March 28, 2024

Odia Express

News For Public

16 ଜାନୁୟାରୀ 2022 ରାଶିଫଳ,ଆଜି ଏହି ରାଶିବାଲାଙ୍କୁ ହୋଇପାରେ ବଡ ଧନ ଲାଭ, ସେମିତି ଏମାନଙ୍କୁ ନୁଆ ଚାକିରି ମିଳିବାର ହେଉଛି ଯୋଗ

1 min read

ମେଷ ରାଶି- ଆଜି ଆପଣଙ୍କ ଦିନ ଭଲ ନଜର୍ ଆସୁଛି । ଯେଉଁ କାମ ହାତରେ ଲାଗିବ ସେଥିରେ ସଫଳତା ମିଳିବାର ଯୋଗ ହେଉଛି, କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଆପଣ ନିଜ ରହିବା ଚଳିବା ବିଷୟରେ ଭାବୁଛନ୍ତି କିମ୍ବା ନିଜ ପରିବାର ଲୋକଙ୍କ ସହ କେଉଁ ଭଲ ଜାଗା ବୁଲିବାର ପ୍ଲାନିଙ୍ଗ୍ କରୁଛନ୍ତି, ଅଧିକାଂଶ ମାମଲାରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ, ଛୁଆଙ୍କ ତରଫରୁ ସବୁ ଟେନସନ୍ ଦୁର ହୋଇଯିବ । ନୁଆ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାରା ପଡିପାରେ, ଛୋଟମୋଟ ବେପାରୀଙ୍କୁ ଲାଭ ମିଳିବ ।

ବୃଷ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ , ସଫଳତାର କିଛି ଖାସ୍ ମଉକା ହାତରେ ଲାଗିପାରେ, ଯାହାର ଫାଇଦା ଉଠାଇବା ଉଚିତ୍, ପାରିବାରିକ ଦାୟିତ୍ୱ ଉପରେ ଟିକିଏ ଧ୍ୟାନ ଦିଅନ୍ତୁ, ମା ବାପାଙ୍କର ଆଶିର୍ବାଦ ରହିବ, ଶିକ୍ଷା କ୍ଷେତ୍ରରେ ଯୋଡି ହୋଇଥିବା ଲୋକଙ୍କୁ କେଉଁ ପ୍ରତିଯୋଗିତା ପରିକ୍ଷାରେ ମନ ମୁତାବିକ ପରିଣାମ ମିଳିବାର ଯୋଗ ହେଉଛି, ଯାହାଦ୍ୱାରା ମନ ହର୍ଷୀତ ରହିବ, ରୋଜଗାର୍ ଦିଗରେ କରାଯାଇଥିବା ପ୍ରୟାସ ସଫଳ ରହିବ, କାରୋବାରରେ ବୃଦ୍ଧି ହେବ, ପ୍ରେମ ଜୀବନରେ ଥିବା ବ୍ୟକ୍ତିଙ୍କୁ ଆଜିର ଦିନ ଭଲ ରହିବ, ବହୁତ ଜଲଦି ପ୍ରେମ ବିବାହ ହୋଇପାରେ ।

ମିଥୁନ ରାଶି-ଆଜି ଆପଣଙ୍କ ଦିନ ଉତଥାନପତନ ଭରା ରହିବ, କେଉଁ ବଡ ନିବେଶ କରିବାରୁ ଦୁରେଇ ରହିବାକୁ ହେବ, ନହେଲେ କ୍ଷତି ସହିବାକୁ ପଡିପାରେ, ବିଷମ ପରିସ୍ଥିତିରେ ଆପଣଙ୍କୁ ଧୈର୍ଯ୍ୟ ରହିବାର ଅଛି, ଭାଇ ଭଉଣୀଙ୍କ ସହ କେଉଁ କଥାକୁ ନେଇକରି ଯୁକ୍ତିତର୍କ ହୋଇପାରେ, ଆପଣ ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ କାମର ଯୋଜନା କରିପାରନ୍ତି, ଯାହା ଆଗକୁ ଯାଇକରି ଭଲ ଲାଭ ଦେବ, ଦାମ୍ପତ୍ୟ ଜୀବନରେ ଖୁସି ଆସିବ, ବିଦ୍ୟାର୍ଥୀଙ୍କ କଠିନ ବିଷୟରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ।

