April 25, 2024

Odia Express

News For Public

26 ଡିସେମ୍ବର ୨୦୨୧ Saturday ରାଶିଫଳ, ଆଜି ୪ ଟି ରାଶି ବାଲାଙ୍କୁ ହେବ ଶୁଭ ଫଳର ପ୍ରାପ୍ତି, କମ୍ ପରିଶ୍ରମରୁ ପୁରା ହେବ ସବୁ କାମ

1 min read

ରାଶିଫଳ ସହାୟତାରେ ନିଜ ଭବିଷ୍ୟତ ସହ ଯୋଡି ହୋଇଥିବା ଉତଥାନ୍ ପତନ ଭରା ପରିସ୍ଥିତିକୁ ପୁର୍ବରୁ ଅନୁମାନ ଲଗାଯାଇପାରିବ,  ଯାହାଦ୍ୱାରା କେଉଁ ବି ପରିସ୍ଥିତିର ସାମ୍ନା କରିବାକୁ ଥିବା କଠିନତା ହୋଇନଥିବ,ରାଶିଫଳ ବାହାର କରିବା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ୍ ଖୌଗଳିୟ ଗଣନା କରାଯାଏ,  ଦୈନିକ ରାଶିଫଳରେ ଆମେ ଆପଣଙ୍କୁ ୧୨ ଟି ରାଶିର ଭବିଷ୍ୟଫଳ ବିଷୟରେ କହିବୁ, ଯାହା ଆପଣ ନିଜ ଯୋଜନାକୁ ସଫଳ ବନାଇପାରିବେ , ଆପଣ କେଉଁ କେଉଁ ପରିସ୍ଥିତି ସହ କଟାଇବାକୁ ପଡିବ , ଆଜିର ଦିନ କେଉଁ ରାଶିପାଇଁ ଶୁଭ ରହିବ , ଆପଣଙ୍କୁ କେଉଁ କେଉଁ ସାବଧନତା ରଖିବାକୁ ଆବଶ୍ୟକତା ଅଟେ , ଏହା ସହ ଯୋଡି ହୋଇଥିବା ସୁଚନା ନିଜ ରାଶି ଅନୁସାରେ ଆଜିର ରାଶିଫଳ ଏଠାରେ ଜାଣନ୍ତୁ ।

୧) ମେଷ ରାଶି- ଆଜି ଆପଣଙ୍କ ଦିନ ଉତଥାନ ପତନ ରହିବ । କେଉଁଠି ପଇସା ନିବେଶ କରିବା ପୁର୍ବରୁ ଭାବିକରି କରନ୍ତୁ, ନହେଲେ କ୍ଷତି ହୋଇପାରେ , ଘରର କେଉଁ ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ, ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକ ଅଛି, କେଉଁ ବି ଲମ୍ବା ଯାତ୍ରା ଯିବାରୁ ଦୁରେଇ ରୁହନ୍ତୁ, ମା ବାପାଙ୍କର ଆଶିର୍ବାଦ ରହିବ, ଆପଣ ନିଜ ସାଙ୍ଗଙ୍କ ସହ କେଉଁଆଡେ ବୁଲିବାର ପ୍ଲାନ୍ କରିପାରନ୍ତି, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ବଡ ଅଧିକାରୀଙ୍କର ସହ ଭଲ ତାଳମେଳ ରହିବ, ଏଥିରେ ଆପଣଙ୍କୁ ଫାଇଦା ମିଳିବ ।

