା ଅଟନ୍ତି ।

କିନ୍ତୁ ବାପା ସରକାରୀ ଚାକିରିଆ ହେବା କାରଣରୁ ପ୍ରାରମ୍ଭିକ ଶିକ୍ଷା ବିଶାଖାପାଟାନାମରେ ଏକ ନୌସୈନିକ ସ୍କୁଲରେ ହୋଇଥିଲା, +୨ ପର୍ଯ୍ୟନ୍ତ ପାଠପଢା ସେ ମହାତ୍ମାଗାନ୍ଧୀ କଲେଜରୁ ଡାକ୍ତରୀ ପାଠପଢିଥିଲେ, ଡାକ୍ତରୀ ପଢିବାପରେ ରବି ନିଜ ଇଣ୍ଟର୍ଣ୍ଣସିପ୍ ପାଇଁ ଆଗକୁ ବଢିଲେ କିନ୍ତୁ ପାଠପଢାରେ ତେଜ୍ ହେବା କାରଣରୁ ସେ ୟୁପିଏସସି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭକରିଥିଲେ ।

କହିଦେବୁ କି ଛୁଆବେଳରୁ ପାଠପଢାରେ ଚାଲାକ୍ ହେବା କାରଣରୁ ରବି ମୋହନ ଙ୍କୁ ୟୁପିଏସସି ପରୀକ୍ଷାରେ ପ୍ରସ୍ତୁତିକୁ ନେଇ ଅଧିକା ଅସୁବିଧାର ସାମ୍ନା କରିବାକୁ ପଡିନଥିଲା, ୨୦୧୨ ରେ ସେ ପ୍ରଥମ ୟୁପିଏସସି ପରୀକ୍ଷା ଦେଇଥିଲେ ଯେଉଁଥିରେ ସେ ଅସଫଳ ରହିଥିଲେ, କିନ୍ତୁ ପରେ ସେ ୨୦୧୩ ମସିହାରେ ଆଉଥରେ ପରିକ୍ଷା ଦେଇ ସଫଳତା ହାସିଲ୍ କରିଲେ

ତାଙ୍କୁ ଏକ ଡାକଘରେ ଚାକିରି ମିଳିଗଲା, କିନ୍ତୁ ସେ ଏହି ଚାକିରିରେ ସନ୍ତୁଷ୍ଟ ନଥିଲେ ।କହିଦେବୁ କି ଚାକିରିରେ ଅସନ୍ତୁଷ୍ଟ ରହିଥିବା ହେତୁ ସେ ଆଉଥରେ ୟୁପିଏସସି ପରୀକ୍ଷା ଦେବାପାଇଁ ନିଶ୍ଚୟ କଲେ, ଓ ଏହିଥର ୪୬୧ ରାଙ୍କ୍ ହାସିଲ୍ କରି ଆଇପିଏସ୍ ଅଫିସର୍ ହୋଇଗଲେ, ଏବେ ରବି ମୋହନ ସୈନୀ ଗୁଜୁରାଟରେ ଏସିପି ପୋଷ୍ଟରେ କାମ କରୁଛନ୍ତି

କହିଦେବୁ କି ବିଗ୍ ବସ୍ ଏହି ପ୍ରତିଯୋଗୀ ଏବେ ଅଧିକା ଇମାନଦାର୍ ସହ ଡ୍ୟୁଟି କରୁଛନ୍ତି, କ୍ରିମିନାଲ୍ ରବି ମୋହନ ଙ୍କ ନାଁ ଶୁଣିକରି ଲୋକେ ବହୁତ୍ ଭୟଭୀତ ହେଉଛନ୍ତି, ଛୋଟ ବୟସରେ ରବି ମୋହନ ଏତେ ବଡ ସଫଳତା ହାସିଲ୍ କରିଦେଇଥିଲେ, ସେ ଏହି ଦକ୍ଷତାକୁ ନେଇ ଆଜି ସେ ଆଇପିଏସ୍ ଅଫିସର୍ ହୋଇପାରିଛନ୍ତି

କହିଦେବୁ କି ରବି ମୋହନ ସୈନୀ ଛୁଆବେଳରୁ ୧୪ ବର୍ଷ ବୟସରେ ଏକ କୋଟି ଟଙ୍କା ଜିତିକରି ଲୋକଙ୍କ ମଧ୍ୟରେ ଏକ ଉଜ୍ଜଳ ଭବିଷ୍ୟତକୁ ଗଢିତୋଳିଥିଲେ ।କୌନ ବନେଗା କରୋଡପତି ରେ ରବି ମୋହନ ସୈନୀ ଏକ କୋଟି ଜିତିକରି ଗର୍ବ ଅନୁଭବ କରାଈଲେ, ଏହି ଛୁଆ ତେବେ ବହୁତ ଛୋଟ ଥିଲା ଯେବେ ସେ ଦଶମଶ୍ରେଣୀରେ ପଡୁଥିଲା

ଯେଉଁ ଭଳି ଲୋକେ ଏହାର ସଫଳତାକୁ ପ୍ରଶଂସା କରିଥିଲେ, ସେହି ପରି ଏବେ ଲୋକେ ତାଙ୍କୁ ଆଇପିଏସ୍ ଅଫିସର୍ ହେବାରେ ପ୍ରଶଂସା କରୁଛନ୍ତି, ରବି ମୋହନ ଏବେ ନିଜ ବୁଦ୍ଧିର ଦମରେ ସଫଳତା ହାସିଲ୍ କରିଥିଲେ, ଓ ଏହି କଡା ପରିଶ୍ରମରେ ସେହି ଜାଗାରେ ଆସି ପହଞ୍ଚିଛନ୍ତି, ଆଜି ସେ ନିଜର ଏକ ଅଲଗା ପରିଚୟ ବନାଇଛନ୍ତି, ଯେବେ ସେ କୌନ୍ ବନେଗା କରୋଡପତି ରେ ଏକ ପ୍ରତିଯୋଗୀ ରୁପରେ ଆସିଥିଲେ, କିଏ ବା ଜାଣୀଥିଲା ଏହି ଛୁଆ ଦିନେ ଏମିତି ଏକ ବଡ ପଦବୀରେ କାର୍ଯ୍ୟ କରିବ ଓ ସଫଳତା ହାସିଲ୍ କରିବ ।

Leave a Reply

Your email address will not be published. Required fields are marked *