କର୍କଟ ରାଶି- ଆଜି ଆପଣଙ୍କ ଦିନ ବହୁତ ପରିମାଣ ଭଲ ରହିବ, ପୁରୁଣା ଅଟକିଥିବା କାମ ଜଲଦି ପୁରା ହୋଇଯିବ, ଆପଣ ନିଜ ବିରୋଧିଙ୍କୁ ପରାସ୍ତ କରିବେ, ପଇସା ଲେଣଦେଣରେ ସାବଧନତା ରଖିବାକୁ ହେବ, ନହେଲେ ହାନି ହୋଇପାରେ, ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଦରକାର ଅଛି, ଥଣ୍ତା ହୋଇପାରେ, ଅଚାନକ ଘରୋଇ ଖର୍ଚ୍ଚରେ ବୃଦ୍ଧି ହୋଇପାରେ, ଯାହା ଆପଣଙ୍କ ଚିନ୍ତା ବଢାଇବ ଆପଣ ନିଜ ବାଣୀରେ ମଧୁରତା ରଖନ୍ତୁ, କେଉଁ ବିବାଦରେ ନ ପଡନ୍ତୁ ।

ସିଂହ ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପ୍ରାପ୍ତି ହେବ, ଆପଣ ନିଜ ପରିଶ୍ରମରୁ କଠିନ କାର୍ଯ୍ୟ କରିପାରିବେ, କାରୋବାରରେ ଭାଇଙ୍କ ସହଯୋଗ ମିଳିବ, ବାପାଙ୍କ ସହ ଆଜି ଆପଣଙ୍କ ସଂମ୍ପର୍କ ଆହୁରି ମଜବୁତ୍ ହେବ, ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ, ସରକାରୀ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ବଡ ଅଧିକାରୀଙ୍କ ପୁରା ସପୋର୍ଟ ମିଳିବ ।

କନ୍ୟା ରାଶି- ଆଜି ଆପଣଙ୍କ ଦିନ ଶାନଦାର୍ ନଜର ଆସୁଛି, ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ, ଆପଣଙ୍କ ସବୁ କାର୍ଯ୍ୟ ମନ ମୁତାବିକ ପୁରା ହେବ, ବନ୍ଧୁଙ୍କ ସାହାଯ୍ୟ ମିଳିପାରିବ, ଆର୍ଥିକ ସ୍ଥିତି ମଜବୁତି ହେବ, ଯଦି ଆପଣ ପୁର୍ବରୁ କାହାଠାରୁ ପଇସା ଉଧାର ନେଇଛନ୍ତି ତେବେ ସେହି ପଇସା ଫେରିପାରିବେ, ଦୁର ସଂଚାର ମାଧ୍ୟମରେ ଖୁସି ଖବର ମିଳିପାରିବ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲୁଥିବା ମତଭେଦ ଶେଷ ହୋଇଯିବ, ପ୍ରେମ ଜୀବନରେ ସୁଧାର ଆସିବ ।

ତୁଳା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ , ଭାଗ୍ୟର ପୁରା ସାଥ୍ ମିଳିପାରିବ । କାର୍ଯ୍ୟକ୍ଷେତ୍ରରେ ଅଟକିରହିଥିବା କାର୍ଯ୍ୟ ସହଜରେ ପୁରା ହୋଇଯିବ, ଅଫିସ୍ ରେ ବଦ ଅଧିକାରି ଆପଣଙ୍କ କାର୍ଯ୍ୟକୁ ବହୁତ ପସନ୍ଦ କରିବେ, ଗୁପ୍ତ ଶତ୍ରୁଙ୍କ ଦ୍ୱାରା ଆପଣଙ୍କୁ ଆଘାତ ଦେଇପାରନ୍ତି, କିନ୍ତୁ ସେଥିରେ ସଫଳ ହେବେ ନାହିଁ, କେଉଁ ଲମ୍ବା ଯାତ୍ରାରେ ଯିବାରେ ବାହାନ ଚଲାଇବା ସମୟରେ ସାବଧନତା ଅବଲମ୍ବନ କରନ୍ତୁ, ନହେଲେ ଦୁର୍ଘଟଣା ହେବାର ଆଶଙ୍କା ଅଛି, କେଉଁ ବଡ ଫଇସଲା ନେବାକୁ ଚାହୁଁଥିଲେ ତେବେ ବୁଝିବିଚାରି ନିଅନ୍ତୁ ।

ବିଛା ରାଶି-ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ଅଫିସର କାର୍ଯ୍ୟଭାର ଅଧିକା ହେବା କାରଣରୁ ଶାରରୀକ ଥକାପଣ ଓ ଦୁର୍ବଳତା ଅନୁଭବ ହୋଇପାରେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେଉଁ କଥାକୁ ନେଇ ଭୁଲ୍ ବୁଝାମଣା ହେବ, ଆପଣ କେଉଁ ବି ମାମଲାକୁ ଶାନ୍ତିପୁର୍ଣ୍ଣ ଭାବେ ବୁଝାମଣା କରିବାକୁ ଚେଷ୍ଟା କରନ୍ତୁ, ଖାଦ୍ୟପେୟରେ ସୁଧାର କରନ୍ତୁ ଅନ୍ୟଥା ପେଟ ସହ ଯୋଡି ହୋଇଥିବା ଅସୁବିଧା ଉପନ୍ନ ହୋଇପାରେ, ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବଢିବ, ଆମଦାନୀର ନୁଆ ସାଧନ ମିଳିବ ।