୨)ବୃଷ ରାଶି- ଆଜି ଆପଣଙ୍କ ଦିନ ଭଲରେ କଟିବ । କମ୍ ପରିଶ୍ରମରେ ଅଧିକା ସଫଳତା ମିଳିବାର ସଂମ୍ଭାବନା ଅଛି, ଅଟକିଥିବା କାମଗୁଡିକ ପୁରା ହେବ, ଜୀବନସାଥୀଙ୍କୁ ନିଜ ହୃଦୟର କଥା ସେୟାର୍ କରିପାରିବେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଚାକିରି କ୍ଷେତ୍ରରେ ସହଯୋଗୀ ଆପଣଙ୍କ କାମକୁ ପ୍ରଶଂସା କରିବେ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ୍ ହେବ, ଆପଣ ନିଜ ଜୀବନସାଥୀଙ୍କ ସହ୍ କେଉଁ ଆଡେ ବୁଲିବାର ପ୍ଲାନ୍ କରିବେ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ , ସନ୍ତାନଙ୍କ ତରଫରୁ ଉନ୍ନତି ଖୁସିଖବର ମିଳିବାର ଆଶା ଅଛି, ମାନସିକ ଅସୁବିଧାରୁ ମୁକ୍ତି ମିଳିବ ଘରର ଆର୍ଥିକ ସ୍ଥିତି ମଜବୁତ୍ ବନାଇବାରେ ଆପଣଙ୍କ ଭୁମିକା ଅଧିକା ରହିବ, ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିବ, ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠ ମିଳୀବ, ବେପାରରେ ଲାଭ ମିଳିପାରିବ, ଅଚାନକ ଆପଣ କେଉଁ ଲାଭଦାୟକ ଯାତ୍ରାରେ ଯାଇପାରନ୍ତି, ବାହାନ ସୁଖ ପ୍ରାପ୍ତି ହେବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ଆର୍ଥିକ ରୁପରେ ମଜବୁତ୍ ରହିବ, ସାଙ୍ଗଙ୍କ ସାହାଯ୍ୟରେ ଅଟକିଥିବା କାମ ପୁରା ହୋଇପାରେ, ଜରୁରୀ ମାମଲାରେ ନିର୍ଣ୍ଣୟ ନେବାରେ ସକ୍ଷମ୍ ହେବେ, ଆତ୍ମବିଶ୍ୱାସରୁ ଭରପୁର ହେବାର ନଜର୍ ଆସୁଛି, ସାମାଜିକ ଦାୟରା ବଢିବ, ନୁଆ ନୁଆ ବ୍ୟକ୍ତିଙ୍କ ସହ ବନ୍ଧୁତା ହୋଇପାରେ, କିନ୍ତୁ ଆପଣ କେଉଁ ଅଚିହ୍ନା ଙ୍କ ଉପରେ ଅଧିକା ଭରସା କରନ୍ତୁ ନାହିଁ, ନହେଲେ ଧୋକା ମିଳିପାରେ କୋର୍ଟ କଚେରି ମାମଲାରେ ଦୁରେଇ ରହିବାକୁ ହେବ ।

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ରହିବ । ଆପଣ ନିଜ ବିରୋଧୀଙ୍କୁ ପରାସ୍ତ କରିବେ, କେଉଁ ନୁଆ ଯୋଜନା ତରଫରୁ ଆକର୍ଷିତ ହୋଇପାରନ୍ତି, ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ, ଅଫିସରେ ବଡ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ, ଆପଣଙ୍କ ଭଲ ବ୍ୟବହାର ଅନ୍ୟଙ୍କୁ ପ୍ରଭାବିତ କରିବ, ପ୍ରେମ ଜୀବନରେ ଭଲ ରହିବ , ଆପଣ ନିଜ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ, କେଉଁ ବଡ ନିବେଶ କରିବା ପୁର୍ବରୁ ଭାବିନିଅନ୍ତୁ, ଖରାପ ସଂଙ୍ଗତିରୁ ଦୁରେଇ ରୁହନ୍ତୁ ।