ଧନୁ ରାଶି-ଆଜି ଆପଣଙ୍କ ଦିନ ମହତ୍ତ୍ୱପୁର୍ଣ୍ଣ ନଜର ଆସୁଛି, ଯେଉଁ ଅବସରକୁ ଆପଣ ଖୋଜୁଛନ୍ତି ତାହା ବହୁତ ଦିନରୁ ଥିଲା ଆଜି କେଉଁ ପାଖ ସଂମ୍ପର୍କୀୟଙ୍କ ସହାୟତା ମିଳିପାରେ, ବିଜନେସ୍ ସଂବନ୍ଧିତ କେଉଁ ବଡ ମିଟିଙ୍ଗ୍ ସାମିଲ୍ ହେବା କାରଣରୁ ଭଲ ପ୍ରୋଜେକ୍ଟ ବୁଝିନିଅନ୍ତୁ ଓ ପ୍ରସ୍ତୁତ ହୋଇ ରୁହନ୍ତୁ, ଯେଉଁ ବ୍ୟକ୍ତି ବହୁତ ଲମ୍ବା ସମୟରୁ ନୁଆ ଚାକିରି ଖୋଜୁଛନ୍ତି, ତାଙ୍କୁ ସଫଳତା ମିଳିବାର ଯୋଗ ନଜର ଆସୁଛି, ଦାମ୍ପତ୍ୟ ଜୀବନସୁଖ ମିଳିବ

ମକର ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ । ଆପଣ ନିଜ କାମର ଯୋଜନାରେ ଲଗାତାର୍ ସଫଳତା ହାସିଲ୍ କରିବେ, ଚାକିରି ସହ ଯୋଡି ହୋଇଥିବା କାମରେ ବଡ ଫଇସଲା ନେବାକୁ ଚାହୁଁଥିଲେ ଦିନ ଆପଣଙ୍କ ପାଇଁ ଭଲ ରହିଛି, ବହୁତ ଲମ୍ବା ସମୟରୁ ଚାଲୁଥିବା ମାନସିକ ଚିନ୍ତା ଶେଷ ହେବ, ମା ବାପାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ, ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ପାଇଁ ଆଲୋଚନା ହୋଇପାରେ, ଭାଇ ଭଉଣୀଙ୍କ ସହ ଭଲ ତାଳମେଳ ରହିବ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ ଭଲ ପ୍ରସ୍ତାବ ମିଳିପାରିବ ।

କୁମ୍ଭ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ, ଜୀବନ ସାଥୀଙ୍କ ସାହାଯ୍ୟରେ କିଛି ଅଧୁରା କାମ ପୁରା କରିବେ, ଦୁର ସଂଚାର ମାଧ୍ୟମରେ ଖୁସିଖବର ମିଳିବାର ଆଶା ଅଛି, ଘରେ ଖୁସିର ମାହୋଲ୍ ରହିବ, ତାହା ସହ ପାର୍ଟିର ଆୟୋଜନ କରିପାରନ୍ତି, ବନ୍ଧୁଙ୍କ ସହ ମିଶିକରି କିଛି ନୁଆ ବେପାର ଆରମ୍ଭ କରିପାରନ୍ତି, ଜମିବାଡି ସହ ଯୋଡି ହୋଇଥିବା ମାମଲାରୁ ଲାଭ ମିଳିବ,

ମୀନରାଶି-ଆଜି ଆପଣଙ୍କ ଦିନ ମିଳାମିଶା ରହିବ, ବିଷମ ପରିସ୍ଥିତିରେ ବୁଝାମଣା ସହ କାମ କରନ୍ତୁ, ଘରୋଇ ଦରକାରିତାରେ ଅଧିକା ପଇସା ଖର୍ଚ୍ଚ ହେବ, ଯାହାକୁ ନେଇକରି ଆପଣ ବହୁତ ଚିନ୍ତିତ ରହିବେ, ଯଦି ଆପଣ କେଉଁଠି ନିବେଶ କରିବାକୁ ଚାହୁଁଛନ୍ତି ତେବେ ଘରେ ଅନୁଭବି ଲୋକଙ୍କ ଠାରୁ ଉପଦେଶ ନିଅନ୍ତୁ, ବେପାରରେ ଠିକ୍ ଠାକ୍ ଲାଭ ମିଳିବ, ଆଜି କେଉଁ ଘରୋଇ କାମକୁ ପୁରା କରିବାପାଇଁ ପଡୋଶୀଙ୍କ ସାହାଯ୍ୟ ମିଳିପାରିବ ।

Leave a Reply

Your email address will not be published. Required fields are marked *