୬) କନ୍ୟା ରାଶି- ଆଜି ଆପଣଙ୍କୁ କାମକାର୍ଯ୍ୟ ଓ ଯୋଜନାରୁ ସଫଳତା ମିଳିବାର ପ୍ରବଳ ଯୋଗ ହେଉଛି, ପୁର୍ବରୁ କରାଯାଇଥିବା ନିବେଶରୁ ଫାଇଦା ମିଳିବ, ରୋଜଗାର ଦିଗରେ କରାଯାଇଥିବା ପ୍ରୟାସ ସଫଳ ରହିବ, ଅଟକିଥିବା କାମ ଜଲଦି ପୁରା ହୋଇଯିବ, ଖାସ୍ ବ୍ୟକ୍ତିଙ୍କ ମାର୍ଗ ଦର୍ଶନ ମିଳିବ, କ୍ୟାରିୟରରେ ଆଗକୁ ବଢିବାର ମଉକା ମିଳିବ, ଯାହାର ଫାଇଦା ଉଠାଇପାରିବେ, ମାବାପାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ, ଛୋଟ ମୋଟ ବେପାରିଙ୍କ ଲାଭ ମିଳିବ,

୭) ତୁଳା ରାଶି- ଆଜି ଆପଣଙ୍କ ଦିନ କଠିନ ନଜର ଆସୁଛି, ଗୁପ୍ତ୍ ଶତ୍ରୁ ଆପଣଙ୍କୁ ହାନି ପହଞ୍ଚାଇବାର ଚେଷ୍ଟାକରିପାରନ୍ତି, ଏଥିପାଇଁ ସତର୍କ ରହିବାକୁ ହେବ, ଆପଣଙ୍କ ନିଜ କାମରେ ଧ୍ୟାନ ଦେବାର ଆବଶ୍ୟକତା ଅଛି, ବେପାରରେ କେଉଁ ବି ନୁଆ ଟେକନିକ୍ ବ୍ୟବହାର କରିବେ, ଯାହା ଭବିଷ୍ୟତରେ ଫାଇଦା ହେବ, ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ପ୍ରମୋଶନ ମିଳିବ, ଏହା ସହ ମନମୁତାବିକ ଜାଗାରେ ଟ୍ରାନ୍ସଫର୍ ମିଳିବାର ଆଶା ଅଛି, ବେତନରେ ବୃଦ୍ଧି ହେବ, ଘରୋଇ ଦରକାରିତା ପୁରା ହେବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ବଢିବ ।

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଆର୍ଥିକ ଦୃଷ୍ଟି କୋଣରୁ ଭଲ ରହିବ, ଧନ କମାଇବାର ସ୍ରୋତ ହାସିଲ୍ କରିବେ, ମା ବାପାଙ୍କର ସହ୍ କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିବ, କାମକାର୍ଯ୍ୟରେ ଉପନ୍ନ ହେଉଥିବା ବାଧାଗୁଡିକ ଦୁର ହୋଇଯିବ, କାର୍ଯ୍ୟାଳୟରେ ଆପଣଙ୍କ ଭଲ ପ୍ରଦର୍ଶନ ରହିବ, ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରହିବ, ଯଦି ଆପଣ୍ କେଉଁଠି ପଇସା ନିବେଶ କରୁଛନ୍ତି ତେବେ ଆଜିର ଦିନ ଠିକ୍ ନଜର ଆସୁଛି, ଭାଇ ଭଉଣୀଙ୍କ ସାହାଯ୍ୟରେ ଜରୁରୀ କାମ ଭଲରେ ହେବ, ପୈତୃକ ସଂମ୍ପତ୍ତି ମିଳିବାର ଅଛି,

୯) ଧନୁ ରାଶି- ଆଜି ଆପଣ କେଉଁଠି ନିବେଶ କରିବାକୁ ଚାହୁଁଛନ୍ତି ତେବେ ଅନୁଭବି ବ୍ୟକ୍ତିଙ୍କ ଉପଦେଶ ନିଶ୍ଚିତ ନିଅନ୍ତୁ, ଆପଣଙ୍କୁ ଫାଇଦା ହେବ । କାମ କାର୍ଯ୍ୟର ତରିକାରେ କିଛି ପରିବର୍ତ୍ତନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ, ସାମାଜିକ କ୍ଷେତ୍ରରେ ମାନ ପ୍ରତିଷ୍ଠ ବଢିବ, ଅଟକିଥିବା କାମ ପୁରା ହେବ, ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ, ବିଷମ ପରିସ୍ଥିତିରେ ମୁକ୍ତି ମିଳିବ, ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିପାରିବେ ।

୧୦) ମକର୍ ରାଶି- ଆଜି ଆପଣଙ୍କୁ ଫାଲତୁଖର୍ଚ୍ଚ ଉପରେ ନିୟନ୍ତ୍ରଣ୍ କରିବାକୁ ହେବ, ଭବିଷ୍ୟରେ ଆର୍ଥିକ ଅସୁବିଧାର ସାମ୍ଣା କରିବାକୁ ପଡିପାରେ, ଆପଣଙ୍କ ଭାଗ୍ୟ ଅଧିକା ପରିଶ୍ରମ ଉପରେ ଭରସା କରିବା ଆବଶ୍ୟକ ଅଟେ, ଆପଣଙ୍କ ବାଣୀରେ ମଧୁରତା ରଖନ୍ତୁ, କାମକାର୍ଯ୍ୟକୁ ସକରାତ୍ମକ ଭାବନା ସହ କରନ୍ତୁ, ଏଥିରେ ଫାଇଦା ମିଳିବ, ଅଜଣା ଲୋକଙ୍କୁ ଅଧିକା ଭରସା କରନ୍ତୁ ନାହିଁ ।

୧୧) କୁମ୍ଭ ରାଶି- ଆଜି ଆପଣଙ୍କ ମନ ପୁଜା ପାଠରେ ଅଧିକା ଲାଗିବ, ଘରର ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ, କୋର୍ଟ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ଆସିବ, ମାନସିକ ଚିନ୍ତା ଦୁର ହୋଇଯିବ, ଦାମ୍ପତ୍ୟ୍ ଜୀବନରେ ସୁଖ ମିଳିବ, ପ୍ରେମ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବାର ଅଛି, ବହୁତ ଜଲଦି ଆପଣଙ୍କୁ ପ୍ରେମ ବିବାହ ହୋଇପାରେ, ଆପଣଙ୍କ ବାଣୀରୁ ଲୋକଙ୍କ ହୃଦୟ ଜିତିପାରିବେ, ସାମାଜିକ ଦାୟରା ମିଳିବ, କେଉଁ ପୁରୁଣା ନିବେଶରୁ ଭାରି ଲାଭ ମିଳିବ ।

୧୨) ମୀନ ରାଶି- ଆଜି ଆପଣଙ୍କ କେଉଁ ପ୍ରକାରର ବାଦ ବିବାଦରୁ ଦୁରେଇ ରହିବାକୁ ହେବ, ଚାକିରି କ୍ଷେତ୍ରରେ ପରିଶ୍ରମ ଅଧିକା କରିବାକୁ ପଡିବ କିନ୍ତୁ ପରିଶ୍ରମ କାମକୁ ଆସିବ, ଆଜି ଆପଣଙ୍କୁ କେଉଁ ବଡ ନିବେଶ୍ କରିବାକୁ ଦୁରେଇରହିବାକୁ ହେବ, ଫାଲତୁ କଥାରେ ଧ୍ୟାନ ଦିଅନ୍ତୁ ନାହିଁ, ଆପଣଙ୍କୁ ନିଜ ମହତ୍ତ୍ୱପୁର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେବାକୁ ହେବ, ନିଜ ଜୀବନରେ ଉତଥାନ ପତନ ଆସିପାରେ, ଏଥିପାଇଁ ବୁଝାମଣାରେ କାମ କରନ୍ତୁ, ପ୍ରାଇଭେଟ୍ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିବ ।

Leave a Reply

Your email address will not be published. Required fields are marked *